ନୂଆଦିଲ୍ଲୀ: ଶେଷରେ ଯେଉଁ ଗୁଜବ ସୃଷ୍ଟି ହେଉଥିବା ତାହା ସତ ହେବାକୁ ଯାଉଛି। ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ ବିଜେପିରେ ମିଶିବେ। ଏ ନେଇ ସ୍ପଷ୍ଟ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା। ନିଜ ସାମାଜିକ ଗଣ ମାଧ୍ୟମରେ ସେ […]
ଭୁବନେଶ୍ବର: ଆଜିଠାରୁ ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର ନିର୍ଦ୍ଦେଶକ ରାହୁଳ ନବୀନ। ସେ ଆଜି ସଂଧ୍ୟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବା ପରେ ସିଧା ପୁରୀ ଯିବେ। ତେବେ ତାଙ୍କ ଗସ୍ତ କଥା ଜଣାପଡିବା ପରେ […]
ଭୁବନେଶ୍ବର: ଆଶ୍ଚର୍ଯ୍ୟଜନକ ଭାବେ ସୋମବାର ଦିନ ଭୁବନେଶ୍ବର ବିମାନ ବନ୍ଦରରୁ ୮୭ କେଜି ସୁନା ଏବଂ ୨୦୦ କେଜି ରୂପା ଜବତ କରାଯାଇଛି।ଏ ସବୁ ଏକ ଟଙ୍କା ବୁହା ଗାଡିରେ ଯାଉଥିବା ବେଳେ ରାସ୍ତାରେ ଧରିଛି ଜିଏସଟି ଟିମ। ଗାଡିକୁ ଅଟକାଇ […]
ନୂଆଦିଲ୍ଲୀ: ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ସହ କଥା ହୋଇଛନ୍ତି। ଦୁଇ ଜଣଙ୍କ ମଧ୍ୟରେ ବାର୍ତ୍ତାଳାପ ଫୋନ୍ କଲ୍ ମାଧ୍ୟମରେ ହୋଇଥିଲା ଏବଂ ଏହି ସମୟରେ ସେମାନେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ବିଷୟରେ ବିସ୍ତୃତ ଭାବରେ […]
ନୂଆଦିଲ୍ଲୀ: ଆଇପିଏଲ୍ ନିଲାମ ପୂର୍ବରୁ କେଉଁ ଖେଳାଳିମାନେ ଦଳରେ ନିଜ ସ୍ଥାନ ବଜାୟ ରଖିବେ? ଏହା ଉପରେ କ୍ରମାଗତ କଳ୍ପନାଜଳ୍ପନା ଚାଲିଛି। ଏହି ସମୟରେ ବଡ ସୂଚନା ସାମ୍ନାକୁ ଆସୁଛି। ବାସ୍ତବରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମାଲିକ ସଞ୍ଜୀବ ଗୋଏଙ୍କା ଅଧିନାୟକ […]
ନୂଆଦିଲ୍ଲୀ: ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ସୋମବାର ଦିନ ସାରା ଦେଶରେ ଧୁମଧାମର ସହିତ ପାଳନ କରାଯାଇଛି। ସମଗ୍ର ଦେଶରେ ମନ୍ଦିରରେ ସାଜସଜ୍ଜା କରାଯାଇଛି। ଲୋକମାନେ ନିଜ ଘର ମନ୍ଦିର ଏବଂ ପୂଜାପାଠ ସ୍ଥାନକୁ ମଧ୍ୟ ସୁନ୍ଦର ଭାବରେ ସଜାଇଛନ୍ତି। ଜନ୍ମାଷ୍ଟମୀ ଏଥର […]
ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ନେଇ ବିଜେପି ସାଂସଦ କଙ୍ଗନା ରଣାୱତଙ୍କ ବିବୃତ୍ତି ଉପରେ ସାରା ଦେଶରେ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇଛି। ବିରୋଧୀ ଦଳର ନେତାମାନେ କଙ୍ଗନା ରଣାୱତଙ୍କ ବିବୃତ୍ତି ଉପରେ ବିଜେପିକୁ ଟାର୍ଗେଟ କରୁଛନ୍ତି। ଏହି ସମୟରେ କଂଗ୍ରେସ ନେତା […]
ମେଷ : ବ୍ୟବସାୟ ଭଲ କରିବ । ଆୟରେ ନିଶ୍ଚିତତା ରହିବ । ଘରେ ଟେନସନ ହେବ। ଅଂଶୀଦାରମାନଙ୍କ ସହିତ ପାର୍ଥକ୍ୟ ଏବଂ ଯୁକ୍ତି ହୋଇପାରେ । ତୁମର ବକ୍ତବ୍ୟକୁ ନିୟନ୍ତ୍ରଣ କର। ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସହିତ ଯୁକ୍ତିତର୍କ ହୋଇପାରେ । […]
ବାଲୁଗାଁ (ସୀତାରାମ ଅଗ୍ରୱାଲ): ପବିତ୍ର ଜନ୍ମାଷ୍ଟମୀ ଅବସରରେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁସ୍ଥିତ ଇସ୍କନ ଠାରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଦିନତମାମ ଭଜନ ସମାରୋହ ସାଙ୍ଗକୁ ହରେ ରାମ ହରେ କୃଷ୍ଣ ଧ୍ୱନୀରେ ପରିସର […]
ଆଠମଲ୍ଲିକ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଜନ୍ମାଷ୍ଟମୀର ପବିତ୍ର ଅବସରରେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ବନମାଳିପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନୂତନ ଭବନ ଏବଂ ଛାତ୍ରୀନିବାସର ଉଦଘାଟନ ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ସଡ଼କପଥଭିତ୍ତିକ ୯୪.୮୩ […]
ମୁମ୍ବାଇ /ଭୁବନେଶ୍ୱର: ଦେଶର ଅଗ୍ରଣୀ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ୟୁଏଇ, ଥାଇଲ୍ୟାଣ୍ଡ, କାନାଡା, ସାଉଦି ଆରବ, ୟୁରୋପ ଏବଂ କାରିବିୟାନ୍ ଦ୍ୱୀପପୁଞ୍ଜ ଭଳି ଦେଶଗୁଡିକୁ ଯାତ୍ରା କରୁଥିବା ଗ୍ରାହକଙ୍କ ପାଇଁ ସର୍ବୋତ୍ତମ ଆନ୍ତର୍ଜାତୀୟ ରୋମିଂ ପ୍ୟାକ ସମୂହ ଆରମ୍ଭ […]
ଭୁବନେଶ୍ବର: କିଛିଦିନ ପାଇଁ ଚିକେନ ନ ଖାଇବାକୁ ଆଜି ପରାମର୍ଶ ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଚିକେନ୍ ନଖାଇବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟର କେତେକ […]
ଭୁବନେଶ୍ବର: ଓଡିଶାରେ ଗୋଟିଏ ଆସନ ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ପାଇଁ ଆସନ୍ତାକାଲି ମଙ୍ଗଳବାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ। ବର୍ତ୍ତମାନ ସୁଦ୍ଧା ଦୁଇଜଣ ନାମାଙ୍କନ ଦାଖଲ କରିଛନ୍ତି। ଜଣେ ବିଜେପି ଦଳ ତରଫରୁ ମମତା ମହାନ୍ତ ଆଉ ଜଣେ […]
ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ମଧ୍ୟାହ୍ନରେ ଓଡ଼ିଶା ପୂର୍ତ୍ତ ମନ୍ତ୍ରୀ ତଥା ଚିଲିକା ବିଧାୟକ ପୃଥ୍ଵୀରାଜ ହରିଚନ୍ଦନ ବାଣପୁରସ୍ଥିତ ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର ପରିଦର୍ଶନରେ ଆସି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପ୍ରଥମେ ମା’ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲ୍ବାନିଜ୍ ସହ କଥା ହୋଇଛନ୍ତି। ଏହି ଅବସରରେ ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିବା ସହ କ୍ୱାଡ୍ ସମେତ ଅନ୍ୟ ବହୁପକ୍ଷୀୟ କ୍ଷେତ୍ରରେ ସହଯୋଗରେ ହୋଇଥିବା ଅଗ୍ରଗତି […]
ଅନୁଗୋଳ: ଆଜି ହେଉଛି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ପୁଣ୍ୟତିଥି। ଏହି ପବିତ୍ର ଜନ୍ମାଷ୍ଠମୀରେ ସ୍ବାମୀ ଲକ୍ଷଣାନନ୍ଦଙ୍କୁ ତାଙ୍କର ଜଳେଶପଟ୍ଟା ଆଶ୍ରମରେ ହତ୍ୟା କରାଯାଇଥିଲା। ଯାହାକୁ ନେଇ ସାରା ଦେଶ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲା। ଏହାକୁ ନେଇ ସେତେବେଳେ ଫୁଲବାଣୀରେ ଦଙ୍ଗା ସୃଷ୍ଟି […]
ଭୁବନେଶ୍ବର/କଟକ: ଆଜିଠାରୁ ବାଜିଲା ଦଶହରା ବିଗୁଲ। କାରଣ ଦୁର୍ଗାପୂଜାର ଆଦ୍ୟ ପର୍ବ ହେଉଛି ଜନ୍ମାଷ୍ଠମୀରେ ମାଟି ଉଠା କାର୍ଯ୍ୟ। ପୂଜା ସମିତିର କର୍ମକର୍ତ୍ତାଗଣ ନଦୀପଠାକୁ ଯାଇ ପୂଜାଅର୍ଚ୍ଚନା କରି ମାଟି ଆଣିଛନ୍ତି। ଆଜି ଭୁବନେଶ୍ବରର ସହୀଦନଗର, ନୟାପଲ୍ଲୀ ପରି ପୂଜାସମିତି କୁଆଖାଇ […]
ନୂଆଦିଲ୍ଲୀ: ଏକ ବିକଶିତ ଏବଂ ସମୃଦ୍ଧ ଲଦାଖ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟକୁ ସାକାର କରିବା ଦିଗରେ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ୫ଟି ନୂତନ ଜିଲ୍ଲା ସୃଷ୍ଟି କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅନୁମୋଦନ କରିଛି। ସାମାଜିକ ଗଣମାଧ୍ୟମ […]
ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦର ନିକଟରୁ ୮୦ କେଜି ସୁନା ଓ ଏକ କ୍ବିଣ୍ଟାଲରୁ ଅଧିକ ରୁପା ଜବତ କରାଯାଇଛି। ସିଟି- ଜି ଏସ ଟି ବିଭାଗ ପକ୍ଷରୁ ଚଢାଉ ବେଳେ ୮୦ କେଜି ସୁନା ଓ ଏକ କ୍ବିଣ୍ଟାଲରୁ ଅଧିକ ରୁପା […]
ନୂଆଦିଲ୍ଲୀ: ୨୦୨୫ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ମେଗା ନିଲାମରେ ରୋହିତ ଶର୍ମାଙ୍କୁ ଦେଖିବାକୁ ମିଳିପାରେ। ଯଦି ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ମୁକ୍ତ କରେ ତେବେ ପଞ୍ଜାବ କିଙ୍ଗସ ତାଙ୍କୁ ଯେକୌଣସି ମୂଲ୍ୟରେ କିଣିବାକୁ ଚାହିଁବ। […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଯୋଧପୁର ଠାରେ ରାଜସ୍ଥାନ ହାଇକୋର୍ଟର ପ୍ଲାଟିନମ୍ ଜୁବୁଲି ଉତ୍ସବର ସମାପନୀ ସମାରୋହକୁ ସମ୍ବୋଧିତ କରିଥିଲେ। ସେ ରାଜସ୍ଥାନ ହାଇକୋର୍ଟ ସଂଗ୍ରହାଳୟକୁ ମଧ୍ୟ ଉଦଘାଟନ କରିଥିଲେ। ମହାରାଷ୍ଟ୍ରରୁ ବାହାରିବା ସମୟରେ ଖରାପ ପାଗ ଯୋଗୁଁ କାର୍ଯ୍ୟକ୍ରମ […]