ଭୁବନେଶ୍ବର: ନିକଟରେ ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଥିଲେ। ତେବେ ଏହି ବଡ ଅଦଳବଦଳରେ ସରକାର କିଛି ଭୁଲ କରିଥିଲେ। ଆଜି ପୁଣି…
ଆଜିର ଖବର
ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ଆଜାଦ ପାର୍ଟିର ଅଧ୍ୟକ୍ଷ ଗୁଲାମ ନବୀ ଆଜାଦ ଉପରାଷ୍ଟ୍ରପତି ପଦ ପାଇଁ ତାଙ୍କ ନାମକୁ…
ଭୁବନେଶ୍ୱର: ମହିଳାଙ୍କ ଅଭିଯୋଗର ପ୍ରତିକାର ପାଇଁ କଂଗ୍ରେସ ଆରମ୍ଭ କଲା ଭିନ୍ନ ପଦକ୍ଷେପ। ଏକ ଅଭି।ୋଗ ପ୍ରକୋଷ୍ଠ ଗଠନ କରାଯିବା ସହ ‘ଆପ’ ଆରମ୍ଭ ହୋଇଛି। ଏହା…
ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ସ୍କୁଲଗୁଡ଼ିକର ଚାହିଦାକୁ ଦୃଷ୍ଟିରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏବେ ବିଶେଷ ପରିସ୍ଥିତିରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ…
ନୂଆଦିଲ୍ଲୀ: ଜୁଲାଇ ୨୫ ଏବଂ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଳଦ୍ୱୀପ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ନଭେମ୍ବର ୨୦୨୩ରେ ଡକ୍ଟର ମହମ୍ମଦ ମୁଇଜୁ ରାଷ୍ଟ୍ରପତି…
ମୁମ୍ବାଇ: ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଭାରତର ଉପରାଷ୍ଟ୍ରପତି ପଦ ପାଇଁ ନାମ ଆଲୋଚନା ଆରମ୍ଭ ହୋଇଛି। ଦାବି କରାଯାଉଛି ଯେ, ପରବର୍ତ୍ତୀ ଉପରାଷ୍ଟ୍ରପତି ବିଜେପିରୁ ହେବେ।…
ନୂଆଦିଲ୍ଲୀ: ହିରୋ ସ୍ପେଣ୍ଡର ପ୍ଲସ୍ ହେଉଛି ଭାରତୀୟ ବଜାରରେ ସର୍ବାଧିକ ବିକ୍ରି ହେଉଥିବା ବାଇକ୍। ଗତ ମାସରେ ଏହି ବାଇକ୍ ୩ ଲକ୍ଷ ୩୧ ହଜାରରୁ ଅଧିକ…
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି। ତେବେ ଭାରତ ଏବଂ ଇଂଲଣ୍ଡର ଏହି ଗସ୍ତ ଏଠାରେ ଅଟକିବ ନାହିଁ।…
ନୂଆଦିଲ୍ଲୀ: ରିଷଭ ପନ୍ତଙ୍କ ଆଙ୍ଗୁଠି ଫ୍ରାକ୍ଚର ନିଶ୍ଚିତ ହୋଇଛି। କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ତାଙ୍କୁ ସୁସ୍ଥ ହେବାକୁ ୨ ମାସ ଲାଗିବ। ଏହାର ଅର୍ଥ ହେଉଛି ପନ୍ତ…
ନୂଆଦିଲ୍ଲୀ: ଦିବ୍ୟା ଦେଶମୁଖ ପୂର୍ବତନ ବିଶ୍ୱ ଚାମ୍ପିଅନ୍ ଝୋଙ୍ଗୟୀ ଟାନଙ୍କୁ ପରାସ୍ତ କରି ମହିଳା ବିଶ୍ୱକପ୍ (FIDE ମହିଳା ବିଶ୍ୱକପ୍)ର ଫାଇନାଲରେ ପହଞ୍ଚିଛନ୍ତି। ସେ ଏହି ସଫଳତା…
ନୂଆଦିଲ୍ଲୀ: ୟୁପିରେ ଧର୍ମାନ୍ତରୀକରଣର ମୁଖ୍ୟ ଅଭିଯୁକ୍ତ ଛାଙ୍ଗୁରଙ୍କୁ ସାହାଯ୍ୟ କରିବା ଅଭିଯୋଗରେ ଗାଜିଆବାଦ କ୍ରାଇମବ୍ରାଞ୍ଚର ଦାୟିତ୍ୱରେ ଥିବା ଇନ୍ସପେକ୍ଟର ଅବଦୁର ରେହମାନଙ୍କୁ ନିଲମ୍ବିତ କରାଯାଇଛି। ତାଙ୍କ ବିରୁଦ୍ଧରେ…
ଭୁବନେଶ୍ବର: ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଆଦିବାସୀ ମହାସଂଘ, ଓଡିଶାର କର୍ମକର୍ତ୍ତା ଓ ସଦସ୍ୟ ମାନେ ଭେଟି ଆଦିବାସୀ ମାନଙ୍କ…
ନୂଆଦିଲ୍ଲୀ: ଆଜି ଏକ ରୁଷୀୟ ଯାତ୍ରୀବାହୀ ବିମାନ ନିଖୋଜ ହୋଇଯାଇଥିଲା, କିନ୍ତୁ ଏବେ ଏକ ଅପଡେଟ୍ ମିଳିଛି ଯେ, ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ରଏଟର୍ସ ରିପୋର୍ଟ ଅନୁଯାୟୀ,…
ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିଗମାନନ୍ଦ ନନ୍ଦଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ତାଙ୍କ ବିରୁଦ୍ଧରେ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା…
ମୁମ୍ବାଇ: ରିଲାଏନ୍ସ ଅନିଲ ଅମ୍ବାନୀ ଗ୍ରୁପ୍ କମ୍ପାନୀ (RAAGA କମ୍ପାନୀ) ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ମନି ଲଣ୍ଡରିଂର ଏକ ବଡ଼ ତଦନ୍ତ ଆରମ୍ଭ କରିଛି। ଅନିଲ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଖଲ୍ଲିକୋଟ ଥାନା ପୋଲିସ୍ କୌଣସି ସୁତ୍ରରୁ ଖବର ପାଇ ନିର୍ମଳଝର ଛକରେ ଛକି ରହି ଏକ କାର୍ କୁ ଅଟକାଇ ଯାଞ୍ଚ…
ଭୁବନେଶ୍ଵର: ଆଜି ସକାଳ ୦୯:୨୨ ସମୟରେ ଶାଲିମାର-ସମ୍ୱଲପୁର ମହିମା ଗୋସାଇଁ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି। ଟ୍ରେନ ନମ୍ବର ୨୦୮୩୧ ଶାଲିମାର-ସମ୍ୱଲପୁର ମହିମା ଗୋସାଇଁ ଏକ୍ସପ୍ରେସର ଏକ ଜେନେରାଲ…
ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ଶିରୋଡକର ବଲିଉଡ୍ରେ ଅନେକ ଭଲ ଫିଲ୍ମରେ କାମ କରିଛନ୍ତି। ସେ ବିଗ୍ ବସ୍ରେ ମଧ୍ୟ ଦେଖାଦେଇଛନ୍ତି। ଶିଳ୍ପା ଶିରୋଡକର ମଧ୍ୟ ତାଙ୍କ ପ୍ରେମ…
ଅସୀତ ମହାନ୍ତି ଆଜି ଚିତାଲାଗି ଅମାବାସ୍ୟା। ସ୍ନାନପୂର୍ଣ୍ଣିମା ରାତିରେ ଅଣସର ଘରେ ତିନି ଠାକୁର ଯେଉଁ ରତ୍ନଚିତା ଉଲାଗି ହୋଇଥିଲେ, ସେହି ଚିତା ଆଜି ତିନି ଠାକୁର…
ଭୁବନେଶ୍ୱର: ଭାରତର ପ୍ରମୁଖ ଏସ୍ୟୁଭି (SUV) ନିର୍ମାତା ମହିନ୍ଦ୍ରା ଏଣ୍ଡ୍ ମହିନ୍ଦ୍ରା ଲିମିଟେଡ୍ ଆଜି ଉତ୍କଳ ଅଟୋମୋବାଇଲ୍ସ, ମଞ୍ଚେଶ୍ୱର ଠାରେ ଏକ୍ସ୍ୟୁଭି ୩ଏକ୍ସ୍ଓ ରେଭେକ୍ସ୍ (XUV 3XO…
ନୂଆଦିଲ୍ଲୀ: ଭାରତରେ ସାଇବର ଅପରାଧ ଅନିୟନ୍ତ୍ରିତ ହେଉଛି। ଗୃହ ମନ୍ତ୍ରଣାଳୟ ଦ୍ୱାରା ସଦ୍ୟ ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୪ ମସିହାରେ ସାରା ଦେଶରେ ସାଇବର ଠକେଇ ମାମଲାରେ…

