ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଜୈବିକ ଓ ପ୍ରାକୃତିକ କୃଷି କେନ୍ଦ୍ର (ଆରସିଓଏନଏଫ) ପକ୍ଷରୁ ୩ଟି ଜିଲ୍ଲା ଖୋର୍ଦ୍ଧା, କଟକ ଓ ପୁରୀର କୃଷି ବିଭାଗ ଅଧିକାରୀଙ୍କ ପାଇଁ ୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଉଦଘାଟନୀ ଦିବସରେ […]
ରାୟଗଡା: ରାୟଗଡା ରେଳ ମଣ୍ଡଳ ପ୍ରତିଷ୍ଠା ପାଇଁ ଆବଣ୍ଟିତ ୭୦ କୋଟି ଟଙ୍କା ପ୍ରଦାନ ସହିତ ରାୟଗଡା ରେଳ ମଣ୍ଡଳର ପ୍ରତିଷ୍ଠା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ସାଂସଦ ବଳଭଦ୍ର ମାଝୀଙ୍କ ସହ ଆଲୋଚନା ପରେ ଗଣମାଧ୍ୟମକୁ ରେଳମନ୍ତ୍ରୀ ଏହା କହିଛନ୍ତି। […]
ବାଣପୁର (ସୀତାରାମ ଅଗ୍ରୱାଲ): ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୬୮ ତମ ପୁଣ୍ୟତିଥି ଅବସରରେ ଗୋଦାବରୀଶ ମିଶ୍ରଙ୍କ ମାନସ ପୁତ୍ର ଗୋଦାବରୀଶ ମହାବିଦ୍ୟାଳୟ ପାଳନ କରିଛି ତାହାର ୬୧ତମ ପ୍ରତିଷ୍ଠା ଦିବସ। ଏହି ପରିପ୍ରେକ୍ଷୀରେ କଲେଜ ପରିସରରେ ଥିବା ବିଜୁ ପଟ୍ଟନାୟକ ଇନଡୋର […]
ମେଷ- ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସମର୍ଥନ କରିବାକୁ ସମର୍ଥ ହେବେ। ଆପଣ ସାମାଜିକ ସ୍ତରରେ ସମ୍ମାନ ପାଇବ। ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ହେବ। ନୂତନ କାମ ପାଇବେ। ଆୟ […]
ଭୁବନେଶ୍ୱର: ଶିକ୍ଷା ଓ ଗବେଷଣା ସମେତ ଜଳବାୟୁ ପ୍ରଭାବିତ କୃଷିକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ (ସିଏୟୁ), ଇମ୍ଫାଲ ମଧ୍ୟରେ ଗୁରୁବାର ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି। ବୁଝାମଣା ଅନୁଯାୟୀ ସୋଆ ଏବଂ ସିଏୟୁ […]
ଭୁବନେଶ୍ଵର: ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ପ୍ରକୋଷ୍ଠରେ ସାମ୍ବାଦିକମାନେ ଭେଟିଛନ୍ତି। ରାଜ୍ୟବାସୀଙ୍କ ପାଇଁ ଏକ ଉତ୍ତମ, ବିକାଶ ଅଭିମୁଖୀ ଓ ସର୍ବଜନ କଲ୍ୟାଣକାରୀ ବଜେଟ୍ ଉପସ୍ଥାପିତ କରିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହା ସହିତ ସାମ୍ବାଦିକମାନେ […]
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳ ୨୦୨୪ ଏସିଆ କପ୍ ଟି -୨୦ର ଫାଇନାଲରେ ପ୍ରବେଶ କରିଛି। ହରମାନପ୍ରୀତ କୌରଙ୍କ ନେତୃତ୍ଵାଧୀନ ଟିମ୍ ଇଣ୍ଡିଆ ଆଜି ସେମିଫାଇନାଲରେ ବାଂଲାଦେଶକୁ ୧୦ ୱିକେଟରେ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ପ୍ରଥମେ ବୋଲିଂ ଏବଂ […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଟି ନୂଆ ଇ.ଏସ.ଆଇ ହସ୍ପିଟାଲ ସ୍ଥାପନ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। କେନ୍ଦୁଝର ଓ ସୋନପୂର ସହରରେ ଏହି ଦୁଇଟି ହସ୍ପିଟାଲ ପ୍ରତିଷ୍ଠା ହେବ। ଏହାଦ୍ବାରା ସ୍ଥାନୀୟ ଅଞ୍ଚଳର ଶ୍ରମିକ ଶ୍ରେଣୀର ଲୋକ ଓ ସେମାନଙ୍କ […]
ନୂଆଦିଲ୍ଲୀ: ପ୍ୟାରିସରେ ଅଲିମ୍ପିକ୍ ଉଦ୍ଘାଟନର କିଛି ଘଣ୍ଟା ପୂର୍ବରୁ ଟ୍ରେନ୍ ନେଟୱାର୍କରେ ଏକ ବଡ଼ ଆକ୍ରମଣ ହୋଇଛି। ଏନେଇ ଫ୍ରାନ୍ସର ରେଳ କମ୍ପାନୀ SNCF ଆଜି ସୂଚନା ଦେଇଛି। କମ୍ପାନୀ କହିଛି ଯେ, ହାଇ ସ୍ପିଡ୍ TGV ନେଟୱାର୍କରେ ବ୍ୟାପକ କ୍ଷୟକ୍ଷତି […]
ଭୁବନେଶ୍ୱର: ସମ୍ପ୍ରତି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଚାଲୁ ରହିଥିବାରୁ ଆସନ୍ତା ଜୁଲାଇ ୨୯ ତାରିଖ ସୋମବାର ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ। ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଜନସାଧାରଣଙ୍କ […]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଜେପିରେ ଚାଲିଥିବା ବିବାଦ ଶାନ୍ତ ହେବାର କୌଣସି ସଙ୍କେତ ଦେଉନାହିଁ। ସିଏମ୍ ଯୋଗୀ ଆଦିତ୍ୟନାଥ କ୍ରମାଗତ ଭାବରେ ବିଧାୟକ ଏବଂ ପାର୍ଟି ସହକର୍ମୀଙ୍କୁ ଭେଟି ସେମାନଙ୍କ ଅସନ୍ତୁଷ୍ଟ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି। ଦଳ ଦୁଇଟି ଶିବିରରେ ବିଭକ୍ତ […]
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଭବନରେ ସୁଦର୍ଶନଙ୍କୁ ରାଷ୍ଟ୍ରପତି ଏହି ଅଭିନନ୍ଦନ ପ୍ରଦାନ କରିଛନ୍ତି। ସୁଦର୍ଶନ ଗତ 12 ତାରିଖରେ ରୁଷିଆ ପିଟରସବର୍ଗରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ଚମ୍ପୟିନସିପ୍ […]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଜେପିର ବିବାଦ ମଧ୍ୟରେ ସହଯୋଗୀ ନିଶାଦ ପାର୍ଟିର ସଭାପତି ଏବଂ କ୍ୟାବିନେଟ ମନ୍ତ୍ରୀ ସଞ୍ଜୟ ନିଶାଦ ଗୁରୁବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି ନିଜର ମତ ରଖିଛନ୍ତି। ବିଶ୍ୱାସ କରାଯାଏ ଯେ ଏହି ସାକ୍ଷାତ ପରେ ତାଙ୍କର କ୍ରୋଧ […]
ନୂଆଦିଲ୍ଲୀ: କଂଗ୍ରେସ ଛାଡି ଶିବସେନା (ୟୁବିଟି) ରେ ଯୋଗ ଦେଇଥିବା ସାଂସଦ ପ୍ରିୟଙ୍କା ଚତୁର୍ବେଦୀଙ୍କ ଭିଡିଓ ଦୃତ ଗତିରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଶିବସେନା (ୟୁବିଟି) ସାଂସଦଙ୍କ ଶୈଳୀ ବଦଳୁଥିବା ଦେଖାଯାଉଛି। ପ୍ରିୟଙ୍କା ଚତୁର୍ବେଦୀଙ୍କ ଭାଇରାଲ ଭିଡିଓ ସେହି […]
ଭୁବନେଶ୍ଵର: ଜିଓ ଫାଇବର ଏବଂ ଏୟାରଫାଇବର ହେଉଛି ଦେଶର ସର୍ବବୃହତ ଏବଂ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଘରୋଇ ବ୍ରଡବ୍ୟାଣ୍ଡ ଏବଂ ମନୋରଞ୍ଜନ ସେବା। ୧.୨ କୋଟିରୁ ଅଧିକ ଘର ପରିସର ସହିତ, ଜିଓ ଫାଇବର ଏବଂ ଏୟାରଫାଇବର ସେବା ୯୯.୯୯% […]
ନୂଆଦିଲ୍ଲୀ: ୟୁନାଇଟେଡ କିଙ୍ଗଡମର ବିଦେଶ ସଚିବ ଡେଭିଡ ଲେମିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି। ନୂତନ ନିଯୁକ୍ତି ପାଇଁ ଲେମିଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ୟୁକେରେ ସରକାର ଗଠନର ଏକ ମାସ ମଧ୍ୟରେ ଲେମିଙ୍କ ଭାରତ ଗସ୍ତକୁ ମଧ୍ୟ […]
ନୂଆଦିଲ୍ଲୀ: ବବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଗୁରୁବାର ଦିନ ଚାଇନାର ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ ଭେଟିଛନ୍ତି। ସେ ASEAN ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଏହି ସାକ୍ଷାତ କରିଛନ୍ତି। ଯେଉଁଥିରେ ସେ ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ଥିର କରିବା ପାଇଁ ଲାଇନ୍ ଅଫ୍ ଆକ୍ଟୁଆଲ୍ […]
ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ପାରଳାଖେମୁଣ୍ଡିରୁ ବିହାର ଅଭିମୁଖେ ସ୍କର୍ପିଓ ଗାଡ଼ିରେ ୩ ଜଣ ବ୍ୟକ୍ତି ଯାଉଥିଲେ। ଗତକାଲି ବିଳମ୍ବିତ ରାତ୍ରିରେ ବାଣପୁର […]
ଭୁବନେଶ୍ୱର: ବିଶ୍ୱର ଅଗ୍ରଣୀ ସେମିକଣ୍ଡକ୍ଟର କମ୍ପାନି ମିଡିଆଟେକ୍ ଏବଂ ଜିଓଥିଙ୍ଗସ୍ ଲିମିଟେଡ୍ ଦୁଇ ଚକିଆ ଯାନ ବଜାର ପାଇଁ ‘ମେଡ୍ ଇନ୍ ଇଣ୍ଡିଆ’ ସ୍ମାର୍ଟ ଡିଜିଟାଲ୍ କ୍ଲଷ୍ଟର୍ ଏବଂ ସ୍ମାର୍ଟ ମଡ୍ୟୁଲର ଶୁଭାରମ୍ଭ କରିଛନ୍ତି। ବିଶେଷ କରି ଇଲେକ୍ଟ୍ରିକ୍ ଯାନ (ଇଭି) […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୨୫ତମ କାର୍ଗିଲ ବିଜୟ ଦିବସ ଅବସରରେ ସକାଳ ପ୍ରାୟ ୯:୨୦ ସମୟରେ କାର୍ଗିଲ ଯୁଦ୍ଧ ମେମୋରିଆଲ୍ ପରିଦର୍ଶନ କରିବେ ଏବଂ ନିଜର କର୍ତ୍ତବ୍ୟର ପାଳନ କରିବା ସମୟରେ ସର୍ବୋଚ୍ଚ ବଳିଦାନ ଦେଇଥିବା ସାହସୀମାନଙ୍କୁ ଶ୍ରଦ୍ଧାଞ୍ଜଳି […]
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୨୫ରେ ରାଷ୍ଟ୍ରପତି ଭବନରେ ନିଜ କାର୍ଯ୍ୟକାଳର ଦୁଇ ବର୍ଷ ପୂରଣ କରିଛନ୍ତି। କାର୍ଯ୍ୟକାଳର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଣେ ଶିକ୍ଷୟିତ୍ରୀ ଭୂମିକା ନିର୍ବାହ କରିଥିଲେ। ରାଷ୍ଟ୍ରପତି ଭବନରେ ଥିବା […]