ନୂଆଦିଲ୍ଲୀ: ଦୁବାଇ ପ୍ରଧାନମନ୍ତ୍ରୀଙ୍କ ଝିଅ ଶେଖ ମାହରା ବିନ୍ତ ମହମ୍ମଦ ବିନ୍ ରାସିଦ ଅଲ ମକତୁମ୍ ଇନଷ୍ଟାଗ୍ରାମରେ ସ୍ୱାମୀ ଶେଖ ମାନା ବିନ ମହମ୍ମଦ ବିନ୍ ରାସିଦ ବିନ୍ ମାନା ଅଲ ମକତୁମ୍ ଅଲଙ୍କ ଠାରୁ ତଲାକ୍ ଘୋଷଣା କରିଛନ୍ତି। କନ୍ୟା […]
ଭୁବନେଶ୍ବର: ଆଜି ରାଜ୍ୟ ସରକାର ରାଜ୍ୟ ଯୋଜନା ବୋର୍ଡକୁ ଭାଙ୍ଗି ଦେଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ରାଜ୍ୟ ଯୋଜନା ବୋର୍ଡକୁ ଭାଙ୍ଗିବା ପାଇଁ ଆସିଥିବା […]
ପୁରୀ: ଆଜି ମହାପ୍ରଭୃଙ୍କର ସୁନାବେଶ। ମହଣ ମହଣ ସୁନାରେ ଝଟକୁଛନ୍ତି ତିନିଠାକୁର। ପ୍ରଭୃ ବଳଭଦ୍ର, ମା ସୁଭଦ୍ରା ଏବଂ ପ୍ରଭୃ ଜଗନ୍ନାଥଙ୍କ ସୁନାବେଶ ଦେଖି ଭକ୍ତ ହୋଇଛି ବିଭୋର। ଆଜି ରାତି ଏଗାରଟା ପର୍ଯ୍ୟନ୍ତ ଏହି ସୁନାବେଶ ଭକ୍ତମାନେ ଦେଖିପାରିବେ ବୋଲି […]
ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାସ୍ଥିତ ଅମର୍ଦା ରୋଡ୍ (ରାସଗୋବିନ୍ଦପୁର) ବିମାନବନ୍ଦରକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ନିମନ୍ତେ ପଦକ୍ଷେପ ନିଆଯିବ। ଆଜି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଏହି ପ୍ରସଙ୍ଗ ନେଇ ଗୃହନିର୍ମାଣ ଓ […]
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପଡୋଶୀ ଦେଶ ଚୀନ୍ର ଆର୍ଥିକ ଅଭିବୃଦ୍ଧି ଆକଳନ କରିଛି। ଆଇଏମ୍ଏଫ୍ ବର୍ତ୍ତମାନ ଅନୁଭବ କରୁଛି ଯେ, ଚଳିତ ବର୍ଷ ଚୀନ୍ର ଆର୍ଥିକ ଅଭିବୃଦ୍ଧି ୫ ପ୍ରତିଶତ ହୋଇପାରେ। ଏହାପୂର୍ବରୁ ଆଇଏମଏଫ ଅଭିବୃଦ୍ଧି ହାରକୁ ୪.୬ […]
ନୂଆଦିଲ୍ଲୀ: ଅଭିନେତ୍ରୀ ଉର୍ବଶୀ ରଉତେଲାଙ୍କ ବାଥରୁମ ଭିଡିଓ ଲିକ୍ ହୋଇଛି। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତାଙ୍କ ଭିଡିଓ ସମ୍ବନ୍ଧରେ ୟୁଜର୍ସ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠାଉଛନ୍ତି। ଏହି ଭିଡିଓରେ ଦେଖାଯାଉଛି ଯେ ,ଅଭିନେତ୍ରୀ ତାଙ୍କ କୁର୍ତ୍ତା […]
ନୂଆଦିଲ୍ଲୀ: ହରିୟାଣାର ନାୟବ ସିଂ ସୈନି ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାରୀ ଚାକିରିରେ ଅଗ୍ନିବୀରଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ସୈନି ଘୋଷଣା କରିଛନ୍ତି। ଗ୍ରୁପ୍ ସିରେ ୫ ପ୍ରତିଶତ ସଂରକ୍ଷଣ ଦିଆଯିବ। ୫ ଲକ୍ଷ […]
ନୂଆଦିଲ୍ଲୀ: ଶ୍ରୀଲଙ୍କାରୁ ବହୁତ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଦେଶର ପୂର୍ବତନ କ୍ରିକେଟର ଧାମିକା ନିରୋଶନଙ୍କୁ ନିଜ ପରିବାର ସଦସ୍ୟଙ୍କ ସାମ୍ନାରେ ଘରେ ପଶି ଗୁଳି କରାଯାଇଛି। ଏହି ଦୁଃଖଦ ଘଟଣା ଗତ ମଙ୍ଗଳବାର ଦିନ ଧାମିକା ନିରୋଶନଙ୍କ ଅମ୍ବାଲାଙ୍ଗୋଡାସ୍ଥିତ ବାସଭବନରେ ଘଟିଛି। […]
କଟକ: ଆଜି କଟକ ଏସସିବି ମେଡିକାଲ କଲେଜ ଓ ହସପିଟାଲରେ ନାହିଁ ନ ଥିବା ଅସୁବିଧା ସୃଷ୍ଟି ହେବାରେ ଲାଗିଛି। ସେଠାରେ ହାଉସ ସର୍ଜନ ଏବଂ ନର୍ସିଂ ଷ୍ଟାଫ ମଧ୍ୟରେ ବିବାଦ ପାଇଁ ସ୍ବାସ୍ଥ୍ୟ ସେବାରେ ବ୍ୟାଘତ ସୃଷ୍ଟି ହୋଇଛି। ତେବେ […]
ପୁରୀ: ଆଜି ହେଉଛି ମହାପ୍ରଭୃଙ୍କର ସୁନାବେଶ ଏବଂ ଆସନ୍ତାକାଲି ମହାପ୍ରଭୃଙ୍କ ଭିତର ରତ୍ନ ଭଣ୍ଡାର ଖୋଲାଯିବ। ଏସବୁକୁ ନେଇ ପୁରୀ ବେଳାଭୂମିରେ ନିର୍ମାଣ ହୋଇଛି ଆକର୍ଷଣୀୟ ବାଲୁକା କଳା। ଯାହାକୁ ତିଆରି କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏହିକଳାରେ ସୁଦର୍ଶନ […]
ପୁରୀ: ଆଜି ହେଉଛି ତିନିଠାକୁରଙ୍କ ସୁନାବେଶ। ଆଜି ଶ୍ରୀଜିୟୁ ହମଣ ମହଣ ସୁନାରେ ବିଭୂଷିତ ହୋଇ ରଥ ଉପରେ ଝଟକିବେ। ସେଥିପାଇଁ ଆଜି ରଥ ଉପରେ ସ୍ବତନ୍ତ୍ର ନୀତିକାନ୍ତି କରାଯାଉଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ଅପରାହ୍ନ ପାଞ୍ଚଟାରେ ଆରମ୍ଭ […]
ନୂଆଦିଲ୍ଲୀ: ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ମଧ୍ୟ ପ୍ରଦେଶରେ ଲାଡଲି ବେହେନ ପରି ଏବେ ଆସିଲା ଲାଡଲା ଭାଇ। ତେବେ ଏହି ଯୋଜନା ଲାଗୁ କରିବା ପାଇଁ ଆଜି ଘୋଷଣା କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ। ଆଜି ପବିତ୍ର […]
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଭାରତର ଆର୍ଥିକ ବିକାଶର ଅଭିବୃଦ୍ଧି ଆକଳନକୁ ବୃଦ୍ଧି କରିଛି। ୨୦ ପ୍ରତିଶତ ପଏଣ୍ଟ ବୃଦ୍ଧି ସହିତ ଚଳିତ ଆର୍ଥିକ ବର୍ଷରେ ୨୦୨୪-୨୫ ବର୍ଷରେ ଭାରତର ଜିଡିପି ୭ ପ୍ରତିଶତରେ ବୃଦ୍ଧି ପାଇବ ବୋଲି ଆଇଏମ୍ଏଫ୍ ଆକଳନ […]
ନୂଆଦିଲ୍ଲୀ: ପ୍ରଶିକ୍ଷକ ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ବିଷୟରେ ଏକ ବଡ ଅପଡେଟ୍ ଆସିଛି। ଏବେ ବିବାଦ ଘେରରେ ରହିଥିବା ପୂଜା ଖେଡକର ପୁଣେ ଜିଲ୍ଲାପାଳଙ୍କ ବିରୋଧରେ ଅଭିଯୋଗ ଆଣି ତାଙ୍କୁ ଉତ୍ପୀଡନ କରିଥିବା ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଜୁଲାଇ […]
ନୂଆଦିଲ୍ଲୀ: ରାୟଗଢ ଲୋକସଭା ନିର୍ବାଚନମଣ୍ଡଳୀରେ ପରାଜୟ ପରେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ କୋର୍ଟରେ ପହଞ୍ଚିଛନ୍ତି। ବିଜେପି ନେତା ରୋଡମଲ ନାଗରଙ୍କ ବିଜୟର ଫଳାଫଳକୁ ଚ୍ୟାଲେଞ୍ଜ କରି କଂଗ୍ରେସ ନେତା ଦିଗବିଜୟ ସିଂ ଜୁଲାଇ ୧୬ ତାରିଖରେ ମଧ୍ୟପ୍ରଦେଶ ହାଇକୋର୍ଟରେ […]
ନୂଆଦିଲ୍ଲୀ: କେନ୍ଦ୍ର ସରକାର NITI ଆୟୋଗର ଏକ ନୂଆ ଟିମ ଗଠନ କରିଛନ୍ତି। ଏହି ଟିମର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରହିବେ। ଉପାଧ୍ୟକ୍ଷ ସୁମନ ବେରୀଙ୍କୁ ମନୋନୀତ କରାଯାଇଛି। NITI ଆୟୋଗର ନୂଆ ଟିମରେ ଚାରିଜଣ ପୂର୍ଣ୍ଣକାଳୀନ ସଦସ୍ୟ ଅଛନ୍ତି। […]
ନୂଆଦିଲ୍ଲୀ: କଲିକତା ହାଇକୋର୍ଟ ମଙ୍ଗଳବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ବିରୋଧରେ କୌଣସି ‘ଅପମାନଜନକ କିମ୍ବା ମିଥ୍ୟା’ ବିବୃତ୍ତି ଦେବାକୁ ବାରଣ କରିଛନ୍ତି। ବାସ୍ତବରେ ଜୁନ୍ ୨୮ ତାରିଖରେ ରାଜ୍ୟପାଳ ବୋଷ କଲିକତା ହାଇକୋର୍ଟରେ […]
ମେଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ । ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ । ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା […]
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ଉପସ୍ଥିତିରେ ଆଜି ନୂଆଦିଲ୍ଲୀଠାରେ ୨୦୨୪-୨୫ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାର ଚୂଡ଼ାନ୍ତ ପର୍ଯ୍ୟାୟରେ ହଲୱା ସମାରୋହ ଅନୁଷ୍ଠିତ ହୋଇଛି। ବଜେଟ୍ ପ୍ରସ୍ତୁତିରେ ନିୟୋଜିତ […]
ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସଂସଦର ଉଭୟ ଗୃହରେ ରାଜନୈତିକ ଦଳର ନେତାମାନଙ୍କ ସହ ବୈଠକ କରିବେ। ୨୧ ଜୁଲାଇ, ୨୦୨୪ ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀସ୍ଥିତ ସଂସଦ ଭବନ ଆନେକ୍ସର ମୁଖ୍ୟ […]
ଭୁବନେଶ୍ୱର: ଚିଟ୍ଫଣ୍ଡ ଦୁର୍ନୀତିରୁ ମୁକୁଳିବା ପରେ ବାଲେଶ୍ୱର ଓ ଭଦ୍ରକ ଏବେ ସାଇବର ଠକମାନେ ବ୍ୟବହାର କରି ଦୈନିକ ଲକ୍ଷାଧିକ ଟଙ୍କା ଠକି ନେଉଥିବା ଛଦ୍ମ ବ୍ୟାଙ୍କ ଆକାଉଣ୍ଟର ପ୍ରମୁଖ ହଟସ୍ପଟ୍ ପାଲଟିଛି ବୋଲି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ ବିଆଇ) […]