ଚଳିତ ଲୋକସଭା ନିର୍ବାଚନରେ ରାଜସ୍ଥାନର କଂଗ୍ରେସର ବିଫଳତା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏହି ପରାଜୟକୁ ସ୍ବୀକାର କରି ଏଥିପାଇଁ ନିଜକୁ ଦାୟୀ କରିଛନ୍ତି। ରାହୁଲ୍ ଗାନ୍ଧିଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି ଗେହଲଟ। ଗେହଲଟ୍ ରାହୁଲ୍ଙ୍କ ସହ ବୈଠକ କରିବା ପୂର୍ବରୁ […]
ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ ଶେଷରେ ସାମାଜିକ ଗଣମାଧ୍ୟମ ଟ୍ବିଟ୍ଟରରେ ପାଦ ରଖିଛନ୍ତି। ଭାଗବତଙ୍କ ସହିତ ଆରଏସ୍ଏସ୍ର ଅନ୍ୟ ୬ ଜଣ ଜାତୀୟ ସ୍ତରର କାର୍ଯ୍ୟକର୍ତ୍ତା ମଧ୍ୟ ସାମାଜିକ ଗଣମାଧ୍ୟମରେ ଯୋଗ ଦେଇଛନ୍ତି। ଭାଗବତ ଯୋଗ ଦେବାର ତୁରନ୍ତ […]
ରନ୍ଧନ ଗ୍ୟାସ୍ ମୂଲ୍ୟରେ ୧୦୦ ଟଙ୍କା ୫୦ ପଇସା ହ୍ରାସ କରାଯାଇଛି। ସୋମବାର ଭାରତୀୟ ତୈଳ ନିଗମ ପକ୍ଷରୁ ଏହି ଘୋଷଣା କରାଯାଇଛି। ପୂର୍ବରୁ ଅଣ ସବ୍ସିଡି ରନ୍ଧନ ଗ୍ୟାସ୍ର ମୂଲ୍ୟ ୭୩୭ ଟଙ୍କା ୫୦ ପଇସା ରହିଥିବା ବେଳେ ବର୍ତ୍ତମାନ […]
ଶୁକ୍ରବାର ଏବଂ ଶନିବାର ଅନୁଷ୍ଠିତ ହୋଇଥିବା ଜି-୨୦ ଶିଖର ସମ୍ମିଳନୀର ପ୍ରଭାବ ଭାରତୀୟ ଶେୟାର ବଜାର ଉପରେ ପଡିଛି। ଜି-୨୦ ବୈଠକ ପ୍ରଭାବରେ ସେନସେକ୍ସ ୨୦୦ ପଏଣ୍ଟ ଉପରେ ରହିଛି। ୨୪୯.୫୭ ପଏଣ୍ଟ ଉପରକୁ ଉଠି ସେନସେକ୍ସ ୩୯୬୪୪.୨୧ ପଏଣ୍ଟରେ ରହିଥିବା […]
ଟେକ୍ସାସରେ ଏକ ବିମାନ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଟେକ୍ସାସର ଆଡିସନ୍ ବିମାନ ବନ୍ଦରରୁ ସୋମବାର ସକାଳେ ଏହି ବିମାନଟି ହଙ୍ଗାର ଅଭିମୁଖେ ଯାତ୍ରା କରୁଥିଲା। ବିଇ-୩୫୦ର ଏହି ଦ୍ବୈତ ଇଞ୍ଜିନର ବିମାନଟିରେ ନିଆଁ ଲାଗି ଏହା ସମ୍ପୂର୍ଣ୍ଣ ଜଳି […]
ଜମ୍ମୁ କାଶ୍ମୀରରେ ଏକ ବସ୍ ଖାଇ ମଧ୍ୟକୁ ଖସି ପଡିଛି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩୫ ଜଣଙ୍କର ମୃତ୍ୟୁ ଘଟିଛି। ଜମ୍ମୁ କାଶ୍ମୀରର ଖିତ୍ଓ୍ବାର ଜିଲ୍ଲାରେ ସୋମବାର ସକାଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଅନ୍ୟାନ୍ୟ ୭ ଜଣ […]
ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଆଜି ଭୁବନେଶ୍ବର କୋର୍ଟରେ ବିଧାୟକଙ୍କ ଜାମିନ ଆବେଦନର ଶୁଣାଣୀ କରାଯିବ। ପାଟଣାଗଡ଼ ଜେଲରୁ ରାତି ୩ଟାରେ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା। ରବିବାର ସନ୍ଧ୍ୟାରେ ବିଧାୟକଙ୍କୁ ପ୍ରଥମେ ହସ୍ପିଟାଲରୁ ପାଟଣାଗଡ଼ ଜେଲକୁ […]
ରାଜଧାନୀ ଭୁବନେଶ୍ୱରରେ ବେଧଡ଼କଭାବେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛି। ଅଧିକାଂଶ ସମୟରେ ବ୍ରାଉନ ସୁଗାର ଓ ଗଞ୍ଜେଇ ଚାଲାଣକାରୀଙ୍କୁ ଧରୁଛି କମିଶନରେଟ୍ ପୋଲିସ। ଆଜି ଭୁବନେଶ୍ୱର ବିମାନ ବନ୍ଦରରୁ ବ୍ରାଉନସୁଗାର ଜବତ କରାଯାଇଛି। ସେପଟେ ଖଣ୍ଡଗିରିରେ ଗଞ୍ଜେଇ ଚାଲାଣକାରୀଙ୍କୁ […]
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଚଳିତ ବିଶ୍ବକପ୍ର 38 ତମ ମ୍ୟାଚ୍ରେ ଭାରତ ସମ୍ମୁଖରେ 338 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଇଂଲଣ୍ଡ । ଇଂଲଣ୍ଡ ପକ୍ଷରୁ ଜନି ବାୟାରେଷ୍ଟୋ ଶତକ ହାସଲ କରିଥିବା ବେଳେ ଭାରତ ପକ୍ଷରୁ […]
ବିଦ୍ୟା ବାଲାନ୍ ଅନୁରାଗ ବାସୁଙ୍କ ଆଗାମୀ ଫିଲ୍ମରେ କ୍ୟାମିଓ ଭୂମିକାରେ ନଜର ଆସିବେ । ଏହି ମଲ୍ଟିଷ୍ଟାରର ଫିଲ୍ମରେ ଏକ ଛୋଟ ଭୂମିକାରେ ନଜର ଆସିବା ନେଇ ଉଭୟ ବିଦ୍ୟା ଏବଂ ଅନୁରାଗ ବାସୁ ସ୍ପଷ୍ଟ କରିଛନ୍ତି । ଏହି ମଲ୍ଟି […]
ଉତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ଆସନ୍ତା ୫ ତାରିଖ ଯାଏଁ ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର। ଏହାର ପ୍ରଭାବରେ ଆଜିଠାରୁ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯିବ। ଏଥିପାଇଁ ୮ ଟି ଜିଲ୍ଲାକୁ […]
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଐତିହାସିକ ପଦକ୍ଷେପ ନେଇ ରବିବାର ଉତ୍ତର କୋରିଆ ଗସ୍ତ କରି ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନଙ୍କୁ ଭେଟିଛନ୍ତି। ଟ୍ରମ୍ପ ପ୍ରଥମ ରାଷ୍ଟ୍ରପତି ଭାବେ ଉତ୍ତର କୋରିଆରେ ପାଦ ରଖିଛନ୍ତି। କେବଳ ଏତିକି ନୁହେଁ, କିମ୍ […]
ଓଡିଶାର ବଡ ଯାତ୍ର ଭାବେ ପରିଚତ ରଥଯାତ୍ରାକୁ ଆଉ ମାତ୍ର ୪ ଦିନ ରହିଥିବା ବେଳେ ଏହାର ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପ୍ରଶାସନ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ। ତେବେ ରଥଯାତ୍ରା ପାଇଁ ଆଜି ପୁଲିସ ଡିଜି ସୁରକ୍ଷା ବ୍ୟବସ୍ଥାକୁ […]
ଦେଶର ପ୍ରମୁଖ ସିୟା ଧର୍ମଗୁରୁ ଓ ଅଲ୍ଇଣ୍ଡିଆ ମୁସଲିମ୍ ପସର୍ନାଲ୍ ଲ’ ବୋର୍ଡର ବରିଷ୍ଠ ସଦସ୍ୟ ମୌଲାନା କଲ୍ବେ ଜବାଦ୍ ଦେଶରେ ଏକ ନିର୍ଦ୍ଦିଷ୍ଟ ବର୍ଗଙ୍କୁ ଗୋଷ୍ଠୀକନ୍ଦଳ ଦ୍ବାରା ହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି। ଏହି ଅପରାଧ ପାଇଁ ଫାଶୀର ପ୍ରାବଧନ […]
ଫିଫା ମହିଳା ବିଶ୍ବକପ୍ରେ ତୃତୀୟ ଥର ବିଜେତା ହେବା ନେଇ ଜର୍ମାନୀର ଆଶା ଆଶାରେ ରହି ଯାଇଛି। ସ୍ବିଡେନ୍ ୨-୧ ଗୋଲ୍ରେ ଜର୍ମାନୀକୁ ପରାସ୍ତ କରିବା ସହିତ ପ୍ରଥମ ଥର ପାଇଁ ସେମିରେ ପହଞ୍ଚି ଯାଇଛି। ସ୍ବିଡେନ୍ ପକ୍ଷରୁ ସୋଫିଆ ଜାକବ୍ସନ୍ […]
ମହିଳାଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି କୋଲକାତା। ଗତ ସପ୍ତାହରେ ଜଣେ ପୂର୍ବତନ ମିସ୍ ଇଣ୍ଡିଆ ୟୁନିଭର୍ସଙ୍କୁ କେତେଜଣ ଦୁର୍ବୃତ୍ତ ପିଛା କରି ଆକ୍ରମଣ କରିଥିଲେ। ଶୁକ୍ରବାର ଅନ୍ତର୍ଜାତୀୟ ମହିଳା ବକ୍ସର ସୁମନ କୁମାରୀ ମଧ୍ୟ ସମାନ ଘଟଣା ସମ୍ପର୍କରେ ଫେସବୁକରେ ପୋଷ୍ଟ […]
ରାଜ୍ୟରେ ୮ଟି ଜିଲ୍ଲାରେ ଝଡ଼ ବର୍ଷା ସହିତ ବଜ୍ରପାତ ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଓ ଯାଜପୁରରେ ବଜ୍ରପାତ ହେବାର ଆଶଙ୍କା ରହିଛି। ଦିନ […]
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚଳିତ ବିଶ୍ବକପ୍ର ୩୮ ତମ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି । ଇଂଲଣ୍ଡ ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ଇଂଲଣ୍ଡ ଅଧିନାୟକ ଇଓନ୍ ମୋର୍ଜାନ୍ ଟସ୍ ଜିତି […]
ଭାରତକୁ ମୌସୁମୀ ଆସିସାରିଥିଲେ ମଧ୍ୟ ଗ୍ରୀଷ୍ମର ପ୍ରକୋପ କମିନାହିଁ । ଦେଶର ରାଜଧାନୀ ଦିଲ୍ଳୀରେ ଏବେ ଭୀଷଣ ଗରମ ଅନୁଭୂତ ହେଉଛି । ପ୍ରଚଣ୍ଡ ରୌଦ୍ରତାପକୁ ଦେଖି ସେଠାରେ ବିଦ୍ୟାଳୟଗୁଡ଼ିକରେ ଗ୍ରୀଷ୍ମକାଳୀନ ଛୁଟିକୁ ଆଉ ଗୋଟିଏ ସପ୍ତାହ ପାଇଁ ବଢାଇଦିଆଯାଇଛି । […]
କଂଗ୍ରେସର ବିପର୍ଯ୍ୟୟ ଓ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ର ରିପୋର୍ଟ ପ୍ରସଙ୍ଗ ଉପରେ ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତ । କଂଗ୍ରେସର ଅନୁସନ୍ଧାନ ସରିନି ବୋଲି କହିଛନ୍ତି ନରସିଂହ । ବିଧାନସଭା ଆରମ୍ଭ ହୋଇଥିବାରୁ ତଥ୍ୟ ଅନୁସନ୍ଧାନ ସରିପାରିନାହିଁ । ୨ଟି କମିଟିର […]
ଜାତୀୟ ପୁରସ୍କାର ପ୍ରାପ୍ତ ଦଙ୍ଗଲ ଗାର୍ଲ ଜାଇରା ଓ୍ବାସିମ୍ ବଲିଉଡ୍ ଛାଡିବା ନେଇ ସୂଚନା ଦେଇଛନ୍ତି। ବଲିଉଡ୍ରେ କାମ କରିବା ତାଙ୍କର ଧର୍ମୀୟ ଭାବନାରେ ରହିଥିବା ବିଶ୍ବାସ ଏବଂ ଭରସାକୁ ଆଘାତ ପହଞ୍ଚାଉଥିବାରୁ ବଲିଉଡ ଛାଡିବା ନେଇ ନିଷ୍ପତ୍ତି ନେଇଛନ୍ତି ଜାଇରା। […]