ଜୁନ୍ ୮ ତାରିଖରେ କେରଳ ଛୁଇଁଛି ମୌସୁମୀ । ତେବେ ଓଡ଼ିଶାକୁ ସପ୍ତାହେ ବିଳମ୍ବରେ ଆସିବାର ସୂଚନା ରହିଥିଲେ ବି ମୌସୁମୀ ଆସିବାରେ ସାମାନ୍ୟ ବିଳମ୍ବ ହୋଇଛି । ଆସନ୍ତା ୨୦ରୁ ୨୨ ତାରିଖ ମଧ୍ୟରେ ମୌସୁମୀ ଦକ୍ଷିଣ ଓଡ଼ିଶା ଛୁଇଁବାର ସମ୍ଭାବନା […]
ରାଜ୍ୟରେ ସାଇବର ମାମଲା ଉଦବେଗଜନକ ଭାବରେ ବୃଦ୍ଧି ପାଇଛି । ୨୦୧୩ରେ ୧୨୦ଟି ମାମଲା ରୁଜୁ ହୋଇ ଥିବା ବେଳେ ୨୦୧୮ରେ ୮୬୮କୁ ବୃଦ୍ଧି ପାଇଥିଲା । ମାମଲା ଯେଉଁ ପରିମାଣରେ ବଢୁଛି ସେହି ପରିମାଣରେ ସାଇବର ଥାନା ନାହିଁ । […]
ଓଡ଼ିଶା ହାଇକୋର୍ଟରେ ବିଚାରପତି ନିଯୁକ୍ତିକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ହାଇକୋର୍ଟର ୩ ଜଣିଆ କଲେଜିୟମ ବିଚାରପତିଙ୍କୁ ବିରୋଧ କରିଛି ହାଇକୋର୍ଟ ବାର ଆସୋସିଏସନ୍ । ଆସନ୍ତା ୨୬ ତାରିଖ ଯାଏଁ କଲେଜିୟମଙ୍କ କୋର୍ଟ ବର୍ଜନ କରିବାକୁ ଆଜି ବସିଥିବା […]
ଅଭିନେତ୍ରୀ ପୂଜା ବେଦୀଙ୍କ ଝିଅ ଆଲିଆ ଓ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଅପକମିଙ୍ଗ ଫିଲ୍ମ ’ଜଓ୍ବାନୀ ଜାନେମାନ୍’ର ଶୁଟିଂ ଆରମ୍ଭ କରି ଦେଇଛନ୍ତି । ରବିବାର ଦିନ ଅନୁଷ୍ଠିତ ଆଇସିସି ଓ୍ବାଲ୍ଡ କପ୍ ୨୦୧୯ର ଭାରତ – ପାକିସ୍ତାନ ମ୍ୟାଚ୍ […]
ବିହାରରେ ଲୁ ଜନିତ ମୃତ୍ୟୁ ସଂଖ୍ୟା ୬୧ରେ ପହଞ୍ଚିଲାଣି । ବିହାରର ଗୟାଠାରେ ଜିଲ୍ଲାଧିକାରୀ ଭୀଷଣ ଗରମରୁ ସାଧାରଣ ଜନତାଙ୍କୁ ଏହା କବଳରୁ ରକ୍ଷା କରିବା ପାଇଁ ଭିନ୍ନ ପଦକ୍ଷେପ ଆପଣାଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲାଗୁ କରିଦେଇଛନ୍ତି […]
ପୁରୀ ଶ୍ରୀମନ୍ଦିର ସିଂହଦ୍ୱାରରେ ଆଜି ଜୟ-ବିଜୟ ମୂର୍ତ୍ତି ସ୍ଥାପନ କରାଯାଇଛି । ପ୍ରଳୟଙ୍କାରୀ ଫୋନି ପ୍ରଭାବରେସିଂହଦ୍ୱାରରେ ଲାଗିଥିବା ଜୟ-ବିଜୟ ମୂର୍ତ୍ତି ଭାଙ୍ଗିଯାଇଥିଲା ଶ୍ରୀମନ୍ଦିର ସିଂହଦ୍ୱାରରେ ଭାଙ୍ଗିଯାଇଥିବା ଜୟ ବିଜୟ ମୂର୍ତ୍ତି ଆଜି ଏଏସଆଇ ପକ୍ଷରୁ ଲଗାଯାଇଛି । ଏଏସ୍ଆଇ ପକ୍ଷରୁ ଖଣ୍ଡଲାଇଟ୍ […]
ବିହାରରେ ମସ୍ତିଷ୍କ ଜ୍ବରରେ ଶିଶୁମୃତ ସଂଖ୍ୟା ୧୦୦ରୁ ଉର୍ଦ୍ଧ୍ବରେ ପହଞ୍ଚିଛି । ଇତିମଧ୍ୟରେ ମୁଜାପରଫର୍ ସିଜିଏମ୍ କୋର୍ଟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଓ ବିହାରର ସ୍ବାସ୍ଥ୍ୟ ମନ୍ତ୍ରୀ ମଙ୍ଗଳ ପାଣ୍ଡେଙ୍କ ବିରୋଧରେ ମୋକଦ୍ଦମା ଦାଏର କରାଯାଇଛି । ସାମାଜିକ […]
ଆଜି ୧୭ତମ ଲୋକସଭାର ପ୍ରଥମ ଦିନ । ସଂସଦରେ ବଜେଟ୍ ଅଧିବେଶନ୍ ଆରମ୍ଭ ହୋଇଯାଇଛି । ତେବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଆଜି ସଂସଦରେ ଅନୁପସ୍ଥିତ ରହିଛନ୍ତି । ଚଳିତ ଥର ରାହୁଲ୍ ଆମେଠିରୁ ନୁହେଁ ବରଂ ଓ୍ବାୟନଡ଼ରୁ ସାଂସଦ […]
ପଶ୍ଚିମବଙ୍ଗର ଡାକ୍ତର ଆକ୍ରମଣ ମାମଲା ଏବେ ସୁପ୍ରିମ୍କୋର୍ଟରେ। ସୁପ୍ରିମ୍କୋର୍ଟ ସରକାରୀ ହସ୍ପିଟାଲର ଡାକ୍ତରଙ୍କ ସୁରକ୍ଷା ସମ୍ବନ୍ଧିତ ଯାଚିକା ଉପରେ ଆସନ୍ତା କାଲି ଶୁଣାଣୀ କରିବେ। ପଶ୍ଚିମବଙ୍ଗର ଡାକ୍ତରଙ୍କ ବିରୋଧ ପ୍ରଦର୍ଶନ ପରେ ଏହି ଯାଚିକା ଦାଏର କରାଯାଇଥିଲା। ପଶ୍ଚିମଙ୍ଗବରେ ଜୁନିଅର ଡାକ୍ତରଙ୍କ […]
ଜମ୍ମୁ ଏବଂ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୋମବାର ଦିନ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ଗୁଳିବିନିମୟ ହୋଇଛି । ଉଭୟ ପଟୁ ହୋଇଥିବା ଏହି ଆକ୍ରମଣରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିବାର ଜଣାପଡିଛି । ରାଷ୍ଟ୍ରୀୟ ରାଇଫଲ୍ସ୍ (ଆର୍ଆର୍) ଓ ରାଜ୍ୟ ପୁଲିସ୍ […]
ସୋମବାର ଦିନ ରାଜ୍ୟରେ ପ୍ରାକ୍ ବଜେଟ୍ ନେଇ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟରେ ଷୋଡ଼ଶ ବିଧାନସଭାର ଅଧିବେସନ ଓ ପରେ ବଜେଟ ଉପସ୍ଥାପନ ହେବାକୁ ଯାଉଛି । ଏହି ବୈଠକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅଧକ୍ଷତା […]
ପଶ୍ଚିମବଙ୍ଗରେ ଡାକ୍ତରୀ ଛାତ୍ରଙ୍କ ଉପରେ ଆକ୍ରମଣ ନେଇ ସାରା ଦେଶରେ ଘୋର ଅସନ୍ତୋଷ ବଢି ଚାଲିଥିବାବେଳେ ଡାକ୍ତରମାନେ ସପ୍ତମ ଦିନ ଧରି ଧର୍ମଘଟ କରିଥିବାବେଳେ ତାଙ୍କୁ ଆଜି ସମର୍ଥନ କରିଛନ୍ତି ଆଇଏମ୍ଏସ୍ । ଆଜି ଇଣ୍ଡିଆନ୍ ମେଡ଼ିକାଲ୍ ଆସୋସିଏନ୍ ଆଜି ୨୪ […]
ସପ୍ତଦଶ ଲୋକସଭାର ପ୍ରଥମ ବଜେଟ ଅଧିବେଶନର ପ୍ରଥମଦିନରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍ପି ଭାବେ ଶପଥ ନେଇଛନ୍ତି। କାମଚଳା ବାଚସ୍ପତି ବୀରେନ୍ଦ୍ର କୁମାର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୋଦିଙ୍କ ପରେ ରାଜନାଥ ସିଂ ଏବଂ […]
ଲୋକସଭା ନିର୍ବାଚନ ପରେ ସଂସଦରେ ୧୭ତମ ଲୋକସଭାର ପ୍ରଥମ ମୌସୁମ ଅଧିବେଶନ ଆରମ୍ଭ ହୋଇଛି । ସ୍ବାଧୀନତା ପରେ ପ୍ରଥମଥର ଚଳିତ ଲୋକସଭା ନିର୍ବାଚନରେ ଅଧିକ ମହିଳା ତଥା ମହିଳା ସାଂସଦ ରହିଛନ୍ତି । ସେହିପରି ବହୁ ଦଶକ ପରେ କୌଣସି […]
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାର ମାସ ରେ ତେର ପର୍ବ। ମଣିଷ ପରି ତାଙ୍କର ଦିନଚର୍ଯା । କିନ୍ତୁ ତାଙ୍କ ଗାଧେଇବାରେ ଥାଏ ବ୍ୟତିକ୍ରମ। ମହାସ୍ନାନ ପୂର୍ଣ୍ଣମୀରେ ମହାପ୍ରଭୁ କରନ୍ତି ମହାସ୍ନାନ । ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ। ରତ୍ନବେଦୀ ଛାଡ଼ି ଧାଡ଼ି […]
ଗତକାଲି ମାଞ୍ଚେଷ୍ଟରରେ ଖେଳାଯାଇଥିବା ଭରତ ବନାମ ପାକିସ୍ଥାନ ମ୍ୟାଚରେ ଭାରତର ବିଜୟ ପରେ ଟିମ ଇଣ୍ଡିଆକୁ ପ୍ରଶଂସକ ମାନେ ଅଭିବାଦନ ଜଣାଇଛନ୍ତି। ତେବେ ଟିମ ଇଣ୍ଡିଆର ବିଜୟକୁ ଉଚ୍ଛସିତ ପ୍ରଶଂସା କରିବା ସହିତ ଏହାକୁ ପାକିସ୍ଥାନ ବିପକ୍ଷରେ ଆଉ ଏକ ଷ୍ଟ୍ରାଇକ ବୋଲି […]
ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ ଷଷ୍ଠ ଦିନରେ ପହଞ୍ଚିଛି । ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ପଶ୍ଚିମବଙ୍ଗର ଜୁନିଅର ଡାକ୍ତରମାନେ ଧର୍ମଘଟ କରିଛନ୍ତି । ଏହି ଧର୍ମଘଟକୁ ସମର୍ଥନ କରିଛି ଭାରତୀୟ ଡାକ୍ତର ସଂଘ । ସୋମବାର ଦିନ ଦେଶବ୍ୟାପୀ ୨୪ ଘଣ୍ଟ […]
ଭାରତୀୟଙ୍କ ମଧ୍ୟରେ ସର୍ବାଧିକ ଛକ୍କା ମାରିବାରେ ଏକ ନମ୍ବର ସ୍ଥାନରେ ରହିଛନ୍ତି ରୋହିତ ଶର୍ମା । ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ 113 ବଲ୍ରୁ 3ଟି ଛକ୍କା ଏବଂ 14ଟି ଚୌକା ସହିତ 140 ରନ୍ର ଇନିଂସ ଖେଳିଥିଲେ । ଏହି ଇନିଂସରେ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ’ଏକ ଦେଶ, ଏକ ନିର୍ବାଚନ’ ବିଷୟକୁ ନେଇ ସମସ୍ତ ରାଜନୈତିକ ଦଳର ଲୋକସଭା ଓ ରାଜ୍ୟସଭାରେ ପ୍ରତିନିଧିତ୍ବ କରୁଥିବା ଅଧ୍ୟକ୍ଷଙ୍କ ସହ ୧୯ ତାରିଖରେ ବୈଠକ କରିବେ ବୋଲି ସୂଚନା ରହିଛି । ଏତଦ୍ ବ୍ୟତୀତ ଜୁନ […]
ପାକିସ୍ତାନ ନିକଟରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପକ୍ଷରୁ ଦୁଇ ଓପ୍ନର ଦୃଢ ବ୍ୟାଟିଂ କରିଛନ୍ତି । ଭାରତ ପକ୍ଷରୁ ଦୁଇ ଓପ୍ନର ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରିଛନ୍ତି । ଦୁଇ ଓପ୍ନର 24 ଓଭର ଶେଷ […]
ଆଉ ପାଞ୍ଚ ଦିନ ଭିତରେ ଓଡ଼ିଶା ଛୁଇଁବ ଦକ୍ଷିଣ –ପଶ୍ଚିମ ମୌସୁମୀ ବାୟୁ । ଆରବ ସାଗରରେ ବାତ୍ୟା ‘ବାୟୁ’ ପାଇଁ ମୌସୁମୀ ଓଡ଼ିଶା ଆସିବାକୁ ବିଳମ୍ବ ହେଉଛି ବୋଲି ରାଜ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ରହିଛି । […]