ଆଜିର ଖବର

ନୂଆଦିଲ୍ଲୀ : 18ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ସୋମବାର ନିର୍ବାଚନ କମିଶନଙ୍କ ପକ୍ଷରୁ 7ଟି ରାଜ୍ୟର 18ଟି…

ନୂଆଦିଲ୍ଲୀ : ଆଇନ ସମ୍ମୁଖରେ ସମସ୍ତେ ସମାନ, ମାତ୍ର ରାଜନୀତିଜ୍ଞ ମାନେ ସର୍ବଦା ଆଇନର ଫାଙ୍କଦେଇ ଖସି ଯାଇଥାନ୍ତି । ନିୟମ ଭାଙ୍ଗି ଜରିମାନା ଭରିଛନ୍ତି ଜଣେ…

ନୂଆଦିଲ୍ଲୀ : ଦେଶବ୍ୟାପୀ କରୋନା କାରଣରୁ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଲ୍‌ପିଜି ମୂଲ୍ୟରେ ବୃଦ୍ଧି ଘଟାଯାଇଛି । ସୋମବାର…

ଜଗତସିଂହପୁର :ଆଜି ଜଗତସିଂହପୁରରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୧୪ ଜଣଙ୍କ ତଥ୍ୟ ପ୍ରଦାନ କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର…

ଭୁବନେଶ୍ବର : ଆଜି ଅନ୍‌ଲକ୍‌ 1.0 ଜାରି ହୋଇଛି । ତେବେ ଏହି ସମୟରେ କେତେଗୁଡିଏ କଟକଣାକୁ ବଳବତ୍ତର ରଖିଛନ୍ତି ରାଜ୍ୟସରକାର । ଅନ ଲକ୍ 1.0ରେ…

ଭୁବନେଶ୍ବର : କରୋନା ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ପ୍ରେସ୍‌ ମିଟ୍‌ କରିଛନ୍ତି । ଆଜିଠାରୁ ଅନ୍‌ଲକ୍‌ 1.0 ଜାରି ହୋଇଥିବାବେଳେ ରାଜ୍ୟ ସରକାରଙ୍କ ତରଫରୁ…

ଢେଙ୍କାନାଳ : ପୋଖରୀରେ ବୁଡି ଚାରି ଜଣଙ୍କର ମୃତ୍ୟୁ ହୋଇଛି । ଏହି ମୃତକଙ୍କ ମଧ୍ୟରେ ତିନିଜଣ ନାବାଳକ, ଜଣେ ନାବାଳିକା ରହିଛନ୍ତି। ସଦର ଥାନା ଗୋବିନ୍ଦପୁର…

ଭୁବନେଶ୍ବର : ପଙ୍ଗପାଳ ବିପଦକୁ ଦୃଷ୍ଟିରେ ରଖି ରାଜ୍ୟ କୃଷି ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ କୃଷି ଓ ଖାଦ୍ୟ ଉତ୍ପାଦନ…

ପିଣ୍ଟୁ ବିଷୋୟୀ ବେଗୁନିଆପଡା : ମଦ ବିରୋଧରେ ତେଜିଲେ ସ୍ୱୟଂ ସହାୟକ ଗୋଷ୍ଠୀ। ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡ଼ଖଇରଖମା ପଞ୍ଚାୟତର କେ.ନୂଆପଲ୍ଲୀ ଗ୍ରାମରେ ମହିଳା ମାନେ ବେଆଇନ…

ଛତିଶଗଡ : ପଡୋଶୀ ଛତିଶଗଡ ରାଜ୍ୟରେ ପ୍ରବେଶ କଲେ ପଙ୍ଗପାଳ ପଲ। ଛତିଶଗଡ କୋରିଆ ଜିଲ୍ଲାର ଭରତପରୁ ଜଙ୍ଗଲରେ ପଙ୍ଗପାଳ ପହଞ୍ଚିଥିବାର ସୂଚନା ରହିଛି। ମଧ୍ୟପ୍ରଦେଶରୁ ଆସି…

କନ୍ଦର୍ପ ବେହେରା ରେଢାଖୋଲ-ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଚାରମାଳ ପୋଲିସ୍ ୩୫ କେଜି ଗଞେଇ  ଓ ୨ଟି ବାଇକ ଜବତ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ…

ରୋମାନିଆ : ବିଶ୍ବରେ କରୋନା ସ୍ଥିତି ଅଣାୟତ୍ତ ରହିଛି । କରୋନା କବଳରୁ ବର୍ତ୍ତିବା ପାଇଁ ଚେଷ୍ଟା ଜାରି ରହିଛି। ସାମାଜିକ ଦୂରତ୍ବ ରକ୍ଷା ପାଇଁ ବିଶ୍ବର…

ଭୁବନେଶ୍ବର : ଆଜି 19ଟି ଜିଲ୍ଲାରୁ 156 ଜଣ ଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡାରୁ ସର୍ବାଧିକ ରହିଛନ୍ତି । କେନ୍ଦ୍ରାପଡା ଜିଲ୍ଲାରୁ ସର୍ବାଧିକ 50ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ…