ଆଜିର ଖବର

ଓଡିଶା ରାଜ୍ୟ ଯୁବ କଲ୍ୟାଣ ପରିଷଦର ନୂତନ ଅଧ୍ୟକ୍ଷ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ବିଜୟ କୁମାର ନାୟକ । 2013ରୁ ଯୁବଗୋଷ୍ଠୀଙ୍କ ନିମନ୍ତେ ବିଭିନ୍ନ ଉନ୍ନୟନମୂଳକ…

ଭାରତୀୟ ବାୟୁସେନାରେ ପୁରାତନ ବିମାନର ବ୍ୟବହାର ନେଇ ବାୟୁସେନା ମୁଖ୍ୟ କ୍ଷୋଭ ପ୍ରକାଶ କରିଛନ୍ତି । ବାୟୁସେନା ମୁଖ୍ୟ ବି ଏସ୍‌ ଧନୋଆ କହିଛନ୍ତି ବାୟୁସେନାରେ ଦୀର୍ଘ…

ଶ୍ରୀଲଙ୍କା ସ୍ପିନର ଅକିଲା ଧନଞ୍ଜୟ ଏବଂ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ୍‌ ସନ୍ଦେହଜନକ ବୋଲିଂ ଆକ୍ସନ୍‌ କାରଣରୁ ଆଇସିସି ନଜରରେ ଆସିଛନ୍ତି । ଶ୍ରୀଲଙ୍କା ଏବଂ ନ୍ୟୁଜିଲ୍ୟାଣ୍ଡ…

ପୂର୍ବତନ ଅର୍ଥମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ପି ଚିଦାମ୍ବରମ୍‌ଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏୟାରସେଲ ମକ୍ସିସ୍ ମାମଲାରେ ପୂର୍ବରୁ ସ୍ବତନ୍ତ୍ର…

ଖୁବଶୀଘ୍ର ଓଡ଼ିଶାକୁ ଆଇକନିକ୍‌ ହେରିଟେଜ୍‌ର ମାନ୍ୟତା ମିଳିବ । ପୂର୍ବରୁ ଓଡ଼ିଶା ଡକ୍ୟୁମେଣ୍ଟରେ ଅଭାବ ଥିବାରୁ ମାନ୍ୟତା ମିଳିନଥିଲା । ପୁରୀ ଏବଂ କୋଣାର୍କ ଏମିତି ଜାଗା,…

ବ୍ୟବସାୟୀ ତଥା ନିଜ ପୁତୁରା ରତୁଲ୍‌ ପୁରୀଙ୍କ ଗିରଫଦାରୀ ପରେ ମୁହଁ ଖୋଲିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ । ରତୁଲ ପୁରୀଙ୍କ ବ୍ୟବସାୟ ସହିତ ତାଙ୍କର…

ରମାଦେବୀ ବିଶ୍ବବିଦ୍ୟାଳୟ ପରିସରରୁ ଅଲଗା ହେବ ଯୁକ୍ତ ଦୁଇ ଜୁନିଅର୍ କଲେଜ। ସରକାରଙ୍କ ସହ ଆଲୋଚନା ପରେ ଏନେଇ ସୂଚନା ଦେଇଛନ୍ତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି…

ଭାରତୀୟ ସିନେମାର ବରିଷ୍ଠ ତଥା କିମ୍ବଦନ୍ତୀ ସଙ୍ଗୀତ ନିର୍ଦେଶକ ଗତକାଲି ରାତ୍ରିରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି ।  ଫୁସଫୁସ ସଂକ୍ରମଣରେ ପୀଡିତ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିବାବେଳେ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ତାଙ୍କ ବିରୋଧରେ କରାଯାଇଥିବା ମାନହାନି ମୋକଦ୍ଦମା ବିପକ୍ଷରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ବିଜେପି ନେତା ବିଜେନ୍ଦର ଗୁପ୍ତାଙ୍କ ପକ୍ଷରୁ…

କଂଗ୍ରେସ ମହାସଚିବ ତଥା ପୂର୍ବ ଉତ୍ତରପ୍ରଦେଶର ପ୍ରଭାରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଓ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି । ମଙ୍ଗଳବାର ଏକ…

ମହିଳା କମିସନ ଅଧ୍ୟକ୍ଷା ଦାୟିତ୍ବ ନେଇଛନ୍ତି ମିନତି ବେହେରା । ଏହି ଦାୟିତ୍ବ ନେବା ପରେ ମିନତି ବେହେରା ପ୍ରତିକ୍ରିୟା ରଖିଛନ୍ତି । ଅଭିଯୋଗ ହେବାର ୧୫…

ଭାରତର ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ -2 ମଙ୍ଗଳବାର ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି । ଆଜି ସକାଳ 9.30 ମିନିଟ୍‌ ସମୟରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା…

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆଜି ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ରାଜୀବ ଗାନ୍ଧିଙ୍କ ୭୫ତମ ଜନ୍ମଜୟନ୍ତୀ ଅବସରରେ ମନମୋହନ ସିଂହ କହିଛନ୍ତି ଯେ,…

କେନ୍ଦ୍ର ସରକାରଙ୍କ ପକ୍ଷରୁ “ଓ୍ବାନ୍‌ ନେସନ ୱାନ ରାସନ କାର୍ଡ଼” ବ୍ୟବସ୍ଥା ଖୁବ ଶୀଘ୍ର ଲାଗୁ କରାଯିବ । ସେହି ବ୍ୟବସ୍ଥା ଅନୁସାରେ ଏଣିକି ଯେକୌଣସି ରାଜ୍ୟ…

ବିବଦୀୟ ଇସ୍‌ଲାମିକ ଧର୍ମଗୁରୁ ତଥା ଭାରତରୁ ଫେରାର ହୋଇଯାଇଥିବା ଜାକିର ନାଏକଙ୍କ ଅଡ଼ୁଆ ବଢ଼ିଛି। ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା କାରଣରୁ ମାଲେସିଆ ସରକାର ତାଙ୍କ…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦୁରପ୍ପା ମଙ୍ଗଳବାର ନିଜର ମନ୍ତ୍ରୀ ମଣ୍ଡଳ ଗଠନ କରିଛନ୍ତି । 17 ଜଣ କ୍ୟାବିନେଟ୍‌ ମନ୍ତ୍ରୀ ୟେଦୁରପ୍ପାଙ୍କ ମନ୍ତ୍ରୀମଣ୍ଡଳରେ ଶପଥ ଗ୍ରହଣ…

ରାଜ୍ୟ କଂଗ୍ରେସର ସମସ୍ତ ନେତାଙ୍କୁ ଦିଲ୍ଲୀ ଡାକରା ମିଳିଛି । ରାଜ୍ୟ କଂଗ୍ରେସରେ ବିପର୍ଯ୍ୟୟର ମୁକାବିଲା କରିବା ନିମନ୍ତେ ରାଜ୍ୟର ସମସ୍ତ ନେତୃବୃନ୍ଦଙ୍କୁ ଦିଲ୍ଲୀ ଡକାଯାଇଛି ।…