ଆଜିର ଖବର

କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତି ତଥା ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ କଂଗ୍ରେସ, ପିଡିପି, ନ୍ୟାସନାଲ୍ କନଫରେନ୍ସ ପ୍ରମୁଖ ବିରୋଧ କରିଛନ୍ତି । ଜମ୍ମୁକାଶ୍ମୀରର ପୂର୍ବତନ…

ଜାମ୍ମୁକାଶ୍ମୀରରୁ ଧାରା 370 ଉଚ୍ଛେଦ କରାଯିବା ନେଇ । ଏହି ବିଲ ରାଜ୍ୟସଭାରେ ଉପସ୍ଥାପନା ବେଳେ 2 ଜଣ ପିଡିପି ସାଂସଦ ପ୍ରବଳ ପାଟିତୁଣ୍ଡ ସହ ହଙ୍ଗାମା…

ଆଜି କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତି ପରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇ ନିଆଯାଇଛି। ଫଳରେ ଏଠାରେ ୧୯୩୨ଠାରୁ ପ୍ରଚଳିତ ଥିବା ୮୭ ବର୍ଷ ପୁରାତନ ରଣବୀର…

ହରିୟାଣା ବିଜେପିରେ ତିନି ଜଣ ବିଧାୟକ ଯୋଗ ଦେଇଛନ୍ତି । ସୋମବାର ଯୋଗ ଦେଇଥିବା ବିଧାୟକଙ୍କ ମଧ୍ୟରେ ଦୁଇ ଜଣ ଆଇଏନ୍‌ଏଲ୍‌ଡି ବିଧାୟକ ରହିଥିବା ବେଳେ ଜଣେ…

ଶିଖ୍‌ ବିରୋଧୀ ଦଙ୍ଗା ମାମଲାର ଅଭିଯୁକ୍ତ ସଜ୍ଜନ ଶର୍ମାଙ୍କ ଯାଚିକାର ବିଚାର କରିବାର ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । 1984 ଦଙ୍ଗା ନିମନ୍ତେ ଆଜୀବନ କାରାଦଣ୍ଡାଦେଶ ପାଇଥିବା…

ଜମ୍ମୁକାଶ୍ମୀରରେ ନରେନ୍ଦ୍ର ମୋଦି ସରକାରଙ୍କ ଐତିହାସିକ ନିଷ୍ପତ୍ତିକୁ ନେଇ କଂଗ୍ରେସ, ପିଡିପି, ଏନ୍‌ସିପି ଆଦି ଦଳ ବିରୋଧ କରୁଛନ୍ତି । ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର…

ବହୁ ଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କୁ ଦିଲ୍ଲୀସ୍ଥିତ ଅଲ୍‌ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ୍‌ ସାଇନସେସ୍‌(ଏମ୍ସ)ରେ ଚିକିତ୍ସା କରାଯିବ ବୋଲି ସୋମବାର ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ ।…

ଜମ୍ମୁ କାଶ୍ମୀରରୁ ପରିଶେଷରେ ଧାରା ୩୭୦ ଏବଂ ୩୫ ଏ ଉଚ୍ଛେଦ କରିଛନ୍ତି କେନ୍ଦ୍ର ସରକାର । ୭୦ ବର୍ଷ ପୁରୁଣା ଏହି ନିୟମକୁ ହଟାଇବା ନିମନ୍ତେ…

କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତି ତଥା ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ କଂଗ୍ରେସ, ପିଡିପି, ନ୍ୟାସନାଲ୍‌ କନଫରେନ୍ସ ପ୍ରମୁଖ ବିରୋଧ କରିଥିବାବେଳେ ଓ୍ବାଇଏସ୍‌ଆର୍‌, ବିଏସ୍‌ପି, ଏଆଇଡିଏମ୍‌କେ…

ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ଅଗଷ୍ଟ 5 ତାରିଖ ଭାରତୀୟ ଗଣତନ୍ତ୍ର ପାଇଁ ଏକ କଳା ଦିବସ…

କାଶ୍ମୀରର ଦୁଇ ପୂର୍ବ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଓ ମେହବୁବା ମୁଫତୀଙ୍କୁ ନଜର ବନ୍ଦୀ କରାଯିବା ଘଟଣାକୁ ବିରୋଧ କରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର ।…

ଜମ୍ମୁ କାଶ୍ମୀରରେ ଗତକାଲି ଧାରା 144 ଜାରି କରାଯାଇଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏକ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେଉଛି । ପ୍ରଧାନମନ୍ତ୍ରୀଙ୍କ…

ଗତକାଲି ମଧ୍ୟରାତ୍ରରୁ ଦୁଇ ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍‌ତିଙ୍କୁ ଗୃହବନ୍ଦୀ ଭାବରେ ରଖାଯାଇଛି । ଜମ୍ମୁ କାଶ୍ମୀରରେ ଧାରା 144…

ମହାରାଷ୍ଟ୍ର ସହିତ ଗୁଜରାଟରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି। ସୁରତ, ଭଦୋଦରା, ନବସାରିରେ ବର୍ଷାରେ ଜନଜୀବନ ବେହାଲ ହୋଇ ପଡ଼ିଛି। ସେଠାରେ କାମ କରୁଥିବା ଓଡ଼ିଶାର…

କ୍ରୀଡ଼ା ଭାରତୀ ଓଡ଼ିଶା ପ୍ରଦେଶ ତରଫରୁ ଆଜି ଭୁବେନଶ୍ବରସ୍ଥିତ ଖାରବେଳନଗରଠାରେ ଏକ ପ୍ରଶିକ୍ଷିଣ ଶିବିର ଅନୁଷ୍ଠିତ ହୋଇଯାଇଛି।  ଏହି ବୈଠକରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ୨୦୦ରୁ ଅଧିକ…

ଆମେରିକାର ଓହିଓରେ ହୋଇଥିବା ଗୁଳିକାଣ୍ଡରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗୁଳିକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କର ମଧ୍ୟ ଏଥିରେ ମୃତ୍ୟୁ ହୋଇଥିବା କୁହାଯାଉଛି। ଏଥିରେ ଅନ୍ୟ ୧୬…

ସାଲେପୁର ନେମାଳ ମଠରୁ ଜଣେ ଭକ୍ତଙ୍କୁ ଦିନ ଦ୍ୱିପହରରେ ଅପହରଣ କରାଯାଇଛି । ଅପହୃତ ହୋଇଥିବା ଭକ୍ତ ଜଣକ ହେଉଛନ୍ତୁ ଶୁଦ୍ଧେନ୍ଧୁ ମହାନ୍ତି । ତାଙ୍କ ଭୁବନେଶ୍ବରସ୍ଥିତ…