ଆଜିର ଖବର

ଉତ୍ତର ପ୍ରଦେଶର ଉନ୍ନାଓରେ ହୋଇଥିବା ଗଣ ଦୁଷ୍କର୍ମ ମାମଲାର ବିଚାର ଦିଲ୍ଲୀର ଫାଷ୍ଟଟ୍ରାକ୍‌ କୋର୍ଟରେ ବିଚାର ହେବ ବୋଲି ଜଣାପଡିଛି । ସିବିଆଇ ପକ୍ଷରୁ ଗୁରୁବାର ଏହି…

ବାଲେଶ୍ୱର ବାଲିଆପାଳ ଥାନା ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ 13 ଜଣଙ୍କୁ ଗିରଫ କରିଛି ପୋଲିସ । ଅଟକଙ୍କ ମଧ୍ୟରେ ମହିଳାମାନେ ରହିଥିବା ଜଣାପଡ଼ିଛି । ସେମାନଙ୍କୁ ବସ୍ତା…

ସିଟି ଓପନ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଆଣ୍ଡି ମୁରେ ଏବଂ ଜେମି ମୁରେ । ସ୍କଟଲ୍ୟାଣ୍ଡର ମୁରେ ବ୍ରଦର୍ସ ନିକୋଲାସ ମାହୁତ ଏବଂ…

ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଅଲକାଏଦାର ମୁଖ୍ୟ ଓସାମା ବିନ ଲାଦେନର ପୁଅ ହମଜା ଲାଦେନର ମୃତ୍ୟୁ ହୋଇଥିବା ନେଇ ଆମେରିକା ଗଣମାଧ୍ୟମ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି…

ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ଙ୍କ ବିଶ୍ବବିଦ୍ୟାଳୟ ଉପରେ ଚଢାଉ କରାଯାଇଛି। ଏହି ଚଢାଉ ସମୟରେ ୨୫୦୦ ପୁରାତନ ଏବଂ ବିରଳ ପୁସ୍ତକ ଜବତ କରାଯାଇଛି। ରାମପୁରରେ ଅବସ୍ଥାପିତ…

ସମୀକ୍ଷା ବ୍ୟୁରୋ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକ୍ରିୟ ପ୍ରଶାସନ ଏବଂ ସମୟୋପଯୋଗୀ କାର୍ଯ୍ୟାନ୍ୱୟନ ଲାଗି ଉଦ୍ଦିଷ୍ଟ ଆଇସିଟି ଆଧାରିତ ବହୁମୁଖୀ ମଂଚ-ପ୍ରଗତି ଜରିଆରେ ୩୦ତମ…

ଗତକାଲି ରାଜ୍ୟସଭାରେ ଟ୍ରିପଲ୍‌ ତଲାକ୍‌ ବିଲ୍‌ ପାଶ୍‌ ହୋଇଛି । ବିଗତ ତିନି ଦିନ ମଧ୍ୟରେ ତିନୋଟି ବିଲ୍‌ ଆଗତ ହୋଇ ପାଶ୍‌ ହେବାକୁ ସମାଲୋଚନା କରିଛନ୍ତି…

କର୍ଣ୍ଣାଟକରେ କ୍ଷମତା ପରିବର୍ତ୍ତନ ହେବା ପରେ ଜନତା ଦଳ ସେକୁଲାର (ଜେଡିଏସ୍‌) ବିଦ୍ରୋହୀ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଜେଡିଏସ୍‌ର ପ୍ରମୁଖ ଏଚ୍‌ଡି ଦେବେଗୌଡା…

ଲୋକସଭାରେ ପାରିତ ହେଲା ଏକକ ନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ ବିଲ୍‌ । ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ସମାଧାନ ପାଇଁ ଏହି ଏକକ ଟ୍ରିବ୍ୟୁନାଲ୍‌ ବିଲ୍‌କୁ…

ଚାରିଥର ଆଇପିଏଲ୍‌ ଚାମ୍ପିୟନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଲେଗ୍ ସ୍ପିନର ମୟଙ୍କ ମର୍କଣ୍ଡେଙ୍କ ବଦଳରେ ଦିଲ୍ଲୀ କ୍ୟାପିଟାଲ୍‌ସର ସ୍ରିଫେନ୍‌ ରଦରଫୋର୍ଡଙ୍କୁ ଆଣିଛି । ଓ୍ବିଣ୍ଡିଜ୍‌ ଅଲ୍‌ରାଉଣ୍ଡର ରଦରଫୋର୍ଡ ଦଳକୁ…

ସିସିଡିର ଅନ୍ତରୀଣ ଚେୟାରମ୍ୟାନ୍‌ ଭାବର ଏସ୍‌ ଭି ରଙ୍ଗନାଥଙ୍କୁ ନିଯୁକ୍ତ କରାଯାଇଛି । କମ୍ପାନୀର ମୁଖ୍ୟ ତଥା ପ୍ରତିଷ୍ଠାତା ଭି ଜି ସିଦ୍ଧାର୍ଥଙ୍କ ଦେହାନ୍ତ ପରେ ଏହି…

ଦିଲ୍ଲୀରେ ଦୀର୍ଘ ସମୟ ଧରି ନେତୃତ୍ବ ସଂକଟ ଚାଲିଥିବାବେଳେ ଏଥିପାଇଁ କଂଗ୍ରେସ ଏକ ବଡ଼ ପଦକ୍ଷେପ ନେଇଛି । ଦଳ ନଭଜୋତ ସିଂଙ୍କୁ ଦିଲ୍ଲୀ ପ୍ରଦେଶ ସଙ୍ଗଠନର…

ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ବିଜ୍ଞପ୍ତି ଉପରେ ହାଇକୋର୍ଟ ରହିତାଦେଶ ଲଗାଇଛନ୍ତି । ଉଚ୍ଚ ଶିକ୍ଷା ବିଭାଗର ୨୧/୦୬/୨୦୧୯ ନୋଟିସ୍ ଉପରେ କୋର୍ଟଙ୍କ ରହିତାଦେଶ ଲାଗିଛି । ଗତ…

ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କୁ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଜେରା କରାଯାଇଛି । ଜମ୍ମୁ କାଶ୍ମୀର କ୍ରିକେଟ ସଂଘରେ ହୋଇଥିବା ଦୁର୍ନୀତି ମାମଲାରେ…

କ୍ରିକେଟ୍ ଖେଳାଳି ପୃଥ୍ଵୀ ସ ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। କାର୍ଯ୍ୟାନୁଷ୍ଠାନ ସ୍ଵରୂପ ବିସିସିଆଇ ପକ୍ଷରୁ 8 ମାସ ପାଇଁ ତାଙ୍କୁ କ୍ରିକେଟରୁ ନିଲମ୍ବିତ କରିଛି ।…

ଅଗଷ୍ଟ ମାସରୁ ପ୍ରତି ପରିବାରକୁ ମିଳିବ ୨ ଲିଟର କିରୋସିନି । ପୂର୍ବରୁ ପ୍ରତି ପରିବାରକୁ ଅଢେଇ ଲିଟର କିରୋସିନି ମିଳୁଥିବାବେଳେ ଏବେ ପରିବାର ପିଛା ୨…