ଆଜିର ଖବର

କର୍ଣ୍ଣାଟକ ରାଜନୀତି ଡ୍ରାମା ଥମିବାର କୌଣସି ନାମ ନେଉନାହିଁ । ବାଚସ୍ପତିଙ୍କୁ ଆସ୍ଥା ଭୋଟ ପାଇଁ ନିର୍ଦ୍ଦେଶ ଦେବାକୁ ଦୁଇ ସ୍ବାଧୀନ ବିଧାୟକ ସୁପ୍ରିମକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ…

ଗୁଣିଗାରେଡି ସନ୍ଦେହରେ ଝାରଖଣ୍ଡରେ ଚାରି ଜଣଙ୍କୁ ହତ୍ୟା କରାଯାଇଛି । ଝାରଖଣ୍ଡର ଗୁମ୍‌ଲା ଜିଲ୍ଲାରେ ରବିବାର ଦିନ ଏହି ଅମାନୁଷିକ କାଣ୍ଡ ସଙ୍ଗଠିତ ହୋଇଛି । କଳାଯାଦୁ…

ଅଣଗାନ୍ଧୀ ନେତୃତ୍ବରେ କଂଗ୍ରେସ 24 ଘଣ୍ଟା ତିଷ୍ଠି ପାରିବ ନାହିଁ ବୋଲି ମତ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନଟବର ସିଂ । କଂଗ୍ରେସର ସଭାପତି ପଦରୁ…

କଳାହାଣ୍ଡି ଜିଲ୍ଲା ଭବାନୀପଟଣା ଆଶ୍ରୟ ଗୃହରେ ଛାତ୍ରୀ ନିର୍ଯାତନା ଘଟଣାରେ ଆଜି ସିଡବ୍ଲୁସି ଭବାନୀପାଟଣା ଥାନାରେ ଏତଲା ଦେଇଛନ୍ତି । ଗତକାଲି ଯୌନ ନିର୍ଯାତନା ହୋଇଥିବା ନେଇ…

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ଦ୍ବିତୀୟ ଚନ୍ଦ୍ରଯାନ ଅଭିଯାନ ‘ଚନ୍ଦ୍ରଯାନ-2’ ପାଇଁ ସୋମବାର କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଆଜି ଅପରାହ୍ନ 2ଟା 43ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ…

କୋଲକତାରେ ଆୟୋଜିତ ‘ସହିଦ ଦିବସ’ ରାଲିରେ ବିଜେପି ଉପରେ ବର୍ଷିଛନ୍ତି ଟିଏମସ୍‌ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ରାଲିରେ ବିଜେପିକୁ ଟାର୍ଗେଟ୍‌ କରିବା…

ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋନଭଦ୍ରା ଗସ୍ତ କରିଥିଲେ । ସେଠାରେ ପୀଡ଼ିତ ପରିବାରକୁ ଭେଟିବା ସହିତ ମୃତକଙ୍କ ପରିବାରକୁ ୧୮.୫ ଲକ୍ଷ ଟଙ୍କା ଓ…

ଇଣ୍ଡୋନେସିଆ ଓପନ୍‌ ବ୍ୟାଡମିଣ୍ଟନ ଫାଇନାଲ୍‌ରେ ଝୁଣ୍ଟିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ତାରକା ପି ଭି ସିନ୍ଧୁ । ଜାକାର୍ତ୍ତାରେ ଅନୁଷ୍ଠିତ ଫାଇନାଲ୍‌ରେ ସିନ୍ଧୁ 15-21 ଏବଂ 16-21 ସେଟ୍‌ରେ…

କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀଙ୍କ ମେଣ୍ଟ ସରକାର ସୋମବାର ଦିନ ଗୃହରେ ବହୁମତ ସାବ୍ୟସ୍ତ କରିବେ । ଏଥିରେ ବହୁଜନ ସମାଜ ପାର୍ଟି ବିଧାୟକ ଏନ୍‌ ମହେଶ…

ଚଳିତ ଲୋକସଭା ନିର୍ବାଚନ ପରେ ସିପିଆଇରେ ବ୍ୟାପକ ପରିବର୍ତ୍ତନ କରାଯାଇଛି ।  ଭାରତୀୟ କମ୍ୟୁନିଷ୍ଟ୍‌ ପାର୍ଟି (ସିପିଆଇ)ର ରାଜ୍ୟସଭା ସଦସ୍ୟ ଡି. ରାଜାଙ୍କୁ ଦଳ ତରଫରୁ ରାଷ୍ଟ୍ରୀୟ…

ଭାରତୀୟ ମାରାଥନ ଧାବିକା ସଞ୍ଜିବନୀ ଯାଦବଙ୍କୁ ନିଷିଦ୍ଧ ଡ୍ରଗ୍ସ ସେବନ କାରଣରୁ ଦୁଇ ବର୍ଷ ବାସନ୍ଦ କରାଯାଇଛି । ଦୁଇଟି ଏସିଆନ୍‌ ଗେମ୍ସ ବ୍ରୋଞ୍ଜ ପଦକ ବିଜୟିନୀ…

ବିହାରର ସମସ୍ତୀପୁରର ସାଂସଦ ତଥା ଲୋକଜନଶକ୍ତି ପାର୍ଟି (ଏଲ୍‌ଜେପି)ର ବରିଷ୍ଠ ନେତା ରାମଚନ୍ଦ୍ର ପାଶଓ୍ବନ୍‌ଙ୍କ ରବିବାର ଦିନ ଦେହାନ୍ତ ହୋଇଯାଇଛି । ଜୁଲାଇ ୧୨ ତାରିଖରେ ସେ…

ଦିଲ୍ଳୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତ୍ରୀ ଶୀଲା ଦୀକ୍ଷିତ୍‌ଙ୍କ ପରଲୋକ ହୋଇଯାଇଛି । ଗତକାଲି ୮୧ ବର୍ଷରେ ଏହି ବରିଷ୍ଠ ରାଜନେତ୍ରୀଙ୍କର ପରଲୋକରେ ରାଜନୈତିକ…

ପାଟକୁରା ନିର୍ବାଚନ ନେଇ ବିଜେପିର ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି । ସବୁ ବୁଥ୍‌ରେ ହେରଫେର ହୋଇଛି ଏବଂ ଏଥିରେ ପ୍ରିଜାଇଡିଂ ଅଫିସର ସମ୍ପୃକ୍ତ ରହିଛନ୍ତି…