ପ୍ରିୟଙ୍କା ଚୋପ୍ରା, ଅଭିଷେକ ବଚ୍ଚନ ଓ ଜନ ଆବ୍ରାହମ୍ଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ‘ଦୋସ୍ତାନା’ ରିଲିଜ୍ ହେବାର ୧୧ ବର୍ଷ ପରେ ଏହାର ସିକ୍ବେଲ୍ ହେବା ନେଇ…
ଆଜିର ଖବର
ବିଳମ୍ବରେ ଓଡ଼ିଶାକୁ ମୌସୁମୀ ଆସି ହଠାତ୍ ଉଦ୍ଭାନ୍ ହୋଇଯାଇଛି। ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ। ଖରା ତାତି ସହ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି।…
ଆସନ୍ତା କାଲି ରିଲିଜ୍ ହେବାକୁ ଯାଉଛି ଜାତିପ୍ରଥା ଉପରେ ଆଧାରିତ ଫିଲ୍ମ ଆର୍ଟିକିଲ୍ ୧୫। ଏହି ଫିଲ୍ମଟିର ପ୍ରିମିୟରକୁ ଫିଲ୍ମ ସମୀକ୍ଷକମାନେ ବହୁତ ପସନ୍ଦ କରିଥିବା ବେଳେ…
ଷୋଡଶ ବିଧାନସଭାର ଉପବାଚସ୍ପତି ହେଲେ ରଜନୀକାନ୍ତ ସିଂ। ରଜନୀକାନ୍ତ ସିଂଙ୍କ ନାଁ ପ୍ରସ୍ତାବ କରିଥିଲେ ମୁଖ୍ୟମନ୍ତ୍ରୀ। ତାଙ୍କ ପ୍ରସ୍ତାବକୁ ସମର୍ଥନ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍…
ଗୁରୁବାର ହରିୟାଣାର କଂଗ୍ରେସ ନେତା ବିକାଶ ଚୌଧୁରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସକାଳ ୯.୩୦ରେ କିଛି ଅଜଣା ଆତତାୟୀଙ୍କ ଗୁଳିରେ ନିହତ ହୋଇଛନ୍ତି କଂଗ୍ରେସ ନେତା।…
ଜି-୨୦ ଶିଖର ସମ୍ମିଳନୀର ପ୍ରଭାବରେ ଭାରତୀୟ ସେୟାର ବଜାର ଉର୍ଦ୍ଧ୍ବମୁଖୀ ରହିଛି। ୧୦୦.୦୭ ପଏଣ୍ଟ ବୃଦ୍ଧି ସହିତ ସେନସେକ୍ସ ୩୯୬୮୦.୧୫ ପଏଣ୍ଟରେ ପହଞ୍ଚିଥିବା ବେଳେ ୨୫.୨୦ ପଏଣ୍ଟ…
ବିଜୟ ସେଥୁପତିଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ତାମିଲ ଫିଲ୍ମ ସିନ୍ଧୁବାଦର ପ୍ରଥମ ଶୋ’କୁ ବନ୍ଦ କରି ଦିଆଯାଇଛି। ଫିଲ୍ମର ପ୍ରଯୋଜକ ଏବଂ ବିତରକଙ୍କ ମଧ୍ୟରେ ବିବାଦ ଯୋଗୁଁ…
ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଆମେରିକୀୟ ଉତ୍ପାଦ ଉପରେ ଶୁଳ୍କ ବୃଦ୍ଧିକୁ ନାପସନ୍ଦ କରିଛନ୍ତି। ଜାପାନର ଓସାକାରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପୂର୍ବରୁ…
ଜାପାନର ଓସାକାଠାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜାପାନରେ ପହଞ୍ଚିଛନ୍ତି। ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ…
ଆଇସିସି କ୍ରିକେଟ ବିଶ୍ୱକପ୍ର ୩୪ ତମ ମ୍ୟାଚ ଆଜି ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ। ବିଶ୍ୱକପରେ ଭାରତ-ୱେଷ୍ଟଇଣ୍ଡିଜ ମୁକାବିଲା ସର୍ବଦା ଅଭୁଲା…
ଜମ୍ମୁ କଶ୍ମୀରର ଅନନ୍ତନାଗରେ ଦୁଇଟି ଆତଙ୍କବାଦୀ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। ଦକ୍ଷିଣ କଶ୍ମୀରର ବିଜାବେହାରା ଅଂଚଳର ସିରହାମା ଗାଁରେ ଏହି ଗୁଳି ବିନିମୟ ହୋଇଥିବା…
ନିତି ଆୟୋଗ ସିଇଓ ଭାବରେ ଅମିତାଭ କାନ୍ତଙ୍କ କାର୍ଯ୍ୟକାଳ ୨ ବର୍ଷ ବୃଦ୍ଧି କରାଯାଇଛି। ଚଳିତ ମାସ ୩୦ ତାରିଖରେ କାନ୍ତଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ…
ସୁଜିତ୍ ସରକାରଙ୍କ ନିର୍ଦ୍ଦେଶିତ ଏବଂ ପ୍ରଭାସଙ୍କ ଅଭିନୀତ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ସାହୋର ବିତରଣ ଦାୟିତ୍ବ ନେଇଛି ୟଶରାଜ ଫିଲ୍ମସ୍ ଏବଂ ଫର୍ସ ଫିଲ୍ମସ୍।…
ମିଳିତ ଜାତିସଂଘରେ ଭାରତକୁ ଏକ ବଡ଼ କୂଟନୈତିକ ସଫଳତା ମିଳିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଏସିଆ-ପାସିଫିକ ଗୋଷ୍ଠୀର ୨୦୨୧-୨୨ ପାଇଁ ୨ ବର୍ଷର ଅସ୍ଥାୟୀ…
ବିଜେପି ସାଂସଦ ତଥା ଟେଲିକମ୍ ମନ୍ତ୍ରାଳୟ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଦଳୀୟ ସାଂସଦ ରାଜୀବ ପ୍ରତାପ ରୁଡ୍ଡୀ ବିରୋଧ କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଟେଲିକମ୍ ସଂସ୍ଥା…
ବିଜେପିର ବରିଷ୍ଠ ନେତା କୈଳାସ ବିଜୟବର୍ଗୀୟାଙ୍କ ପୁଅ ତଥା ପ୍ରଥମ ଥର ପାଇଁ ମଧ୍ୟପ୍ରଦେଶର ବିଧାୟକ ହୋଇଥିବା ଆକାଶ ବିଜୟବର୍ଗୀୟାଙ୍କ ଦବଙ୍ଗଗିରିର ଭିଡିଓ ଭାଇରାଲ ହୋଇଛି। ଭିଡିଓରେ…
ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବିଜେପି ଏବଂ ବିଜେଡିର ତିନିଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ଅନ୍ୟତମ ପ୍ରାର୍ଥୀ ନରେନ୍ଦ୍ରନାଥ ମିଶ୍ରଙ୍କ ନାମାଙ୍କନ ପତ୍ରକୁ ଯାଞ୍ଚ…
ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସୁପ୍ରିମ୍କୋର୍ଟ ରୋକ୍ ଲଗାଇଛନ୍ତି। ମାମଲାର ସାକ୍ଷୀ ରାଜୀବ ସକ୍ସେନାଙ୍କ ବିଦେଶରେ ଚିକିତ୍ସା ଅନୁମତିକୁ ଖାରଜ କରିଛନ୍ତି ସୁପ୍ରିମ୍କୋର୍ଟ।…
ମୋଦି ସରକାରର ଦ୍ବିତୀୟ ଥର କାର୍ଯ୍ୟକାଳରେ ଦୁଇ ଗୁଇନ୍ଦା ବିଭାଗ ଆଇବି ଏବଂ ‘ର’ର ନୂତନ ମୁଖ୍ୟଙ୍କ ନାମ ଘୋଷଣା କରାଯାଇଛି। ଅରବିନ୍ଦ କୁମାରଙ୍କ ନାମ ଆଇବିର…
ଆସନ୍ତା ଦୁଇ ମାସ ପାଇଁ ତାମିଲନାଡୁ କୁ ୧୦୦୦ ମିଲିୟନ୍ କ୍ୟୁବିକ୍ ଫୁଟ୍ର ଜଳ ପ୍ରଦାନ କରିବ କର୍ଣ୍ଣାଟକ। କାବେରୀ ଜଳ ପରିଚାଳନା ବୋର୍ଡର ନିଷ୍ପତ୍ତି ଅନୁଯାୟୀ…
ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବରେ କୃପାସିନ୍ଧୁ ମିଶ୍ର ଦାୟିତ୍ବ ଗ୍ରହଣ କରିଛନ୍ତି। କାର୍ଯ୍ୟକ୍ଷେତ୍ରରେ ଶୃଙ୍ଖଳା ଓ ଅନୁରାଗ ବଳରେ ଅଧିକାରୀ ମାନେ ବିଶେଷ ଦକ୍ଷ…

