ଆଜିର ଖବର

ରାଜ୍ୟସଭାର ତିନୋଟି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ସୌମ୍ୟରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ପ୍ରତାପ କେଶରୀ ଦେବ ଚଳିତ ଥର ନିର୍ବାଚନରେ ବିଜୟୀ…

ନିଜର ଋଣ ଶୁଝିବା ନିମନ୍ତେ ଜର୍ମାନୀର ଟେନିସ୍‌ କିମ୍ବଦନ୍ତୀ ବୋରିସ୍‌ ବେକର ନିଜର ସମସ୍ତ ଟ୍ରଫି ଏବଂ ସମ୍ମାନ ବିକିବାକୁ ଯାଉଛନ୍ତି । ବ୍ରିଟେନ୍‌ର ଏକ ଫାର୍ମ…

ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବୈଷ୍ଣବଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ବହୁ ବିଜେପି…

ପାକିସ୍ତାନର ଶକଲାନ୍‌ ଅଦାବ୍‌ ଅଞ୍ଚଳରେ ଏକ ବସ୍‌ ପାଣିକୁ ଖସି ପଡିବାରୁ 14 ଜଣଙ୍କର ମୃତ୍ୟୁ ଘଟିଛି । ଖାଇବର୍‌ ପଖ୍‌ତୁଙ୍ଖଓ୍ବାର କୋଲାଇ ପଲାସ କୋହିସ୍ତାନର ପାର୍ବତ୍ୟାଞ୍ଚଳରେ…

ସୋନି ଟିଭିରେ ପ୍ରସାରିତ ହେଉଥିବା ଡ୍ୟାନ୍ସ ରିଅଲିଟି ଶୋ’ ‘ସୁପର୍‌ ଡ୍ୟାନ୍ସର ଚ୍ୟାପ୍ଟର ୩’ର ବିଜେତା ହୋଇଛନ୍ତି ୬ ବର୍ଷୀୟା ରୂପସା ବତାବୟାଲ୍‌ । କୋଲକତାର ଏହି…

ରାଜ୍ୟସଭା ପ୍ରାର୍ଥୀ ପାଇଁ ବିଜେଡ଼ି ତରଫରୁ ସସ୍ମିତ ପାତ୍ର ଓ ଅମର ପଟ୍ଟନାୟକ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ…

ତେଲୁଗୁ ସୁପରଷ୍ଟାର ମହେଶ ବାବୁ ଆସନ୍ତା ଜୁଲାଇ 4 ତାରିଖରୁ ନିଜର ଆଗାମୀ ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଜଣେ ସେନାଧିକାରୀ…

ବିହାରରେ ମସ୍ତିଷ୍କ ଜ୍ବର (ଆକ୍ୟୁଟ୍‌ ଇନସେଫାଲାଇଟିସ୍‌ ସିଣ୍ଡ୍ରୋମ)ରେ ପୀଡ଼ିତ ଶିଶୁଙ୍କ ମୃତ୍ୟୁ ଥମିବାର ନାଁ ନେଉନାହିଁ । ଏହି ପ୍ରସଙ୍ଗ ବର୍ତ୍ତମାନ ସୁପ୍ରିମ୍‌କୋର୍ଟଙ୍କ ବିଚରାଧୀନ । ସୁପ୍ରିମ୍‌କୋର୍ଟ…

ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କୁ ସ୍ନାନ ମଣ୍ଡପକୁ ନେଇ ଦର୍ଶନ କରାଇବା ପ୍ରସଙ୍ଗରେ ସମ୍ପୃକ୍ତ ସେବାୟତଙ୍କୁ ନିଲମ୍ବନ କରିଛି ଶ୍ରୀମନ୍ଦିର ପ୍ରଶାସନ । ନିଲମ୍ବିତ ସେବାୟତ ହେଲେ…

ବିଧାନସଭା ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେଊଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେଉଛି । ବିଧାନସଭାର ଶୃଙ୍ଖଳିତ ଓ…

ପିତା ସାଜିଲା ନର ରାକ୍ଷସ। ବାପା ନିଜ ପାଞ୍ଚ ବର୍ଷର ପୁଅକୁ ହତ୍ୟା କରିବା ଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ରାଉଲକେଲାରେ। ସୂଚନାନୁଯାୟୀ, ସୁନ୍ଦରଗଡ଼…

କାମ୍ବୋଡିଆରେ ନିର୍ମାଣାଧୀନ କୋଠା ଭୁଶୁଡି ପଡିବାରୁ ଗତକାଲି 17 ଜଣଙ୍କର ମୃତ୍ୟୁ ଘଟିଥିଲା । ଆଜି ଏହି ଏହି ମୃତ୍ୟୁ ସଂଖ୍ୟା 24କୁ ବୃଦ୍ଧି ପାଇଥିବା ନେଇ…

ଆନ୍ଧ୍ରପ୍ରଦେଶର ଓଙ୍ଗୋଲରେ ଏକ ପାଶବିକ କାଣ୍ଡ ସାମ୍ନାକୁ ଆସିଛି। ଜଣେ ନାବାଳିକାଙ୍କୁ 6 ଜଣ ବ୍ୟକ୍ତି 5 ଦିନ ଧରି ଗଣଧର୍ଷଣ କରିଛନ୍ତି। 6 ଜଣଙ୍କ ମଧ୍ୟରେ…

ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭିରାଲ୍‌ ଆଚାର୍ଯ୍ୟ ନିଜ କାର୍ଯ୍ୟକାଳ ସମାପ୍ତ ହେବାର 6 ମାସ ପୂର୍ବରୁ ଇସ୍ତଫା ପ୍ରଦାନ କରିଛନ୍ତି। ଜାନୁୟାରୀ 23, 2017…

ଚଳିତ ଲୋକସଭା ନିର୍ବାଚନରେ ପରାଜୟ ପରେ ଅଖିଳେଶ ଯାଦବ ତାଙ୍କୁ ଥରେ ମଧ୍ୟ ଫୋନ୍‌ କରି ନାହାନ୍ତି ବୋଲି କହିଛନ୍ତି ମାାବତୀ। ଉତ୍ତର ପ୍ରଦେଶର ବିଜେପିର ମୁକାବିଲା…

ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ପୁଲିସ୍‌ ଅଟକ ରଖିଥିବା ସୂଚନା ମିଳିଛି। ଆଜି ସକାଳେ ବଲାଙ୍ଗିର ପୁଲିସ୍ ତାଙ୍କୁ ନୂଆପଡ଼ାରୁ ଆଣି ଜେରା କରୁଥିବା ଜଣାପଡ଼ିଛି।  ପାଟଣାଗଡ଼ର…