ଆଜିର ଖବର

ରାଜସ୍ଥାନ କୋଟାରୁ ଜିତିଥିବା ବରିଷ୍ଠ ବିଜେପି ନେତା ଓମ ବିର୍ଲା ହେବେ ଲୋକସଭାର ନୂଆ ବାଚସ୍ପତି। ଆଜି ଏ ନେଇ ବିଜେପି ତରଫରୁ ସ୍ପଷ୍ଟ କରାଯାଇଛି। ୫୭ବର୍ଷ…

ବିଜେପିର କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି ଜେପି ନଡ୍ଡା। ଦିଲ୍ଲୀରେ ସୋମବାର ବିଜେପି ସଂସଦୀୟ ବୋର୍ଡର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବିଜେପିର ସଂସଦୀୟ ବୋର୍ଡ  ବୈଠକରେ…

ପାଟକୁରା ନିର୍ବାଚନ କେବେ ହେବ ତାହାର ଘୋଷଣା କରାଯାଇ ନାହିଁ। ହେଲେ ତା ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଗସ୍ତ କରି…

ପଶ୍ଚିମବଙ୍ଗରେ ରାଜନୈତିକ ଝଡ଼ ଥମିବାର ନାଁ ଧରୁନାହିଁ । ନିର୍ବାଚନୀ ହିଂସା ସହିତ ଶ୍ରୀରାମ ନାରାବାଜିକୁ ନେଇ ପଶ୍ଚିମବଙ୍ଗ ରାଜନୀତି ବେଶ୍‌ ସରଗରମ ରହିଥିବାବେଳେ ଦଳ ବଦଳ…

କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ୧୭ତମ ଲୋକସଭାର ପ୍ରଥମ ଅଧିବେଶନରେ ଇଂରାଜୀରେ ଶପଥ ଗ୍ରହଣ କରିଛନ୍ତି । ଚଳିତଥର ରାହୁଲ୍‌ ଓ୍ବାୟନାଡରୁ ନିର୍ବାଚିତ ହୋଇଛନ୍ତି । କଂଗ୍ରେସ…

ରବିବାର ଦିନ ୟୁକୋ ବ୍ୟାଙ୍କ୍‌ ବିର୍ଲା ସୂର୍ଯ୍ୟା ଲିମିଟେଡ୍‌ର ନିର୍ଦ୍ଦେଶକ ଯଶୋବର୍ଦ୍ଧନ ବିର୍ଲାଙ୍କୁ ଇଚ୍ଛାକୃତ ଋଣ ଖିଲାପକାରୀ ବା ଦେବାଳିଆ ଘୋଷିତ କରିଛି । କମ୍ପାନୀର ୬୭.୬୫…

ପଶ୍ଚିମବଙ୍ଗରେ ଜୁନିଅର ଡାକ୍ତରଙ୍କ ଆକ୍ରମଣ ପ୍ରତିବାଦରେ ଆନ୍ଦୋଳନର ସପ୍ତାହକ ପରେ ପରେ ମମତା ସରକାର ନରମିଛନ୍ତି । ମମତା ବାନାର୍ଜୀ ୨୮ ଜଣିଆ ଡାକ୍ତରୀ ଛାତ୍ର ଉପସ୍ଥିତ…

ଜୁନ୍‌ ୮ ତାରିଖରେ କେରଳ ଛୁଇଁଛି ମୌସୁମୀ । ତେବେ ଓଡ଼ିଶାକୁ ସପ୍ତାହେ ବିଳମ୍ବରେ ଆସିବାର ସୂଚନା ରହିଥିଲେ ବି ମୌସୁମୀ ଆସିବାରେ ସାମାନ୍ୟ ବିଳମ୍ବ ହୋଇଛି…

ଓଡ଼ିଶା ହାଇକୋର୍ଟରେ ବିଚାରପତି ନିଯୁକ୍ତିକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ହାଇକୋର୍ଟର ୩ ଜଣିଆ କଲେଜିୟମ ବିଚାରପତିଙ୍କୁ ବିରୋଧ କରିଛି ହାଇକୋର୍ଟ ବାର ଆସୋସିଏସନ୍‌ ।…

ଅଭିନେତ୍ରୀ ପୂଜା ବେଦୀଙ୍କ ଝିଅ ଆଲିଆ ଓ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଅପକମିଙ୍ଗ ଫିଲ୍ମ ’ଜଓ୍ବାନୀ ଜାନେମାନ୍‌’ର ଶୁଟିଂ ଆରମ୍ଭ କରି ଦେଇଛନ୍ତି । ରବିବାର…

ବିହାରରେ ଲୁ ଜନିତ ମୃତ୍ୟୁ ସଂଖ୍ୟା ୬୧ରେ ପହଞ୍ଚିଲାଣି । ବିହାରର ଗୟାଠାରେ ଜିଲ୍ଲାଧିକାରୀ ଭୀଷଣ ଗରମରୁ ସାଧାରଣ ଜନତାଙ୍କୁ ଏହା କବଳରୁ ରକ୍ଷା କରିବା ପାଇଁ…

ପୁରୀ ଶ୍ରୀମନ୍ଦିର ସିଂହଦ୍ୱାରରେ ଆଜି ଜୟ-ବିଜୟ ମୂର୍ତ୍ତି ସ୍ଥାପନ କରାଯାଇଛି । ପ୍ରଳୟଙ୍କାରୀ ଫୋନି ପ୍ରଭାବରେସିଂହଦ୍ୱାରରେ ଲାଗିଥିବା ଜୟ-ବିଜୟ ମୂର୍ତ୍ତି ଭାଙ୍ଗିଯାଇଥିଲା ଶ୍ରୀମନ୍ଦିର ସିଂହଦ୍ୱାରରେ ଭାଙ୍ଗିଯାଇଥିବା ଜୟ…

ବିହାରରେ ମସ୍ତିଷ୍କ ଜ୍ବରରେ ଶିଶୁମୃତ ସଂଖ୍ୟା ୧୦୦ରୁ ଉର୍ଦ୍ଧ୍ବରେ ପହଞ୍ଚିଛି । ଇତିମଧ୍ୟରେ ମୁଜାପରଫର୍‌ ସିଜିଏମ୍‌ କୋର୍ଟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଓ ବିହାରର…

ଆଜି ୧୭ତମ ଲୋକସଭାର ପ୍ରଥମ ଦିନ । ସଂସଦରେ ବଜେଟ୍‌ ଅଧିବେଶନ୍‌ ଆରମ୍ଭ ହୋଇଯାଇଛି । ତେବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଆଜି ସଂସଦରେ ଅନୁପସ୍ଥିତ…

ପଶ୍ଚିମବଙ୍ଗର ଡାକ୍ତର ଆକ୍ରମଣ ମାମଲା ଏବେ ସୁପ୍ରିମ୍‌କୋର୍ଟରେ। ସୁପ୍ରିମ୍‌କୋର୍ଟ ସରକାରୀ ହସ୍ପିଟାଲର ଡାକ୍ତରଙ୍କ ସୁରକ୍ଷା ସମ୍ବନ୍ଧିତ ଯାଚିକା ଉପରେ ଆସନ୍ତା କାଲି ଶୁଣାଣୀ କରିବେ। ପଶ୍ଚିମବଙ୍ଗର ଡାକ୍ତରଙ୍କ…

ଜମ୍ମୁ ଏବଂ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୋମବାର ଦିନ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ଗୁଳିବିନିମୟ ହୋଇଛି । ଉଭୟ ପଟୁ ହୋଇଥିବା ଏହି ଆକ୍ରମଣରେ ଦୁଇଜଣ ଆତଙ୍କବାଦୀ…

ସୋମବାର ଦିନ ରାଜ୍ୟରେ ପ୍ରାକ୍‌ ବଜେଟ୍‌ ନେଇ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟରେ ଷୋଡ଼ଶ ବିଧାନସଭାର ଅଧିବେସନ ଓ ପରେ ବଜେଟ…

ପଶ୍ଚିମବଙ୍ଗରେ ଡାକ୍ତରୀ ଛାତ୍ରଙ୍କ ଉପରେ ଆକ୍ରମଣ ନେଇ ସାରା ଦେଶରେ ଘୋର ଅସନ୍ତୋଷ ବଢି ଚାଲିଥିବାବେଳେ ଡାକ୍ତରମାନେ ସପ୍ତମ ଦିନ ଧରି ଧର୍ମଘଟ କରିଥିବାବେଳେ ତାଙ୍କୁ ଆଜି…

ସପ୍ତଦଶ ଲୋକସଭାର ପ୍ରଥମ ବଜେଟ ଅଧିବେଶନର ପ୍ରଥମଦିନରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍‌ପି ଭାବେ ଶପଥ ନେଇଛନ୍ତି। କାମଚଳା ବାଚସ୍ପତି ବୀରେନ୍ଦ୍ର କୁମାର ତାଙ୍କୁ ପଦ…

ଲୋକସଭା ନିର୍ବାଚନ ପରେ ସଂସଦରେ ୧୭ତମ ଲୋକସଭାର ପ୍ରଥମ ମୌସୁମ ଅଧିବେଶନ ଆରମ୍ଭ ହୋଇଛି । ସ୍ବାଧୀନତା ପରେ ପ୍ରଥମଥର ଚଳିତ ଲୋକସଭା ନିର୍ବାଚନରେ ଅଧିକ ମହିଳା…