ଟିଭି ଅଭିନେତ୍ରୀ ତଥା ’ନାଗିନ୍’ ଫେମ୍ ମୌନି ରାୟ ଏବେ ବିବାଦରେ ଅଛନ୍ତି । କିଛି ଦିନ ପୂର୍ବରୁ ମୌନି ରାୟ ନଓ୍ବାଜଉଦ୍ଦିନ୍ ସିଦ୍ଧିକଙ୍କ ଅପ୍କମିଙ୍ଗ ଫିଲ୍ମ…
ଆଜିର ଖବର
ବିଭିନ୍ନ ଆତଙ୍କୀ ସଙ୍ଗଠନରେ ଯୋଗ ଦେଇଥିବା ୫କାଶ୍ମୀର ଯୁବକ ଆତ୍ମ ସମର୍ପଣ କରିଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ପୋଲିସ୍ ପକ୍ଷରୁ ଆତ୍ମସମର୍ପଣକାରୀଙ୍କ ନାମ ଗୋପନ ରଖାଯାଇଛି। ଆତ୍ମସମର୍ପଣ ପରେ…
ବରିଷ୍ଠ ବିଜେଡି ନେତା ସୂର୍ଯ୍ୟ ନାରାୟଣ ପାତ୍ର ଆଜି ବିଧାନସଭାର ୨୨ତମ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନାମ ପ୍ରସ୍ତାବ କରିଥିଲେ।…
ଶନିବାର ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । କଂଗ୍ରେସ ଦଳର ସମସ୍ତ ଲୋକସଭା ଏବଂ ରାଜ୍ୟସଭା ସଦସ୍ୟଙ୍କ…
ଚଳିତ ବିଶ୍ବକପ୍ର ଅଷ୍ଟ୍ରେଲିଆ ବିପକ୍ଷରୁ ଅଭିଯାନ କରିବ ଗୁଲ୍ବଦିନ୍ ନାଇବ୍ଙ୍କ ଆଫଗାନିସ୍ତାନ। ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ ଶେଷ ସ୍ଥାନରେ ରହିଥିବା ଆଫଗାନିସ୍ତାନ।…
ଭାରତ ସହିତ ରହିଥିବା ବାଣିଜ୍ୟ ଅଗ୍ରାଧିକାର ଚୁକ୍ତି ଶେଷ କରିବ ଆମେରିକା। ଜୁନ୍ 5ରେ ଏହି ଚୁକ୍ତିର ସମୟସୀମା ଶେଷ ହୋଇଥିବା ବେଳେ ଏହି ଚୁକ୍ତିକୁ ଶେଷ…
ଗଙ୍ଗା ନଦୀକୁ ବାରମ୍ବାର ପ୍ରଦୂଷିତ କରୁଥିବାରୁ ତିନୋଟି ରାଜ୍ୟକୁ ୨୫ ଲକ୍ଷ ଟଙ୍କାର ଜରିମାନା ପ୍ରଦାନ କରିଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍ଜିଟି)। ବିହାର, ଝାଡ଼ଖଣ୍ଡ ଏବଂ…
ଆମେରିକାର ଭର୍ଜିନିଆ ବିଚ୍ର ଏକ ମୁନିସିପାଲିଟି କାର୍ଯ୍ୟାଳୟରେ ଗୁଳିମାଡରେ ୧୨ ଜଣ ନିହତ ହୋଇଛନ୍ତି। ଜଣେ କର୍ମଚାରୀ ଆଖିବୁଜା ଗୁଳିମାଡ଼ କରି ନିଜର ୧୨ ଜଣ ସହକର୍ମୀଙ୍କୁ…
ବିଧାନସଭା ବାଚସ୍ପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଚସ୍ପତି ନିର୍ବାଚନ ପାଇଁ ବିଧାସଭା ସଚିବ ଏକ ନୋଟିସ ଜାରି କରିଛନ୍ତି। ଶନିବାର ଦିନ ୧୧ଟା ବେଳେ…
ଆଜି ମୋଦି କ୍ୟାବିନେଟ୍ର ପ୍ରଥମ ବୈଠକ ଅନୁଷ୍ଠିତ ହେଉଛି। ଗତକାଲି ମୋଦି ଦ୍ବିତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ଆଜି କ୍ୟାବିନେଟ୍ ବୈଠକ କରାଯାଇଛି।…
ଲୋକସଭା ନିର୍ବାଚନରେ ବିଜେପିର ଅଦ୍ଭୁଦପୂର୍ବ ସଫଳତା ପରେ ପ୍ରାୟ ସମସ୍ତ ଆଞ୍ଚଳିକ ଦଳକୁ ଝଟ୍କା ଲାଗିଛି। ସବୁଠୁ ବେଶୀ ଚିନ୍ତିତ ଅଛନ୍ତି ପଶ୍ଚିମବଙ୍ଗର ଟିଏମ୍ସି ସୁପ୍ରିମୋ ମମତା…
କାବୁଲ୍ରେ ଏକ ଆତ୍ମଘାତୀ କାର୍ ବିସ୍ଫୋରଣରେ ୭ ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଛି। ଶୁକ୍ରବାର ସକାଳେ କାବୁଲର ପୂର୍ବୀୟ ଇଲାକାରେ ଏହି ବିସ୍ଫୋରଣ ଘଟିଥିବା ବେଳେ ଆହତଙ୍କ…
ଭାରତୀୟ ପଳାତକ ଗହଣା ବ୍ୟବସାୟୀ ନୀରବ ମୋଦି ଜାମିନ ଆବେଦନ ପାଇଁ ୟୁକେର କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ବିଭିନ୍ନ ଭାରତୀୟ ବ୍ୟାଙ୍କରୁ ୧୩୦୦ କୋଟିର ଅର୍ଥ ନେଇ…
ଜେଲ୍ରେ ରହିଥିବା କଏଦୀମାନେ ସେମାନଙ୍କ ପରିବାରକୁ ଭେଟିବାରେ ଅକ୍ଷମ ହେବା ପରେ ଏନେଇ ରିପୋର୍ଟ ତଲବ କରିଛନ୍ତି ଦିଲ୍ଲୀ ହାଇ କୋର୍ଟ। ସାମାଜିକ କର୍ମୀ ଅମିତ ଶାହଣୀଙ୍କ…
ଦିଲ୍ଲୀର ଉଚ୍ଚ ନ୍ୟାୟଳୟ ଶୁକ୍ରବାର ଦିନ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ରାକେଶ ଆସ୍ଥାନା ଲାଞ୍ଚ ମାମଲାର ଯାଞ୍ଚ ପାଇଁ ସିବିଆଇକୁ ଆଉ ଚାରିମାସ ସମୟ ଦେଇଛନ୍ତି। ଜାନୁଆରୀରେ…
ତେଲୁଗୁ ଏବଂ ତାମିଲ ଭାଷାରେ ରିଲିଜ୍ ହୋଇଛି ଅଭିନେତା ସୂର୍ଯ୍ୟାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ନନ୍ଦ ଗୋପାଳନ୍ କୁମାରନ୍ (ଏନ୍ଜିକେ) । ସେଲ୍ଭା ରାଘବନ୍ଙ୍କ ନିର୍ଦ୍ଦେଶିତ ଏହି…
ବିଜେପିର ଐତିହାସିକ ବିଜୟ ପରେ ଦ୍ବିତୀୟଥର ପାଇଁ ନରେନ୍ଦ୍ର ମୋଦିଙ୍କ ଦେଶର ୧୫ତମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିବେ। ଗତକାଲି ଏକ ଭବ୍ୟ ଶପଥ ସମାରୋହରେ…
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଶପଥ ଗ୍ରହଣ କରିଥିବା ଦୁଇ ଓଡିଆ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀଙ୍କୁ ମନ୍ତ୍ରୀପଦ ମିଳିଛି। ଧର୍ମେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରାଳୟର…
ଗତକାଲି ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ମୋଦିଙ୍କ ସମେତ ୫୮ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି।…
ସେୟାର ବଜାରର ଅନ୍ତିମ କାର୍ଯ୍ୟ ଦିବସରେ ୩୦୦ ପଏଣ୍ଟ ବୃଦ୍ଧି ସହିତ ସେନସେକ୍ସ ୪୦ ହଜାର ପଏଣ୍ଟ ଅତିକ୍ରମ କରିଛି । ଦିନର ପ୍ରାରମ୍ଭିକ ପର୍ଯ୍ୟାୟ ଟ୍ରେଣ୍ଡରେ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ…

