ଆଜିର ଖବର

ଛତିଶଗଡ଼ର ବିଭିନ୍ନ ଅଞ୍ଚଳରୁ ସୁରକ୍ଷା କର୍ମୀ ୬ ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି। ଗିରଫ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ରହିଛନ୍ତି। ଗିରଫ ୬ ଜଣଙ୍କ…

ନ୍ୟୁଜିଲ୍ୟାଣ୍ଡ ପୋଲିସ ଆଜି ଏକ ସନ୍ଦିଗ୍ଧ ପ୍ୟାକେଟ ଉଦ୍ଧାର କରିଛି। ଏହି ସନ୍ଦିଗ୍ଧ ପ୍ୟାକେଟ୍‌ରେ ଏକ ଇଆଇଡି ଏବଂ କିଛି ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। କ୍ରୀଷ୍ଟଚର୍ଚ୍ଚର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ନେଇ କଂଗ୍ରସ ପକ୍ଷରୁ ଅଭିଯୋଗ କରାଯାଇଥିଲା ।…

ରାଫେଲ୍‌କୁ  ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି  ‘ଚୌକିଦାର ଚୋର୍‌ ହୈ ନାରା ଦେଇଥିବାବେଳେ ଏହି ନାରା ତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।  ମଙ୍ଗଳବାର…

ଶାରଦା ଚିଟ୍‌ଫଣ୍ଡ ଦୁର୍ନୀତିରେ କମିଶନର ରାଜୀବ କୁମାରଙ୍କ ବିପକ୍ଷରେ ଆବଶ୍ୟକ ପ୍ରମାଣ ଦାଖଲ କରିବାପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ । ପ୍ରମାଣ ନଷ୍ଟ କରିବା ଅଭିଯୋଗରେ…

କଂଗ୍ରେସ ନେତା ନଭଜୋତ୍‌ ସିଂ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଶାନା କରି କହିଛନ୍ତି ଯେ, ମୋଦି ସେନା ନାମରେ ଭୋଟ୍‌ ମାଗୁଥିବାବେଳେ ବାରଣାସୀଠାରେ ଜଣେ ପୂର୍ବତନ…

ଭୁବନେଶ୍ୱର ଓୟୁଏଟି କଲେଜ ପରିସରରେ ରାଗିଂ ଅଭିଯୋଗ । ଓୟୁଏଟିର ଦୁଇ ଛାତ୍ରଙ୍କୁ ରାଗିଂ ସହ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ରାଗିଂ ହୋଇଥିବା ନେଇ…

ପାଟକୁରା ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ସାବିତ୍ରୀ ଅଗ୍ରୱାଲ ମଙ୍ଗଳବାର ଦିନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସାବିତ୍ରୀ ଅଗ୍ରୱାଲ ହେଉଛନ୍ତି ବିଜେଡିର ଦିବଂଗତ ନେତା ବେଦ…

ପୁଡୁଚେରୀର ଲ୍ୟୁଟନାଣ୍ଟ ଗଭର୍ଣ୍ଣର କିରଣ ବେଦୀଙ୍କୁ ମାଡ୍ରାସ ହାଇକୋର୍ଟଙ୍କ ଝଟ୍‌କା । ଲ୍ୟୁଟନାଣ୍ଟ ଗଭର୍ଣ୍ଣର ସ୍ବାଧୀନ ଭାବରେ କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ ଏବଂ ଏନେଇ…

ଭିକି କୌଶଲ ଅଭିନୀତ ସର୍ଦ୍ଦାର ଉଦ୍ଦାମ ସିଂର ଫାଷ୍ଟଲୁକ୍‌ ଆଜି ରିଲିଜ୍‌ ହୋଇଛି । ସ୍ବାଧୀନତା ସଂଗ୍ରାମୀ ଉଦ୍ଦାମ ସିଂଙ୍କ ଜୀବନୀ ଉପରେ ଆଧାରିତ ଏହି ଚଳଚିତ୍ରରେ…

ସାରା ଦେଶରେ ନିର୍ବାଚନୀର ତାତି। ୪ଟି ପର୍ଯ୍ୟାୟ ସରିଥିବାବେଳେ ଆଉ ତିନୋଟି ପର୍ଯ୍ୟାୟ ନିର୍ବାଚନ ହେବାକୁ ବାକି ରହିଛି। ନିର୍ବାଚନର ଗରମ୍‌ ହାଓ୍ବା ଚାଲିଥିବାବେଳେ ଏଠି ପୁଣି…

ମୋଜାମ୍ବିକ୍‌ରେ ଝଡବାତ୍ୟା କେନେଥ୍‌ ତାଣ୍ଡବ ମଚାଇଛି । ଏହି ଝଡବାତ୍ୟାର ପ୍ରଭାବରେ ବର୍ତ୍ତମାନ ସୁଦ୍ଧା ୩୮ ଜଣଙ୍କ ପ୍ରାଣହାନି ଘଟିଛି । ସୋମବାର ଏହି ବାତ୍ୟା ମୋଜାମ୍ବିକ୍‌…

ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତ କରିଛନ୍ତି । ଆଜି ଅପରାହ୍ଣ ୫ଟାରେ ନିର୍ବାଚନ କମିଶନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟର ନିର୍ବାଚନ…

ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ବିରାଟ କୋହଲି ଏବଂ ମହେନ୍ଦ୍ର ସିଂ ଧୋନୀଙ୍କୁ ପ୍ରଶଂସା କରିଛନ୍ତି । ଉଭୟ ଖେଳାଳି ତାଙ୍କୁ ନିଜର ଜର୍ସି ପ୍ରଦାନ କରିଥିବାରୁ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ରମଣ କରିଛନ୍ତି ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ। ଟିଏମ୍‌ସିର ୪୦ ବିଧାୟକ ଆମ ସହିତ ଯୋଗାଯୋଗରେ ଅଛନ୍ତି ଏବଂ ନିର୍ବାଚନ ପରେ…

ଦେଶରେ ସପ୍ତଦଶ ନିର୍ବାଚନର ୪ଟି ପର୍ଯ୍ୟାୟ ସରିଗଲାଣି। ଆଉ ତିନୋଟି ପର୍ଯ୍ୟାୟ ରହିଛି। ମେ ୨୩ ତାରିଖରେ ନିର୍ବାଚନୀ ଫଳାଫଳ ଜଣାପଡ଼ିବ। ସମସ୍ତ ରାଜନୈତିକ ଦଳ ବାଜିମାତ୍‌…

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଫାନି’ ସ୍ଥଳଭାଗ ଛୁଇଁବା ପରେ ଉଗ୍ରରୂପ ନେବାର ଆଶଙ୍କା ରହିଛି। ତେଣୁ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର…

ବଲିଉଡ୍‌ ଅଭିନେତ୍ରୀ ରାଣୀ ମୁଖାର୍ଜୀ  ପୁଣି ଥରେ ଦର୍ଶକଙ୍କ ସାମ୍ନାଙ୍କୁ ଆସିବାକୁ ଯାଉଛନ୍ତି । ବହୁତ୍‌ ଶୀଘ୍ର ରାଣୀ ‘ମର୍ଦ୍ଦାନୀ୨’ ନେଇ ତାଙ୍କ ପ୍ରଶଂସକଙ୍କ ନିକଟକୁ ଫେରୁଛନ୍ତି…

ବ୍ୟବସାୟୀ ନେସ୍‌ ଓ୍ବାଡିଆଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଘୋଷଣା କରାଯାଇଛି । ଅବୈଧ ଡ୍ରଗ୍ସ ନିଜ ପାଖରେ ରଖିଥିବାରୁ ଓ୍ବାଡିଆଙ୍କୁ ଏହି ଆଦେଶ ଶୁଣାଯାଇଛି ।…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ପ୍ରଚାରକୁ ନିଷେଧ କରିବା ପାଇଁ ଦାବି କରିଛି କଂଗ୍ରେସ । ନିର୍ବାଚନ ଆଚରଣ ବିଧି…