ଆଜିର ଖବର

ବିଜେପି ନେତା ତଥା ସଂଖ୍ୟାଲଘୁ ମନ୍ତ୍ରାଳୟର ମନ୍ତ୍ରୀ ମୁଖ୍‌ତାର ଆବାସ ନକ୍‌ଭୀ ଇଭିଏମକୁ ନେଇ ବିପକ୍ଷ ରାଜନୈତିକ ଦଳଙ୍କୁ ଟାର୍ଗେଟ୍‌ କରରିଛନ୍ତି । କଂଗ୍ରେସ ଏବଂ ଅନ୍ୟାନ୍ୟ…

ଶିବସେନାରେ ଯୋଗ ଦେବାକୁ ଯାଉଛନ୍ତି ବିଡ୍‌ର ଏନ୍‌ସିପି ବିଧାୟକ ଜୟଦତ୍ତ କ୍ଷୀରସାଗର । ଚଳିତ ଲୋକସଭା ନିର୍ବାଚନରେ କ୍ଷୀରସାଗର ବିଜେପି ପ୍ରାର୍ଥୀଙ୍କ ନିମନ୍ତେ ପ୍ରଚାର କରୁଥିଲେ ।…

ଭାରତ ଏବଂ ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ଏକ ଆଇଡି ବିସ୍ଫୋରଣ ଘଟିଛି । ଏହି ଆଇଡି ବିସ୍ଫୋରଣରେ ଜଣେ ଭାରତୀୟ ଯବାନଙ୍କ ପ୍ରାଣ ହାନି ଘଟିଥିବା…

ନିର୍ବାଚନ ଫଳ ବାହାରିବାକୁ ଆଉ ଗୋଟିଏ ଦିନ । ତେବେ ଚଳିତ ଥର ନିର୍ବାଚନ ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ରାଜନୀତି ବେଶ୍‌ ସରଗରମ ରହିଛି । ୨୦୧୯…

ଭାରତୀୟ ଆଥଲେଟ୍‌ ଗୋମତି ମରିମୁଥୁ ଦୁଇଥର ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି । ଦୋହା ଏସିଆନ୍‌ ଚାମ୍ପିୟନ୍‌ସିପ୍‌ରେ ୮୦୦  ମିଟର ବର୍ଗରେ ସ୍ବର୍ଣ୍ଣ ପଦକ ବିଜୟିନୀ ମରିମୁଥୁଙ୍କୁ…

ଜଳନ୍ଧରର ଭୋଟ ଗଣନା କେନ୍ଦ୍ରରେ କୌଣସି ନିୟମର ଉଲ୍ଲଂଘନ ହୋଇନାହିଁ ବୋଲି ନିର୍ବାଚନ କମିଶନ ପ୍ରକାଶ କରିଛନ୍ତି । ଅଭିଯୋଗ ଅନୁଯାୟୀ ଜନୈକ ପ୍ରାର୍ଥୀ କିଛି ଲୋକଙ୍କୁ…

ମର୍ସିଡିଜ୍‌ ବେଞ୍ଜର ଦୁଇଟି ନୂତନ ମଡେଲ୍‌ର କାର୍‌ ଭାରତୀୟ ବଜାରରେ ପ୍ରବେଶ କରିଛି । ଏହା ଭାରତୀୟ ବୈଷୟିକ କୌଶଳରେ ନିର୍ମିତ ପ୍ରଥମ ମର୍ସିଡିଜ୍‌ କାର୍‌ ।…

ଆଜି ହେଉଛି ଲୋକପ୍ରିୟ ଅଭିନେତା ମୋହନଲାଲ୍‌ଙ୍କର ୫୯ତମ ଜନ୍ମଦିବସ। ୧୯୬୦ ମସିହା ମେ ୨୧ ତାରିଖରେ କେରଳର ପଥନମ୍‌ଥିଟ୍ଟାର ଏଲାନ୍‌ପୁରରେ ଜନ୍ମ ହୋଇଥିଲେ ଏହି ଅଭିନେତା ଜଣକ।…

କର୍ଣ୍ଣାଟକର କଂଗ୍ରେସ ବିଧାୟକ ରୋଶନ ବେଗ ଦଳ ଛାଡ଼ିବା ନେଇ ମଙ୍ଗଳବାର ସଂକେତ ଦେଇଛନ୍ତି। ଲୋକସଭା ନିର୍ବାଚନ ଏକ୍‍ଜିଟ୍‍ ପୋଲ ରିପୋର୍ଟ ସାମ୍ନାକୁ ଆସିବା ପରେ ଦଳର…

ବାହୁବଳୀ ଫେମ୍‌ ପ୍ରଭାସ ପୁଣି ପରଦାରେ ଧମାଲ୍‌ କରିବାକୁ ଯାଉଛନ୍ତି। ବାହୁବଳୀ ଏବଂ ବାହୁବଳୀ ୨ ପରେ ଏବେ ଫିଲ୍ମ ‘ସାହୋ’ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି…

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନିର୍ବାଚନ ଆସନ୍ତା ଅକ୍ଟୋବର ୨୨ ତାରିଖରେ ଅନୁଷ୍ଠିତ ହେବ । ଜାନୁୟାରୀରେ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରା ନିଯୁକ୍ତ ହୋଇଥିବା ସିଓଏ ପକ୍ଷରୁ…

ଅରୁଣାଚଳ ପ୍ରଦେଶର ବିଧାୟକ ତିରୋଙ୍ଗ ଅବୋଙ୍କ ସମେତ ଅନ୍ୟ ୧୦ଜଣଙ୍କ ଏକ ବିସ୍ଫୋରଣରେ ମୃତ୍ୟୁ ଘଟିଛି। ଘଟଣାଟି ଅରୁଣାଚଳ ପ୍ରଦେଶର ତିରପ ଜିଲ୍ଲାର ବୋଗାପାନୀ ଗ୍ରାମରେ ଘଟିଛି।…

ଦକ୍ଷିଣ କୋରିଆର କାର୍‌ ନିର୍ମାଣକକାରୀ କମ୍ପାନୀ ହ୍ୟୁଣ୍ଡାଇ ଭାରତୀୟ ବଜାର ପାଇଁ ଏହାର ନୂତନ କାର୍‌ ‘ଭେନ୍ୟୁ’ ପ୍ରସ୍ତୁତ କରିଛି। ଭାରତୀୟ ବଜାରରେ ଏହିୀ କାର୍‌ ଭିଟାରା…

ଭାରତ ଏବଂ ପାକିସ୍ତାନ ମଧ୍ୟରେ କୂଟନୈତିକ ସମ୍ପର୍କ ସୁଧାରିବା ନିମନ୍ତେ ପାକିସ୍ତାନ ମୋଇନ୍‌ ଉଲ୍‌ ହକ୍‌ଙ୍କୁ  ଭାରତୀୟ ଉଚ୍ଚାୟୁକ୍ତ ଭାବରେ ନିଯୁକ୍ତ କରିଛି । ସୋମବାର ପାକିସ୍ତାନ…

ଇଣ୍ଡୋନେସିଆ ରାଷ୍ଟ୍ରପତି ନିର୍ବାଚନରେ କ୍ରମାଗତ  ଦ୍ୱିତୀୟ ଥର ପାଇଁ ଜୋକେ ୱିଡୋଡୋ ବିଜୟୀ ହୋଇଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ଇଣ୍ଡୋନେସିଆ ପାର୍ଟି ଅଫ ଷ୍ଟ୍ରଗଲର ସଦସ୍ୟ ୱିଡୋଡୋ ନିକଟତମ…

ପଶ୍ଚିମବଙ୍ଗରେ ସ୍ବତନ୍ତ୍ର ନିର୍ବାଚନ ପର୍ଯ୍ୟବେକ୍ଷକ ନିଯୁକ୍ତିକୁ ବିରୋଧ କରି ଦାଖଲ କରାଯାଇଥିବା ଯାଚିକାକୁ ସୁପ୍ରିମ୍‌କୋର୍ଟ ଖାରଜ କରିଛନ୍ତି । ବାରାକ୍‌ପୁର୍‌ ସଂସଦୀୟ କ୍ଷେତ୍ରର ଜନୈକ ସ୍ବାଧୀନ ପ୍ରାର୍ଥୀ…