ଆଜିର ଖବର

ଅଭିନେତାରୁ ରାଜନେତା ବନିଥିବା ତାମିଲ ସୁପରଷ୍ଟାର କମଲ ହାସନ ନିଜର ହିନ୍ଦୁ ଆତଙ୍କବାଦ ମନ୍ତବ୍ୟକୁ ନେଇ ସମାଲୋଚନାର ଶିକାର ହୋଇଥିଲେ । ଶୁକ୍ରବାର ହସନ କହିଛନ୍ତି କି…

ଢେଙ୍କାନାଳର ମୁଖ୍ୟ ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ରୋଗୀ ହସ୍ପିଟାଲର ଷଷ୍ଠ ମହଲାର ଝରକା ଦେଇ ତଳକୁ ପଡି ପ୍ରାଣ ହରାଇଛନ୍ତି…

କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି)ରେ ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ଥିବା ୧୦ ପ୍ରତିଶତ ସଂରକ୍ଷଣ ଆବେଦନ ଉପରେ ଗୁରୁବାର ସୁପ୍ରିମକୋର୍ଟ ଶୁଣାଣୀ କରି କେନ୍ଦ୍ର…

ନାଥୁରାମ ଗୋଡେସଙ୍କ ନେଇ ରାଜନୀତି ଏବେ ପୂରା ସରଗରମ । ନିକଟରେ ଅଭିନେତାରୁ ରାଜନେତା ସାଜିଥିବା କମଲ ହାସନ ନାଥୁରାମ ଗୋଡ୍‌ସେଙ୍କୁ ଦେଶର ପ୍ରଥମ ହିନ୍ଦୁ ଆତଙ୍କବାଦୀ…

କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ଏୟାର ଇଣ୍ଡିଆର ଜନୈକା ମହିଳା ପାଇଲଟ୍‌ଙ୍କ ଅସଦାଚରଣ ଅଭିଯୋଗକୁ ନେଇ ଅନ୍ତରୀଣ ତଦନ୍ତର ନିର୍ଦ୍ଦେଶ ଦିଆଯାଇଛି । ବୁଧବାର ମହିଳା ପାଇଲଟ୍‌…

ପୁଣିଥରେ ଛୋଟପରଦାକୁ ଫେରିବେ ଅଭିନେତା କରନ୍‌ ସିଂ ଗ୍ରୋଭର୍‌ । ମିଳିଥିବା ସୂଚନା ଅନୁସାରେ କରନ୍‌ ସିଂ ଗ୍ରୋଭର୍‌ ଷ୍ଟାର୍‌ପ୍ଲସ୍‌ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘କସୌଟି…

ଦୀନେଶ ଭିଜନଙ୍କ ପ୍ରଯୋଜନାରେ ନିର୍ମାଣ ହେବାକୁ ଯାଉଛି ଚଳଚିତ୍ର ସିଦ୍ଦତ- ଜର୍ଣ୍ଣି ବିୟୋଣ୍ଡ ଲଭ୍‌ । ଫିଲ୍ମ ଜରିଆରେ ନିଜର ବଲିଉଡ୍‌ ପଦାର୍ପଣ କରିବାକୁ ଯାଉଛନ୍ତି ସନ୍ନି…

ବରିଷ୍ଠ ଅଭିନେତା ତଥା ରାଜନେତା କମଲ ହାସନଙ୍କ ଉପରକୁ ଚପଲ ମାଡ଼ ହୋଇଛି। ଗତକାଲି ସଂଧ୍ୟାରେ ତାମିଲନାଡୁର ମଦୁରାଇ ନିକଟସ୍ଥ ତିରୁପରନକୁନ୍ଦ୍ରମ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଥିବାବେଳେ…

୨୦୧୯ ଲୋକସଭା ନିର୍ବାଚନ ପରେ  ପଶ୍ଚିମବଙ୍ଗରେ ଈଶ୍ବର ଚନ୍ଦ୍ର ବିଦ୍ୟାସାଗରଙ୍କ ଏକ ବୃହତ ପ୍ରତିମୂର୍ତ୍ତି ନିର୍ମାଣର ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି…

ରାଜସ୍ଥାନର ଅଲଓ୍ବାରରେ ଗଣଧର୍ଷଣର ଶିକାର ହୋଇଥିବା ପୀଡିତାଙ୍କୁ ଭେଟିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଗୁରୁବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ…

ପଶ୍ଚିମବଙ୍ଗରେ ଜାରି ରହିଥିବା ନିର୍ବାଚନୀ ହିଂସାକୁ ଆଖିରେ ରଖି ନିର୍ବାଚନ ଆୟୋଗ ଗୋଟିଏ ଦିନ ପୂର୍ବରୁ ପ୍ରଚାର କାର୍ଯ୍ୟ ବନ୍ଦ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।…

ଗୁରୁବାର ପୁଲଓ୍ବାମାରେ ଚାଲିଥିବା ସେନାର ଏନକାଉଣ୍ଟରରେ ୫ଜଣଙ୍କ ପ୍ରାଣହାନି ଘଟିଛି । ନିହତଙ୍କ ମଧ୍ୟରେ ୪ଜଣ ଆତଙ୍କବାଦୀ ରହିଥିବା ବେଳେ ୟୁନୁସ ଜଲାଲ ନାମକ ଜନୈକ ସାଧାରଣ…

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀର ସର୍କଟ ହାଉସ୍‌ରେ ବାତ୍ୟା ଫନିର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ, ମେ ୩ ତାରିଖରେ ପ୍ରଳୟଙ୍କାରୀ…

ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ପରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ବୁଧବାର ଦିନ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବିଳମ୍ବରେ ପହଞ୍ଚିବା ନେଇ ପୂର୍ବାନୁମାନ କରିଛି।…

ଚଳିତ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ପାଇଁ ଆଉ ହାତରେ ୪ଟି ଦିନ। ଆସନ୍ତା ୧୯ରେ ଦେଶର ୮ଟି ରାଜ୍ୟରେ ଅବଶିଷ୍ଟ ୫୯ଟି ଆସନ ପାଇଁ ମତଦାନ…

ଆଜି ହେଉଛି ଧକ୍‌ଧକ୍‌ ଗାର୍ଲ ମାଧୁରୀ ଦିକ୍ଷୀତ୍‌ଙ୍କ ଜନ୍ମଦିନ। ୧୯୬୭ ମସିହାରେ ଆଜିର ଦିନରେ ମୁମ୍ବାଇଠାରେ ଏହି ଅଭିନେତ୍ରୀ ଜଣକ ଜନ୍ମ ହୋଇଥିଲେ। ଫିଲ୍ମି ବ୍ୟାକ୍‌ ଗ୍ରାଉଣ୍ଡରୁ…

ଫନି ବାତ୍ୟା ଯୋଗୁଁ ଓଡ଼ିଶାରେ କ୍ଷୟକ୍ଷତି ନେଇ ରାଜ୍ୟ ସରକାର ଆଜି ପ୍ରାଥମିକ ରିପୋର୍ଟ ପ୍ରକାଶ କରିଛନ୍ତି। ସେହି ପ୍ରାଥମିକ ରିପୋର୍ଟ ଅନୁଯାୟୀ ଆମ ରାଜ୍ୟରେ ୧୧ହଜାର…

ଚଳିତ ଲୋକସଭା ନିର୍ବାଚନର ୬ଟି ନିର୍ବାଚନ ଶେଷ ହୋଇଥିବାବେଳେ ଆଉ ଗୋଟିଏ ପର୍ଯ୍ୟାୟ ବାକି ରହିଛି। ଶେଷ ହୋଇଥିବା ସମସ୍ତ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା ଦେଖାଦେଇଛି।…

ସମୀକ୍ଷା ବ୍ୟୁରୋ ଫନି ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ ଆସିଥିବା କେନ୍ଦ୍ରୀୟ ଦଳ ଆଜି ଭୁବନେଶ୍ବରର ବିଭିନ୍ନ ସ୍ଥାନ ବୁଲି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ଏହି…