ଶନିବାର ଦିଲ୍ଲୀର ଏକ କୋର୍ଟ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର୍ଙ୍କୁ କୋର୍ଟରେ ହାଜର ହେବା ପାଇଁ ସମନ ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶିବଲିଙ୍ଗ ଉପରେ…
ଆଜିର ଖବର
ଇଣ୍ଟରନେଟ୍ ସେନ୍ସେସନ୍ ପ୍ରିୟା ପ୍ରକାଶ ଓ୍ବାରିୟର୍ ନିଜର ଦ୍ବିତୀୟ ବଳିଉଡ୍ ଫିଲ୍ମ ସାଇନ୍ କରିଛନ୍ତି। ମାଲାୟଲମ୍ ଫିଲ୍ମ ଓରୁ ଆଡାର ଲଭ୍ର ଏକ ଗୀତ ପାଇଁ ରାତାରାତି…
ବଲିଉଡ୍ ସୁଲତାନ୍ ସବୁବେଳେ ଫିଲ୍ମକୁ ନେଇ ଚର୍ଚ୍ଚାରେ ଥା’ନ୍ତି। ନିକଟରେ ତାଙ୍କର ବହୁ ପ୍ରତିକ୍ଷୀତ ଫିଲ୍ମ ’ଭାରତ’ର ଟ୍ରେଲର୍ ରିଲିଜ୍ ହୋଇଛି। ଫିଲ୍ମଟି ଇଦ୍ ଅବସରରେ ରିଲିଜ୍…
ବିଜେଡିର ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଜାମିନ ମିଳିଛି। ଭୁବନେଶ୍ବରର ସ୍ବତନ୍ତ୍ର କୋର୍ଟ ମହାରଥୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ମହାରଥୀଙ୍କ ଗେଷ୍ଟ ହାଉସ୍ରେ ରେଡ୍ କରୁଥିବା ସମୟରେ…
ପ୍ରଥମ ମହିଳା ଅମ୍ପାୟାର ଭାବରେ ଇତିହାସ ରଚିବାକୁ ଯାଉଛନ୍ତି ଅଷ୍ଟ୍ରେଲିଆର କ୍ଲେରୀ ପୋଲୋସାକ୍। ପ୍ରଥମ ମହିଳା କ୍ରିକେଟର ଭାବରେ ପୁରୁଷ କ୍ରିକେଟ ମ୍ୟାଚ୍ରେ ଅମ୍ପାୟାରିଂ କରିବାକୁ ଯାଉଛନ୍ତି…
ବିନା ଅନୁମତିରେ ଏକ ନିର୍ବାଚନୀ ରାଲି କରିଥିବାରୁ କ୍ରିକେଟରରୁ ରାଜନେତା ବନିଥିବା ଗୌତମ ଗମ୍ଭୀରଙ୍କ ବିରୋଧରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ୍। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ…
ପୋଲିଓ କର୍ମୀଙ୍କ ଉପରେ ବର୍ଦ୍ଧିତ ଆକ୍ରମଣ କାରଣରୁ ପୋଲିଓ ମିଶନ ବନ୍ଦ କରିଛି ପାକିସ୍ତାନ। ବିଗତ ୭ ବର୍ଷ ମଧ୍ୟରେ ଟୀକାକରଣ ନିମନ୍ତେ ଆସୁଥିବା ୬୮ କର୍ମୀଙ୍କ…
ଆସନ୍ତା ୨୯ ତାରିଖରେ ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ। ଏହି ନିର୍ବାଚନକୁ ଆଖିଆଗରେ ରଖି ବିଜେପି ଓଡ଼ିଶାରେ ତା’ର ନିର୍ବାଚନୀ ପ୍ରଚାର ପୂରା…
ଆଇଏସ୍ଏସ୍ଏଫ୍ ସ୍ବର୍ଣ୍ଣ ପଦକ ସହିତ ଅଲମ୍ପିକ୍ସ ଯୋଗ୍ୟତା ହାସଲରେ ସଫଳ ହୋଇଛନ୍ତି ଭାରତୀୟ ସୁଟର୍ ଅଭିଷେକ ବର୍ମା। ଶନିବାର ୧୦ ମି. ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ…
ଅଭିନେତାରୁ ରାଜନେତା ବନିଥିବା ଶତ୍ରୁଘ୍ନ ସିହ୍ନା ମହମ୍ମଦ ଅଲ୍କୀ ଜିନ୍ନାଙ୍କୁ ପ୍ରଶଂସା କରିଛନ୍ତି। ନିକଟରେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ଏହି ନେତା କଂଗ୍ରେସ ଦଳକୁ…
କଂଗ୍ରେସର ପ୍ରଭାରୀ ପିସି ଚାକୋ ଭୋପାଳରୁ ପ୍ରାର୍ଥୀ ହୋଇଥିବା ସାଧ୍ବୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ସାଧ୍ବୀଙ୍କ ପରି ଅଭିଯୁକ୍ତଙ୍କୁ ନିର୍ବାଚନରେ ପ୍ରାର୍ଥୀ…
ପାକିସ୍ତାନୀ ଭିସା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆମେରିକା ଚେତାବନୀ ଦେଇଛି। ଏହାକୁ ପାକିସ୍ତାନର ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରାଯିବ। ଆମେରିକାର ବୈଦେଶିକ ବିଭାଗ କହିଛି…
ରାଜ୍ୟରେ ପର୍ଯ୍ୟାୟକ୍ରମେ ମତଦାନ ଚାଲିଥିବା ବେଳେ କେତେକ ସ୍ଥାନରେ ମତଦାନ ଠିକ ଭାବେ ହୋଇପାରିନଥିଲା। ତେଣୁ ସାନି ନିର୍ବାଚନ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରତିକ୍ରିୟା ଦେଇଛନ୍ତି।…
ରାଜ୍ୟରେ ଆଉ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକି ରହିଛି। ଏହି ପର୍ଯ୍ୟାୟର ୬ଟି ଲୋକସଭା ଆସନ ଉପରେ ଉଭୟ ବିଜେଡ଼ି ଓ ବିଜେପିଙ୍କ ନଜର ରହିଛି। ଏବେବି…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ହିନ୍ଦୁ ମୁସଲମାନକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। କେଜ୍ରିଓ୍ବାଲ କହିଛନ୍ତି, କୌଣସି ହିନ୍ଦୁ କଂଗ୍ରେସକୁ ଭୋଟ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କୁ ‘ଅଣ ରାଜନୈତିକ’ ସାକ୍ଷାତକାର ଦେବା ପରେ ଏହାକୁ କଡା ସମାଲୋଚନା କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ଆସାଉଦ୍ଦିନ ଓୱେସୀ।…
କୌଣସି ରାଜନୈତିକ ଦଳକୁ ବିଭାଜନ କରିବା ମୋର ଲକ୍ଷ୍ୟ ନୁହେଁ ବୋଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରକାଶ କରିଛନ୍ତି। ବିପକ୍ଷ ରାଜନୈତିକ ଦଳକୁ ବିଭାଜନ କରିବା…
ଏୟାର ଇଣ୍ଡିଆର ସର୍ଭର ଶନିବାର ଭୋର ସକାଳୁ ଡାଉନ ହୋଇଯାଇଛି। ଏହି କାରଣରୁ ଦେଶର ହଜାର ହଜାର ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଜାତୀୟ ରାଜଧାନୀ…
ଉପ କୂଳବର୍ତ୍ତୀ ୮ଟି ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ ନେଇ ଦିଆଯାଇଥିବା ସୂଚନା ଏକ ଗୁଜବ ବୋଲି ଜଣାପଡିଛି। କର୍ଣ୍ଣାଟକ ପୁଲିସକୁ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ତଥା…
ରବିବାର ଇଷ୍ଟରରେ ହୋଇଥିବା ବିସ୍ଫୋରଣର ଦାଗ ଶ୍ରୀଲଙ୍କା ବାସୀଙ୍କ ମନରୁ ଲିଭି ନଥିବା ବେଳେ ପୁଣି ଏକ ବିସ୍ଫୋରଣରେ ୧୫ ଜଣ ନିହତ ହୋଇଛନ୍ତି। ସୈନ୍ଥାମୁର୍ଥୁରେ ଘଟିତ…
ବାଲେଶ୍ୱର ରେମୁଣାରେ ପରିବର୍ତନ ସଂକଳ୍ପ ସଭାରେ ଯୋଗ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏହି ପରିପ୍ରେକ୍ଷୀରେ ସେ କେନ୍ଦ୍ର ସରକାର ଏବଂ ବିଜେପିକୁ ସମାଲୋଚନା କରିଛନ୍ତି।…

