ଆଜିର ଖବର

ଭୋପାଳ ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ପ୍ରଜ୍ଞା ଠାକୁରଙ୍କୁ ବଡ ଆଶ୍ୱସ୍ତି। ସ୍ୱତନ୍ତ୍ର ଏନଆଇଏ କୋର୍ଟ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କ ପ୍ରାର୍ଥୀତ୍ୱକୁ ନାକଚ କରିବା ପାଇଁ…

ଓଡିଶାରେ ବିଜେପି ଏବଂ ବିଜେଡି ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଲାଗିଥିବା ବେଳେ ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଧାରାରେ ସାମିଲ ହୋଇଛନ୍ତି।…

ବିଜେପିରୁ ଟିକେଟ୍‍ ନମିଳିବା ପରେ ସାଂସଦ ଉଦିତ ରାଜ ଅସନ୍ତୋଷ ପ୍ରକାଶ କରି ବୁଧବାର କଂଗ୍ରେସରେ ସାମିଲ ହୋଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କୁ ପାର୍ଟିକୁ…

ଗତକାଲି ସମାପ୍ତ ହୋଇଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୭୧.୬୧ ପ୍ରତିଶତ ମତଦାନ ହୋଇଛି। ଏହି ମତଦାନରେ କେନ୍ଦୁଝରରେ ସର୍ବାଧିକ ପୁଲିଂ ହୋଇଥିବା ବେଳେ ଭୁବନେଶ୍ବରରେ ସର୍ବନିମ୍ନ ପୁଲିଂ ହୋଇଛି।…

ମାଜିଷ୍ଟ୍ରେଟ୍‌ଙ୍କୁ ଆକ୍ରମଣ ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଜାମିନ ମିଳିଲାନି। ଆସନ୍ତା ୨୭ ପର୍ଯ୍ୟନ୍ତରେ ଜେଲରେ ରହିବେ ଏହି ବିଜେଡି ବିଧାୟକ…

ବଲିଉଡ୍‌ରେ ବାୟୋପିକ୍‌ର ଟ୍ରେଣ୍ଡ ଚାଲିଥିବା ବେଳେ ଏହି ଧାରାରେ ସାମିଲ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ୍‌। ଅଭିନେତ୍ରୀ କାଟ୍ରିନା କୈଫ୍‌ ଭାରତୀୟ ଧାବିକା ତଥା ପଦ୍ମଶ୍ରୀ…

ସୁପ୍ରିମ୍‌କୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଚାଲିଥିବା ଯୌନ ନିର୍ଯାତନା ମାମଲାର ବିଚାର କରୁଥିବା ସ୍ବତନ୍ତ୍ର ଖଣ୍ଡପୀଠ ସିବିଆଇ ମୁଖ୍ୟ, ଦିଲ୍ଳୀ ପୋଲିସ୍‌ ମୁଖ୍ୟ ଏବଂ…

ବଲିଉଡ୍‌ର ବବ୍‌ଲି ଗର୍ଲ ପରିଣୀତି ଚୋପ୍ରା ଗାର୍ଲ ଇନ୍‌ ଦ ଟ୍ରେନ୍‌ର ଅଫିସିଆଲ୍‌ ରିମେକ୍‌ରେ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। ୨୦୧୫ର ପଉଲା ହକିନ୍‌ସଙ୍କ ବେଷ୍ଟ…

ଏନ୍‌ଡି ତିଓ୍ବାରୀଙ୍କ ପୁତ୍ର ରୋହିତ ଶେଖରଙ୍କ ହତ୍ୟା ମାମଲାରେ ପୋଲିସ୍‌ ରୋହିତଙ୍କ ପତ୍ନୀଙ୍କୁ ଗିରଫ କରିଛି। ପୂର୍ବରୁ ଅପୂର୍ବା ଶୁକ୍ଲାଙ୍କୁ ପୋଲିସ ମୁଖ୍ୟ ଅଭିଯୁକ୍ତ ଭାବରେ ସନ୍ଦେହ…

ପାଟକୁରାରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ନିର୍ବାଚନ କମିଶନ। ଆସନ୍ତା ମେ ୧୯ ତାରିଖରେ ପାଟକୁରାରେ ନିର୍ବାଚନ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ ଯେ, ବରିଷ୍ଠ ବିଜେଡି…

ଦିଲ୍ଲୀର ଏକ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିପକ୍ଷରେ ଏକ ଜାମିନ ବିହୀନ ପରଓ୍ବାନା ଜାରି କରିଛନ୍ତି। ଏମାନଙ୍କ ସହିତ…

ବିଜେପିର ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଜୟ ସାମ୍ପଲା ଦଳ ବିରୋଧରେ ଭୟଙ୍କର ଅଭିଯୋଗ ଆଣିଛନ୍ତି। ବିଜେପି ଗୋହତ୍ୟାରେ ସମ୍ପୃକ୍ତ ବୋଲି ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ଅଭିଯୋଗ…

ଶ୍ରୀଲଙ୍କାରେ ଇଷ୍ଟର ଅବସରରେ ରବିବାର ବିଭିନ୍ନ ସ୍ଥାନରେ ହୋଇଥିବା ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୩୫୯ କୁ ବୃଦ୍ଧି ହୋଇଥିବା ବେଳେ ୬୦୦ ରୁ ଅଧିକ ଆହତ ହୋଇଥିବାର ଖବର…

ଟ୍ବିଟ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟାକ୍‌ ଡର୍ସିଙ୍କ ସହିତ ଆଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ବିଟ୍ଟରରେ କିଛି ବ୍ୟବହାର କାରୀଙ୍କ ସାମ୍ପ୍ରଦାୟିକ ମନୋଭାବ ନେଇ…

ଦେଶର ଅଧିକାଂଶ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୈତିକ ଜୀବନ ବିଷୟରେ ଜାଣିଛନ୍ତି ମାତ୍ର ତାଙ୍କର ରାଜନୈତିକ ଜୀବନ କେମିତି ଆରମ୍ଭ ହେଲା ଓ ସେ ମୁଖ୍ୟମନ୍ତ୍ରୀରୁ…

ଉତ୍ତର-ପୂର୍ବାଞ୍ଚଳ ଅଞ୍ଚଳରେ ଭୂକମ୍ପ ଅନୂଭୂତ ହୋଇଛି। ଭାରତର ଅରୁଣାଚଳ ପ୍ରଦେଶ, ଉତ୍ତର ପ୍ରଦେଶ ସମେତ ନେପାଳରେ ଏହି ଭୂକମ୍ପର ପ୍ରଭାବ ଦେଖିବାକୁ ମିଳିଛି। ଅରୁଣାଚଳ ପ୍ରଦେଶରେ ମଙ୍ଗଳବାର…

ନୟାଗଡ ଜିଲ୍ଲା ଦଶପଲ୍ଲାରେ ଅବସ୍ଥିତ ବାଣୀଗୋଛା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରୁ ୩ ଟି ବନ୍ଧୁକ ଲୁଟ୍‌ ହୋଇଛି। ୭ ଜଣ ସଶସ୍ତ୍ର ମାଓବାଦୀ ଏହି ବନ୍ଧୁକ ଲୁଟ…

ଆଜି ଅପରାହ୍ନ 5ଟା ସୁଦ୍ଧା ରାଜ୍ୟରେ ମୋଟ 61 ପ୍ରତିଶତ ଭୋଟ ଗ୍ରହଣ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ବର ଉତ୍ତର…

2002 ଗୁଜରାତ ଦଙ୍ଗା ସମୟରେ ଘଟିଥିବା ବିଲ୍‌କିସ୍‌ ବାନୋ ମାମଲାରେ ପୀଡିତାଙ୍କୁ 50 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ ।…