ଆଜିର ଖବର

ବର୍ଷା ଅଭାବଜନିତ ଚାଷ ସ୍ଥିତି ନେଇ ବିଧାନସଭାରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ବିବୃତ୍ତି ପ୍ରଦାନ କରିଛନ୍ତି । ରାଜ୍ୟର ୨୧ଟି ଜିଲ୍ଲାରେ ସ୍ବାଭାବିକ ଠାରୁ କମ୍‌…

କଳିଙ୍ଗ ହସ୍ପିଟାଲ୍‌ରେ ବିଧାୟକ ମୋହନ ମାଝୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ ପ୍ରସଙ୍ଗରେ ସ୍ବାସ୍ଥ୍ୟ ବିଭାଗ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି । ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ ବାଦ୍‌…

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କ ଆଜି ଅପରାହ୍ନରେ ପରଲୋକ ହୋଇଛି। ତିନି ତିନ ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିଥିବା ଦୀକ୍ଷିତ…

ପୂର୍ବତନ ଭାରତୀୟ ଅଧିନାୟକ ତଥା ଓ୍ବିକେଟ୍‌ରକ୍ଷକ ଏମ୍‌ ଏସ୍‌ ଧୋନୀ ଆସନ୍ତା ଓ୍ବିଣ୍ଡିଜ ଗସ୍ତରେ ନଯିବା ନେଇ ବିସିସିଆଇକୁ ସୂଚନା ଦେଇଛନ୍ତି । ଆସନ୍ତା କାଲି ଓ୍ବିଣ୍ଡିଜ୍‌…

ଗଞ୍ଜାମ ଜିଲ୍ଲା ଆସିକା ଅଂଚଳର ମାଗୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୋମା ବିସ୍ଫୋରଣ ଘଟଣାରେ ତଦନ୍ତ କରିବାକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ…

ସୋନଭଦ୍ରା ଗୁଳିକାଣ୍ଡରେ 10 ଜଣଙ୍କର ପରଲୋକ ଘଟିଥିବା ବେଳେ ପ୍ରତ୍ୟେକ ମୃତକଙ୍କ ପରିବାର ନିମନ୍ତେ 10 ଲକ୍ଷର ସହାୟତା ରାଶି ଘୋଷଣା କରିଛି କଂଗ୍ରେସ । ଦଳୀୟ…

କଂଗ୍ରେସ ବିଶ୍ବ ବିଦ୍ୟାଳୟ ଅଡିଟ୍‌ ରିପୋର୍ଟ ଗୃହରେ ଦାଖଲ କରିବା ଦାବିରେ ହଟ୍ଟଗୋଳ କରିଛି । ଫଳରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଅପରାହ୍ନ ୩ଟା…

ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍‌ କାର୍ଯ୍ୟ ସମ୍ପନ୍ନ ହୋଇ ଟ୍ରେନ୍‌ ଚଳାଚଳ କରିବା ଆଶା ଉଜ୍ଜ୍ବଳ ହୋଇଛି । ଆଜି ନୟାଗଡ଼-ମହିପୁର ମଧ୍ୟରେ ଟ୍ରାଏଲ୍‌ ଟ୍ରେନ୍‌ ଇଞ୍ଜିନ ଆରମ୍ଭ…

ପଶ୍ଚିମବଙ୍ଗ, ତ୍ରିପୁରା, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ନାଗାଲାଣ୍ଡ ଆଦି ୬ଟି ରାଜ୍ୟରେ ରାଜ୍ୟପାଳ ବଦଳିଛନ୍ତି । ଆଜି ଏନେଇ ସୂଚନା ଆସିଛି । ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ…

ଭାରତ ବିଂଶତମ କାର୍ଗିଲ ବିଜୟ ଦିବସ ପାଳନ କରିବା ପୂର୍ବରୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ଜମ୍ମୁ କଶ୍ମୀର ଗସ୍ତ କରିଛନ୍ତି । ରାଜନାଥ…

ସମୀକ୍ଷା ବ୍ୟୁରୋ ସାରଥୀ ବାବାଙ୍କୁ ନେଇ ସାରା ଓଡିଶାରେ ତୁମ୍ବିତୋଫାନ ହୋଇଥିଲା। ବାବାଙ୍କ କାରନାମା ଜଣାପଡିବା ପରେ ପୋଲିସ ତାଙ୍କୁ ଗିରଫ ମଧ୍ୟ କରିଥିଲା। ଏସବୁ ସତ୍ବେ…

ଆଜି ବିଧାନସଭାରେ ଖଦି ଓ ମହୁଚାଷ ଦୁର୍ନୀତି ପ୍ରସଙ୍ଗ ଉଠାଇଛି ବିରୋଧୀ ଦଳ ବିଜେପି । ଖଦି ଜିନିଷ କିଣାବିକା ଓ ମହୁଚାଷରେ ବ୍ୟାପକ ଅନିୟମିତତା ହୋଇଥିବା…

ପାକିସ୍ତାନ ପକ୍ଷରୁ ହାଫିଜ୍‌ ସଇଦ୍‌କୁ ଗିରଫ କରାଯାଇଥିବା ବେଳେ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛି ଆମେରିକା । ଏହି ଗିରଫଦାରୀ କୌଣସି ଫରକ ପକାଇବ ନାହିଁ…

ଆତଙ୍କୀଙ୍କୁ ଅର୍ଥ ଯୋଗାଣ ମାମଲାରେ ତାମିଲନାଡୁର ୧୪ଟି ସ୍ଥାନରେ ଚଢାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) । ମିଳିଥିବା ସୂଚନା ଅନୁସାରେ ଏହି ଚଢାଉରେ  ତାମିଲନାଡୁର…

ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ରାମପୁରର ସାଂସଦ ଆଜମ ଖାନ ନିଜ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି ।  ଆଜମ୍‌ ଖାନ୍‌ ଦେଶରେ ଚାଲିଥିବା…