ଆଜିର ଖବର

ପ୍ରିୟଙ୍କା ଗାନ୍ଧୀ ସକ୍ରିୟ ରାଜନୀତିରେ ପ୍ରବେଶ କରିବା ପରେ ଏବେ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରା ମଧ୍ୟ କଂଗ୍ରେସ ପାଇଁ ପ୍ରଚାର କରିବେ ବୋଲି ସୂଚନା ରହିଛି।…

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଆଜି ଓଡ଼ିଶା ଗସ୍ତରେ ଆସିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଗଞ୍ଜାମର ପୋଲସରାରେ ଏକ ଜନସଭାକୁ ସମ୍ବୋଧନ କରି ଶାହା…

ବଲିଉଡ୍‌ର ଏଭରଗ୍ରିନ୍‌ ରୋମାଣ୍ଟିକ୍‌ ଷ୍ଟାର୍‌  ଜିତେନ୍ଦ୍ର ଆଜି  ୭୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୨ ଏପ୍ରିଲ ୭ରେ ଅମୃତସରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପ୍ରକୃତ ନାମ…

ଆଜି ବିଜେପି ‘ଫିର୍‌ ଏକ ବାର୍‌ ମୋଦି ସରକାର’ ଟ୍ୟାଗ୍‌ଲାଇନ୍‌ ବହନ କରୁଥିବା ନିର୍ବାଚନୀ ପ୍ରଚାର ଗୀତକୁ ରିଲିଜ୍‌ କରାଇଛି। ବିଜେପି ନେତା ତଥା ଅର୍ଥମନ୍ତ୍ରୀ ଅରୁଣ…

କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଚଳିତଥର ଦୁଇ ଦୁଇଟି ଆସନରୁ ନିର୍ବାଚନ ଲଢୁଛନ୍ତି। କେରଳର ଓ୍ବାୟନାଡ ଓ ଉତ୍ତରପ୍ରଦେଶର ଆମେଠିରୁ ନିର୍ବାଚନ ଲଢୁଛନ୍ତି ରାହୁଲ୍‌। ତେବେ ରାହୁଲ୍‌ଙ୍କୁ…

ନାଗାଲାଣ୍ଡର କୋହିମାଠାରେ ଏକାସାଙ୍ଗରେ ୫ହଜାର ନୃତ୍ୟଶିଳ୍ପୀ ଏକାଠି ଏକାସାଙ୍ଗରେ ନୃତ୍ୟ କରି ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ସାମିଲ୍‌ ହୋଇଛନ୍ତି। ନାଗାଲାଣ୍ଡର କୋହିମାର ମୋନ୍‌ ଟାଉନ୍‌ରେ ଖୋଲା…

ଲୋକସଭା ନିର୍ବାଚନୀ ପ୍ରଚାର ପାଇଁ ସମସ୍ତ ରାଜନୈତିକ ଦଳ ନିର୍ବାଚନୀ ଗୀତ ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବା ପ୍ରଚାର ଚଳାଇଛନ୍ତି। ତେବେ ନିର୍ବାଚନ ଆୟୋଗ ଏହି ନିର୍ବାଚନୀ…

ମିସ୍‌ ଓ୍ବାର୍ଲ୍ଡ ମାନୁଷୀ ଛିଲ୍ଲାର  ରଣବୀର୍‌ ସିଂଙ୍କ ସହ ଅଭିନୟ କରିବେ। ‘ସିମ୍ବା’, ’ଗଲିବୟ’ ପରି ବ୍ୟବସାୟିକ ସଫଳତା ଫିଲ୍ମ ଦେଇ ଆଗଧାଡିରେ ନିଜର ଏକ ସ୍ବତନ୍ତ୍ର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ସିଧା ନିଶାନା କରିଛନ୍ତି। ପଶ୍ଚିମବଙ୍ଗଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ମୋଦି ମମତା ପଶ୍ଚିମବଙ୍ଗବାସୀଙ୍କ ପ୍ରତି…

ଉତ୍ତରପ୍ରଦେଶର ଦେଓବନ୍ଦଠାରେ ସମାଜବାଦୀ ପାର୍ଟି (ଏସ୍‍ପି)-ବହୁଜନ ସମାଜ ପାର୍ଟି (ବିଏସ୍‍ପି)-ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମେଣ୍ଟର ପ୍ରଥମ ନିର୍ବାଚନୀ ଜନସଭା ଅନୁଷ୍ଠିତ ହୋଇଯାଇଛି। ଏହି ଜନସଭାରେ ଏସ୍‍ପି…

ବିରିୟାନି ପାଇଁ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମାରପିଟ୍‌ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ମୁଜାଫରନଗରରେ। ପୂର୍ବତନ ବିଧାୟକ ମୌଲାନା ଜମିଲଙ୍କ ବାସଭବନରେ ଏକ…

ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍ ପାର୍ଟି (ଟିଡିପି)ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଗତକାଲି ନିର୍ବାଚନୀ ଇସ୍ତାହାର ପତ୍ର ‘ଆପଣଙ୍କ ଭବିଷ୍ୟତ ମୋ‘ ଦାୟିତ୍ବ’ ଜାରି କରିଛନ୍ତି।…

ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ରାୟଗଡ଼ା ଓ ଗୁଣୁପୁର ଗସ୍ତ କରିଛନ୍ତି। ଏଠାରେ ରୋଡ୍‌ ଶୋ’ କରିଥିଲେ ଏବଂ ରୋଡ୍‌ ଶୋ’ ପରେ ଏକ ସାଧାରଣ…

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ସଚିବ ପ୍ରବୀଣ କକ୍କରଙ୍କ ଘର ସମେତ ଦୁଇ ନିକଟତରଙ୍କ ଘରୁ  ଆୟକର ବିଭାଗ ଅଧିକାରୀମାନେ ଚଢ଼ାଉ କରିଛନ୍ତି। ଚଢ଼ାଉ ସମୟରେ ବିପୁଳ…

ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି  ପୂର୍ବତନ ସାଂସଦ –ବିଧାୟକ ରବି ନାରାୟଣ ପାଣି। ସେ ନବୀନ ନିବାସ ଯାଇ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ…

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ଓଡ଼ିଶା ଲାଗି ବିଜେପିର ନିର୍ବାଚନ ଇସ୍ତାହାର ‘ସଂକଳ୍ପ ପତ୍ର’ ପ୍ରକାଶ…

ଆଜି ଓଡ଼ିଶା କଂଗ୍ରେସ ଭବନରେ ଦଳ ନିଜର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ପ୍ରଦେଶ କଂଗ୍ରେସର ସଭାପତି ନିରଞ୍ଜନ ପଟ୍ଟନାୟକ, ଇସ୍ତାହାର କମିଟିର ଅଧ୍ୟକ୍ଷ ଗଣେଶ୍ୱର ବେହେରା…

ବାରିପଦା ବିଧାନସଭା ପାଇଁ ଆଜି ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଛି। ସରୋଜିନୀ ହେମ୍ବ୍ରମଙ୍କୁ ମୟୂରଭଞ୍ଜ ଜିଲାର ବାରିପଦାରୁ ବିଜେଡ଼ି ବିଧାୟକ ପ୍ରାର୍ଥୀ ପାଇଁ ଟିକେଟ ମିଳିଛି। ବିଜେଡ଼ି…

ରାଜ୍ୟ କଂଗ୍ରେସ ଆଜି ୯ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଧର୍ମଶାଳା ଓ ତିର୍ତ୍ତୋଲ୍‌ରେ ପ୍ରାର୍ଥୀ ବଦଳ କରିଛି। ତିର୍ତ୍ତୋଲ୍‌ ଆସନରେ କଂଗ୍ରେସ ବିଭୁ ତରାଇଙ୍କୁ…