ଆଜିର ଖବର

ବଲାଙ୍ଗୀର ପୁଇଁତଳା ବିଡ଼ିଓ ସରୋଜ ମିଶ୍ରଙ୍କୁ ଅପହରଣ କରାଯିବା ପରେ ତାଙ୍କୁ ଛାଡି ଦିଆଯାଇଥିବାର ଖବର ମିଳିଛି। ପ୍ରାୟ 10 ଜଣ ଲୋକ ଆସି ତାଙ୍କୁ ଅଫିସ…

ସୁଲତାନ ଆଜଲାନ ଶାହ କପ୍‌ ହକିରେ ନିଜର ଶେଷ ମ୍ୟାଚ୍‌ରେ ଭାରତ ୧୦-୦ର ବଡ ବ୍ୟବଧାନରେ ବିଜୟୀ ହୋଇଛି। ଏହିତ ମ୍ୟାଚ୍‌ ପୂର୍ବରୁ ଫାଇନାଲରେ ପ୍ରବେଶ କରି…

ନିର୍ବାଚନରେ ଲଢୁଥିବା ସମସ୍ତ ପ୍ରାର୍ଥୀ ନିଜ ବିରୋଧରେ ଚାଲିଥିବା ତଥା ରହିଥିବା ଅପରାଧୀକ ମାମଲାର ପୃଷ୍ଠଭୂମି ଉପରେ ସୂଚନା ଦେବେ ବୋଲି  ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ…

ଅମ୍ପାୟାରଙ୍କ ଖାମଖିଆଲ୍ ଗୁଣ ଯୋଗୁଁ କୋହଲି ରାଗିଯାଇ କହିଥିଲେ ଯେ ଆମେ ଆଇପିଏଲ୍ ଖେଳୁଛୁ କୌଣସି କ୍ଲବ୍ କ୍ରିକେଟ୍ ଖେଳୁନାହୁଁ। ମାଲିଙ୍ଗା ବୋଲିଂ କରିଥିବା ଶେଷ ବଲ୍‌ଟି…

ପଟିଦାର ସମ୍ପ୍ରଦାୟର କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଆଗାମୀ ଲୋକ ସଭା ନିର୍ବାଚନ ଲଢ଼ିପାରିବେ ନାହିଁ। ଦଙ୍ଗା ଉସକାଇବା ମାମଲାରେ ହାର୍ଦ୍ଦିକଙ୍କ ଦଣ୍ଡାଦେଶକୁ କମ୍‌ କରିବାକୁ ହାଇକୋର୍ଟ…

ୟୁରୋ କପ୍‌ ୨୦୧୯ ନିମେନ୍ତ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ସ୍ପେନ୍‌, ରୋମାନିଆ ଏବଂ ଇଟାଲୀ ବିଜୟ ହାସଲ କରିଛନ୍ତି। ମାଲ୍‌ଟା ବିପକ୍ଷ ମ୍ୟାଚ୍‌ରେ ସ୍ପେନ୍‌ ୨-୦ରେ ବିଜୟ…

ରାଜନୈତିକ ଦଳମାନେ ନିର୍ବାଚନ ମଇଦାନରେ ବଳ କଷାକଷି କରିବା ବେଳକୁ ଦଳର ପ୍ରାର୍ଥୀମାନେ ଦଳ ବଦଳ ପ୍ରକ୍ରିୟା ଚାଲୁ ରଖିଛନ୍ତି । ଟିକେଟ ଅସନ୍ତୁଷ୍ଟ ନେଇ ପ୍ରାର୍ଥୀମାନେ…

ବିଜେପିର ଆନନ୍ଦପୁର ପ୍ରାର୍ଥୀ ଭାଗିରଥୀ ସେଠୀ ବିଜେପିରେ ମିଶିବା ପରେ ଏହାକୁ ନେଇ ଏବେ ଓଡ଼ିଶା ରାଜନୀତି ବେଶ୍‌ ଗରମ ହୋଇଛି। ଭାଗିରଥୀ ବିଜେପିର ଅନ୍ତଃକନ୍ଦଳ ପାଇଁ…

ଗତ ବୁଧବାର ଦିନ ଡିଆରଡିଓର ବୈଜ୍ଞାନିକମାନେ ନିର୍ମାଣ କରିଥିବା ଆଣ୍ଟି ସ୍ୟାଟେଲାଇଟ୍‌ ମିସାଇଲ୍‌ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ଘୋଷଣା କରିଥିଲେ। ଏହି…

ବିହାର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଆରଜେଡ଼ି ନେତ୍ବତ୍ବାଧୀନ ମହାମେଣ୍ଟ। ଆରଜେଡି ନେତା ତେଜସ୍ବୀ ଯାଦବ ସାମ୍ବାଦିକ ସମ୍ମିଳନୀ କରି ପ୍ରାର୍ଥୀ ତାଲିକା ସହିତ…

ଫିଲ୍ମି ଫ୍ରାଇଡେରେ ପରଦାକୁ ଆସିଛି ଦୁଇଟି ବଲିଉଡ୍‌ ଫିଲ୍ମ ।  ଗୋଟିଏ ହେଉଛି ସଲମାନ୍ ଖାନ୍‌ ପ୍ରଡକ୍ସନ ହାଉସ୍‌ ଦ୍ୱାର ନିର୍ମିତ ରୋମାଣ୍ଟିକ୍‌ ଫିଲ୍ମ ‘ନୋଟ୍‌ବୁକ୍‌’ ଓ…

ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ‘ବିଜୁ ବାବୁ’ ଆଜି ପରଦାକୁ ଆସିଛି । ନୀଳମାଧବ ପଣ୍ଡାଙ୍କ ନିବେଦିତ ଏହା ପ୍ରଥମ ଓଡ଼ିଆ ଫିଚର ଚଳଚ୍ଚିତ୍ର। ବିଜୁ ବାବୁଙ୍କୁ ଅନ୍ତର୍ଜାତୀୟ…

ଓଡ଼ିଶା ରାଜନୀତିରେ ଏବେ ଚାଲିଛି ଦଳବଦଳ କାର୍ଯ୍ୟକ୍ରମ। ଟିକେଟ୍‌ ନ ପାଇବା ପରେ ଅସନ୍ତୋଷ ବ୍ୟକ୍ତ କରି ଦଳ ବଦଳ କରୁଛନ୍ତି ପ୍ରାର୍ଥୀମାନେ। ତେବେ ଏଥିରେ ଟିକେ…

ଶୁକ୍ରବାର ସୁପ୍ରିମ୍‌କୋର୍ଟ ଚେନ୍ନାଇର ସର୍ବଣା ଭବନ ହତ୍ୟା ମାମଲାର ଦଣ୍ଡାଦେଶ କାଏମ ରଖିଛନ୍ତି । ମାଡ୍ରାସ ହାଇକୋର୍ଟ ସର୍ବଣା ଭବନ ମାଲିକ ପି. ରାଜଗୋପାଳଙ୍କୁ ନିଜର ଜନୈକ…

ଓଡ଼ିଶାରେ ବିଜେପି ଆଜି ନିର୍ବାଚନୀ ଶଙ୍ଖନାଦ କରିଛି। ପ୍ରଧାନମନ୍ତ୍ରୀ ମୋଦି ଜୟପୁର ଜନସମାବେଶେର ଯୋଗ ଦେଇ ଉଭୟ ବିଜେଡ଼ି ଓ କଂଗ୍ରେସ ଉପରେ ଖୁବ୍‌ ଜୋରରେ ବର୍ଷିଛନ୍ତି।…

ସବ୍ରିମାଳା ମନ୍ଦିରରେ ପ୍ରବେଶରୁ ରୋକିବା ପାଇଁ ଜଣେ ମଧ୍ୟ ବୟସ୍କା ମହିଳାଙ୍କୁ ଆକ୍ରମଣ ଅଭିଯୋଗରେ କେରଳ ବିଜେପିର ଜନୈକ ଲୋକସଭା ପ୍ରାର୍ଥୀଙ୍କୁ କେରଳ ପୋଲିସ ଗିରଫ କରିଛି।…

ଯମୁନା ଏକ୍ସପ୍ରେସୱରେ ଶୁକ୍ରବାର ପ୍ରାୟ ୫ଟାରେ ଆଗ୍ରାରୁ ନୋଏଡା ଯାଉଥିବା ଏକ ଯାତ୍ରୀବାହୀ ପର୍ଯ୍ୟଟକ ବସ ଏକ ଡମ୍ପରକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମର୍ମନ୍ତୁଦ…

ପାକିସ୍ତାନରେ ରହିଥିବା ସବୁ ଆତଙ୍କୀ ଶିବିରକୁ ଧ୍ଵଂସ କରିବାକୁ ଆମେରିକା ସଂସଦରେ ପ୍ରସ୍ତାବ ଆଗତ କରାଯାଇଛି। ଆମେରିକା କଂଗ୍ରେସର ସାଂସଦ ସ୍କଟ ପେରି ଏହ ପ୍ରସ୍ତାବ ଆଣିଛନ୍ତି।…

ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ୨୦ଟି ବିଧାନସଭା ଆସନ ପାଇଁ ଏହାର ପ୍ରାର୍ଥୀତାଲିକା ଘୋଷଣା କରାଯାଇଛି। ୧-ତେଲକୋଇ-ଶ୍ରୀ ମୋହନ ହେମ୍ବ୍ରମ ୨-ପାଟଣା-ଶ୍ରୀ ଗୋପେଶ୍ୱର ନାୟକ ୩-ଯଶିପୁର- ଶ୍ରୀ…

ଜମ୍ମୁର ବୁଡ଼ଗମ ଜିଲ୍ଲାରେ ସେନାର ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିବା ପରେ ସେନା ପକ୍ଷରୁ ସର୍ଚ୍ଚ…