ଆଜିର ଖବର

ନିର୍ବାଚନ ପୂର୍ବରୁ ପ୍ରାକ୍‌ ନିର୍ବାଚନୀ ହିଂସା ଆରମ୍ଭ ହୋଇ ଗଲାଣି। କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଘରୁ ଡାକି ନେଇ…

ୟୁରୋ କପ୍‌ ୨୦୨୦ ପାଇଁ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ଅନୁଷ୍ଠିତ ହୋଇଛି। ଇଂଲଣ୍ଡ ଏବଂ ଫ୍ରାନ୍ସ କ୍ରମାଗତ ଦ୍ବିତୀୟ ସହଜ ବିଜୟ ହାସଲ କରିଥିବା ବେଳେ ପର୍ତ୍ତୁଗାଲ…

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ରୁଜୁ ହୋଇଥିବା କୋଲ୍‌ ବ୍ଲକ୍‌ ଆବଣ୍ଟନ ମାମଲାର ତୁରନ୍ତ ତଦନ୍ତ ଶେଷ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ ହୋଇଛି। ଏହାର…

ଏଥର ବାବା ପ୍ରସନ୍ନ ପାଟ୍ଟଶାଣୀ ସାଂସଦ ଭାବେ ନୁହେଁ , ବିଧାୟକ ଭାବେ ଲଢେଇ କରିବେ। ବାବାଙ୍କୁ ନବୀନ ନିବାସ ଡକାଯାଇ ରୋକଠୋକ ଭାବେ ବିଧାୟକ ପ୍ରାର୍ଥୀ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଜେପୁର ବିଧାନସଭା ଆସନରୁ ଲଢିବା ଲାଗି ବିଜେପି ନିଜର ପ୍ରାର୍ଥୀ ଭାବରେ ସନତ ଗଡ଼ତିଆଙ୍କ ନାମ ଘୋଷଣା କରିଛି। ପୂର୍ବରୁ ଏହି…

କାଶ୍ମୀରୀ ପଣ୍ଡିତ ଓ ଭାରତୀୟ ହିନ୍ଦୁଙ୍କ ପାଇଁ ଶାରଦା ପୀଠ କରିଡର ଖୋଲିବା ନେଇ ପାକିସ୍ତାନ ସବୁଜ ସଂକେତ ଦେଇଛି। ଏନେଇ ପାକ୍‌ ବୈଦେଶିକ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ…

ଆଜି କଂଗ୍ରେସର ୪୦ ଜଣିଆ ଷ୍ଟାର୍‌ ପ୍ରଚାରକ ତାଲିକା ଘୋଷିତ ହୋଇଛି। ଏହି ତାଲିକାର ଶୀର୍ଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରହିଥିବାବେଳେ ରାହୁଲ୍‌ଙ୍କ ପଛକୁ ମନମୋହନ…

ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ମହମ ମୂର୍ତ୍ତି ସିଙ୍ଗାପୁରର ମାଡାମ ତୁଷାଦ୍‌ ମ୍ୟୁଜିଅମ୍‌ରେ ଉନ୍ମୋଚିତ ହୋଇଛି । ପ୍ରଭାସଙ୍କ ପରେ ଦ୍ବିତୀୟ ତେଲୁଗୁ ଅଭିନେତା ଭାବରେ ଏହି…

ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିବାବେଳେ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ବ୍ୟାପକ ପ୍ରସ୍ତୁତି ମଧ୍ୟ କରିସାରିଛନ୍ତି। ଆସନ୍ତା ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ଭୋଟର୍‌ ଭେରିଫିଏବଲ୍‌ ପେପର…

ବ୍ରିଟିସ୍ ଅଭିନେତା ବେନେଡିକ୍ଟ କମ୍ବରବ୍ୟାଚ୍‌ଙ୍କୁ କାର୍ କମ୍ପାନି ଏମ୍‌ଜି (ମୋରିସ୍ ଗ୍ୟାରେଜ୍‌ସ) ଇଣ୍ଡିଆ ଏହାର ବ୍ରାଣ୍ଡ୍ ଆମ୍ବାସଡର ଭାବେ ଘୋଷଣା କରିଛି। ଏହି ଖ୍ୟାତନାମା ଅଭିନେତା ଜଣକ…

ଜେଟ ଏୟାରଓ୍ବେଜ୍‌ର ଚେୟାରମ୍ୟାନ୍‌ ପଦବୀରୁ ଅବସର ଗ୍ରହଣ କରିଛନ୍ତି ଏହାର ପ୍ରତିଷ୍ଠାତା ନରେଶ ଗୋୟଲ। ନିଜ ଦ୍ବାରା ୨୫ ବର୍ଷ ତଳେ ଏହି କମ୍ପାନୀକୁ ନିଜ ପତ୍ନୀ…

କେନ୍ଦ୍ରରେ ମହାମେଣ୍ଟ ସରକାର ଗଠନ କରିବ ବୋଲି କହିଛନ୍ତି ଶରଦ ଯାଦବ। ଲାଲୁ ପ୍ରସାଦ ଯାଦବଙ୍କ ଅନୁପସ୍ଥିତିରେ ବିହାରରେ ମହାମେଣ୍ଟର ନିର୍ବାଚନୀ ପ୍ରଚାରର ଦାୟିତ୍ବ ନେଇଥିବା ଯାଦବ…

ଦେଶକୁ ଚୁକ୍ତିଭିତ୍ତିକ ପ୍ରଧାନମନ୍ତ୍ରୀ ନୁହେଁ ବରଂ ଜଣେ  ଉତ୍ତମ ପ୍ରଧାନମନ୍ତ୍ରୀ ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ମୁଖତାର ଆବାସ ନକ୍‌ଭୀ କହିଛନ୍ତି। ସୋମବାର…

ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଳୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଦିଲ୍ଲୀ ୩୭ ରନ୍‌ରେ ମୁ୍ମ୍ବାଇକୁ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ଭାରତୀୟ ଯୁବ ଓ୍ବିକେଟ ରକ୍ଷକ…

କଂଗ୍ରେସ ନିର୍ବାଚନରେ ପୁଣି ଥରେ ଗରିବୀ ହଟାଓକୁ ନିର୍ବାଚନୀ ପ୍ରସଙ୍ଗ କରିଛି। ଆଜି ଦିଲ୍ଲୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି କହିଛନ୍ତି,…

ସୁପ୍ରିମକୋର୍ଟ ଏସପି ନେତା ମୁଲାୟମ ସିଂହ ଯାଦବ ଏବଂ ତାଙ୍କ ପୁଅ ଅଖିଳେଶ ଯାଦବ ବିରୋଧରେ ଆୟବର୍ହିଭୂତ ସଂପତ୍ତି ଠୁଳ କରିବା ମାମଲାରେ ସିବିଆଇକୁ ତଦନ୍ତ ରିପୋର୍ଟ…

ବିଜେପି ରାଜ୍ୟ ଉପସଭାପତି ପୀତାମ୍ବର ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢିବେ। ନବୀନ ପଟ୍ଟନାୟକଙ୍କ ପାରମ୍ପରିକ ଆସନ ହିଞ୍ଜିଳିରେ ପୀତାମ୍ବର ତାଙ୍କୁ ଟକ୍କର ଦେବେ ବୋଲି ସୂଚନା…

ଉତ୍ତରପ୍ରଦେଶରେ ଅଙ୍ଗନଓ୍ବାଡି କର୍ମୀଙ୍କୁ ସରକାରୀ ଚାକିରିଆର ମାନ୍ୟତା ଦେବା ନେଇ ଘୋଷଣା କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ସମଗ୍ର ରାଜ୍ୟରେ ସରକାରଙ୍କ ବିରୋଧରେ ଅଙ୍ଗନଓ୍ବାଡି କର୍ମୀଙ୍କ ମଧ୍ୟରେ…

ବରଗଡ଼ ଲୋକସଭା ଆସନରୁ ବରିଷ୍ଠ ବିଜେପି ନେତା ସୁବାସ ଚୌହାନଙ୍କ ଟିକେଟ୍ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରି ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବା…