ସ୍ୱାସ୍ଥ୍ୟ ଟିପ୍ସ: ଖାଦ୍ୟରେ ସ୍ୱାଦ ଯୋଗାଇବା ପାଇଁ ଦହି ବର୍ତ୍ତମାନ ଏକ ବାଧ୍ୟତାମୂଳକ ବସ୍ତୁରେ ପରିଣତ ହୋଇଛି। ସମସ୍ତେ ଖାଦ୍ୟ ସହିତ ଦହି ଖାଇବାକୁ ପସନ୍ଦ କରନ୍ତି, ତେଣୁ…
ଆଜିର ଖବର
ବ୍ରହ୍ମପୁର: ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ନୂତନ…
ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ଓ ପାକିସ୍ତାନ ମଧ୍ୟରେ ଦ୍ଵିତୀୟ ଦିନିକିଆ ମ୍ୟାଚ ଆଜି ଖେଲାଯାଇଛି। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ 292 ରନ ସ୍କୋର କରିଥିବା ବେଳେ ପାକିସ୍ତାନ କ୍ରିକେଟ୍…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଶେଷ ହୋଇଛି। ଚଳିତ ଥର ଜିଲ୍ଲାରେ ରେକର୍ଡ ସଂଖ୍ୟକ ଚାଷୀଙ୍କ ଠାରୁ ରେକଡ ସଂଖ୍ୟକ ଧାନ ସଂଗ୍ରହ ହୋଇଥିଲେ…
ଭୁବନେଶ୍ଵର: ପ୍ରତିବର୍ଷ ଭଳି ଯାଜପୁର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ତଥା ଜିଲ୍ଲା ପ୍ରତିଷ୍ଠା ଦିବସ – ୨୦୨୫ ମହା ଆଡମ୍ବର ସହକାରେ…
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ନେସନାଲ ମହାବିଦ୍ୟାଳୟ ପରିସର ମଧ୍ୟରେ ମାରାଗୁଡ଼ା ଲୋକ ମହୋତ୍ସବ ୨୦୨୫ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି…
ନୂଆଦିଲ୍ଲୀ: ବିରାଟ କୋହଲି ଟିମ୍ ଇଣ୍ଡିଆ ସହିତ ବିଶ୍ଵ କ୍ରିକେଟର ଫିଟ୍ ଖେଳାଳିଙ୍କ ତାଲିକାରେ ଶୀର୍ଷରେ ଅଛନ୍ତି। କୋହଲିଙ୍କୁ ବର୍ତ୍ତମାନ ପ୍ରାୟ 36 ବର୍ଷ ବୟସ। ସେ…
ନୂଆଦିଲ୍ଲୀ: ଔଷଧ ଏବଂ ପ୍ରସାଧନ ସାମଗ୍ରୀ ଧାରା ୧୯୪୦ ଆଇନ ଅନୁଯାୟୀ, ଔଷଧ ନିରୀକ୍ଷକ ଗୁଣବତ୍ତା ଯାଞ୍ଚ ପାଇଁ ଔଷଧ ନମୁନା ସଂଗ୍ରହ କରନ୍ତି। ଏହା ସହିତ,…
ନୂଆଦିଲ୍ଲୀ: ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ମେ ୧ରୁ ୪, ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ୱାର୍ଲ୍ଡ ଅଡିଓ ଭିଜୁଆଲ ଆଣ୍ଡ ଏଣ୍ଟରଟେନମେଣ୍ଟ ସମିଟ (ୱେଭ୍ସ)ର…
ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଚିଲି ଗଣତନ୍ତ୍ରର ରାଷ୍ଟ୍ରପତି ଗାବ୍ରିଏଲ ବୋରିକ ଫଣ୍ଟ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ୭୬ ବର୍ଷ…
ନୂଆଦିଲ୍ଲୀ: କେନ୍ଦ୍ର ସରକାର ୱକଫ ବୋର୍ଡର କାର୍ଯ୍ୟକୁ ବ୍ୟବସ୍ଥିତ କରିବା ସହିତ ୱକଫ ସମ୍ପତ୍ତିର ଦକ୍ଷ ସୁପାରିଚାଳନା ପାଇଁ ୱକଫ ସଂଶୋଧନ ବିଲ୍ ୨୦୨୪ ଏବଂ ମୁସଲମାନ…
ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ୬୨ତମ ପ୍ରତିଷ୍ଠା ଦିବସ ଅବସରରେ ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ…
ପୁରୀ: ଆଜି ଚୈତ୍ର ଶୁକ୍ଳ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ…
ଭୁବନେଶ୍ଵର: ପୂର୍ବତଟ ରେଳବାଇର ୱାଲଟିୟର ରେଳ ମଣ୍ଡଳ ପାରଳାଖେମୁଣ୍ଡି ଲାଇଟ୍ ରେଳବାଇର 125ତମ ବାର୍ଷିକୀ ପାଳନ କରି ଏକ ସ୍ମାରକୀ ସମାରୋହ ଆୟୋଜନ କରିଥିଲା। ଏହି ମହାନ…
ନୂଆଦିଲ୍ଲୀ: କେନ୍ଦ୍ର ରେଳ, ସୂଚନା ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମରେ ଆୟୋଜିତ ଓଡ଼ିଶା ଦିବସ ସମାରୋହକୁ…
ମେଷ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଲାଭ ଏବଂ ଚାକିରିରେ ଅଭିବୃଦ୍ଧି ହେଉଛି । କାର୍ଯ୍ୟରେ ସଫଳତା ଲାଭଜନକ ପରିସ୍ଥିତି ସୃଷ୍ଟି…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଆଜି ଓଡ଼ିଶା ଦିବସ ମହାସମାରୋହରେ ପାଳନ ହୋଇଯାଇଛି। ପ୍ରାତଃ ଘ ୪.୩୦ ମି. ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ…
କଟକ: ଓଡ଼ିଶା ପୋଲିସର ମୂଳ ମନ୍ତ୍ର ହେଉଛି “ସେବା ଓ ସୁରକ୍ଷା”। ସମାଜର ଦୁର୍ବଳ ଶ୍ରେଣୀ, ଅବହେଳିତ, ନିଷ୍ପେସିତ, ମହିଳା ଓ ଶିଶୁଙ୍କୁ ଉପଯୁକ୍ତ ପୋଲିସ ସେବା…
ନୂଆଦିଲ୍ଲୀ: ଦେଶବ୍ୟାପୀ ଯୁବ ବନ୍ଧୁମାନଙ୍କୁ ଗ୍ରୀଷ୍ମ ଛୁଟି ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସେମାନଙ୍କୁ ଏହି ସମୟକୁ ଉପଭୋଗ, ଶିକ୍ଷା ଏବଂ…
ଭୁବନେଶ୍ୱର: ଆଧୁନିକ ସୁବିଧା, ବର୍ଦ୍ଧିତ ଯାତ୍ରୀ ଅଭିଜ୍ଞତା ଏବଂ ଦୀର୍ଘକାଳୀନ ସ୍ଥାୟୀତ୍ୱ ଉପରେ ଧ୍ୟାନ ଦେଇ ସାରା ଭାରତରେ ଷ୍ଟେସନଗୁଡ଼ିକୁ ଉନ୍ନତ କରିବା ପାଇଁ ରେଳ ମନ୍ତ୍ରଣାଳୟ…
ନୂଆଦିଲ୍ଲୀ: ନବରାତ୍ରିରେ ଦେବୀ ମା’ଙ୍କ ପୂଜା ଦ୍ୱାରା ମନକୁ ଅସୀମ ଶାନ୍ତି ମିଳିଥାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି। ଏଥିସହ ସେ ପଣ୍ଡିତ ଭୀମସେନ…

