ଜମାରାଶି ଉପରେ ସୁଧହାର ହ୍ରାସ କରିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ଅଗଷ୍ଟ 1 ତାରିଖରୁ ଏହି ନୂତନ ସୁଧହାର ଲାଗୁ କରାଯିବ ବୋଲି ଜଣାପଡିଛି ।…
ଆଜିର ଖବର
ଓଡ଼ିଶା ରସଗୋଲାକୁ ମିଳିଲା ଜିଆଇ ମାନ୍ୟତା । ରସଗୋଲା ଲଢେଇରେ ଓଡ଼ିଶା ବାଜିମାତ୍ କରିଛି । ପୂର୍ବରୁ ରସଗୋଲାକୁ ନେଇ ପଶ୍ଚିମବଙ୍ଗ ସହ ଲଢେଇ ହୋଇଥିଲା ।…
କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଦେଖି କଂଗ୍ରେସ ନେତା ନରସିଂହ ଆଜି ବର୍ଷିଛନ୍ତି । ନରସିଂହ ମିଶ୍ର କହିଛନ୍ତି ଯେ, କିଛି ଲୋକ ଗାନ୍ଧି ହତ୍ୟାକାରୀ ଗଡ୍ସେ ଫଟୋଙ୍କୁ…
ସୋମବାର ବାଚସ୍ପତି କେ ଆର ରମେଶ କୁମାର ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ସୋମବାର ୟେଦୁରପ୍ପା ସରକାର ଆସ୍ଥା ଭୋଟରେ ବିଜୟୀ ହେବା ପରେ…
ଜମ୍ମୁ କାଶ୍ମୀରର ପୁଞ୍ଚ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଏହି ଘଟଣାରେ ଜଣେ 10 ବର୍ଷର ଶିଶୁ ପ୍ରାଣ ହରାଇଥିବା ଜଣାପଡିଛି…
ସମାଜବାଦୀ ପାର୍ଟିର ସାଂସଦ ଆଜମ୍ ବିଜେପି ସାଂସଦ ରମାଦେବୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ପାଇଁ ଆଜି ଲୋକସଭାରେ କ୍ଷମା ମାଗିଛନ୍ତି । ସୋମବାର ଲୋକସଭାରେ ଗୃହ କାର୍ଯ୍ୟ…
କର୍ଣ୍ଣାଟକ ରାଜନୀତିରେ ସବୁଦିନେ କିଛି ନା କିଛି ରୋଚକ ମୋଡ଼ ଦେଖିବାକୁ ମିଳିଥାଏ । ତେବେ କର୍ଣ୍ଣାଟକରେ ଆସ୍ଥା ଭୋଟ୍ରେ ଜିତିଛନ୍ତି ନୂତନ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା ।…
ଟୁର୍ ଡି ଫ୍ରାନ୍ସର ନୂତନ ବିଜେତା ଭାବରେ ଉଭା ହୋଇଛନ୍ତି ଏଗାନ୍ ବର୍ଣ୍ଣାଲ । ପ୍ରଥମ କଲମ୍ବିଆ ଖେଳାଳି ଭାବରେ 22 ବର୍ଷୀୟ ବର୍ଣ୍ଣାଲ ଏହି ଟୁର୍ଣ୍ଣାମେଣ୍ଟରେ…
ଭାରତ ସରକାର ବାଘମାନଙ୍କ ସୁରକ୍ଷା ପାଇଁ ବଦ୍ଧ ପରିକର ଅଛନ୍ତି । 2018ର ବ୍ୟାଘ୍ରଗଣନା ରିପୋର୍ଟ ଅନୁଯାୟୀ ଭାରତରେ 2976ଟି ବାଘ ଅଛନ୍ତି । ଅନ୍ତର୍ଜାତୀୟ ବ୍ୟାଘ୍ର…
ଆଜି କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ ବି ଏସ୍ ୟେଦ୍ୟୁରପ୍ପା । ଗତକାଲି 14 ବିଦ୍ରୋହୀ ବିଧାୟକଙ୍କୁ ବରଖାସ୍ତ କରାଯିବା ପରେ ସଂଖ୍ୟାଗଣିତରେ ଆଗୁଆ…
ନାଇଜେରିଆରେ ଏକ ଆତଙ୍କବାଦୀ ଆକ୍ରମଣରେ 60 ଜଣଙ୍କର ମୃତ୍ୟୁ ଘଟିଛି । ଉତ୍ତର ପୂର୍ବ ନାଇଜେରିଆରେ ବୋକୋ ହାରାମ ଆତଙ୍କୀ ସଙ୍ଗଠନ ପକ୍ଷରୁ 60 ଜଣଙ୍କୁ ହତ୍ୟା…
ଆସନ୍ତା ଅଗଷ୍ଟ 4 ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ 1 ତାରିଖରୁ ବର୍ଷା ବଢିପାରେ । ତେବେ ଆଗାମୀ…
ହରିୟାଣାର ଗୁରୁଗ୍ରାମଠାରେ ମେଘାଳୟ ବିଧାନସଭାର ବାଚସ୍ପତି ଡନ୍କୁପାର ରାୟଙ୍କ ଦେହାନ୍ତ ହୋଇଯାଇଛି । ଦୀର୍ଘଦିନ ହେବ ରୋଗରେ ପୀଡ଼ିତ ଥିବା ଡନ୍କୁପାର ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ସମୟରେ…
କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। କଂଗ୍ରେସର ନୂତନ ଅଧ୍ୟକ୍ଷକୁ ନେଇ କଂଗ୍ରେସ ବରିଷ୍ଠ ନେତା ଶଶୀ ଥରୁର୍ ନିଜର ମତ…
ଛ ଥର ବିଶ୍ବ ଚାମ୍ପିୟନ୍ ଏମ୍ ସି ମେରୀକମ୍ 23 ତମ ପ୍ରେସିଡେଣ୍ଟସ୍ କପ୍ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । 51 କିଗ୍ରା ବର୍ଗରେ ଅଷ୍ଟ୍ରେଲିଆର…
ସମୀକ୍ଷା ବ୍ୟୁରୋ ୨୮ଜୁଲାଇ୧୯୮୬ରେ ଜନ୍ମିତ ମାଲାୟଲମ୍ ହାର୍ଟଥ୍ରୋବ୍ ଦୁଲ୍କର ସଲ୍ମାନ ଆଜି ୩୩ ବର୍ଷରେ ପଦାର୍ପଣ କରିଛନ୍ତି । କେବଳ ମାଲାୟଲମ ନୁହେଁ ବରଂ ତାମିଲ, ତେଲୁଗୁ ଏବଂ…
ଜମ୍ମୁ କାଶ୍ମୀରର ପିପୁଲ୍ସ୍ ଡେମୋକ୍ରାଟିକ୍ ପାର୍ଟି (ପିଡିପି)ର ରବିବାର ୨୦ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏହି ଅବସରରେ ପିଡିପି ଅଧ୍ୟକ୍ଷ ତଥା ଜମ୍ମୁକାଶ୍ମୀରର ପୂର୍ବତନ…
ଆନ୍ଧ୍ରପ୍ରଦେଶରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ସଡକ ଦୁର୍ଘଟଣାରେ 4 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 2 ଜଣ ଗୁରୁତର ଭାବରେ ଆହତ…
ଜମ୍ମୁ କଶ୍ମୀରର ବାରମୁଲା ଜିଲ୍ଲାରେ ଜାତୀୟ ତଦନ୍ତ କାରୀ ସଂସ୍ଥା (ଏନଆଇଏ) ରେଡ୍ କରିଛି। ଆତଙ୍କବାଦୀ କାର୍ଯ୍ୟକଳାପକୁ ସକ୍ରିୟ କରିବା ପାଇଁ ସୀମା ପାର ଫଣ୍ଡିଂ ହୋଇଥିବା…
ବ୍ରୁକ୍ଲିନ୍ର ଏକ ପାର୍କରେ ଗୁଳିକାଣ୍ଡ ଘଟିଛି । ଏହି ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 11 ଜଣ ଆହତ ହୋଇଛନ୍ତି । ଶନିବାର ବିଳମ୍ବିତ ରାତିରେ…
ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ତିନି ଆଫ୍ରିକୀୟ ଦେଶ ଗସ୍ତରେ ବାହାରିଛନ୍ତି। ରାଷ୍ଟ୍ରପତି ବେନିନ୍, ଜାମ୍ବିଆ ଏବଂ ଗ୍ୟୁନିଆ ଆଦି ରାଷ୍ଟ୍ର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।…

