ଆଜିର ଖବର

ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ…

ଭୁବନେଶ୍ବର: ଆଜି ମହାଶିବରାତ୍ରିରେ ପ୍ରଭୃ ଲିଙ୍ଗରାଜ ମନ୍ଦିର ଘଟିଲା ମହା ଅଘଟଣ। ମହାଦୀପ ନେଇ ମନ୍ଦିର ଉପରକୁ ସେବକ ଯିବା ବେଳେ ସେ ଖସିପଡି ତଳେ ପଡିଯାଇଥିଲେ।…

ଭୁବନେଶ୍ବର: ଆଜି ପ୍ରଭୃ ଲିଙ୍ଗରାଜଙ୍କ ମହାଦୀପ ନିର୍ଦ୍ଧାରିତ ସମୟର 40 ମିନିଟ ବିଳମ୍ବରେ ଉଠିଛି। ଭକ୍ତମାନେ ଅତୁର ଚିତରେ ଏହି ମହାଦୀପ ଦେଖିବା ପାଇଁ ଅପେକ୍ଷା କରି…

ଢେଙ୍କାନାଳ: ଆଜି ପବିତ୍ର ମହାଶିବରାତ୍ରିରେ ଶୈବପୀଠ କପିଳାସରେ ଭକ୍ତମୟ ପରିବେଶ ସୃଷ୍ଟି ହୋଇଛି। ବହୁ ଭକ୍ତଙ୍କ ଭିଡ ଲାଗିଛି। ଜ଼ିଲ୍ଲା ପ୍ରଶାସନ ଓ ଦେବୋତ୍ତର ବିଭାଗ ତରଫରୁ…

ଭୁବନେଶ୍ଵର: ପବିତ୍ର ମହାଶିବରାତ୍ରି ଉପଲକ୍ଷେ ପଶ୍ଚିମ ଓଡ଼ିଶାର ପ୍ରମୁଖ ପବିତ୍ର ଶୈବ ପୀଠ ହରିଶଙ୍କର ମନ୍ଦିର ଠାରେ ଆଜି ଭକ୍ତଙ୍କ ପ୍ରବଳ ଜନସମାଗମ ଦେଖାଦେଇଛି। ଭୋର ସକାଳୁ…

ନୂଆଦିଲ୍ଲୀ: ବିହାରରେ ଆଜି ମନ୍ତ୍ରୀ ପରିଷଦର ସଂପ୍ରସାରଣ କରାଯାଇଛି। ନୀତିଶ କୁମାରଙ୍କ ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳରେ ସାତ ଜଣ ନୂତନ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି। ରାଜ୍ୟପାଳ ଆରିଫ୍ ମହମ୍ମଦ…

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫିର ଉତ୍ସାହ ଶିଖରରେ ପହଞ୍ଚିଛି। ଟୁର୍ଣ୍ଣାମେଣ୍ଟର ସାତୋଟି ମ୍ୟାଚ୍ ପରେ ଅନେକ ଦଳ ସେମିଫାଇନାଲ ଦୌଡ଼ରୁ ବାହାରିଯାଇଛନ୍ତି। ଯେହେତୁ ଲିଗ୍ ପର୍ଯ୍ୟାୟ ମ୍ୟାଚ୍…

ନୂଆଦିଲ୍ଲୀ: ମହାକୁମ୍ଭରେ କୋଟି କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି ଏବଂ ସଙ୍ଗମରେ ସ୍ନାନ କରୁଥିବା ଲୋକଙ୍କ ମଧ୍ୟରେ ରାଜନୀତି, କ୍ରୀଡା ଏବଂ ଚଳଚ୍ଚିତ୍ର ଜଗତର ସେଲିବ୍ରିଟିମାନେ ମଧ୍ୟ…

ବାଲୁଗାଁ: ଆଜି ପବିତ୍ର ମହାଶିବରାତ୍ରୀ ଅବସରରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ ଅନ୍ତର୍ଗତ ଚ଼ଣ୍ଡେଶ୍ବରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଚ଼ଣ୍ଡିହରଦେବ, ଦେବୀ ମା’ ଦୁର୍ଗା, ହରିପୁରର…

ବାଲୁଗାଁ: ଆଜି ପୂର୍ବାହ୍ନରେ ପୂର୍ବ ଶତ୍ରୁତାକୁ ନେଇ ବାଲୁଗାଁ ଏନଏସି ଉପାଧ୍ୟକ୍ଷ ଭଗବାନ ପ୍ରଧାନଙ୍କୁ ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଖବର ମୁତାବକ ୧୧ ନଂ…

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀଠାରେ ଭାରତୀୟ ସିଡ୍ କୋଅପରେଟିଭ୍ ସୋସାଇଟି ଲିମିଟେଡ୍ (ବିବିଏସ୍ଏସ୍ଏଲ୍)ର ପାରମ୍ପରିକ/ମିଠା ମଞ୍ଜି ସମ୍ବନ୍ଧରେ…

ଗୁଆହାଟୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଆସାମରେ କମ୍ପାନୀର ନିବେଶକୁ ଚାରି ଗୁଣ ବୃଦ୍ଧି କରି ୫୦୦୦୦ କୋଟି ଟଙ୍କା…

ଭୁବନେଶ୍ୱର: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ପ୍ରୟାଗରାଜ ମହାକୁମ୍ଭ ପରିଦର୍ଶନ…

ନୂଆଦିଲ୍ଲୀ: ଆଜି ମନ୍ତ୍ରୀମଣ୍ଡଳ ଅଦଳବଦଳ ତଥା ସଂପ୍ରସାରଣ କରାଯିବ। ଯାହାକୁ ନେଇ ବିହାର ରାଜନୀତି ବେଶ ଉଠୁଛି ପଡୁଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ଅଦଳବଦଳ…

ନୂଆଦିଲ୍ଲୀ: ଆଇସିସି ବୁଧବାର ସର୍ବଶେଷ ODI ମାନ୍ୟତା ପ୍ରକାଶ କରିଛି। ଏଥିରେ ବିରାଟ କୋହଲି ଉପକୃତ ହୋଇଛନ୍ତି। ଚାମ୍ପିଅନ୍ସ ଟ୍ରଫି 2025 ମ୍ୟାଚରେ ପାକିସ୍ତାନ ବିପକ୍ଷରେ କୋହଲି…

ଭୁବନେଶ୍ବର: ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ବାସଭବନରେ ଆରମ୍ଭ ହୋଇଛି ବୈଠକ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସଭାପତି ମନମୋହନ ସାମଲ,…

ନୂଆଦିଲ୍ଲୀ: ଓମଡୁରମାନ ସହରରେ ସୁଦାନର ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁଃଖଦ ଦୁର୍ଘଟଣାରେ ଅତି କମରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ସାମରିକ ଏବଂ…

ଭଦ୍ରକ: ଆଜି ମହାଶିବରାତ୍ରିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭଦ୍ରକର ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିଛନ୍ତି। ଏହି ଦର୍ଶନ ସମୟରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସାମିଲ ହୋଇଥିଲେ।…

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଅବସ୍ଥିତ କେଦାରନାଥ ଧାମର ଦ୍ଵାର କେବେ ଖୋଲିବ ଭକ୍ତମାନେ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ଦ୍ଵାର ଖୋଲିବାର ତାରିଖ ଏବଂ ସମୟ ଘୋଷଣା କରାଯାଇଛି। ସୂଚନା…

ନୂଆଦିଲ୍ଲୀ: ଆଜି ହେଉଛି ମହାକୁମ୍ଭ ମେଳାର ୪୫ ତମ ତଥା ଶେଷ ଦିନ। ଆଜି ମଧ୍ୟ ମହାଶିବରାତ୍ରୀର ସ୍ନାନ ପର୍ବରେ ଭକ୍ତଙ୍କ ଭିଡ ଜମିଛି। ଆଜି ମଧ୍ୟାହ୍ନ…