ଆଜିର ଖବର

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ବଡ ଧରଣର ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଗୁରୁବାର ସକାଳେ ଦ୍ରୁତ ଗତିରେ ଲକ୍ଷ୍ନୌରୁ ଆଗ୍ରା ଆସୁଥିବା ଏକ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆକ୍ରମଣ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ସେ ଏକାଧିକ ଟ୍ବିଟ୍‌ ଜରିଆରେ କହିଛନ୍ତି, ପୁଲଓ୍ବାମା ଆକ୍ରମଣ ମୋଦିଙ୍କୁ ରାଜନୈତିକ ଫାଇଦା…

ଆନ୍ଧ୍ରପ୍ରଦେଶରେ ଜନସେନା ଦଳର ଜଣେ ବିଧାୟକ ପ୍ରାର୍ଥୀ ନିର୍ବାଚନୀ ବୁଥ୍‌ରେ ଇଭିଏମ୍‌ ଭାଙ୍ଗିଛନ୍ତି। ଇଭିଏମ୍‌ ଭାଙ୍ଗିବା ପରେ ବିଧାୟକ ପ୍ରାର୍ଥୀଙ୍କୁ ପୋଲିସ୍‌ ଗିରଫ କରି ନେଇଛି। ଗୁରୁବାର…

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ମତଦାନ ଆରମ୍ଭ ହୋଇସାରିଛି। ଭୋଟରମାନେ ୪ଲୋକସଭା ଓ ୨୮ ଟି ବିଧାନସଭା ପାଇଁ ମତଦାନ କରୁଛନ୍ତି। ତେବେ ରାଜ୍ୟର…

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଶାନ୍ତିପୂର୍ଣ୍ଣ ଭାବେ ମତଦାନ ପାଇଁ ପୁଲିସ ଏବଂ ପ୍ରଶାସନ ପକ୍ଷରୁ ବୁଥ୍‌…

ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୨୦ଟି ରାଜ୍ୟର ୯୧ ଲୋକସଭା ଆସନରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି। ଏହି ରାଜ୍ୟଗୁଡ଼ିକ ମଧ୍ୟରୁ…

ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରସଙ୍ଗରେ ପୁରୀ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଜର ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଯେ, ୨୫୦୩ ବର୍ଷ ପୂର୍ବେ ଆଦି ଶଙ୍କରାଚାର୍ଯ୍ୟ…

ନିର୍ବାଚନ ଆୟୋଗ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ସାମ୍ପ୍ରଦାୟିକ ଭାବନାକୁ ଆଘାତ କରିବା ଉପରେ ବୟାନ ଦେଇ ଆଚାର ସଂହିତା ଉଲ୍ଲଂଘନ ହୋଇଥିବା ହେତୁ ନୋଟିସ୍‌…

ଦେଶର ସବୁଠୁ ଅଧିକ ୧୫ ପ୍ରଦୂଷିତ ସହର ତାଲିକାରେ ଭାରତର ୧୪ଟି ସହର ରହିଛି। ପଲ୍‌ଟିକାଲ୍‌ ଲିଡର୍ସ ପୋଜିସନ୍‌ ଏଣ୍ଡ୍‌ ଆକ୍ସନ୍‌ ଏବଂ ଏୟାର କ୍ବାଲିଟି ଇନ୍‌…

ପ୍ରଥମ ପର୍ଯ୍ୟାୟରେ ହେଉଥିବା ଲୋକସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣର ସମୟ ସଂପର୍କରେ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେଉଥିବା…

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁୂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସମଗ୍ର ଭାରତ ବର୍ଷରେ ନିର୍ବାଚନ କମିଶନଙ୍କ ବେଆଇନ ଏବଂ ଅଗଣତାନ୍ତ୍ରିକ…

ବିଜେପିରେ ସାମିଲ ହୋଇଛନ୍ତି କିରୋରି ସିଂହ ବୈଂଶଲ। ରାଜସ୍ଥାନରେ ଗୁଜ୍ଜର ସଂପ୍ରଦାୟଙ୍କ ସଂରକ୍ଷଣ ପାଇଁ ଆନ୍ଦୋଳନ କରୁଥିବା କିରୋରି ସିଂହ ବୈଂଶାଲ ଆଜି ବିଜେପିରେ ସାମିଲ ହୋଇଛନ୍ତି।…

‘ପିଏମ୍ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ର ମୁକ୍ତିଲାଭ ଉପରେ ଲାଗିଲା ରୋକ୍‌। ନିର୍ବାଚନ ଆୟୋଗ (ଇସି) ବୁଧବାର ଅଭିନେତା ବିବେକ ଓବରୟଙ୍କ ଅଭିନୀତ ‘ପିଏମ୍‍ ନରେନ୍ଦ୍ର ମୋଦୀ’ ଚଳିଚ୍ଚିତ୍ର…

ସିିଙ୍ଗାପୁର ଓପନ ବ୍ୟାଡମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ସହଜ ବିଜୟ ହାସଲ କରିଛନ୍ତି ଦୁଇ ଭାରତୀୟ ସୁପରଷ୍ଟାର ପିଭି ସିନ୍ଧୁ ଏବଂ ସାଇନା ନେହ୍ବାଲ। ପ୍ରଥମେ ମୁକାବିଲାରେ…

ଭୁବନେଶ୍ବରରେ ଅନୁଷ୍ଠିତ ଏସିଆନ୍‌ ଚାମ୍ପିୟନ୍‌ସିପ୍‌ରେ ନିଷିଦ୍ଧ ଡ୍ରଗ୍ସ ସେବନ ପାଇଁ ବାସନ୍ଦ ହୋଇଥିବା ସଟ୍‌ପୁଟର୍‌ ମନ୍‌ପ୍ରୀତ୍‌ କୌରଙ୍କୁ ଜାତୀୟ ଆଣ୍ଟି ଡୋପିଂ ସଂସ୍ଥା(ନାଡା) ପକ୍ଷରୁ ୪ ବର୍ଷ…

ଆସନ୍ତା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅମେଠିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ରାହୁଲ ଗାନ୍ଧୀ…

ଭେଟରାନ୍‌ ଟେନିସ୍‌ ଖେଳାଳି ଲିଆଣ୍ଡର ପେସ୍‌ ଫ୍ରାନ୍ସର ବେନୋଏଟ୍‌ ପେୟରଙ୍କୁ ସାଥୀ କରି ମରକ୍କୋ ଏଟିପି ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟର ଡବଲ୍ସ ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ୭-୬ ଏବଂ…

ପାକିସ୍ତାନ ପ୍ରଧାନମନ୍ତ୍ରୀ ମନ୍ତବ୍ୟ ପରେ ଏହାକୁ ନେଇ ରାଜନୀତି ବେଶ୍‌ ଉଷ୍ମ। ବିଜେପିକୁ କଂଗ୍ରେସ ସମେତ ଆପ୍‌ ମଧ୍ୟ ଘେରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲା ପାକିସ୍ତାନ…

କେନ୍ଦ୍ରାପଡ଼ାରୁ ଟିକେଟ୍‌ ନ ମିଳିବାରୁ ଅସନ୍ତୁଷ୍ଟ ଥିବା ସିପ୍ରା ମଲ୍ଲିକ ରୋଷ ରଖି କେନ୍ଦ୍ରାପଡ଼ାରୁ ବିଧାୟକ ଭାବେ ସ୍ବାଧୀନ ଭାବେ ଲଢିବାକୁ ନିଷ୍ପତ୍ତି ନେଇ ନାମାଙ୍କନ ପତ୍ର…

ବନ୍ଧୁକ ରଖିବା ଅଭିଯୋଗରେ ସିଏମ୍‌ସିର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ  ସ୍ପେଶାଲ ଫ୍ଲାଇଙ୍ଗ ସ୍କ୍ବାଡ ଗିରଫ କରିଛି। ବିଜେଡିର ଏହି ପୂର୍ବତନ କର୍ପୋରେଟର ପୁଣି ଗିରଫ ହୋଇଛନ୍ତି।…