ଆଜିର ଖବର

ନୂଆଦିଲ୍ଲୀ: ଭୁବନେଶ୍ବରରୁ ସିଧା ସୁରତ ଏବଂ ରାଜସ୍ଥାନର ଜୟପୁରକୁ ବିମାନ ଚଳାଚଳ କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। ଆଜି ନୂଆଦିଲ୍ଲୀରେ ସାଂସଦ…

ନୂଆଦିଲ୍ଲୀ: ବେସରକାରୀ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଉପଭୋକ୍ତାମାନଙ୍କ ପାଇଁ ସମୟ ସମୟରେ ନୂତନ ଯୋଜନା ଲାଗୁ କରିଥାଏ। ଏହି ପରିପ୍ରେକ୍ଷୀରେ କମ୍ପାନୀ ବର୍ତ୍ତମାନ ଏକ ନୂତନ…

ଭୁବନେଶ୍ଵର: ଖରୀଆର ରୋଡ ନଗର ଅଧ୍ୟକ୍ଷାଙ୍କ ଦିଲ୍ଲୀ ଗସ୍ତ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ନଗର ଅଧ୍ୟକ୍ଷା ସୋନିଆ…

ନୂଆପଡ଼ା: ଖଡିଆଳ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା କାର୍ଯ୍ୟାଳୟ ପରିସର ମଧ୍ୟରେ ଡିଜିଟାଲ ପେମେଣ୍ଟ ସଚେତନତା ଅଭିଯାନ ସହିତ, ୟୁପିଆଇ ଏବଂ ଡିଜିଟାଲ ଠକେଇ…

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନର ଚତୁର୍ଥ ଦିନ ହୁଏତ ବିରୋଧୀଙ୍କ ହଟ୍ଟଗୋଳ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥାଇପାରେ, କିନ୍ତୁ ଆଜି ଗୃହ ମୁଲତବୀ ହେବା ପୂର୍ବରୁ ଏକ ବଡ଼…

ନୂଆଦିଲ୍ଲୀ: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଆଜି ସଂସଦରେ ତାଙ୍କର ନୂତନ ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି। ଚାରି ଲକ୍ଷରୁ ଅଧିକ ଭୋଟରେ ୱାୟନାଡ ଲୋକସଭା ଉପ-ନିର୍ବାଚନରେ…

ଭୁବନେଶ୍ବର: ରାଜସ୍ଥାନର ଜୟପୁର ସ୍ଥିତ ମଣିପାଲ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଓଡ଼ିଆ ପ୍ରଫେସର ଡକ୍ଟର ଫକୀର ମୋହନ ନାହାକ ଏବଂ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଡକ୍ଟର ଚଞ୍ଚଲ ସଚ୍ଚଦେବା…

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସଦର ଥାନା ଅର୍ନ୍ତଗତ ରୋହିଗାଁରେ ମଧୁସୂଦନ ଯେନା ନାମକ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଦାଦା ଘନ…

ଭୁବନେଶ୍ୱର: ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ  ଭାରତର ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବର ଏକ ଅଂଶ ଭାବରେ ପ୍ରତିଷ୍ଠାନ ପକ୍ଷରୁ ୨୬…

ଭୁବନେଶ୍ଵର: ଆଜି ଢେଙ୍କାନାଳ ଜ଼ିଲ୍ଲା ପ୍ରଶାସନ ତରଫରୁ ଭାରତୀୟ ସେନା ଅଗ୍ନିପଥ ନିଯୁକ୍ତି ନିମନ୍ତେ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି। ଅଗ୍ନିପଥ ଯୋଜନା ଅଧୀନରେ ଢେଙ୍କାନାଳ,…

ମୁମ୍ବାଇ: ମୁମ୍ବାଇ ପୋଲିସର କଣ୍ଟ୍ରୋଲ ନମ୍ବରରେ ପିଏମ ମୋଦୀଙ୍କୁ ହତ୍ୟା ଷଡଯନ୍ତ୍ର ସମ୍ପର୍କରେ ଏକ ଫୋନ ଆସିଛି। ସୂଚନାନୁସାରେ, ଗତକାଲି ରାତି ୯ଟାରେ ମୁମ୍ବାଇ ପୋଲିସର କଣ୍ଟ୍ରୋଲ…

ଛତ୍ରପୁର: ମୋଦି ସରକାରଙ୍କ କୃଷକ ଓ ଶ୍ରମିକ ନୀତି ବିରୁଦ୍ଧରେ ଦେଶବ୍ୟାପୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ନିମନ୍ତେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ…

ଭୁବନେଶ୍ଵର: ବିପର୍ଯ୍ୟୟ ପ୍ରବଣ କେନ୍ଦ୍ରାପଡା ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱରା ସୃଷ୍ଟି ହେଉଥିବା ବଜ୍ରପାତ ଯୋଗୁଁ ପ୍ରତିବର୍ଷ ବ୍ୟାପକ ଧନଜୀବନ କ୍ଷତିଗ୍ରସ୍ତ ହୋଇଆସୁଛି। ରାଜ୍ୟରେ ଏପରି କ୍ଷତିସାଧନ…

ନୂଆଦିଲ୍ଲୀ: କେରଳର ୱାୟନାଡ ଲୋକସଭା ନିର୍ବାଚନମଣ୍ଡଳୀରୁ ନବ ନିର୍ବାଚିତ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଆଜି ତାଙ୍କର ପ୍ରଥମ ଅଧିବେଶନ ପାଇଁ ସଂସଦରେ ପହଞ୍ଚିବେ। କଂଗ୍ରେସ ଦଳର…

ନୂଆଦିଲ୍ଲୀ: ଆଜି ହେମନ୍ତ ସୋରେନ ଝାଡ଼ଖଣ୍ଡର ୧୪ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଝାଡ଼ଖଣ୍ଡର ରାଜ୍ୟପାଳ ସାନ୍ତୋଷ ଗଙ୍ଗୱର ତାଙ୍କୁ ରାଞ୍ଚିର ଐତିହାସିକ ମୋରହାବାଦୀ…

ଭୁବନେଶ୍ବର: ଏବେ ପୁଣିଥରେ ଖୋଲିଛି ଓଡିଶାର ପ୍ରତିଷ୍ଠିତ ପୁସ୍ତକ ଦୋକାନ ମଡର୍ଣ୍ଣ ବୁକ ଡିପୋ। ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଏହି ଦୋକାନ ବହୁ ପରିଚିତ।…

ଭୁବନେଶ୍ୱର: ଓଡ଼ିଶାରେ ଜିଓର ଲୋକପ୍ରିୟ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ସେବା ଜିଓ ଏୟାରଫାଇବରର ବଢୁଥିବା ଚାହିଦା ସହିତ ଓୟାରଲାଇନ କ୍ଷେତ୍ରରେ ନିଜର ଅଗ୍ରଣୀ ସ୍ଥିତିକୁ ସୁଦୃଢ କରିଛି ରିଲାଏନ୍ସ…

ନୂଆଦିଲ୍ଲୀ: ୨୫ ନଭେମ୍ବରରେ ନେଦରଲ୍ୟାଣ୍ଡସ୍ ର ହେଗ୍ ଠାରେ ଆୟୋଜିତ ଅର୍ଗାନାଇଜେସନ୍ ଫର୍ ପ୍ରୋହିବିଶନ୍ ଅଫ୍ କେମିକାଲ୍ ୱେପନ୍ସ୍ (ଓପିସିଡବ୍ଲ୍ୟୁ)ର ରାଷ୍ଟ୍ର ପକ୍ଷଗୁଡ଼ିକର ସମ୍ମିଳନୀ (ସିଏସପି)ର ୨୯ତମ…

ମୁମ୍ବାଇ: ସୋମବାର ଦିନ ଅନୁଷ୍ଠିତ ଆଇପିଏଲ ଖେଳାଳି ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଅନେକ ଯୁବ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା ନେଇ ଖୁସି ବ୍ୟକ୍ତ କରିଛନ୍ତି ନୀତା…

ପୁରୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନ ଠାରେ ମହୋଦଧି ଦିବସର ଅଫିସିଆଲ୍ ପୋଷ୍ଟର ଉନ୍ମୋଚିତ କରିଛନ୍ତି। ପୁରୀ ସ୍ୱର୍ଣ୍ଣାଭ ବେଳାଭୂମି ଠାରେ…