ଆଜିର ଖବର

ନୂଆଦିଲ୍ଲୀ: ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏହି ପୋଷ୍ଟରେ କହିଛନ୍ତି ଯେ, ଆପଣଙ୍କର ଏହି ଐତିହାସିକ ନିର୍ବାଚନର ବିଜୟ…

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଜାତୀୟ ସ୍ତରରେ ପରିଚିତ ଓ ଗଞ୍ଜାମ ଜିଲ୍ଲାର ରୁଷିକୁଲ୍ୟା ନଦୀ କୂଳରେ ଅବସ୍ଥିତ ପ୍ରସିଦ୍ଧ ମାଁ ତାରାତାରିଣୀ ମନ୍ଦିରରେ ଗତକାଲି ନିଶାର୍ଦ୍ଧ…

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଜମ୍ମୁ କାଶ୍ମୀରରେ ଘଟିଥିବା ଆତଙ୍କବାଦୀ ଘଟଣାକୁ ଦୃଷ୍ଟିରେ ରଖି ଉପ ରାଜ୍ୟପାଳ ମନୋଜ ସିହ୍ନା ଏକ ବଡ଼ ବିବୃତ୍ତି ଦେଇଛନ୍ତି।…

ଭୁବନେଶ୍ଵର: ନ୍ୟୁୟର୍କରେ ଭାରତୀୟ ସଂସଦୀୟ ପ୍ରତିନିଧି ଦଳର ସଦସ୍ୟ ତଥା ପୁରୀ ସାଂସଦ ଡ. ସମ୍ବିତ ପାତ୍ର ଜାତିସଂଘ ମହାସଭାରେ ଭାରତର ପ୍ରତିନିଧିତ୍ୱ କରି ଏକ ଗୁରୁତ୍ୱପୂର୍ଣ୍ଣ…

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସାରୁଅ ସ୍ଥିତ ଘରୋଇ ଷ୍ଟୁଡିଓରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାଖାପାଖି କୋଟିଏ ଟଙ୍କାର ସମ୍ପତ୍ତିରେ ନିଆଁ ଲାଗିଥିବା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ। ତେବେ ଏହାର ଫଳାଫଳ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଡୋନାଲ୍ଡ ଟ୍ରମ୍ଫ ଏବେ ଡେମୋକ୍ରାଟିକ ପ୍ରାର୍ଥୀ କମଲା…

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଖଲ୍ଲିକୋଟ ଥାନା ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଥିବା ଦୁର୍ଦାନ୍ତ ଅପରାଧୀ ପ୍ରଦୀପ କୁମାର ପରିଡ଼ାକୁ ଗିରଫ କରି କୋର୍ଟ ଚାଲାଣ…

ନୂଆଦିଲ୍ଲୀ: ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏପର୍ଯ୍ୟନ୍ତ ୨୪ ଟି ରାଜ୍ୟରେ ଜିତିଛନ୍ତି ଏବଂ ୫ ଟି ରାଜ୍ୟରେ ଆଗୁଆ ଅଛନ୍ତି। ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଡେମୋକ୍ରାଟିକ୍ ପ୍ରାର୍ଥୀ…

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ତଥା ଅର୍ଥନୈତିକ ମହାଶକ୍ତି ଦେଶ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପାଇଁ ଭୋଟ୍ ଗଣନା କରାଯାଉଛି। ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପ…

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ପରେ ୩୭୦ ଧାରା ଫେରାଇ ଆଣିବା ପାଇଁ ଦାବି ପୁଣି ବଢିବାରେ ଲାଗିଛି। ବିଧାନସଭାର ପ୍ରଥମ ଅଧିବେଶନରେ ପିଡିପି ବିଧାୟକ…

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡକୁ ଟେଷ୍ଟ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିବାକୁ ଯାଉଛି। ନଭେମ୍ବର ୮ ତାରିଖରୁ ଦୁଇ ଦଳ ମଧ୍ୟରେ ଚାରୋଟି…

ଭୁବନେଶ୍ବର: କଣ୍ଟାବାଞ୍ଜି ଓ ହିଞ୍ଜିଳିରେ ନବୀନ ପଟ୍ଟାନାୟକ କିପରି ପରାଜୟ ହୁଅନ୍ତୁ ସେ ନେଇ ଚକ୍ରାନ୍ତ କରାଯାଇଥିଲା। ଏହିପରି ବିଭିନ୍ନ ଖବର ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ପ୍ରଚାର…

ଭୁବନେଶ୍ବର: ବର୍ତ୍ତମାନ ଲଣ୍ଡନରେ ଖୋଲିଲା ଚିଲିକା ରେଷ୍ଟୁରାଣ୍ଟ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ତେବେ ମଙ୍ଗଳବାର ଦିନ ଲଣ୍ଡନର ବକ୍ସଲିହେଥ୍ ଠାରେ ଏହି ଭାରତୀୟ ରେଷ୍ଟୁରାଣ୍ଟ ଖୋଲିଛି।…

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ବରିଷ୍ଠ ସ୍ତରର ଆଲୋଚନା ଶୀଘ୍ର ଆରମ୍ଭ ହୋଇପାରେ। ମଙ୍ଗଳବାର ଦିନ ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି। ଜାତୀୟ ସୁରକ୍ଷା…

ମେଷ- ଭାଗ୍ୟ ଆପଣଙ୍କ ସହିତ ରହିପାରେ । ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ। ଏହି ସମୟରେ କରାଯାଇଥିବା ପ୍ରୟାସ…

ଭୁବନେଶ୍ବର: ଶେଷରେ କନ୍ଧମାଳ ଜିଲ୍ଲାରେ ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରିବା ଘଟଣାର ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏ ନେଇ ଆଜି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ…

ନୂଆଦିଲ୍ଲୀ: ଭାରତ ମହାସାଗର ସୁନାମିର ବିଂଶତମ ବାର୍ଷିକୀ ତଥା ବିଶ୍ୱ ସୁନାମି ସଚେତନତା ଦିବସ ଉପଲକ୍ଷେ ଭାରତୀୟ ଜାତୀୟ ସାମୁଦ୍ରିକ ସୂଚନା ସେବା କେନ୍ଦ୍ର (ଇନକୋଇସ୍) ପକ୍ଷରୁ…

ନୂଆଦିଲ୍ଲୀ: ଜୀବାଶ୍ମ ଇନ୍ଧନ କବଳରେ କବଳିତ ହୋଇ ରହିଥିବା ବିଶ୍ୱରେ ଭାରତ ଏକ ଭିନ୍ନ ମାର୍ଗ ଆଡ଼କୁ ପାଦ ବଢ଼ାଇଛି। ଏସିଆନ ଡେଭଲପମେଂଟ ବ୍ୟାଙ୍କ ନିକଟରେ ଏସିଆ…

ନୂଆଦିଲ୍ଲୀ: ଏନସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କ ପୁତୁରା ତଥା ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ତେବେ ଆଗାମୀ ତିନି ଦଶନ୍ଧି ଧରି…

ନୂଆଦିଲ୍ଲୀ: କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ରାଷ୍ଟ୍ରମନ୍ତ୍ରୀ ବିଏଲ ବର୍ମାଙ୍କ…

ନୂଆଦିଲ୍ଲୀ: ଛଟ୍ ପୂଜାର ପ୍ରଥମ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶକୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି: “ମହାପର୍ବ…