ଆଜିର ଖବର

ଭୁବନେଶ୍ଵର: ସାଧାରଣ ଜନତା, ବିଶେଷକରି ଟ୍ରେନ ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଚଳାଚଳ କରୁଥିବା ସ୍ପେଶାଲ ଟ୍ରେନର…

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ବୁଧବାର ୱାର୍ଲ୍ଡ ମୁଭ୍‌ମେଂଟ ଡିଜ୍‌ଅର୍ଡର ଦିବସ ପାଳିତ ହୋଇଯାଇଛି । ନ୍ୟୁରୋଲୋଜି ବିଭାଗ ପକ୍ଷରୁ ଏହି…

ନୂଆଦିଲ୍ଲୀ: ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଜୁବିନ୍ ଇରାନୀ 28 ନଭେମ୍ବର 2023ରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ‘ଜେଣ୍ଡର-ଇନକ୍ଲୁସିଭ୍ କମ୍ୟୁନିକେସନ୍’ ବା ଲିଙ୍ଗଗତ- ସମାବେଶୀ ଯୋଗାଯୋଗ ଉପରେ…

ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ ହେବା ସହ ଜଣଙ୍କୁ ଗିରଫ କରିଛି ଅବକାରୀ…

ଭୁବନେଶ୍ବର: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବରର ଏକ ଜନ ଔଷଧି କେନ୍ଦ୍ରକୁ ଉଦଘାଟନ କରିବେ। ଏହା ହେଉଛି ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର। ଏହି କେନ୍ଦ୍ର ଭୁବନେଶ୍ବରର…

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଟନେଲରୁ ସୁରକ୍ଷିତ ଭାବେ ବାହାରକୁ ଆସିଥିବା ଶ୍ରମିକମାନଙ୍କୁ ଚିନ୍ୟାଲିସୌଡର ଏକ ଅସ୍ଥାୟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଏହି ୪୧ ଜଣ ଶ୍ରମିକଙ୍କୁ ଋଷିକେଶ AIIMS…

ନୂଆଦିଲ୍ଲୀ: ଶୀତ ଋତୁରେ କେଶ ଝଡ଼ିବା ସମସ୍ୟା ଅତି ସାଧାରଣ ହୋଇଯାଏ। ଏହାର ସବୁଠାରୁ ବଡ କାରଣ ହେଉଛି ରୂପୀ ସମସ୍ୟା। ଭୃଷଙ୍ଗ ପତ୍ର କେଶ ପାଇଁ ଅତ୍ୟନ୍ତ…

ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ମୁକେଶ କୁମାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଗତ ମଙ୍ଗଳବାର ଦିନ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି -୨୦ ମ୍ୟାଚରୁ ମୁକେଶ ତାଙ୍କ…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ଦ୍ୱାରା ରାହୁଲ ଦ୍ରାବିଡଙ୍କୁ ପୁଣି ଥରେ ଟିମ୍ ଇଣ୍ଡିଆର କୋଚ୍ କରାଯାଇଛି। ବିଶ୍ୱକପ ପରେ ତାଙ୍କର ଚୁକ୍ତି ଶେଷ ହୋଇଥିଲା। ବର୍ତ୍ତମାନ…

ନୂଆଦିଲ୍ଲୀ: କାନାଡାର ରାଜନେତାମାନେ ବର୍ତ୍ତମାନ ଭାରତ ବିରୋଧରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଭିନ୍ନ ହିନ୍ଦୁ ମନ୍ଦିରକୁ ଭଙ୍ଗାରୁଜା କରିବା ପାଇଁ…

ନୂଆଦିଲ୍ଲୀ: ଡିସେମ୍ବର ମାସରେ ଭାରତୀୟ କ୍ରିକେଟ୍ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିବାକୁ ଯାଉଛି। ସେଠାରେ ଭାରତୀୟ କ୍ରିକେଟ୍ ଦଳକୁ ୩ ଟି -୨୦, ୩ ଟି ଦିନିକିଆ…

ଭୁବନେଶ୍ବର: ଚାଷ ଜମିକୁ ଘରବାରି କରିବା ପାଇଁ ଆରଆଇ ମାଗିଲେ ଲାଞ୍ଚ। ପାଞ୍ଚ ହଜାର ଟଙ୍କା ନ ଦେଲେ କିସମ ପରିବର୍ତ୍ତନ ରିପୋର୍ଟ ଦେବେ ନାହିଁ ବୋଲି କହିଲେ।…

ନୂଆଦିଲ୍ଲୀ: ଡିସେମ୍ବରରେ ନିର୍ଦ୍ଦିଷ୍ଟ ବର୍ଗର H-1B ଭିସାର ଘରୋଇ ନବୀକରଣ ପାଇଁ ଆମେରିକା ଏକ ପାଇଲଟ୍ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। ଜଣେ ଆମେରିକୀୟ ଅଧିକାରୀ ଏହା ନିଶ୍ଚିତ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରକାଶୀ ଟନେଲ ଉଦ୍ଧାର ଅଭିଯାନ ସହ ଜଡିତ ସମସ୍ତ ଲୋକଙ୍କ ଉତ୍ସାହକୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ କହିଲେ ଯେ ଆମର ଶ୍ରମିକ…

ନୂଆଦିଲ୍ଲୀ: ତୃତୀୟ ଟି -୨୦ ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଦଳକୁ ୫ ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ମୋଟ…

ପୁରୀ: ଆଜି ଶ୍ରୀମନ୍ଦିର ୪ ଘଣ୍ଟା ପାଇଁ ବନ୍ଦ ରହିବ। ଆଜି ସନ୍ଧ୍ୟା ୫ଟାରୁ ରାତି ୯ଟା ଯାଏଁ କୌଣସି ଭକ୍ତ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିପାରିବେ ନାହିଁ। ଏ…

ନୂଆଦିଲ୍ଲୀ: ଆପଣ କେବେ ଚିନ୍ତା କରିଛନ୍ତି କି ଯଦି ବର୍ତ୍ତମାନ ନିର୍ବାଚନ ଅନୁଷ୍ଠିତ ହୁଏ, ତେବେ କେଉଁ ସହରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୋଟ୍ ଦେବେ? ବର୍ତ୍ତମାନ ଏହାର…

ନୂଆଦିଲ୍ଲୀ: ଓଡିଶାର ଯୁବ ସାହିତ୍ୟିକ ଡିଲେଶ୍ବର ରଣା ପାଇବେ ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର। ଏ ନେଇ ଗତକାଲି ଚୟନ କମିଟ ତରଫରୁ ତାଙ୍କ…

ମୁମ୍ବାଇ: ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପ୍ରତି ଅଶାଳୀନ ଶବ୍ଦ ବ୍ୟବହାର କରିବା ପରେ ମୁମ୍ବାଇର ପୂର୍ବତନ ମେୟରଙ୍କ ବିରୋଧରେ FIR ପଞ୍ଜୀକୃତ ହୋଇଥିଲା। ଭାଣ୍ଡୁପ ପୋଲିସ ଷ୍ଟେସନରେ ମୁମ୍ବାଇର…

ଭୁବନେଶ୍ବର: ନବୀନ ନିବାସ ଠାରେ 5T ଅଧ୍ୟକ୍ଷ ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନଙ୍କୁ ଶ୍ରୀ ଭିଲେ ପାର୍ଲେ କେଲାଭଣି ମଣ୍ଡଳ ଟ୍ରଷ୍ଟ ପକ୍ଷରୁ ଓଡିଶା…