ଭୁବନେଶ୍ବର: ବିବିଧ ଫୁଲ ଭରା ସୁନ୍ଦରବନ ହେନ୍ତାଳ ବଣର ମହୁ, ବଙ୍ଗୋପସାଗରରେ ଗଙ୍ଗା, ବ୍ରହ୍ମପୁତ୍ର ଓ ମେଘନା ନଦୀର ସଂଗମସ୍ଥଳରେ ସୃଷ୍ଟି ତ୍ରିକୋଣଭୂମିରେ ବିଶ୍ୱର ସର୍ବବୃହତ ଲୁଣା ଜଙ୍ଗଲ ସୁନ୍ଦରବନ ଅବସ୍ଥିତ। ମହୁଫେଣା ଜରିଆରେ ମହୁମାଛିଙ୍କ ଏକ ବିରାଟ ଆବାସସ୍ଥଳୀ। ମହୁଫେଣା […]
ନୂଆଦିଲ୍ଲୀ: ଚାଉଳ, ଗହମ ଏବଂ ଅଟାର ଖୁଚୁରା ମୂଲ୍ୟକୁ ନିର୍ଦ୍ଧାରିତ କରିବାର ବଜାର ଉପାୟ ଭାବରେ ଭାରତ ସରକାରଙ୍କ ପଦକ୍ଷେପ ଅନ୍ତର୍ଗତ ଗହମ ଓ ଚାଉଳ ଉଭୟର ସାପ୍ତାହିକ ଇ-ନିଲାମ ଆୟୋଜନ କରାଯାଇଛି। ବର୍ଷ 2023-24 ର 11ଶ ଇ-ନିଲାମ 06.09.2023 […]
ନରେନ୍ଦ୍ର ସିଂହ ତୋମର, କେନ୍ଦ୍ର କୃଷିମନ୍ତ୍ରୀ ଭାରତର ୧୪୦ କୋଟି ଲୋକଙ୍କ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ସାରର ନିରନ୍ତର ଯୋଗାଣ ଏବଂ ସୁପରିଚାଳନା ଏକାନ୍ତ ଅପରିହାର୍ଯ୍ୟ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗଦର୍ଶନରେ ରସାୟନ ଓ ସାର ମନ୍ତ୍ରଣାଳୟ […]
ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ସଚିବ ଶ୍ରୀ ଭି. ଏଲ. କାନ୍ତାରାଓ ଖଣି ଓ ଖଣିଜ କାରବାର କ୍ଷେତ୍ରରେ ନିୟୋଜିତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥାର ପଦାଧିକାରୀ ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ନେଇ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ […]
ମୁମ୍ବାଇ/ ଭୁବନେଶ୍ୱର: ଅତ୍ୟାଧୁନିକ କ୍ଲାଉଡ୍ଭିତିକ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଢ଼ାଂଚା ବିକାଶ କରିବା ଲାଗି ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ଏନ୍ଭିଡିଆ ସହ ସହଯୋଗିତା ସ୍ଥାପନ କରାଯାଇଥିବା ଘୋଷଣା କରାଯାଇଛି। ଦେଶରେ ଆର୍ଟିଫିସିଆଲ ଇଂଟେଲିଜେନ୍ସ କ୍ଷେତ୍ରରେ ବହୁତ କାମ ହେଉଥିବା ବେଳେ ଜିଓ ଓ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱବ୍ୟାଙ୍କର ଅନୁସନ୍ଧାନକୁ ସେୟାର କରିଛନ୍ତି ଯାହା କି ସେହି ବ୍ୟାଙ୍କ ଏହାର ଜି-୨୦ ଦସ୍ତାବିଜରେ ଅନ୍ତର୍ଭୁକ୍ତ କରିଛି ଯେ ଭାରତ ମାତ୍ର ୬ ବର୍ଷ ମଧ୍ୟରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଲକ୍ଷ୍ୟ ହାସଲ କରିଛି ଯାହା […]
ନୂଆଦିଲ୍ଲୀ: ନିର୍ବାଚନ ଋତୁରେ ମୁଦ୍ରାସ୍ଫୀତିରୁ ମୁକ୍ତି ଘୋଷଣା ଏକ ସାଧାରଣ କଥା। ନିର୍ବାଚନ ଋତୁରେ ସରକାର ଲୋକପ୍ରିୟ ଘୋଷଣା କରୁଥିବା ଅନେକ ସମୟରେ ଦେଖିବାକୁ ମିଳେ। ନିକଟରେ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଥିଲା। ଗ୍ୟାସ ସିଲିଣ୍ଡରର ଦାମ୍ ୨୦୦ […]
ଭୁବନେଶ୍ଵର: ବିଏସ୍ଏନ୍ଏଲ୍ ବୋର୍ଡ ନିର୍ଦ୍ଦେଶକ (ଏଣ୍ଟରପ୍ରାଇଜ୍), ଭି ରମେଶ ବର୍ତ୍ତମାନ ଓଡିଶା ଦୂରସଂଚାର ପରିମଣ୍ଡଳ ଗସ୍ତରେ ଅଛନ୍ତି। ତାଙ୍କର ଚାଲିଥିବା ଏହି ଗସ୍ତ ସମୟରେ ସେ ଭୁବନେଶ୍ୱରର BSNL ଭବନରେ 07-09-2023 ପୂର୍ବାହ୍ନ 10.30 ରେ ଓଡିଶା ଟେଲିକମ୍ ପ୍ରଦର୍ଶନର ସମୀକ୍ଷା […]
ଭୁବନେଶ୍ୱର: ଆସନ୍ତା ନଭେମ୍ବର ୯ ଓ ୧୦ ତାରିଖରେ ଓଡ଼ିଶା ସରକାର ମିଲେଟକୁ ନେଇ ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରିବେ। ୨୦୨୩-୨୪ ଆର୍ଥିକ ବର୍ଷରେ ୮ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ କିଣିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ସାଧାରଣ ବଣ୍ଟନ […]
ଦିଲ୍ଲୀ: ଭାରତ ସରକାରଙ୍କ ଖାଉଟି ବ୍ୟାପାର ବିଭାଗ ତୁରନ୍ତ ମସୁର (ମସୁର)ର ବାଧ୍ୟତାମୂଳକ ଷ୍ଟକ୍ ସମ୍ପର୍କରେ ପ୍ରକାଶ କରିବା ପାଇଁ ପରାମର୍ଶ ଜାରି କରିଛି। ସମସ୍ତ ହିତାଧିକାରୀ ପ୍ରତି ଶୁକ୍ରବାର ଦିନ ବିଭାଗ ଦ୍ୱାରା ପରିଚାଳିତ ଷ୍ଟକ୍ ଡିସକ୍ଲୋଜର ପୋର୍ଟାଲ (https://fcainfoweb.nic.in/psp) […]
ନୂଆଦିଲ୍ଲୀ: କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମଙ୍ଗଳବାର ଦିନ ଗଣମାଧ୍ୟମ ସହ ଆଲୋଚନା କରିଛନ୍ତି, ଯେଉଁଠାରେ ସେ ଅଗଷ୍ଟରେ ଅନୁଷ୍ଠିତ ଡିଜିଟାଲ ଅର୍ଥନୀତି ମନ୍ତ୍ରୀମାନଙ୍କ ବୈଠକର ଗୁରୁତ୍ୱପୂର୍ଣ୍ଣ ଫଳାଫଳ ବିଷୟରେ […]
ଭୁବନେଶ୍ୱର: ନିଲାମ ମାଧ୍ୟମରେ ବହୁ ପରିମାଣରେ ଖଣି ହାସଲ କରିବା ପରେ ସଜ୍ଜନ ଜିନ୍ଦଲଙ୍କ ମାଲିକାନାରେ ଥିବା ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ଏବେ ଓଡ଼ିଶାର ୪ଟି ଖଣି ମଧ୍ୟରୁ ଗୋଟିଏ ଖଣିକୁ ସରକାରଙ୍କୁ ଫେରାଇ ଦେବାକୁ କରିବାକୁ ଚାହୁଁଛି। କେନ୍ଦୁଝର ଜିଲ୍ଲାର ଜଜଙ୍ଗ […]
ଭୁବନେଶ୍ୱର: ସାରା ଦେଶ ସହିତ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୨୦୧୬ ସେପ୍ଟମ୍ବର ୫ରେ ବ୍ୟବସାୟିକ ସେବା ଆରମ୍ଭ କରିଥିଲା। ବିଗତ ସାତ ବର୍ଷ ମଧ୍ୟରେ ଜିଓ ଅନ୍ୟ ସମସ୍ତ ଟେଲିକମ୍ ଅପରେଟରମାନଙ୍କୁ ପଛରେ ପକାଇ ଉଭୟ ଗ୍ରାହକ ସଂଖ୍ୟା ଓ […]
ଭୁବନେଶ୍ଵର: ଚଳିତ ଆର୍ଥିକ ବର୍ଷର ପ୍ରଥମ ପାଞ୍ଚ ମାସ ମଧ୍ୟରେ, ଅର୍ଥାତ୍ 1 ଏପ୍ରିଲ୍ ରୁ 31 ଅଗଷ୍ଟ, 2023 ମଧ୍ୟରେ ପୂର୍ବ ତଟ ରେଳପଥ ଗତ ଆର୍ଥିକ ବର୍ଷର ପଣ୍ୟ ପରିବହନ ପଞ୍ଜିକରଣ 97.13ନିୟୁତ ଟନ ତୁଳନାରେ 100.90ନିୟୁତ ଟନ […]
ଭୁବନେଶ୍ବର: ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ୪୪ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ପାନ୍ଥନିବାସର କଳିଙ୍ଗ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି। ଏହି ଅବସରରେ ଯୋଗଦେଇ ଓଟିଡିସି ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି କହିଲେ ଯେ ଓଟିଡିସି ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହ […]
ଭୁବନେଶ୍ବର: ଆଜି ଏସଟିଏଫ ବିଡାବିଡା ଜାଲ ନୋଟ ଜବତ କରିଛି। ତେବେ ଏହା ହଜାରେ କିମ୍ବା ଦୁଇ ହଜାର ନୁହେଁ। ଏକାଥରେ ୪୧ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ କରିଛି ଏସଟିଏଫ। ଏତେ ପରିମାଣର ଜାଲ ନୋଟ ଜବତ ହେବା […]
ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ମୁଦ୍ରାସ୍ଫୀତି ଯୋଗୁଁ ରୋଷେଇ ଘରର ବଜେଟ୍ ଖରାପ ହୋଇଯାଇଛି। ଏହି ସମୟରେ, ଗତ କିଛି ଦିନ ହେବ ଭାରତ ଦ୍ୱାରା ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଅନେକ ଦେଶରେ ଚାଉଳ ମୂଲ୍ୟରେ ଦୃତ […]
ନୂଆଦିଲ୍ଲୀ: ବ୍ୟାଙ୍କର୍ ଉଦୟ କୋଟାକ୍ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ନିର୍ଦ୍ଦେଶକ ବୋର୍ଡର ଅଧ୍ୟକ୍ଷ ଉଦୟ କୋଟାକ୍ କହିଛନ୍ତି ଯେ ସେ ତତ୍କାଳ ପ୍ରଭାବରୁ ଇସ୍ତଫା ଦେଇଛନ୍ତି, ଯଦିଓ ତାଙ୍କୁ ଆଉ କିଛି […]
ନୂଆଦିଲ୍ଲୀ: ଓଡିଶାର ପାଇଁ ଏକ ଗର୍ବର କଥା। କାରଣ ଓଡିଆ ପୁଅ ଶକ୍ତିକାନ୍ତ ଦାସଙ୍କୁ ବିଶ୍ବସ୍ତରର ଗୋଟିଏ ସଂସ୍ଥା ତାଙ୍କୁ ଶ୍ରେଷ୍ଠ ମାନ୍ୟତା ପ୍ରଦାନ କରିଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଗ୍ଲୋବାଲ ଫାଇନାନ୍ସର ସେଣ୍ଟ୍ରାଲ ବ୍ୟାଙ୍କର୍ […]
ନୂଆଦିଲ୍ଲୀ: ଟିଭିଏସ୍ ମୋଟର କମ୍ପାନୀ ନୂତନ ଟିଜର ଚିତ୍ର ମାଧ୍ୟମରେ ଏହାର ଆଗାମୀ ଆପାଚେ RTR 310 ବାଇକ୍ ର ଝଲକ ଉପସ୍ଥାପନ କରିଛି। ଏହି ଚିତ୍ରଗୁଡ଼ିକ ଏହି ବାଇକ୍ ର ଡିଜାଇନ୍ ଏବଂ ନିର୍ଦ୍ଦିଷ୍ଟତା ବିଷୟରେ ସୂଚନା ପ୍ରଦାନ କରେ। […]
ନୂଆଦିଲ୍ଲୀ: ଘରୋଇ ଏଲପିଜି ଗ୍ୟାସ ଆମଦାନୀକୁ ନେଇ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାର ଏଲପିଜିର ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି। ଏହା ବ୍ୟତୀତ ଏଥିରେ ଲାଗୁ ହୋଇଥିବା ଆଗ୍ରି ସେସ୍ ଏବଂ ଇନଫ୍ରା ସେସ୍ ୧୫ ପ୍ରତିଶତରୁ […]