ବ୍ୟବସାୟ

ନୂଆଦିଲ୍ଲୀ: ଗତ କିଛି ବର୍ଷ ଭିତରେ ଏକ  ସମାଜ ଗଠନ କରିବା ପାଇଁ  କ୍ଷେତ୍ରରେ ଅଭୂତପୂର୍ବ ଅଗ୍ରଗତି ଘଟିଛି। ଭାରତର  ପ୍ରଗତି ପଥରେ ୟୁପିଆଇର ବଡ ଭୂମିକା…

ଭୁବନେଶ୍ୱର: ଭାରତର ସର୍ବବୃହତ ଟେଲିକମ ଓ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ଜିଓ ପ୍ଲାଟଫର୍ମସ ଲିମିଟେଡ଼ ଚଳିତ ଆର୍ôଥକ ବର୍ଷର ତୃତୀୟ ତ୍ରୟମାସରେ ୬,୮୬୧ କୋଟି ଟଙ୍କା…

ଭୁବନେଶ୍ୱର: ଆଲୁମିନିୟମ ଓ ତମ୍ବାରେ ବିଶ୍ୱରେ ଅଗ୍ରଣୀ ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଆଦିତ୍ୟ ଆଲୁମିନିୟମ ତାହାର ଲପଙ୍ଗାସ୍ଥିତ କାରଖାନାରୁ ଫ୍ଲାଏ ଆଶ୍‍ ନିକଟସ୍ଥ…

ଭୁବନେଶ୍ବର: ସିଙ୍ଗାପୁର ରାଷ୍ଟ୍ରପତି ମିଷ୍ଟର ଥର୍‍ମନ ସନ୍‍ମୁଗ୍‍ରତ୍ନମ ଆଜି ଦୁଇ ଦିନିଆ ଓଡିଶା ଗ୍ରସ୍ତରେ ଆସିଛନ୍ତି । ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର…

ନୂଆଦିଲ୍ଲୀ: କେନ୍ଦ୍ର ସରକାର କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର। ସେମାନଙ୍କ ଦରମା ଏବଂ ପେନସନଭୋଗୀଙ୍କ ଭତ୍ତା ପୁନର୍ବିବେଚନ କରିବା ପାଇଁ ଅଷ୍ଟମ ପେ କମିଶନ୍ ଗଠନ…

ଭୁବନେଶ୍ବର: ରାଜ୍ୟ ସ୍ତରୀୟ ବୀମା କମିଟି (SLIC)ର ପ୍ରଥମ ସମ୍ମିଳନୀ ୧୫ ଜାନୁଆରୀ ୨୦୨୫ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀ  ଶ୍ରୀମତୀ ଅନୁ…

ନୂଆଦିଲ୍ଲୀ: ଭାରତର ଅନ୍ୟତମ ସର୍ବାଧିକ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ରିଲାଏନ୍ସ ଜୁଏଲ୍ସ ଏହାର ବହୁପ୍ରତିକ୍ଷୀତ ବାର୍ଷିକ ଡ୍ରିମ ଡାଇମଣ୍ଡ ସେଲ୍ ସହ ପ୍ରତ୍ୟାବର୍ତନ କରିଛି, ଯାହା ଗ୍ରାହକଙ୍କୁ…

ପ୍ରୟାଗରାଜ: ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍ (ଆରସିପିଏଲ) ମହାକୁମ୍ଭରେ ‘କ୍ୟାମ୍ପା ଆଶ୍ରମ’ ନିର୍ମାଣ କରିବାକୁ ଯାଉଛି । ଏହି ସ୍ୱତନ୍ତ୍ର ଭାବରେ ନିର୍ମିତ ହୋଇଥିବା ବିଶ୍ରାମସ୍ଥଳ ଗୁଡିକରେ…

ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଜାରି ରହିଛି । ଏହି ଧାନ କିଣା ବ୍ୟବସ୍ଥା ଆହୁରି ତ୍ୱରାନ୍ୱିତ ହୋଇଛି । ବର୍ତ୍ତମାନ…

ଲଦାଖ: ରିଲାଏନ୍ସ ଜିଓ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ରରେ ଏହାର ୫ଜି ସେବା ଆରମ୍ଭ କରିଛି। ଭାରତୀୟ ସେନାର ‘ଫାୟାର ଆଣ୍ଡ ଫ୍ୟୁରି କର୍ପସ’ ଏକ ଟୁଇଟ୍ ମାଧ୍ୟମରେ…

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନୀ BSNL ଦେଶରେ ଏହାର ନେଟୱାର୍କ ବିସ୍ତାର କରୁଛି। ଏହି କ୍ରମରେ, କମ୍ପାନୀ ଏହାର ଉପଭୋକ୍ତାମାନଙ୍କ ପାଇଁ ଦୁଇଟି ନୂତନ ଏବଂ ଶସ୍ତା…

ନୂଆଦିଲ୍ଲୀ: ଟୟୋଟା ଇନୋଭା କ୍ରିଷ୍ଟା ଭାରତୀୟ ବଜାରରେ ଏକ ଲୋକପ୍ରିୟ MPV, ଯାହା ବୈଶିଷ୍ଟ୍ୟ ଏବଂ ମାଇଲେଜ୍ ଦୃଷ୍ଟିରୁ ଉତ୍କୃଷ୍ଟ ବିବେଚନା କରାଯାଏ। ଯଦି ଆପଣ ଟୟୋଟା…

ମୁମ୍ବାଇ: ସୌନ୍ଦର୍ଯ୍ୟ ଓ ପ୍ରସାଧନ ସାମଗ୍ରୀ ଗ୍ରାହକଙ୍କ ପାଇଁ ଖୁସି ଖବର। ଆନ୍ତର୍ଜାତୀୟ କୋରିଆ ସ୍କିନ୍ କେୟାର ଏବଂ ମେକଅପ୍ ବ୍ରାଣ୍ଡ ଟିର-ଟିର ର ସୌନ୍ଦର୍ଯ୍ୟ ଉତ୍ପାଦଗୁଡିକୁ…

ଭୁବନେଶ୍ବର: ଓଏସ୍ଆରଟିସି ଦ୍ୱାରା ପରିଚାଳିତ ହେବାକୁ ଥିବା ୯ଟି ନୂତନ ମାର୍ଗରେ ୧୩ଟି ବସ୍ ସେବାର ଶୁଭାରମ୍ଭ ହୋଇଛି । ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ…

ଭୁବନେଶ୍ବର: କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

ଭୁବନେଶ୍ବର: ଆଜି ଇଡିର ଏକ ବଡ ଚଢାଉ କରିଛି। ଓଡିଶାର ଜଣେ ଖଣି ବ୍ୟବସାୟୀଙ୍କ ଘରେ ଏହି ଚଢାଉ କରାଯାଇଛି। ସେ ହେଉଛନ୍ତି ରତ୍ନାକାର ରାଉତ। ତାଙ୍କର…

ନୂଆଦିଲ୍ଲୀ: ବେସରକାରୀ ଟେଲିକମ୍ କମ୍ପାନୀଗୁଡିକର ମହଙ୍ଗା ରିଚାର୍ଜ ଦ୍ୱାରା ଅନେକ ଲୋକ ଅସୁବିଧାରେ ପଡ଼ନ୍ତି ଏବଂ ଶସ୍ତା ବିକଳ୍ପ ଖୋଜୁଛନ୍ତି। ଏହିପରି ଲୋକଙ୍କ ପାଇଁ ସରକାରୀ ଟେଲିକମ୍…

ବେଙ୍ଗାଲୁରୁ: ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟ ଲିମିଟେଡ୍ (ଜଉଚଖ) ଆଜି ରସକିକ୍ ଗ୍ଲୁକୋ ଏନର୍ଜି, ଭାରତୀୟଙ୍କ ପାଇଁ ଡିଜାଇନ୍ ହୋଇଥିବା ଶକ୍ତି ବୃଦ୍ଧି ଏବଂ ରିହାଇଡ୍ରେଟିଂ ପାନୀୟର ଶୁଭାରମ୍ଭ…

ନୂଆଦିଲ୍ଲୀ: ଟ୍ରାଭେଲ ବୁକିଂ ପ୍ରମୁଖ ଓୟୋ ମେରଟ ଠାରୁ ଆରମ୍ଭ କରି ପାର୍ଟନର ହୋଟେଲଗୁଡିକ ପାଇଁ ଏକ ନୂତନ ଚେକ୍ ଇନ୍ ପଲିସି ଆରମ୍ଭ କରିଛି। ଯେଉଁଥିରେ…