ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ସୁବିଧା ପାଇଁ ଜାତୀୟ ବଫର୍ ଷ୍ଟକ୍ରୁ ହରଡ଼ ଡାଲି ଯୋଗାଇ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଆମଦାନୀ କରାଯାଇଥିବା ହରଡ଼ ଡାଲି ଭାରତୀୟ ବଜାରରେ ନିର୍ଦ୍ଧାରିତ ଓ ଲକ୍ଷ୍ୟ ଆଧାରିତ ଢଙ୍ଗରେ ନପହଞ୍ଚିବା ପର୍ଯ୍ୟନ୍ତ ସରକାର ଡାଲି […]
ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ବହୁଦିନ ଧରି ବିଳମ୍ବିତ ହୋଇ ପଡ଼ି ରହିଥିବା ଛଅଟି ବିଶ୍ୱ ବାଣିଜ୍ୟ ସଂଗଠନ ବିବାଦର ଆପୋସ ସମାଧାନ ଲାଗି ଦୁଇ ଦେଶ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ବିବାଦଗୁଡ଼ିକର […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ହୋଇଥିବା ଆମେରିକା ଗସ୍ତ ଭାରତକୁ କୋଟି କୋଟି ଡଲାରର କାରବାର ଆଣିଥିବାବେଳେ ଏକ କମ୍ପାନୀ ଅଛି ଯାହା ଏହି ଗସ୍ତ ସମୟରେ ଭାରତରେ ଲକ୍ଷ ଲକ୍ଷ ଚାକିରୀ ଯୋଗାଇଦେବାକୁ ନିଶ୍ଚିତ କରିଛି। ପ୍ରଖ୍ୟାତ ଇ-କମର୍ସ […]
ଭୁବନେଶ୍ୱର: ଭାରତର ସର୍ବବୃହତ ପୋଷାକ ଏବଂ ଆସେସୋରିଜ୍ ସ୍ପେସାଲିଟି ଚେନ୍ ତଥା ରିଲାଏନ୍ସ ରିଟେଲ୍ ର ଟ୍ରେଣ୍ଡ୍ସ ସ୍ୱତନ୍ତ୍ର ରଜ ରାଜକୁମାରୀ ପ୍ରତିଯୋଗିତା ୨୦୨୩ର ଫଳ ଘୋଷଣା କରିଛି। ଏହା ଓଡ଼ିଶାର ଲୋକପ୍ରିୟ ରଜ ପର୍ବରେ ସ୍ୱତନ୍ତ୍ର ଉତ୍ସାହ ଭରିଛି। ରଜ […]
ନୂଆଦିଲ୍ଲୀ: ଆମେରିକା ଠାରୁ ଏମକ୍ୟୁ ବି ଡ୍ରୋନ କ୍ରୟ ଏବଂ ଏହାର ମୂଲ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଭ୍ରମାତ୍ମକ ରିପୋର୍ଟକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଖଣ୍ଡନ କରାଯାଇଛି। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ୧୫ ଜୁନ୍, ୨୦୨୩ରେ ବିଦେଶୀ […]
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ମୋଟ ୩.୬୨ ଲକ୍ଷ କୋଟି ମଧ୍ୟରୁ ଦୁଇ-ତୃତୀୟାଂଶ ଅର୍ଥାତ ୨.୪୧ ଲକ୍ଷ କୋଟିରୁ ଅଧିକ ୨,୦୦୦ ଟଙ୍କା ନୋଟ ଏକ ମାସ ମଧ୍ୟରେ ବ୍ୟାଙ୍କକୁ ଫେରିଛି। […]
ନ୍ୟୁୟର୍କ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି ଏବଂ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ତଥା ଅଧ୍ୟକ୍ଷା ନୀତା ଅମ୍ବାନି ପାରମ୍ପରିକ ଭାରତୀୟ ପରିଧାନରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମାନରେ ଯୁକ୍ତରାଷ୍ଟ୍ର ଆମେରିକାର ହ୍ୱାଇଟ ହାଉସ […]
କଟକ: ଦେଶର ସର୍ବବୃହତ୍ ଏବଂ ଦ୍ରୁତ ଅଭିବୃଦ୍ଧି ହାସଲକାରୀ ରିଲାଏନ୍ସ ରିଟେଲ୍ର ପୋଷାକ ଏବଂ ଆସେସୋରିଜ୍ ସ୍ପେସାଲିଟି ଚେନ୍ ଟ୍ରେଣ୍ଡ୍ସର ନୂଆ ଷ୍ଟୋର ଓଡ଼ିଶାର କଟକ ଜିଲ୍ଲା ଅନ୍ତର୍ଗତ ବାଙ୍କୀ ସହରରେ ଖୋଲିଛି। ଟ୍ରେଣ୍ଡ୍ସ ବାସ୍ତବରେ ଭାରତର ଫେସନ୍ କ୍ଷେତ୍ରକୁ ଲୋକାଭିମୁଖି […]
ନୂଆଦିଲ୍ଲୀ: ବର୍ତ୍ତମାନର ବିଦ୍ୟୁତ ଟାରିଫ୍ ବା ଶୁଳ୍କ ଦର ବ୍ୟବସ୍ଥାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି କେନ୍ଦ୍ର ସରକାର। ବିଦ୍ୟୁତ (ଉପଭୋକ୍ତା ଅଧିକାର) ନିୟମାବଳୀ, ୨୦୨୦ରେ ସଂଶୋଧନ ଅଣାଯାଇ ନୂଆ ବ୍ୟବସ୍ଥାକୁ ପ୍ରଚଳନ କରାଯାଇଛି। ଏହି ପରିବର୍ତ୍ତନଗୁଡ଼ିକ ହେଲା : ଟାଇମ୍ […]
ନୂଆଦିଲ୍ଲୀ: ପ୍ରଭାସ ଏବଂ କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ନେଇ ଉତ୍ତେଜନା ଦେଖାଦେଇଛି। ଏହାର ଖରାପ ସଂଳାପ ଏବଂ ଖରାପ VFX ପାଇଁ ଫିଲ୍ମକୁ ବହୁତ ଟ୍ରୋଲ କରାଯାଉଛି। ତଥାପି, ନକାରାତ୍ମକ ସମୀକ୍ଷା ସତ୍ତ୍ୱେ ‘ଆଦିପୁରୁଷ’ ରିଲିଜ୍ ହେବାର ପ୍ରଥମ […]
ନୂଆଦିଲ୍ଲୀ: ‘ଆଦିପୁରୁଷ’ ନିର୍ଦ୍ଦେଶକ ଓମ ରାଉତ ଏବଂ ସ୍କ୍ରିପ୍ଟ ଲେଖକ ମନୋଜ ମୁନ୍ତାଶିର ଆଜିକାଲି ଲୋକଙ୍କ କ୍ରୋଧର ସମ୍ମୁଖୀନ ହୋଇଛନ୍ତି। ରିଲିଜ୍ ପରେ ଯେତେବେଳେ ‘ଆଦିପୁରୁଷ’ କୁ ସମାଲୋଚନା କରାଯାଇଥିଲା, ମନୋଜ ମୁନ୍ତାଶିର ଏହାର କ୍ଷତି ନିୟନ୍ତ୍ରଣ କରିବା ପାଇଁ ନ୍ୟୁଜ୍ […]
ନୂଆଦିଲ୍ଲୀ: ଓମ ରାଉତଙ୍କ ନିର୍ଦ୍ଦେଶିତ ୨୦୨୩ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଆଦିପୁରୁଷ’ ଜୁନ୍ ୧୬ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏଥି ସହିତ ‘ଆଦିପୁରୁଷ’ର ଭିଏଫଏକ୍ସ ଏବଂ ସଂଳାପକୁ ନେଇ ଅନେକ ବିବାଦ ଦେଖାଦେଇଛି। ଏସବୁ ମଧ୍ୟରେ ଚଳଚ୍ଚିତ୍ରଟି ଉଦଘାଟନୀ […]
ନୂଆଦିଲ୍ଲୀ: ଇଣ୍ଡିଗୋ ନାମକ ସର୍ବ ବୃହତ ଘରୋଇ କ୍ଷେତ୍ର ବିମାନ ଅପରେଟର ଇଣ୍ଟରଗ୍ଲୋବ ଆଭିଏସନ ୫୦୦ ନୂତନ ଏୟାରବସ୍ ଏ୩୨୦ ଫ୍ୟାମିଲି ବିମାନ କିଣିବାକୁ ଯାଉଛି। ଏହା ଯେକୌଣସି ଭାରତୀୟ ବିମାନ ସେବା ଦ୍ୱାରା ଏକକାଳୀନ ବିତରଣ କରୁଥିବା ସର୍ବାଧିକ ସଂଖ୍ୟକ […]
ଭୁବନେଶ୍ବର: ଭାରତର ଅଗ୍ରଣୀ ଗହଣା ବ୍ରାଣ୍ଡ ରିଲାଏନ୍ସ ଜୁଏଲସ ଖୁସିର ରଜ ପର୍ବ ପାଳନ ପାଇଁ ଓଡ଼ିଶାରେ ଏକ ସ୍ୱତନ୍ତ୍ର ସଂଗ୍ରହର ଶୁଭାରମ୍ଭ ଘୋଷଣା କରି ଖୁସି ଅନୁଭବ କରୁଛି। ଏହି ଅଞ୍ଚଳର ପରମ୍ପରା ଏବଂ ପସନ୍ଦର ସାରକୁ ଗ୍ରହଣ କରି […]
ନୂଆଦିଲ୍ଲୀ: ଦେଶର ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ଖାଇବା ତେଲ ଯୋଗାଇ ଦେବାକୁ ସରକାର ତେଲ ଉପରୁ ମୌଳିକ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି। ଏହି ମର୍ମରେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି (ନଂ.୩୯/୨୦୨୩) ୨୦୨୩ […]
ଭୁବନେଶ୍ୱର: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ତ ଓରମାସ ଦ୍ୱାରା ଆୟୋଜନ କରାଯାଇଥିବା ଗାଁ ଆମ୍ୱ ପସରା ବଜାର ମଙ୍ଗଳବାର ଶେଷ ହୋଇଛି। ଏହି ଛଅ ଦିନିଆ ଆମ୍ୱ ବଜାରରେ ୧୩ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ବେଳେ, […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ନାଗାଲାଣ୍ଡର ସମୃଦ୍ଧ ଜୈବିକ ଉତ୍ପାଦ ପ୍ରକୃତି ଓ ସଂସ୍କୃତି ମଧ୍ୟରେ ସହାବସ୍ଥାନକୁ ପ୍ରମାଣିତ କରୁଛି। ରାଜ୍ୟସଭା ସାଂସଦ ଏସ. ଫାଙ୍ଗନୋନ କୋନ୍ୟାକଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ନାଗାଲାଣ୍ଡର ସମୃଦ୍ଧ ଜୈବିକ ଉତ୍ପାଦ […]
ଭୁବନେଶ୍ବର: ଓଡିଶାରେ ବାରମ୍ବାର ବିଜୁଳି ବିଭ୍ରାଟକୁ ଜନ ଅସନ୍ତୋଷ ବଢିବା ପରେ ଏବେ ଟାଟା ପାୱାର କଂପାନୀ ପଦକ୍ଷେପ ଗ୍ରହଣ କରିଛି। ମରାମତି ପାଇଁ କଂପାନୀ ନିୟୋଜିତ କରିଛି ୭ହଜାର ୭୦୦ କର୍ମଚାରୀ। ଯେଉଁଠାରେ ମରାମତିର ଆବଶ୍ୟକ ଅଛି ସେଠାରେ ଯୁଦ୍ଧକାଳିନ […]
ନୂଆଦିଲ୍ଲୀ: ଏକ ବଡ ନିଷ୍ପତ୍ତି ନେଇ ପଞ୍ଜାବ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ବୃଦ୍ଧି କରିଛନ୍ତି। ଏହାର ଅର୍ଥ ହେଉଛି ବର୍ତ୍ତମାନ ପଞ୍ଜାବର ଲୋକଙ୍କୁ ଏକ ଲିଟର ପେଟ୍ରୋଲ ପାଇଁ ଅଧିକ ମୂଲ୍ୟ ଦେବାକୁ ପଡିବ। ଏଥି ସହିତ […]
ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଇଲେକ୍ଟ୍ରିକ୍ ସ୍କୁଟରର ଚାହିଦା ବହୁତ ଅଧିକ, କମ୍ ମୂଲ୍ୟ, ଅଧିକ ଦୂରତା ଏବଂ ପରିବେଶ ଅନୁକୂଳ କାରଣରୁ ଲୋକମାନେ ଏହାକୁ ଅଧିକ ପସନ୍ଦ କରନ୍ତି। ଆଜି ଆମେ ଆପଣଙ୍କୁ ଦେଶର ଶ୍ରେଷ୍ଠ 5 ବୈଦ୍ୟୁତିକ ସ୍କୁଟର ବିଷୟରେ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷାଦ୍ୱୀପସ୍ଥିତ ‘ନ୍ୟୁଟ୍ରି ଗାର୍ଡେନ୍ ପ୍ରୋଜେକ୍ଟ’ କୁ ପ୍ରଶଂସା କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ଏହି ପଦକ୍ଷେପ ଦର୍ଶାଇଛି ଯେ ଲକ୍ଷାଦ୍ୱୀପର ଲୋକମାନେ ନୂତନ ଜିନିଷ ଶିଖିବା ଏବଂ ଗ୍ରହଣ କରିବା ପାଇଁ କେତେ ଉତ୍ସାହିତ […]