ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ ତରଫରୁ କଂଗ୍ରେସ ଭବନଠାରେ ଓଡ଼ିଶାରେ ଶିଳ୍ପ ସ୍ଥିତି ଓ ପ୍ରଗତି ଶୀର୍ଷକରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏହି ସମ୍ମିଳନୀରେ ଉଦ୍ବୋଧନ ଦେଇ କହିଥିଲେ ଯେ, […]
Dog Eat Twitter Bird: ଆଜି ଏଲନ ମସ୍କ ଟୁଇଟରୁ ନୀଳ ପକ୍ଷୀ ଗାଏବ ହୋଇଯାଇଛି। ତା ବଦଳରେ ଆସିଛି କୁକୁର ବା ଡଗି। ଏହାକୁ ନେଇ ଟୁଇଟରରେ ଚାଲିଛି ଆକ୍ଷେପ ପ୍ରତିଆକ୍ଷେପ। କାରଣ କୌଣସି ସୂଚନା ନ ଦେଇ ଟୁଇଟର […]
ଭୁବନେଶ୍ୱର: ଓଡିଶାର ପୁଞ୍ଜିନିବେଶ ସୁଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ଜାପାନରେ ପହଞ୍ଚିଛନ୍ତି। ଏହି ପ୍ରତିନିଧି ଦଳରେ ଶିଳ୍ପ, ଏମ୍ଏସ୍ଏମ୍ଇ ଏବଂ ଶକ୍ତି ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶିଳ୍ପ […]
ଭୁବନେଶ୍ୱର: ରାଜ୍ୟ ସରକାର ଅପ୍ରେଲ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ସ୍କିଲ୍ଡ ଇନ୍ ଓଡିଶା କନକ୍ଲେଭ-୨୦୨୩ ଆୟୋଜନ କରୁଛନ୍ତି, ଯେଉଁଥିରେ ପ୍ରମୁଖ ଶିଳ୍ପସଂସ୍ଥା, ଶିକ୍ଷାନୁଷ୍ଠାନ, ମିଡ଼ିଆ ହାଉସ୍ ଏବଂ ଉଦ୍ୟୋଗୀ ଛାତ୍ର ଓ ଯୁବକମାନେ ଯୋଗଦେବେ। ଏହି […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କର ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ସିଙ୍ଗାପୁରରେ ପହଞ୍ଚିଛନ୍ତି। ସିଙ୍ଗାପୁର ଏୟାରପୋର୍ଟରୁ ସେ ସିଧା ଜାପାନ ଗସ୍ତ କରିବେ। ସେଠାରୁ ଜାପାନ ଆଉ ସାତ ଘଣ୍ଟାର ରାସ୍ତା। ସିଙ୍ଗାପୁର ଏୟାରପୋର୍ଟରୁ ମୁଖ୍ୟମନ୍ତ୍ରଙ୍କ ସହିତ ଏକ […]
ମୁମ୍ବାଇ: ନୀତା ଅମ୍ବାନି କଲଚରାଲ୍ ସେଣ୍ଟର ଶୁଭାରମ୍ଭର ଦ୍ୱିତୀୟ ଦିନରେ “ଇଣ୍ଡିଆ ଇନ୍ ଫେସନ’ ନାମକ ଏକ ମେଗା ସୋ’ ଆୟୋଜିତ ହୋଇଯାଛି। ଏହି ପ୍ରଦର୍ଶନୀରେ ଫେସନ ଦୁନିଆରେ ଭାରତୀୟ ଫେସନର ରହିଥିବା ପ୍ରଭାବକୁ ଅତି ଚମତ୍କାର ଢଙ୍ଗରେ ପ୍ରଦର୍ଶିତ କରାଯାଇଥିଲା। […]
ଭୁବନେଶ୍ବର: ଦେଶର ଅଗ୍ରଣୀ ପୁଞ୍ଜି ବିନିଯୋଗ ଲକ୍ଷ୍ୟସ୍ଥଳରେ ପହଁଞ୍ଚିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ୪ ଏପ୍ରିଲ ୨୦୨୩ ରୁ ଜାପାନ ଗସ୍ତରେ ଯାଉଛନ୍ତି। ସେମାନେ ଓଡ଼ିଶାରେ ପୁଞ୍ଜି ବିନିଯୋଗର ସୁଯୋଗ […]
ଭୁବନେଶ୍ବର: ଓଡିଶା ବିଦ୍ୟୁତ ଶକ୍ତି ସଂଚାରଣ ନିଗମ ଲିଃ.ର ୧୮ତମ ପ୍ରତିଷ୍ଠା ଦିବସ ଶନିବାର ସଂଧ୍ୟାରେ ମହାସମାରୋହରେ ପାଳିତ ହୋଇଯାଇଛି । ରମାଦେବୀ ସ୍ୱୟଂ ଶାସିତ ମହିଳା ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜବାହରଲାଲ ନେହରୁ ବନ୍ଦର ପ୍ରାଧିକରଣ (ଜେଏନପିଏ) ମାର୍ଚ୍ଚ ୩୦ରେ ନିଜ ଇତିହାସରେ ପ୍ରଥମ ଥର ପାଇଁ ୬ ମିଲିୟନ ଟିଇୟୁ ଅତିକ୍ରମ କରି ସର୍ବାଧିକ ମାଲ ପ୍ରବାହ କ୍ଷମତା ପଞ୍ଜିକୃତ କରି ଥିବାରୁ ସନ୍ତୋଷ […]
କଟକ: ମାର୍ଚ୍ଚ ୨୦୨୩ରେ ସଂଗୃହୀତ ମୋଟ ଜିଏସ୍ଟି ରାଜସ୍ୱ ୧,୬୦,୧୨୨ କୋଟି ଟଙ୍କା ରହିଛି, ଯେଉଁଥିରୁ ସିଜିଏସ୍ଟି ୨୯,୫୪୬ କୋଟି ଟଙ୍କା, ଏସ୍ଜିଏସ୍ଟି ୩୭,୩୧୪ କୋଟି ଟଙ୍କା, ଆଇଜିଏସ୍ଟି ହେଉଛି ୮୨,୯୦୭ କୋଟି ଟଙ୍କା (ମାଲ୍ ଆମଦାନୀ ଉପରେ ସଂଗୃହୀତ ୪୨,୫୦୩ […]
ଭୁବନେଶ୍ଵର: ଭାରତୀୟ ରେଳପଥରେ ପୂର୍ବତଟ ରେଳପଥ ଚଳିତ ୨୦୨୨-୨୩ର ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହାର ଲକ୍ଷ୍ୟ ଧାର୍ଯ୍ୟ ଠାରୁ ଅଧିକ ୨୪୧.୫୧ ମିଲିଅନ ଟନ୍ ପଣ୍ୟ ପରିବହନ କରିଛି। ପରିବହନ କ୍ଷେତ୍ରରେ ଏପରି […]
ଭୁବନେଶ୍ବର: ରାଜଧାନୀରେ ଗଡିବ ମେଟ୍ରୋ ଟ୍ରେନ। ଆଜି ଉତ୍କଳ ଦିବସରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ମେଟ୍ରୋ ଟ୍ରେନ ଖୋର୍ଦ୍ଧା, ଭୁବନେଶ୍ବର, ପୁରୀ ଏବଂ କଟକ ସହରକୁ ଯୋଡିବ। ଆଜି ସକାଳେ ମୁଖ୍ୟ ଶାସନ ସଚିବ, 5ଟି […]
ନୂଆଦିଲ୍ଲୀ: କ୍ଷୀରର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଛି। ବର୍ତ୍ତମାନ ଦେଶର ବଡ ଦୁଗ୍ଧ କମ୍ପାନୀ ଅମୁଲ ଏହାର କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଯାହା ଗ୍ରାହକଙ୍କୁ ପୁଣି ଥରେ ଝଟକା […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶା ଦିବସ ଅବସରରେ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ କାଳିଆ ସହାୟତା ପ୍ରଦାନ କରିଛନ୍ତି। ଚଳିତ ଖରିଫ ଋତୁରେ ଚାଷ କାମ ପାଇଁ ଏହି ସହାୟତା ଦିଆ ଯାଇଛି। ଝାରସୁଗୁଡ଼ା ବ୍ୟତୀତ […]
ନୂଆଦିଲ୍ଲୀ: ଆଜି ସାଧାରଣ ଜନତାଙ୍କ ପାଇଁ ଖୁସି ଖବର ମିଳିଛି। ଆଜି ଏଲପିଜି ସିଲିଣ୍ଡର ମୂଲ୍ୟ ହ୍ରାସ ଘଟିଛି। ଆଜିଠାରୁ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଛି। ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୯୧.୫୦ ଟଙ୍କାକୁ ହ୍ରାସ ପାଇଛି। କିନ୍ତୁ ଘରୋଇ ଏଲପିଜି ଗ୍ୟାସ […]
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ୨୦୨୩-୨୪ ଉପସ୍ଥାପନ କରିବା ସମୟରେ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗ ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନାରେ ସୁଧାର ଲାଗି ଘୋଷଣା କରିଥିଲେ। ବର୍ତ୍ତମାନ ସଂଶୋଧିତ ଯୋଜନା ଆଜି ଠାରୁ ଲାଗୁ […]
ନୂଆଦିଲ୍ଲୀ: ଦେଶରେ ଡାଲି ଷ୍ଟକ୍ ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ରୋହିତ କୁମାର ସିଂ ନିୟମିତ ଭାବେ ସ୍ୱଚ୍ଛ ପ୍ରକ୍ରିୟାରେ ଡାଲି ଷ୍ଟକ୍ର ଉପଲବ୍ଧତା ସମ୍ପର୍କରେ ସୂଚନା ଦେବା ଲାଗି ସବୁ […]
ନୂଆଦିଲ୍ଲୀ: ଜମାକାରୀଙ୍କୁ ଦେୟ ପ୍ରଦାନ ପାଇଁ ସେବି ଠାରେ ସାହାରା ଗ୍ରୁପ୍ ଜମା କରିଥିବା ୨୪ ହଜାର କୋଟିରୁ ୫ ହଜାର କୋଟି ଟଙ୍କା ଆବଣ୍ଟନ କରିବାକୁ କେନ୍ଦ୍ରର ଆବେଦନକୁ ସୁପ୍ରିମକୋର୍ଟ ବିଚାରକୁ ନେଇଛନ୍ତି। ପ୍ରକୃତରେ କେନ୍ଦ୍ର ଏକ ଜନସ୍ୱାର୍ଥ ମାମଲାରେ […]
ନୂଆଦିଲ୍ଲୀ: ଯଦି ଆପଣଙ୍କର ଏକ କାର୍ କିମ୍ବା ବାଇକ୍ ଅଛି, ତେବେ ଆପଣ ନିଶ୍ଚିତ ଭାବରେ ସେମାନଙ୍କ ମାଇଲେଜ୍ ପ୍ରତି ବିଶେଷ ଯତ୍ନବାନ ହେବେ। ଏହା ସହିତ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହୋଇଥିବା ପରିବର୍ତ୍ତନ ଉପରେ ମଧ୍ୟ ନଜର ରଖୁଥିବେ। […]
ନୂଆଦିଲ୍ଲୀ: ଜନସାଧାରଣ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଛନ୍ତି ଏବଂ ବର୍ତ୍ତମାନ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି ଯେ, ପାରାସିଟାମୋଲ ସହିତ ଅନେକ ଜରୁରୀ ଔଷଧର ମୂଲ୍ୟ ଏପ୍ରିଲ ମାସରୁ ବୃଦ୍ଧି ପାଇବ। ଆଣ୍ଟିବାୟୋଟିକ୍, ଆଣ୍ଟି-ଇନଫେକ୍ଟିଭ୍, ଯନ୍ତ୍ରଣାକାରୀ, ହୃଦ ରୋଗ ପାଇଁ ଔଷଧ ଏହି […]
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗ ଦେଶରେ ହରଡ଼ ଡାଲିର ଷ୍ଟକ୍ ଅନୁଧ୍ୟାନ ପାଇଁ ଏକ କମିଟି ଗଠନ କରିଛନ୍ତି । ବିଭାଗୀୟ ଅତିରିକ୍ତ ସଚିବ ନିଧୀ ଖାରେଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ଏହି କମିଟି ରାଜ୍ୟ […]