ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍ଫୋକମ୍ର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ଯେ, ୫ଜି ପ୍ରଯୁକ୍ତିରେ ଭାରତୀୟଙ୍କ ଜୀବନ ଜିଇଁବାର ଢଙ୍ଗ ବଦଳାଇପାରିବାର ଶକ୍ତି ରହିଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ ବଜେଟ୍ ପରବର୍ତ୍ତୀ ୱେବିନାର୍କୁ ସମ୍ବୋଧିତ […]
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ପରିବା ବ୍ୟବସାୟୀ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଇତ୍ୟବସରରେ ଅଧିକାଂଶ ବ୍ୟବସାୟୀ ଯୋଗ ଦେଇ ସଂଘର ଆଭିମୁଖ୍ୟ ଓ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ଓ କର୍ମକର୍ତ୍ତା ଚୟନ ହୋଇଥିଲା। ସର୍ବସମ୍ମତିକ୍ରମେ […]
ପାରାଦୀପ/ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ବନ୍ଦର ନଗରୀ ପାରାଦୀପ ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଅନୁଷ୍ଠିତ ହୋଇଯାଇଛି। ପାରାଦୀପ ବନ୍ଦର ପ୍ରାଧିକରଣର ଅଫିସର୍ସ କ୍ଲବ ଠାରେ […]
ମାଲକାନଗିରି / ଜଗତପୁର: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍ ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍ସ ଓଡ଼ିଶାର ଜଗତପୁର ଓ ମାଲକାନଗିରି ସହରରେ ତାହାର ନୂଆ ଷ୍ଟୋର ଶୁଭାରମ୍ଭ କରିଛି। […]
ସୁନ୍ଦରଗଡ଼: “ଆଗରୁ ଆମେ ଖାଲି ପଡ଼ିଥିବା ଜମିରେ କୋଳଥ ଏବଂ ଟମାଟୋ ଚାଷ କରୁଥିଲୁ। ହେଲେ ଏଥିରେ ଭଲ ଲାଭ ମିଳୁ ନଥିଲା। ଏବେ ଏହି ଜମିରେ ଆମେ ଗେଣ୍ଡୁ ଫୁଲ ଚାଷ କରିଛୁ। ସ୍ଥାନୀୟ ବଜାରରେ ଏହା ଭଲ ବିକ୍ରି […]
ନୂଆଦିଲ୍ଲୀ: ଇଣ୍ଡିଗୋ ପରେ ଅନ୍ୟ ଏକ ବିମାନ ଯାତ୍ରୀଙ୍କ ପାଇଁ ଟିକେଟ୍ ରେ ଏକ ବଡ଼ ରିହାତି ଅଫର ଆଣିଛି। ଏହି ଅଫର ଅନୁଯାୟୀ ଯାତ୍ରୀମାନେ ଘରୋଇ ଭାବରେ ୧,୧୯୯ ଟଙ୍କା ଏବଂ ଆନ୍ତର୍ଜାତୀୟ ଯାତ୍ରା ୬,୧୩୯ ଟଙ୍କାରେ ଯାତ୍ରା କରିପାରିବେ। […]
ଭୁବନେଶ୍ବର: କାନାରା ବ୍ୟାଙ୍କ, ସର୍କଲ୍ ଅଫିସ୍, ଭୁବନେଶ୍ୱର ଆୟୋଜନ କରୁଛି ଦୁଇ ଦିନିଆ “ମେଗା ଲୋନ ଏକ୍ସପୋ”। ଏହି ଏକ୍ସପୋ ବ୍ୟାଙ୍କର ଜେନେରାଲ ମ୍ୟାନେଜର ବି ଏଲ୍ ମୀନାଙ୍କ ନେତୃତ୍ୱରେ ଚଳିତ ବର୍ଷ ଫେବୃଆରୀ ୨୪ ରେ ଆରମ୍ଭ ହୋଇ ୨୫ […]
ନୂଆଦିଲ୍ଲୀ: ଭାରତ ସରକାର ଝୋଟ ବର୍ଷ ୨୦୨୨-୨୩ ଲାଗି ଚାଉଳ, ଗହମ ଓ ଚିନିର ପ୍ୟାକେଜିଂରେ ଝୋଟର ବାଧ୍ୟତାମୂଳକ ମାନଦଣ୍ଡକୁ ମଞ୍ଜୁର କରିଛନ୍ତି। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ବାଧ୍ୟତାମୂଳକ ମାନଦଣ୍ଡ […]
ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁରଙ୍କ ଉଦ୍ଘାଟନୀ ଭାଷଣ ସହିତ ଆଜି ଜି-20 ଫାଇନାନ୍ସ ଓ ସେଣ୍ଟ୍ରାଲ୍ ବ୍ୟାଙ୍କ ପ୍ରତିନିଧି (ଏଫସିବିଡି) ଙ୍କ ର ଦ୍ବିତୀୟ ବୈଠକ ଶୁଭାରମ୍ଭ […]
ମୁମ୍ବାଇ: ଭାରତର ସବୁଠୁ ବଡ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଘର ‘ଆଣ୍ଟିଲିଆ’ ବିଷୟରେ ସମସ୍ତେ ଜାଣିବାକୁ ଚାହାଁନ୍ତି। ଅମ୍ବାନୀ ପରିବାର ଏହି ଘରର ୨୭ ତମ ମହଲାରେ ରୁହନ୍ତି। ତାଙ୍କର ୨୭ ମହଲା ବିଶିଷ୍ଟ ମହଲ ‘ଆଣ୍ଟିଲିଆ’ ଦୁନିଆର ଦ୍ୱିତୀୟ ମହଙ୍ଗା […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ସେନ୍ ଲୁଙ୍ଗ ଭାରତର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଏବଂ ସିଙ୍ଗାପୁରର ପେନାଓ ମଧ୍ୟରେ ରିଅଲ୍ ଟାଇମ୍ ପେମେଣ୍ଟ ଲିଙ୍କେଜ୍ ର ଭର୍ଚୁଆଲ୍ ଶୁଭାରମ୍ଭରେ ଅଂଶଗ୍ରହଣ କରିଥିଲେ। ରିଜର୍ଭ ବ୍ୟାଙ୍କର […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ସ୍ଥାନୀୟ ୟୁନିଟ୍-୧ସ୍ଥିତ ଆଦିବାସୀ ପଡ଼ିଆଠାରେ ଆଦିବାସୀ ମେଳା ଓ ସାଂସ୍କୃତିକ ଉତ୍ସବ-୨୦୨୩କୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଆଦିବାସୀ ସଂପ୍ରଦାୟର ବାଦ୍ୟ ସହିତ ସଦସ୍ୟାମାନେ ଖୁବ୍ ଆନନ୍ଦର ସହିତ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ସିନ୍ ଲୁଙ୍ଗ ଭାରତର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଏବଂ ସିଙ୍ଗାପୁରର ପେ ନାଓ ମଧ୍ୟରେ 21 ଫେବୃଆରୀ 2023 ସକାଳ 11 ଟା (ଆଇଏସଟି) ସମୟରେ ଭିଡିଓ କନଫରେନ୍ସିଂ […]
ନୂଆଦିଲ୍ଲୀ: ବିବାହ ବନ୍ଧନରେ ଆବଦ୍ଧ ହେବେ ଓଡିଆ ଶିଳ୍ପପତି ତଥା ଓୟେ ହୋଟେଲସର ମାଲିକ ରୀତେଶ ଅଗ୍ରୱାଲ। ଆସନ୍ତାମାସରେ ସେ ଏହି ବିବାହ ବନ୍ଧନରେ ଆବଦ୍ଧ ହେବେ। ସେଥିପାଇଁ ସେ ନିମନ୍ତ୍ରଣ ପତ୍ର ବାଣ୍ଟିବା କାମ ଆରମ୍ଭ କରିଛନ୍ତି। ସେ ଏବଂ […]
ନୂଆଦିଲ୍ଲୀ: ବଜାରରେ ଖାଦ୍ୟ ସାମଗ୍ରୀର ଚାହିଦା ବଢୁଛି। ଯେତେବେଳେ ଖାଦ୍ୟ ପଦାର୍ଥର ଯୋଗାଣ ହ୍ରାସ ହୁଏ, ଦୋକାନୀମାନେ ମଧ୍ୟ ନକଲି ଏବଂ ଅପମିଶ୍ରଣ ଦ୍ରବ୍ୟ ବିକ୍ରୟ କରି ଗ୍ରାହକଙ୍କୁ ପ୍ରତାରଣା କରନ୍ତି। ସଚେତନତା ଅଭାବରୁ ଗ୍ରାହକ ମଧ୍ୟ ଜାଲିଆତିର ଶିକାର ହୁଅନ୍ତି […]
ଇସଲାମାବାଦ: ଏକ ବଡ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନରେ ଦର ଦାମ ବୃଦ୍ଧିରେ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ପାକିସ୍ତାନରେ ଏକ ଲିଟର କ୍ଷୀରର ମୂଲ୍ୟ ୨୫୦ ପାକିସ୍ତାନୀ ଟଙ୍କାରେ ପହଞ୍ଚିଥିବା ବେଳେ ଚିକେନ୍ ମୂଲ୍ୟ ୭୮୦ […]
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ବ୍ଲକ୍ ସଦରମହକୁମାଗୁଡ଼ିକୁ ପ୍ରତିଦିନ ବିଭିନ୍ନ କାମରେ ଆସୁଥିବା ଲୋକମାନଙ୍କ ସୁବିଧା ପାଇଁ ସରକାରଙ୍କ ତରଫରୁ ଖୋଲାଯାଇଛି “ମିଶନ ଶକ୍ତି କାଫେ”। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଦ୍ୱାରା ପରିଚାଳିତ ଏହି କାଫେରେ ସ୍ୱାସ୍ଥ୍ୟକର ପରିବେଶ ଭିତରେ […]
ମୁମ୍ବାଇ: ମହାଶିବରାତ୍ରୀ ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ତଥା ଏମଡି ମୁକେଶ ଅମ୍ବାନୀ ଏବଂ ତାଙ୍କ ପୁଅ ଆକାଶ ଅମ୍ବାନୀ ଗୁଜୁରାଟର ସୋମନାଥ ମନ୍ଦିର ଦର୍ଶନ କରିଛନ୍ତି।ଉଭୟ ସୋମନାଥ ମହାଦେବଙ୍କୁ ଦର୍ଶନ କରିବା ସହିତ ମୁକେଶ ଅମ୍ବାନୀ ସୋମନାଥ ମନ୍ଦିର ଟ୍ରଷ୍ଟକୁ […]
ନୂଆଦିଲ୍ଲୀ: ୪୯ ତମ ଜିଏସଟି ପରିଷଦ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ସମସ୍ତ ଜିଏସଟି କ୍ଷତିପୂରଣ ପ୍ରଦାନ କରାଯିବ। ଏପର୍ଯ୍ୟନ୍ତ ସମସ୍ତ ରାଜ୍ୟର ଜିଏସଟି କ୍ଷତିପୂରଣ ଆଜି ଜାରି କରାଯିବ। ସରକାର ନିଜ ପକେଟରୁ ୧୬,୯୮୨ କୋଟି […]
ଭୁବନେଶ୍ୱର: ଓଡ଼ିଶାର ସବୁଠୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ୨୦୨୨ ଡିସେମ୍ବର ମାସରେ ୭୪,୦୦୦ରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ଓ ୮୦୦୦ରୁ ଅଧିକ ଓୟାରଲାଇନ୍ ବା ଜିଓଫାଇବର ଗ୍ରାହକ ଯୋଡ଼ି ରାଜ୍ୟରେ ଏହାର ବଜାର ନେତୃତ୍ୱ ସ୍ଥିତିକୁ […]
ନୂଆଦିଲ୍ଲୀ: ନିକଟରେ ଦେଶରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) କ୍ରମାଗତ ଷଷ୍ଠ ଥର ରେପୋ ହାର ବୃଦ୍ଧି କରିଛି। ଯାହା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ରେପୋ […]