ତିରୁଅନନ୍ତପୁରମ: କେରଳ ସରକାରଙ୍କ କୋଭିଡ୍ ଟିକାକରଣ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ରାଜ୍ୟ ପାଇଁ ୨.୫ ଲକ୍ଷ ମାଗଣା କୋଭିଡ-୧୯ ଟିକା ଡୋଜ ଯୋଗାଇ ଦିଆଯାଇଛି। ଏ ସମ୍ପର୍କିତ ପ୍ରତିବଦ୍ଧତା ପତ୍ର କେରଳ ମୁଖ୍ୟମନ୍ତ୍ରୀ ଶ୍ରୀ […]
ନୂଆଦିଲ୍ଲୀ/ଭୁବନେଶ୍ବର: ଜିଓ ମାର୍ଟ ଓ ସ୍ମାର୍ଟ ସୁପର ଷ୍ଟୋର ଭାରତର ସର୍ବବୃହତ୍ ଓ ବହୁ ପ୍ରତୀକ୍ଷିତ ଗ୍ରୋସେରି ସେଲ୍ ଉତ୍ସବ, ଫୁଲ୍ ପଇସା ୱସୁଲ୍ ସେଲ୍ କୁ ଜିଓମାର୍ଟ ରେ ଅଗଷ୍ଟ ୧୪ ଠାରୁ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ସେଲ୍ ଅଗଷ୍ଟ […]
ନୂଆଦିଲ୍ଲୀ: ଗୁଜରାଟରେ ନିବେଶକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଅଂଶଗ୍ରହଣ କରିଥିଲେ। ଏହି ସମ୍ମିଳନୀରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଏବଂ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ଉପସ୍ଥିତ […]
ନୂଆଦିଲ୍ଲୀ/ଭୁବନେଶ୍ଵର: ସ୍ୱାଧୀନତା ଦିବସ ଅବସରରେ ରିଲାଏନ୍ସ ଡିିଜିଟାଲ୍ ଏହାର ଡିଜିଟାଲ୍ ଇଣ୍ଡିଆ ସେଲ କୁ ଆହୁରି ବଡ଼ କରିଛି ଓ ଏଥିରେ ଅନେକ ଗୁଡ଼ିଏ ଆକର୍ଷଣୀୟ ଅଫର ଓ ରିହାତି ପ୍ରଦାନ କରାଯାଉଛି। ଏହି ସେଲ୍ ରିଲାଏନ୍ସ ଡିଜିଟାଲ୍ ଓ ମାଇଁ […]
Samsung Galaxy Z Fold 3: ବିଶ୍ବର ଆଗ୍ରଣୀ ସ୍ମାର୍ଟ ଫୋନ ନିର୍ମାତା ସାମସୁଙ୍ଗ ଆଣିଛି ଏକ ଭିନ୍ନ ଧରଣର ମୋବାଇଲ। ଯାହାର ନାମ ରହିଛି Samsung Galaxy Z Fold 3। ଏହି ଫୋନର ବିଶେଷତ୍ବ ହେଉଛି ଯେ, ଏହା […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ବାର୍ଷିକ ବୈଠକ ୨୦୨୧ରେ ଉଦବୋଧନ ଦେଇଛନ୍ତି। ଏହି ବୈଠକରେ ଉଦ୍ୟୋଗ ଜଗତର ଶୀର୍ଷ ନେତୃବୃନ୍ଦ ଅଂଶଗ୍ରହଣ କରି ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା […]
ନୂଆଦିଲ୍ଲୀ: ଦେଶର ବୃହତ୍ତମ ଦୁଇ ଚକିଆ କମ୍ପାନୀ ହିରୋ ମୋଟୋକର୍ପ ଶୀଘ୍ର ଏହାର ନୂତନ ବୈଦ୍ୟୁତିକ ସ୍କୁଟର ଲଞ୍ଚ କରିବାକୁ ଯାଉଛି। ହିରୋ ମୋଟୋକର୍ପ ଏହାର ଦଶମ ବାର୍ଷିକୀରେ ପ୍ରଥମ ଝଲକ ଦେଖାଇଛି। ଏହି ଇଲେକ୍ଟ୍ରିକ୍ ସ୍କୁଟର ବିଷୟରେ କମ୍ପାନୀ ଅଧିକ […]
ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍)ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ୍ (ଆର୍ଏନ୍ଇଏସ୍ଏଲ୍) ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ ନିବେଶକ ଯଥା ପଲସନ୍ ଆଣ୍ଡ୍ କୋ ଆଇଏନ୍ସି, ବିଲ୍ ଗେଟ୍ସ ଏବଂ କିଛି ଅନ୍ୟ ନିବେଶକଙ୍କ ସହ […]
ନୂଆଦିଲ୍ଲୀ: କ୍ରେଡିଟ୍ କାର୍ଡର ଲୋକପ୍ରିୟତା ବୃଦ୍ଧି ପାଉଛି ଏବଂ ଅନେକ ଲୋକ ଏହାକୁ ବ୍ୟବହାର କରନ୍ତି। ବହୁତ ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କର କ୍ରେଡିଟ୍ କାର୍ଡ ବାଲାନ୍ସ ଶୂନ ରଖନ୍ତି। କିନ୍ତୁ ଏହା ଦ୍ୱାରା ହୋଇଥିବା କ୍ଷତି ବିଷୟରେ ସେମାନେ ଜାଣନ୍ତି […]
ନୂଆଦିଲ୍ଲୀ: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ (ଇପିଏଫ୍ଓ) ର ସଦସ୍ୟମାନଙ୍କ ପାଇଁ ସେମାନଙ୍କର ଇପିଏଫ୍ ଆକାଉଣ୍ଟକୁ ଆଧାର ସହିତ ଲିଙ୍କ୍ କରିବା ବାଧ୍ୟତାମୂଳକ କରାଯାଇଛି। ଆକାଉଣ୍ଟକୁ ଆଧାର ସହିତ ଲିଙ୍କ୍ ନକରିବା ହେତୁ ସଦସ୍ୟମାନଙ୍କୁ ଭବିଷ୍ୟତରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ […]
ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଦେୟ ଏବଂ ଟଙ୍କା ସ୍ଥାନାନ୍ତର କେବଳ ଅନଲାଇନରେ କରାଯାଉଛି। କିନ୍ତୁ ଅନେକ ଥର ଆମେ ଦେୟ ଦେବାବେଳେ ଭୁଲ୍ କରିଥାଉ। ଏପରି ପରିସ୍ଥିତିରେ ଟଙ୍କା ଭୁଲ ଆକାଉଣ୍ଟକୁ ଅର୍ଥାତ୍ ଅନ୍ୟର ଆକାଉଣ୍ଟକୁ ସ୍ଥାନାନ୍ତରିତ ହୁଏ। ଏହି ପରିସ୍ଥିତିରେ […]
ଭୁବନେଶ୍ବର, କୋଭିଡ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ଏବଂ କୋଭିଡ୧୯ ମହାମାରୀ ସମୟରେ ଟ୍ରେନ ମାନଙ୍କରେ ଖରାପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଅନୁଯାୟୀ ନିମ୍ନରେ ଉଲ୍ଲେଖ କରାଯାଇଥିବା ସ୍ୱତନ୍ତ୍ର ଟ୍ରେନ୍ ଗୁଡିକୁ ବାତିଲ୍ ଏବଂ ଆଂଶିକ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। […]
ନୂଆଦିଲ୍ଲୀ: ଏଲପିଜି ସଂଯୋଗ ପାଇବା ପୂର୍ବରୁ ଏକ କଷ୍ଟସାଧ୍ୟ କାର୍ଯ୍ୟ ଥିଲା କିନ୍ତୁ ବର୍ତ୍ତମାନ ଏହା ବହୁତ ସହଜ ହୋଇଯାଇଛି। ବର୍ତ୍ତମାନ ଗ୍ୟାସ କମ୍ପାନୀଗୁଡିକ ମଧ୍ୟ ଏଥିପାଇଁ ଅନେକ ଯୋଜନା ଚଳାଉଛନ୍ତି। ଏହା ସହିତ ସଂଯୋଗର ଅନଲାଇନ୍ ସ୍ଥାନାନ୍ତରର ସୁବିଧା ମଧ୍ୟ […]
ମୁମ୍ବାଇ /ଭୁବନେଶ୍ୱର : ରିଲାଏନ୍ସ ଜୁଏଲ୍ସ, ଏହାର ସ୍ୱତନ୍ତ୍ର ଜୁଏଲାରୀ କଲେକ୍ସନ, “ଆଭାର” ର ସଂପ୍ରସାରିତ ସମ୍ଭାରର ଶୁଭାରମ୍ଭ କରିବା ସହିତ ଏହାର ୧୪ତମ ବାର୍ଷିକିର ପାଳନ କରୁଛି। ଏହି କଲେକ୍ସନର ଶୁଭାରମ୍ଭ ସହିତ, ରିଲାଏନ୍ସ ଜୁଏଲ୍ସ ଗ୍ରାହକମାନଙ୍କ ପ୍ରତି କୃତଜ୍ଞତା […]
ମୁମ୍ବାଇ, ଏକ ସୁସଂହତ ବିଦ୍ୟୁତ ଚାଳିତ ବାହନ (ଇଭି) ପରିବ୍ୟବସ୍ଥା ସୃଷ୍ଟି ଦିଗରେ ଯୋଗଦାନ ସ୍ୱରୂପ ରିଲାଏନ୍ସ ବିପି ମୋବିଲିଟି ଲିମିଟେଡ ଏବଂ ସ୍ୱିଗି ପକ୍ଷରୁ ସମ୍ମିଳିତ ଉଦ୍ୟମ ଆକାରରେ ଆଜି ପରୀକ୍ଷାମୂଳକ ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି, ଯାହା ଭାରତର […]
ନୂଆଦିଲ୍ଲୀ: କେନ୍ଦ୍ର ସରକାର କିଛି ସମୟ ପାଇଁ ଡ୍ରାଇଭିଂ ଲାଇସେନ୍ସ ତିଆରି ପ୍ରକ୍ରିୟାକୁ ସରଳ କରିଛନ୍ତି। ଏଥି ସହିତ ବର୍ତ୍ତମାନ ସରକାର ଏହି ଦିଗରେ ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି। ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଡ୍ରାଇଭିଂ ଲାଇସେନ୍ସ […]
ନୂଆଦିଲ୍ଲୀ: ସବୁଠାରୁ ଉତ୍ତମ ଶ୍ରେଣୀରେ ସଂଯୁକ୍ତ କାର ଟେକ୍ନୋଲୋଜି ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ, ଏମ୍ଜି ମୋଟର ଇଣ୍ଡିଆ ଭାରତର ଅଗ୍ରଣୀ ଡିଜିଟାଲ ସେବା ପ୍ରଦାନକାରୀ ଜିଓ ସହ ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ୍ (ଆଇଓଟି) ସ୍ପେସରେ ସହଭାଗିତା ଘୋଷଣା କରିଛି। ଏକ ଅଟୋ-ଟେକ୍ […]
ମୁମ୍ବାଇ/ଭୁବନେଶ୍ୱର, ରିଲାଏନ୍ସ୍ ର ଗ୍ରାହକ ବ୍ରାଣ୍ଡ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ହୋମ କେୟାର ବ୍ରାଣ୍ଡ ପ୍ୟୁରିକ୍ ଇନଷ୍ଟା-ସେଫ୍ ଶୁଭାରମ୍ଭ ଘୋଷଣା କରାଯାଇଛି । ଗ୍ରାହକଙ୍କ ମଧ୍ୟରେ ସ୍ୱଚ୍ଛତା ଏବଂ ନିରାପତ୍ତା ପାଇଁ ବର୍ଦ୍ଧିତ ଆବଶ୍ୟକତାକୁ ପୁରଣ କରିବା […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ‘ଇ-ରୁପି’ ସେବାର ଶୁଭାରାମ୍ଭ କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ନଗଦବିହୀନ ଦେୟକୁ ପ୍ରୋତ୍ସାହିତ କରିବା। ଆର୍ଥିକ ସେବା ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ସହଯୋଗରେ ଇ-ରୁପି […]
ନୂଆଦିଲ୍ଲୀ: ଆସନ୍ତାକାଲି ଭିଡିଓ କନଫରେନ୍ସ ଜରିଆରେ ଡିଜିଟାଲ ପେମେଣ୍ଟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଇ-ରୁପି’ ବ୍ୟବସ୍ଥା ଆରମ୍ଭ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ଏହି ସୂଚନା ମିଳିଛି। ପିଏମଓ କହିଛି ଯେ, ଡିଜିଟାଲ ପେମେଣ୍ଟ ପାଇଁ ‘ଇ-ରୁପି’ ଏକ […]
ଭୁବନେଶ୍ୱର: ଓଡ଼ିଶାରେ ସବୁଠାରୁ ପସନ୍ଦଯୋଗ୍ୟ ଡିଜିଟାଲ ସେବା ଯୋଗାଣକାରୀ ଭାବରେ ନିଜର ଜୟଯାତ୍ରା ଜାରି ରଖି ରିଲାଏନ୍ସ ଜିଓ ୨୦୨୧ ମଇ ମାସରେ ସର୍ବାଧିକ ସଂଖ୍ୟକ ନୂଆ ମୋବାଇଲ ଗ୍ରାହକ ଯୋଗ କରିଥିବାବେଳେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ […]