ଭୁବନେଶ୍ବର: ଠକେଇ ଅଭିଯୋଗରେ ଏକ ୱେବ ଚ୍ୟାନଲ ତଥା ଖବରକାଗଜ ମାଲିକ ଗିରଫ ହୋଇଛନ୍ତି। ସେ ହେଉଛନ୍ତି ସୁରଜିତ ଧଳ। ଆଜି ଇଓଡବ୍ଲୁ ତାଙ୍କୁ ଗିରଫ କରିଛି। ତାଙ୍କୁ ଇଭୋସ ବିଲଡର କଂପାନୀଠାରୁ ଏକ କୋଟି ଟଙ୍କା ଠକି ନେବା ଅଭିଯୋଗରେ […]
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଉପରେ ଅଧୀର ରଂଜନ ଚୌଧୁରୀଙ୍କ ଆକ୍ରମଣ ଜାରି ରହିଛି। ଆସନ ବାଣ୍ଟିବା ନେଇ ମମତା ବାନାର୍ଜୀଙ୍କୁ କ୍ରମାଗତ ଭାବେ ଆକ୍ରମଣ କରୁଥିବା ଅଧୀର ବର୍ତ୍ତମାନ ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇ ଟିଏମସି […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଶଗଡଭଙ୍ଗା ଭୀମପୁର ଗାଁରେ ହତ୍ୟାକାଣ୍ଡ। ସମଲିଙ୍ଗୀ ସମ୍ପର୍କକୁ ନେଇ ମର୍ଡର ହୋଇଥିବା ଖୋର୍ଦ୍ଧା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ। ମୃତ ଯୁବକଙ୍କ ନାମ ରଶ୍ମିରଞ୍ଜନ ବଳିୟାରସିଂହ। […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ନିମଖଣ୍ଡି ଥାନା ଅନ୍ତର୍ଗତ ବୀରକୃଷ୍ଣଚନ୍ଦ୍ର ପୁର ଗ୍ରାମର ବାବୁଲା ସାହୁ ଓ ବୁଲୁ ସାହୁ ଙ୍କ ଘର ଉପରେ ବୋମାମାଡ ଓ ଉକ୍ତ ଦୁଇ ଭାଇଙ୍କୁ ମାରଣାନ୍ତକ ଆକ୍ରମଣ ଅଭିଯୋଗରେ ନିମଖଣ୍ଡି ପୋଲିସ ଅଭିଯୋଗ ପାଇ […]
ନୂଆଦିଲ୍ଲୀ: ଇରାନର କେରମନ ସହରରେ ଦୁଇଟି ବଡ଼ ବିସ୍ଫୋରଣ ଘଟି ୧୦୩ ଜଣଙ୍କର ମୃତ୍ୟୁ ଘଟିଛି। ୧୭୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ଦେଶର ପୂର୍ବତନ ଜେନେରାଲ କାସୀମ ସୁଲେମାନୀଙ୍କ କବର ନିକଟରେ ଘଟିଛି। ଇରାନର ସରକାରୀ […]
ନୂଆଦିଲ୍ଲୀ: ଜାନୁଆରୀ ୨୬ ସୁଦ୍ଧା ତିନିଟି ନୂଆ ଅପରାଧିକ ନ୍ୟାୟ ଆଇନ ଇଣ୍ଡିଆନ୍ କୋଡ୍ ଅଫ୍ ଜଷ୍ଟିସ୍ (ବିଏନ୍ଏସ୍), ଇଣ୍ଡିଆନ୍ ସିଭିଲ୍ ଡିଫେନ୍ସ କୋଡ୍ (ବିଏନ୍ଏସ୍ଏସ୍) ଏବଂ ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ (ବିଏସ୍ଏ)ର ବିଜ୍ଞପ୍ତି ପ୍ରକାଶ ପାଇବ। ବର୍ଷକ ମଧ୍ୟରେ ଏହି […]
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ (UAPA) ଅନୁଯାୟୀ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡକୁ ଆତଙ୍କବାଦୀ ଘୋଷଣା କରିଛନ୍ତି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ନିଷିଦ୍ଧ ଖଲିସ୍ତାନୀ ସଂଗଠନ ବବର ଖାଲସା ଇଣ୍ଟରନ୍ୟାସନାଲ ସହିତ […]
ନୂଆଦିଲ୍ଲୀ: ଭାରତ ସରକାର ଜାମ୍ମୁ ଓ କାଶ୍ମୀରର ତେହେରିକ୍-ଇ-ହୁରିୟାତ’ (ଟିଇଏଚ୍) ସଂଗଠନକୁ ବେଆଇନ ଘୋଷଣା କରିଛନ୍ତି। ବେଆଇନ କାର୍ଯ୍ୟକଳାପ ଦୂରୀକରଣ ଆଇନ (ୟୁଏପିଏ) ୧୯୬୭ର ଧାରା ୩ (୧) ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ […]
ନୂଆଦିଲ୍ଲୀ: ଜାନୁୟାରୀ ୨୨ ତାରିଖ ୨୦୨୪ ରେ ଅଯୋଧ୍ୟାରେ ଭଗବାନ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ବଡ଼ ପ୍ରସ୍ତୁତି ଚାଲିଛି। ଏହି ସମୟରେ ଶ୍ରୀ ରାମ ମନ୍ଦିର, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଏସଟିଏଫ ମୁଖ୍ୟଙ୍କୁ ଏକ ମେଲ ମାଧ୍ୟମରେ […]
ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ଆଜି ବୋଲଗଡ଼ ଥାନା ମାଣିକଗୋଡ଼ା (ଦଳେଇ ସାହି) ଠାରେ ଚଢ଼ାଉ କରି ଅବକାରୀ ବିଭାଗ ୧୫ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ବ୍ରାଉନ ସୁଗାର ଜବତ କରିଛି। ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତ ମିର […]
ନୂଆଦିଲ୍ଲୀ: ମୁମ୍ବାଇରେ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲଶ୍କର-ଏ-ତୋଇବା ନେତା ଆତଙ୍କବାଦୀ ହାଫିଜ ସଇଦଙ୍କୁ ଭାରତକୁ ଆଣିବା କଥା। ପାକିସ୍ତାନୀ ଗଣମାଧ୍ୟମରେ ଦାବି କରାଯାଉଛି ଯେ, ଆତଙ୍କବାଦୀ ହାଫିଜ ସଇଦଙ୍କୁ ପାକିସ୍ତାନ ସରକାରଙ୍କଠାରୁ ପ୍ରତ୍ୟର୍ପଣ ପାଇଁ ଭାରତ ଏକ ସରକାରୀ ଦାବି […]
ନୂଆଦିଲ୍ଲୀ: ସଂସଦରେ ଅନୁପ୍ରବେଶ କରିଥିବା ଅଭିଯୁକ୍ତଙ୍କ ପଲିଗ୍ରାଫି ପରୀକ୍ଷା କରିବାକୁ ଦିଲ୍ଲୀ ପୋଲିସ ପ୍ରସ୍ତୁତ ହେଉଛି। ଏଥିପାଇଁ ଦିଲ୍ଲୀ ପୋଲିସ ଦିଲ୍ଲୀର ପଟିଆଲା କୋର୍ଟରୁ ଅନୁମତି ମାଗିଛି। ଜାନୁଆରୀ ୨ ତାରିଖରେ କୋର୍ଟ ପୋଲିସର ଆବେଦନ ଶୁଣାଣି କରିବେ। ବର୍ତ୍ତମାନ ସମସ୍ତ […]
ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ମୁସଲିମ୍ ଲିଗ୍ ଜମ୍ମୁ କାଶ୍ମୀର-ମସରତ ଆଲାମ ଗୋଷ୍ଠୀ (MLJK-MA) ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ଅନୁଯାୟୀ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏହି ସଂଗଠନ ଉପରେ ଅଭିଯୋଗ ହୋଇଛି ଯେ […]
ନୂଆଦିଲ୍ଲୀ: ଚାଇନାର ସ୍ମାର୍ଟଫୋନ୍ ନିର୍ମାତା ଭିଭୋ ବିରୋଧରେ ହୋଇଥିବା ଅର୍ଥ ହେରେଫେରେ ଘଟଣାରେ ଗତ ସପ୍ତାହରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଭିଭୋ-ଇଣ୍ଡିଆର ତିନିଜଣ ଅଧିକାରୀଙ୍କୁ ଗିରଫ କରିଥିଲା। ଏହି ଗିରଫ ପରେ ଚୀନ୍ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛି। ଚୀନ୍ […]
ଜୁନାଗଡ଼ (ଦୁଷ୍ମନ୍ତ କୁମାର ପଣ୍ଡା): ଜୁନାଗଡ ଥାନା ଅନ୍ତର୍ଗତ କନ୍ଧ ବ୍ର।ହ୍ମଣୀଗୁଡା ଗ୍ରାମରେ ଏକତରଫା ପ୍ରେମକୁ ନେଇ ଜଣେ ନାବାଳିକାକୁ ହତ୍ୟା ଉଦ୍ୟମ କରାଯାଇଛି। ଗୁରୁତର ଅବସ୍ଥାରେ ପୀଡ଼ିତା ନାବାଳିକା ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସାଧୀନଥିବା ବେଳେ ଅଭିଯୁକ୍ତ ଫେରାର୍ ଥିବା ଜଣାଯାଇଛି। […]
ବ୍ରହ୍ମପୁର( କୈଳାସ ଚନ୍ଦ୍ର ଚୌଧୁରୀ): ଗୋପାଳପୁର ବେଳାଭୂମି ରେ ନିୟୋଜିତ ଲାଇଫ୍ ଗାର୍ଡ କର୍ମଚାରୀ ଙ୍କ ଦ୍ଵାରା ଭାସୁଥିବା ଅବସ୍ଥାରେ ଏକ ଶବ ଉଦ୍ଧାର କରାଯାଇଛି। କିନ୍ତୁ ମ୍ରୁତ ବ୍ୟକ୍ତି ର ପରିଚୟ ମିଳିନାହିଁ।ତାର ବୟସ ପାଖାପାଖି ୨୦ ବର୍ଷ ରୁ […]
ଭୁବନେଶ୍ବର: ସୁରକ୍ଷା ଭିତରେ ଥିବା ଆପାର୍ଟମେଣ୍ଟରୁ ବାରମ୍ବାର ଚୋରୀ ପରେ ଏବେ ସେଥିରେ ମୁଣ୍ଡ ପୁରାଇଛି କମିଶନରେଟ ପୋଲିସ। ଏ ନେଇ ଡିସିପି ପ୍ରତୀକ ସିଂହଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଏହାର ସୁରକ୍ଷା ନେଇ ଆରମ୍ଭ ହୋଇଛି ତନାଘନା। ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ବରରେ […]
ନୂଆଦିଲ୍ଲୀ: ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ପ୍ରତିରକ୍ଷା ସଂହିତା ଏବଂ ଭାରତୀୟ ପ୍ରମାଣ ବିଲ୍-୨୦୨୩ ଲୋକସଭାରେ ପାରିତ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ତିନିଟି ଅପରାଧିକ ଆଇନ ବଦଳରେ ବିଲ୍ଗୁଡ଼ିକ ଦାସତ୍ୱର ମାନସିକତାକୁ ଉଚ୍ଛେଦ କରିବା […]
ଭୁବନେଶ୍ବର: ଆଜି ମାଣବସା ଗୁରୁବାରରେ ମା ଲକ୍ଷ୍ମୀ ଆସିବା ପାଇଁ ସମସ୍ତେ ପୂଜାପାଠ କରନ୍ତି। ହେଲେ ଯାହା ଉପରେ ମା କୋପ କରନ୍ତି ତାଙ୍କର ସର୍ବସ୍ବ ନେଇଯାଆନ୍ତି। ଆଜି ସେହିପରି ଘଟଣା ଭୁବନେଶ୍ବରର ମୁଖ୍ୟ ଯୋଗାଣ ଅଧିକାରୀଙ୍କ କ୍ଷେତ୍ରରେ ତାହା ହିଁ […]
ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ରେଳ ଡିଭିଜନ କୁହୁଡି ରେଳ ଫାଟକ ନିକଟରେ ନବ ବିବାହିତା ମହିଳାଙ୍କ ମୃତ ଦେହ ଠାବ ହୋଇଛି। ନବ ବିବାହିତା ମହିଳା ଜଣଙ୍କର ନାମ ମାଣିକ ବେହେରା, ବୟସ ୩୬ ବର୍ଷ। ଘର ସୋରଣ ଟାଙ୍ଗୀ […]
ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଦାମୀ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଟାଙ୍ଗୀ ପୋଲିସ ଧରିବାରେ ସଫଳ ହୋଇଛି। ଚାଲାଣକାରୀମାନେ ନୂଆ ଉପାୟରେ ଗଞ୍ଜେଇ ଚାଲାଣ କରି ବେଆଇନ ଭାବେ ମୋଟା ଅଙ୍କର ଟଙ୍କା ରୋଜଗାର କରିବାକୁ ଚେଷ୍ଟା କରୁଥିଲେ। […]