ପୁରୀ: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଦୁଇଟି ପର୍ବ ପାଳନ ହୋଇଥାଏ। ଏହି ଦିନ ପ୍ରଭୃ ବଳରାମ ଜନ୍ମ ଗ୍ରହଣ କରିଛନ୍ତି। ସେଥିପାଇଁ ଶ୍ରୀମନ୍ଦିରରେ ବଳଭଦ୍ରଙ୍କ ଜନ୍ମ ଉତ୍ସବରେ ସ୍ବତନ୍ତ୍ର ନୀତି କରାଯାଇଛି। ସେହିପରି ରାକ୍ଷୀ ପୂର୍ଣ୍ଣିମା […]
ଭୁବନେଶ୍ବର: ଓଡିଆ ଚଳଚିତ୍ର ପ୍ରତୀକ୍ଷା କୁ ମିଳିବ ଶ୍ରେଷ୍ଠ ଆଞ୍ଚଳିକ ଭାଷା ପାଇଁ ଜାତୀୟ ଚଳଚିତ୍ର ପୁରସ୍କାର। ଆଜି ନୂଆଦିଲ୍ଲୀରେ ଘୋଷଣା କରାଯାଇଥିବା ୬୯ତମ ଜାତୀୟ ଚଳଚିତ୍ର ପୁରସ୍କାରରେ ଏହା କୁହାଯାଇଛି। ଏହି ଚଳଚିତ୍ରଟି ରଜତ କମଲ ପୁରସ୍କାର ପାଇବ। ଏଥିସହିତ […]
ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଆସନ୍ତାକାଲି ସନ୍ଧ୍ୟା ୬ ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ। ରାତି ୧୦ଟା ପରେ ଦର୍ଶନ […]
ଭୁବନେଶ୍ବର: ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଜନସାଧାରଣରେ ସଚେତନତା ସୃଷ୍ଟି କରାଯିବ। ୫-ଟି ଉପକ୍ରମରେ ସରକାରଙ୍କ ପକ୍ଷରୁ ଜାରି ବିକାଶ ପ୍ରକ୍ରିୟାରେ ସମସ୍ତଙ୍କୁ ସାମିଲ କରିବା ଏବଂ କୌଣସି ଯୋଜନାରୁ ଯେପରି ଯୋଗ୍ୟବ୍ୟକ୍ତି ବାଦ ନପଡନ୍ତି ଏ ସଂପର୍କରେ ଲୋକକଳା ମାଧ୍ୟମରେ […]
ଭୁବନେଶ୍ବର: ବରପାଲି ରେ ସ୍ୱଭାବ କବି ଗଙ୍ଗାଧର ମେହରଙ୍କ ସ୍ମୃତି ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଗତ […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଳାଭୂମି ସଂଗ୍ରହାଳୟରେ ଇ-ଅଡିଓ ଗାଇଡ୍ ଟୁର୍ ଆରମ୍ଭ କରିଛନ୍ତି। ଏହା ହେଉଛି ଏକ ଭିନ୍ନ ପଦକ୍ଷେପ ଯାହା ପର୍ଯ୍ୟଟକଙ୍କୁ ସୂଚନା ଯୋଗାଇବ। ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ଦ୍ବାରା ପ୍ରସ୍ତୁତ ଏହି ଇ-ଅଡିଓ ଯାତ୍ରା ତିନୋଟି […]
ଭୁବନେଶ୍ବର: ଓଡିଶାର ପାରଂପାରିକ କଳାର ଲୋକପ୍ରିୟ କରାଇବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ଚାଲିଛି ପ୍ରୟାସ। ସେହିକ୍ରମରେ ଗତକାଲି ଭୁବନେଶ୍ବରର ଭଂଜକଳା ମଣ୍ଡପରେ ଆୟୋଜିତ ହୋଇଛି ଦୁଇ ଦିନିଆ ରାଜ୍ୟ ସ୍ତରୀୟ ଦାସକାଠିଆ ଓ ପାଲା ଉତ୍ସବ। ଏଥିରେ ବିରଞ୍ଚିନାରାୟଣ […]
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୬୯ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ଡ. ଜୟନ୍ତୀ ରଥ, ପୂର୍ବତନ ଅଧୀକ୍ଷକ, ରାଜ୍ୟ ସଂଗ୍ରହାଳୟ ଏବଂ ସଚିବ ସାହିତ୍ୟ ଏକାଡେମୀ, […]
ଭୁବନେଶ୍ବର: ଓଡିଶା ସାହିତ୍ୟ ଏକାଡେମୀ ଏକ ନୂଆ ପଦକ୍ଷେପ ଆରମ୍ଭ କରିଛି। ଖୁବ ଶିଘ୍ର ସର୍ବକାଳୀନ ଓ ଉଚ୍ଚକୋଟୀର ଏକ ଶହଟି ଓଡିଆ ଗଳ୍ପର ବିଦେଶୀ ଭାଷାକୁ ଅନୁବାଦ କରାଯିବ। ଓଡିଆରେ ଥିବା ଲୋକପ୍ରିୟ ଗଳ୍ପର ପ୍ରଚାର ପ୍ରସାର ପାଇଁ ରାଜ୍ୟ […]
ସୀତାରାମ ଅଗ୍ରୱାଲ ବାଣପୁର: ଶକ୍ତିକ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠରେ ଆରମ୍ଭ ହେଲା କୃଷିଭିତିକ ଶ୍ରାବଣୀ ଚିତ୍ରକ ପର୍ବ ଚିତଉ ଲାଗି।। ଶ୍ରାବଣ ଅମାବାସ୍ୟା ଶ୍ରୀଜଗନ୍ନାଥଙ୍କ ଚିତାଲାଗି ଅମାବାସ୍ୟା ଭାବରେ ପ୍ରତିଟି ଓଡ଼ିଆ ପରିବାରରେ ଅତିନିଷ୍ଠାର ସହିତ ପାଳିତ […]
ଭୁବନେଶ୍ୱର: ଚେନ୍ନାଇର ଚୋଳମଣ୍ଡଳ ଶିଳ୍ପୀଗ୍ରାମ ଆର୍ଟ ଗ୍ୟାଲେରୀଠାରେ ଓଡିଶାର ପ୍ରସିଦ୍ଧ ଆଦିବାସୀ ଚିତ୍ରକଳା ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଦ୍ୱାରା ଉଦଘାଟିତ ହୋଇ ଯାଇଛି। ଉଦଘାଟନୀ ଉତ୍ସବରେ ମାନ୍ୟବର […]
ପୁରୀ: ଆଜି ବିଶ୍ବ ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତ ନୂଆ ଇତିହାସ ସୃଷ୍ଟି କରିଛି। ଚନ୍ଦ୍ରଯାନ3 ସଫଳତାର ସହ ଉତକ୍ଷେପଣ କରିଛି। ଏହି ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ସଫଳତା ନେଇ କରିଛନ୍ତି ବାଲୁକା କଳା। ପୁରୀ ବେଳେ […]
ଭୁବନେଶ୍ବର: ଓଡିଶାର ଜଣେ ପରିଚିତ ସଂସ୍କୃତି ଗବେଷକ ମଙ୍ଗଳା ମହାନ୍ତିଙ୍କ ଗତକାଲି ରାତିରେ ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଶେଷରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସେ […]
ଭୁବନେଶ୍ୱର : ମହିଳା ଓ ଶିଶୁ ବିକାଶ ବିଭାଗ ଓ ଓଡ଼ିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦ ଆନୁକୂଲ୍ୟରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ୨୦୨୨ ର ପୁରସ୍କାର ବିତରଣ ଉତ୍ସବ ସ୍ଥାନୀୟ ଗୃହ ଅର୍ଥନୀତି […]
ନୂଆଦିଲ୍ଲୀ: ବର୍ତ୍ତମାନ ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି। ବିଶ୍ୱାସ କରାଯାଏ ଯେ, ଶ୍ରାବଣ ମାସ ହେଉଛି ଭଗବାନ ଶିବଙ୍କର ସବୁଠାରୁ ପ୍ରିୟ ମାସ। ଶ୍ରାବଣ ମାସରେ କରାଯାଇଥିବା ଉପାସନା ବିଶେଷ ଫଳାଫଳ ଦେଇଥାଏ। କେବଳ ଏତିକି ନୁହେଁ ଭଗବାନ ଶିବଙ୍କ କୃପା ସର୍ବଦା […]
ନୂଆଦିଲ୍ଲୀ: ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି। ସମସ୍ତେ ନିଜ ନିଜ ଉପାୟରେ ଭୋଲେ ବାବାଙ୍କୁ ପ୍ରସନ୍ନ କରିବାରେ ବ୍ୟସ୍ତ ଅଛନ୍ତି। ଏଥି ସହିତ, ଆଜି ଆମେ ଆପଣଙ୍କୁ ଆଉ ଏକ ପ୍ରତିକାର ବିଷୟରେ କହୁଛୁ, ଯାହା ମାଧ୍ୟମରେ ଆପଣ ଶ୍ରାବଣ ମାସରେ […]
ଅଧ୍ୟାପକ ଡକ୍ଟର ସତ୍ୟ ଷଡ଼ଙ୍ଗୀ ଆଜି ଶ୍ରାବଣ କୃଷ୍ଣ ପଞ୍ଚମୀ, ମନସା ପଞ୍ଚମୀ। ଦେବୀ ମନସାଙ୍କ ଆରାଧନା ଦିନ। ସୁପ୍ତେ ଜନାର୍ଦ୍ଦନେ କୃଷ୍ଣେ ପଞ୍ଚମ୍ୟାଂ ଭବନାଙ୍ଗଣେ /ପୂଜୟେତ୍ ମନସା ଦେବୀଂ ସ୍ନୁହୀ ବିଟପ ସଂସ୍ଥିତାମ୍। ଅର୍ଥାତ୍ ହରିଶୟନ ପରେ ପଞ୍ଚମୀ ତିଥିରେ […]
ଭୁବନେଶ୍ୱର/ମୁମ୍ବାଇ : ନଭି ମୁମ୍ବାଇର ଖରଘର ସେକ୍ଟର ୩, ବାଲାଜି ଆଙ୍ଗନସ୍ଥିତ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଉତ୍ସବ ଶେଷ ହୋଇଛି। ଜୟ ଜଗନ୍ନାଥ ଲୋକ ତରଣ ଟ୍ରଷ୍ଟ ଓ ସ୍ୱାମୀ ଅଦ୍ୱେସା ନନ୍ଦ ୱେଲଫେୟାର ଆସୋସିଏସନ୍ ସରସ୍ୱତୀ ପକ୍ଷରୁ ରଥଯାତ୍ରା […]
ଭୁବନେଶ୍ବର: ଆଜି ହେଉଛି ଗୁରୁ ପୂର୍ଣ୍ଣିମା। ଆଷାଢ ପୂର୍ଣ୍ଣିମାକୁ ଗୁରୁ ପୁର୍ଣ୍ଣିମା ଭାବେ ପାଳନ କରାଯାଇଥାଏ। ହିନ୍ଦୁ ଧର୍ମରେ ଏହି ଦିନଟି ବେଶ ମହତ୍ବ ରଖେ। ଏହି ଦିନ ପବିତ୍ର ନଦୀରେ ଗାଧୋଇ ଗରିବ ଲୋକଙ୍କୁ ଦାନ କରିବାର ଏହି ଦିନ ବିଶେଷ […]
ପୁରୀ: ଆଜି ହେଉଛି ରସଗୋଲା ଦିବସ। ଏହି ଦିବସଟି ମିଠା ବ୍ୟବସାୟୀଙ୍କ ପାଇଁ ଯେତିକି ଗୁରୁତ୍ବ, ଜଗନ୍ନାଥ ପ୍ରେମୀଙ୍କ ପାଇଁ ସେତିକି ଗୁରୁତ୍ବ। କାରଣ ଆଜି ମା ଲକ୍ଷ୍ମୀଙ୍କ ମାନଭଂଜନ ପାଇଁ ତାଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥ ରସଗୋଲା ପ୍ରଦାନ କରିବେ। […]
ପୁରୀ: ଗତକାଲି ମହାସମାରୋହରେ ତିନି ରଥରେ ପାଳିତ ହୋଇଛି ଅଧରପଣା ନୀତି। ଏଥିରେ ତିନିରଥରେ ତିନୋଟି ଲେଖାଏଁ ମାଟି ହାଣ୍ଡିରେ ପଣାଭୋଗ ଶ୍ରୀଜିୟୁଙ୍କୁ ଲାଗି କରାଯାଇଥିଲା। ସେବକମାନେ ଠାକୁରଙ୍କ ଅଧରକୁ ଛୁଇଁବା ପରି ହାଣ୍ଡି ବା ମାଟି ତୁମ୍ବରେ ପଣା ରଖିଥିଲେ। […]