ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନ ତରଫରୁ ଏକାଦଶ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଆଜିଠାରୁ ତିନିଦିନ ଧରି ରବିନ୍ଦ୍ର […]
ପୁରୀ: ଆଜି ଭକ୍ତଙ୍କ ପାଇଁ ଖୁସି ଖବର ମିଳିଛି। ମହାପ୍ରଭୁଙ୍କ ସ୍ନାନଯାତ୍ରା ନିମନ୍ତେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦଇତାପତି ନିଯୋଗ ବୈଠକରେ ଏକ ବଡ ନିଷ୍ପତ୍ତି ନିଆଯାଇଛି। କରୋନା ଯୋଗୁଁ ସ୍ନାନ ଯାତ୍ରା ପାଇଁ କଟକଣା ଲାଗିଥିଲା। କିନ୍ତୁ ଚଳିତ […]
କନ୍ଦର୍ପ ବେହେରା ରେଢ଼ାଖୋଲ: ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରାର ରଥ ନିର୍ମାଣ ପାଇଁ ରେଢ଼ାଖୋଲ ଜଙ୍ଗଲରୁ ପ୍ରଥମଥର ପାଇଁ ଧଉରା କାଠ ଏକ ଟ୍ରକ୍ ରେ ଆଜି ପଠାଯାଇଛି। ରେଢ଼ାଖୋଲ ବନଖଣ୍ଡ ବୁର୍ଡା ପଂଚାୟତର ଜଙ୍ଗଲରୁ ୬୧ ଖଣ୍ଡ ୧୨ ଫୁଟିଆ ଧଉରା […]
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟଙ୍କୁ ଜଣେ ମହାନ ଅର୍ଥନୀତିଜ୍ଞ ତଥା ମହାନ ଶିକ୍ଷାବିତ୍ ଭାବରେ ବିବେଚନା କରାଯାଏ। ଚାଣକ୍ୟ ନୀତି ଶାସ୍ତ୍ରୀରେ ଟଙ୍କା ଏବଂ ସଫଳତା ସହ ଜଡିତ ଅନେକ ନୀତି ଉଲ୍ଲେଖ କରଛନ୍ତି, ଯାହାକୁ ଲୋକମାନେ ଅନୁସରଣ କରନ୍ତି। କୁହାଯାଏ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଅଦ୍ୱିତୀୟ ଜ୍ଞାନର ପ୍ରତୀକ ଭାରତୀୟ ଜ୍ଞାନ ପରମ୍ପରାକୁ ଶିକ୍ଷା ବ୍ୟବସ୍ଥାର ମୁଖ୍ୟସ୍ରୋତରେ ଯୋଡ଼ିବା ଉଦ୍ଦେଶ୍ୟରେ ଆଜି ‘ଭାରତୀୟ ଜ୍ଞାନ ପରମ୍ପରା ଆଧାରିତ ପୁସ୍ତକ’ ଉନ୍ମୋଚନ କରାଯାଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର […]
ନୂଆଦିଲ୍ଲୀ: ପ୍ରତ୍ୟେକ ମଣିଷଙ୍କୁ ଧନୀ ହେବା ଇଚ୍ଛା ଥାଏ। ସମସ୍ତେ ଚାହାଁନ୍ତି ଯେ, ସେମାନଙ୍କର ବ୍ୟବସାୟ ଏବଂ କାରୋବର ବୃଦ୍ଧି ହେଉ। ଯାହାଫଳରେ ସେମାନଙ୍କ ଘରେ କେବେବି ଅର୍ଥର ଅଭାବ ରହିବ ନାହିଁ। ଏହି କାରଣରୁ ଘରେ କୌଣସି ଦୁଃଖ ରହିବ […]
ଲୁମ୍ବିନୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କ ସହ ଲୁମ୍ବିନୀ ମଠ କ୍ଷେତ୍ର, ଲୁମ୍ବିନୀ, ନେପାଳ ଠାରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ବୁଦ୍ଧିଷ୍ଟ କଲ୍ଚର ଆଣ୍ଡ ହେରିଟେଜ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି। ଏହି କେନ୍ଦ୍ର […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳର ଲୁମ୍ବିନୀସ୍ଥିତ ଆନ୍ତର୍ଜାତିକ ଅଧିବେଶନ କେନ୍ଦ୍ର ଓ ଧ୍ୟାନ ଭବନରେ ୨୫୬୬ତମ ବୁଦ୍ଧ ଜୟନ୍ତୀ ସମାରୋହରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ନେପାଳ ପ୍ରଧାନମନ୍ତ୍ରୀ ସମ୍ମାନନୀୟ ଶେର ବାହାଦୁର ଦେଉବା ଓ ତାଙ୍କ ପତ୍ନୀ ଡକ୍ଟର […]
ଚାଣକ୍ୟ ନୀତି: ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ପାଞ୍ଚ ଜଣଙ୍କୁ ପିତା ବୋଲି କୁହାଯିବ ବୋଲି ଉଲ୍ଲେଖ କରିଛନ୍ତି। ଏହି ପାଞ୍ଚ ଜଣ ହେଲେ ୧- ଜନ୍ମଦାତା ପିତା, ୨-ପୁରୋହିତ, ୩- ବିଦ୍ୟାଦାତା, ୪- ଅନ୍ନଦାତା, ୫- ରକ୍ଷାକର୍ତ୍ତା। ଜନ୍ମଦାତା […]
ଉପେନ୍ଦ୍ର ବଳିୟାରସିଂହ ପରୀକ୍ଷିତ ହସ୍ତିନାପୁରର ରାଜା ଥିଲେ। ସେ ଅର୍ଜୁନଙ୍କ ପୌତ୍ର ଏବଂ ଅଭିମନ୍ୟୁଙ୍କ ପୁତ୍ର ଥିଲେ। କଳିଯୁଗର ପ୍ରଭାବରେ ସେ ଥରେ ଜଙ୍ଗଲକୁ ଯିବା ସମୟରେ ଜଣେ ଋଷିଙ୍କ ବେକରେ ମୃତ ସର୍ପଟିଏ ପକାଇଦେଇଥିଲେ। ସେହି ଋଷିଙ୍କ ପୁତ୍ର ଏହା […]
ଭୁବନେଶ୍ବର: ଓଡିଆ ପାଞ୍ଜିର କଥା ଉଠିଲେ ଆଉ ଦୁଇଟି ନାଁ ଆପେ ଆପେ ଚର୍ଚାକୁ ଚାଲିଆସେ- ଚନ୍ଦ୍ରଶେଖର ସିଂହ ସାମନ୍ତ ଓରଫ୍ ପଠାଣୀ ସାମନ୍ତ ଓ ଓଡିଶା କୋହିନୂର୍ ପ୍ରେସ୍। ପାଂଜିର ଗଣକ ଓ ସଂକଳକ ନୈଷ୍ଠିକ ହିନ୍ଦୁ ହୋଇଥିବାବେଳେ ଏହାର ପ୍ରକାଶକ ଜଣେ ଉଦାରବାଦୀ ମୁସଲମାନ। କୋହିନୂର୍ ପାଞ୍ଜି ଓଲଟାଇଲେ […]
ମେଷ: ପରିବାରରେ ସୁଖ ଏବଂ ଶାନ୍ତି ରହିବ । ଆପଣଙ୍କ ଯୋଜନା ସଫଳ ହେବ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ବ୍ୟବସାୟ ଲାଭଦାୟକ ହେବ । ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ । କର୍ମ କ୍ଷେତ୍ରରେ ପରିବର୍ତ୍ତନ ସମ୍ଭବ […]
ମେଷ:- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆପଣ ଆୟର ବୃଦ୍ଧି ଦେଖାଦେବ, ଯେଉଁଥିପାଇଁ ଆପଣଙ୍କ ଚେହେରାରେ ଖୁସିର ଅନୁଭବ ଆସିବ। ଆପଣ ଆଜି ଅଫିସରେ ବସଙ୍କ ସହିତ କଥା ହେବେ। କେହି ଶଶୂର ଘର ଲୋକ ଭେଟିବାକୁ ଆସିପାରନ୍ତି। […]
ଭୁବନେଶ୍ବର: ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ‘ନୃତ୍ୟାର୍ଚ୍ଚନା’ ତରଫରୁ ୫ମ ଦେବ ପ୍ରସାଦ ଦାସ ସମ୍ମାନ ଆଜି ସଂଧ୍ୟାରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସାଂସ୍କୃତିକ ସଂଧ୍ୟାକୁ ରାଜ୍ୟ ଜଳସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ […]
ଭୁବନେଶ୍ୱର: ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସଂସ୍କୃତି ଭବନରେ ଅନ ଲାଇନ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରି କହିଛନ୍ତି ଯେ କଳାକାର ଓ ସାଂସ୍କୃତିକ ଦଳମାନଙ୍କର ବହୁଦିନର ଆକାଂକ୍ଷା ଆଜି ପୂର୍ଣ୍ଣ ହୋଇଛି। […]
ସୁମନ ଦାଶ ଜୀବନ ରେ ଯେଉଁ କେତୋଟି ହାତଗଣତି ସୁଖ ହାତ ପାହାନ୍ତା ରେ ଥାଏ,ଯାହା ସିଧା ସଳଖ ମଗଜ ପଟେ ପଶି ହୃଦୟକୁ ଦ୍ରଵିଭୂତ କରି ପାରେ,ସିଧା ପାର୍ଥିବ ପୃଥିବୀ ରୁ ନେଇ କେଉଁ ଏକ ଅପାର୍ଥିବ ଜଗତ ରେ […]
କୈଳାସଚନ୍ଦ୍ର ଦାଶ ବୌଦ୍ଧ କୀର୍ତ୍ତଯୁକ୍ତ ଧଉଳୀ ଅଞ୍ଚଳ ଯେ ତୋଷାଳୀର ଅଂଗ ଥିଲା ତାହାର ଏକ ଅଭ୍ରାନ୍ତ ପ୍ରମାଣ କୌଶଲ୍ୟାଗଙ୍ଗ। କୌଶଲ୍ୟାଗଙ୍ଗକୁ ନେଇ ଏକ ଜନଶ୍ରୁତି ରହିଛି ଯାହା ମାଦଳାପାଞ୍ଜିର ରାଜଭୋଗରେ ସ୍ଥାନ ପାଇଛି। ଏହା ମଧ୍ୟ ଦେଶଖଂଜା ପୋଥିରେ ଭିନ୍ନ […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରେ ଜଗତସିଂହପୁରର ଝଙ୍କଡ଼ ପୀଠକୁ ଯାଇ ମା’ ସାରଳାଙ୍କୁ ପୂଜାର୍ଚନା କରିଥିଲେ ଏବଂ ପୀଠର ବିକାଶ ସମ୍ପର୍କରେ ସେବାୟତ, ସ୍ଥାନୀୟ ଜନସାଧାରଣ ଓ […]
ଭୁବନେଶ୍ୱର: ଯଶସ୍ବୀ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ବର୍ଗତ କରଙ୍କୁ ଜଣେ ଯଶସ୍ବୀ କଳାକାର ଭାବରେ ବର୍ଣନା କରିଛନ୍ତି। ଜଣେ […]
ଶୈଲେନ ରାଉତରାୟ (ଖାଇବାକୁ ନେଇ ଲେଖିବାର ପରମ୍ପରା ଆମର ବହୁତ କମ। ତେଣୁ ଓଡିଆ ଖାଦ୍ୟର କୌଣସି ବିଶେଷ ଐତିହାସିକ ଦଲିଲ ଆମର ନାହିଁ। କାଁ ଭାଁ ଲେଖାକୁ ବାଦ ଦେଲେ ଖାଦ୍ୟର ଏକ ସଂକଳିତ ଇତିହାସ ଆମର ନାହିଁ। ଓଡିଆ […]
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ମା’ ଭଗବତୀଙ୍କ ଦୋଳ ପର୍ବ ପରେ ବସନ୍ତ ଉତ୍ସବ ଅଶୋକାଷ୍ଟମୀରେ ଦକ୍ଷିଣ ଦିଗ ରକ୍ଷାକାରିଣୀ ଭାଲେରୀ ପାହାଡ଼ ପାଦ ଦେଶରେ ପୂଜୀତ। ମା’ ନାରାୟଣୀଙ୍କୁ ଶାରଦୀୟ ପାର୍ବଣ ନିମନ୍ତେ ଆବାହନଯାତ୍ରା ଅଶୋକା ଯାତ୍ରା ଭାବରେ କାହିଁ […]