ଭୁବନେଶ୍ବର, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ମନୋରଂଜନ ପାଣିଗ୍ରାହୀ ଆସନ୍ତା 4 ତାରିଖରେ କେନ୍ଦ୍ରକୁ ଫେରି ଯିବେ। ସେ ପାଞ୍ଚ ବର୍ଷ ପାଇଁ ଓଡିଶାକୁ ଡେପୁଟେସନରେ ଆସି ସଂସ୍କୃତି ବିଭାଗ ଦାୟିତ୍ବରେ ଅଛନ୍ତି। ଓଡିଶାରେ ତାଙ୍କର କାର୍ଯ୍ୟକାଳ […]
ଭୁବନେଶ୍ୱର, ଆଜି ପୂର୍ବାହ୍ନରେ ସ୍ଥାନୀୟ ସଂସ୍କୃତି ଭବନ ସମ୍ମିଳନୀ କକ୍ଷଠାରେ ନୌ-ବାଣିଜ୍ୟ ଐତିହ୍ୟ ଗ୍ୟାଲେରୀର ଶୁଭ ଉନ୍ମୋଚନ କରାଯାଇଛି । ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏଥିରେ ମୁଖ୍ୟ ଅତିଥି ଭାବେ […]
ଭୁବନେଶ୍ବର,ଏବେ ଭୁବନେଶ୍ବରର ଜନଗହଳି ଅଞ୍ଚଳରେ ବୁଲିଲେ ଦେଖିବାକୁ ପାଇବେ ବିଭିନ୍ନ ସ୍ଥାପତ୍ୟ ଓ କାନ୍ଥଚିତ୍ର। ତେବେ ଏହା ରାଜଧାନୀର ସୌନ୍ଦର୍ଯ୍ୟକରଣ ପାଇଁ ନୁହେଁ ବରଂ କରୋନା ସଚେତନତା ପାଇଁ ଏପରି କରାଯାଇଛି। କରୋନାର ଭୟବହତାକୁ ନଜରରେ ରଖି ବିଏମସି ତରଫରୁ ନିଆଯାଇଛି […]
ଅସୀତ ମହାନ୍ତି ଆଜି ଚିତାଲାଗି ଅମାବାସ୍ୟା। ସ୍ନାନପୂର୍ଣ୍ଣିମା ରାତିରେ, ଅଣସର ଘରେ ଯେଉଁ ରତ୍ନଚିତା ଉଲାଗି ହୋଇଥିଲେ ତିନି ଠାକୁର, ସେହି ଚିତା ଆଜି ସେମାନେ ଲାଗି ହେଲେ। ଏହା ଶ୍ରୀମନ୍ଦିରର ଏକ ଲୋକପ୍ରିୟ ପର୍ବ। ଲୋକମୁଖରେ ଏହା ‘ଚିତଉ ଅମାବାସ୍ୟା’। […]
ମୁମ୍ବାଇ : ବଲିଉଡ୍ର ମିଲେନିୟମ ଷ୍ଟାର ଅମିତାଭ ଓ ଅଭିଷେକ କରୋନାରେ ପୀଡ଼ିତ ହେବା ପରେ ଅଭିନେତ୍ରୀ ଐଶ୍ବର୍ଯ୍ୟା ଓ ବେବି ଆରାଧ୍ୟା ବଚ୍ଚନ ଏବେ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ଐଶ୍ବର୍ଯ୍ୟା ଓ ଆରାଧ୍ୟାଙ୍କ ରିପୋର୍ଟ ପଜିଟିଭ୍ […]
ମୁମ୍ବାଇ : ବଲିଉଡ୍ର ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁତ୍ର ଅଭିଷେକ ବଚ୍ଚନ କରୋନାରେ ପଜିଟିଭ୍ ହେବା ପରେ ଆଉ ଜଣେ ବଲିଉଡ୍ ଅଭିନେତାଙ୍କ ଘରେ କରୋନା ପହଞ୍ଚିଛି । ବଲିଉଡ୍ ଅଭିନେତା ଅନୁପମ ଖେର୍ଙ୍କ ମାଆ କରୋନା ପଜିଟିଭ୍ […]
ଭୁବନେଶ୍ବର, 2015 ଓ 2016 ମସିହା ପାଇଁ ଓଡି଼ଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ଆଜି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା କାର୍ଯ୍ୟକାରୀ ପରିଷଦ ବୈଠକରେ ଏକାଡେମୀର ପୁରସ୍କାର ଘୋଷଣା କରାଯାଇଛି। 2015 ମସିହା ପୁରସ୍କାର ପାଇଁ ଯେଉଁମାନେ ମନୋନିତ […]
ନୂଆଦିଲ୍ଲୀ : ବାହୁବଳୀ ସୁପରଷ୍ଟାର୍ ପ୍ରଭାସଙ୍କ ଅପକମିଙ୍ଗ ଫିଲ୍ମର ଟାଇଟଲ୍ ସହ ପୋଷ୍ଟର ମଧ୍ୟ ରିଲିଜ୍ ହୋଇଛି । ଏହି ଫିଲ୍ମର ନାମ ‘ରାଧେ ଶ୍ୟାମ୍’ ରହିଛି । ଏହି ଫିଲ୍ମରେ ପ୍ରଭାସ ଓ ପୂଜା ହେଗେଡଙ୍କ ଜବରଦସ୍ତ ରୋମାଣ୍ଟିକ୍ କେମେଷ୍ଟ୍ରି […]
ଭୁବନେଶ୍ବର, କୋଭିଡ ପରେ ରାଜ୍ୟରେ ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ କରାଯିବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ମିଳିତ ଭାବେ ଏହାର ଆୟୋଜନ […]
ପୁରୀ, ଗତକାଲି ପ୍ରତିଷ୍ଠିତ କୋରିଓଗ୍ରାଫର ସରୋଜ ଖାନଙ୍କ ଦେହାନ୍ତ ହୋଇଯାଇଛି। ତାଙ୍କ ପରଲୋକରେ ସାରା ଦେଶର ଚଳଚିତ୍ର ପ୍ରେମୀଙ୍କୁ ଆଘାତ ଦେଇଛି। ସେହିପରି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ମଧ୍ୟ ଏହା ବ୍ୟତିଥ କରିଛି। ତେବେ ସୁଦର୍ଶନ ପୁରୀ ବେଳାଭୂମିରେ ସରୋଜଙ୍କ […]
ପୁରୀ, ଆଜି ହେଉଛି ରସଗୋଲା ଦିବସ। ଏହି ଦିବସଟି ମିଠା ବ୍ୟବସାୟୀଙ୍କ ପାଇଁ ଯେତିକି ଗୁରୁତ୍ବ, ଜଗନ୍ନାଥ ପ୍ରେମୀଙ୍କ ପାଇଁ ସେତିକି ଗୁରୁତ୍ବ। କାରଣ ଆଜି ମା ଲକ୍ଷ୍ମୀଙ୍କ ମାନଭଂଜନ ପାଇଁ ତାଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥ ରସଗୋଲା ପ୍ରଦାନ କରିବେ। […]
ମୁମ୍ବାଇ, ବଲିଉଡର ପ୍ରଖ୍ୟାତ ତଥା ଲୋକପ୍ରିୟ କୋରିୟଗ୍ରାଫର ସରୋଜ ଖାନଙ୍କ ଗତକାଲି ରାତିରେ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 71 ବର୍ଷ ବୟସ ହୋଇଥିଲା। ସେ ଗତ ମାସରେ ଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଫଳରେ […]
ନୂଆଦିଲ୍ଲୀ, 2021 ବର୍ଷ ପାଇଁ ପଦ୍ମ ପୁରସ୍କାର ନିମନ୍ତେ ଅନ୍ଲାଇନ ମନୋନୟନ/ସୁପାରିସ ପ୍ରକ୍ରିୟା ଗତ ମେ ପହିଲାଠାରୁ ଆରମ୍ଭ ହୋଇଛି । ଏହ ପ୍ରକ୍ରିୟା ଚଳିତବର୍ଷ ସେପ୍ଟମ୍ବର 15 ଯାଏଁ ଚାଲୁ ରହିବ । ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ […]
ପୁରୀ, ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ତିନି ରଥ ଦକ୍ଷିଣ ମୋଡ଼ ହୋଇ ଶରଧାବାଲିରେ ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତ କରି ରଖାଯାଇଛି। ପରମ୍ପରା ଅନୁଯାୟୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ ପାଇଁ ଶରଧାବାଲିକୁ ନିଆଯାଇଥିଲା । ପରେ […]
ନୂଆଦିଲ୍ଲୀ, ମୋର ପ୍ରିୟ ଦେଶବାସୀଗଣ, ନମସ୍କାର। ୨୦୨୦ ମସିହାରେ “ମନ କି ବାତ” ଏହାର ଅଧା ପଥ ଅତିକ୍ରମ କରିସାରିଛି । ଏହି ସମୟ ମଧ୍ୟରେ ଆମେ ଅନେକ ବିଷୟ ଉପରେ ଆଲୋଚନା କରିଛୁ। ଏବେ ଯେଉଁ ବିଶ୍ୱବ୍ୟାପୀ ମହାମାରୀ ଆସିଛି, […]
ଲିଙ୍ଗରାଜ ମହାନ୍ତି ବହୁ ବାଦବିବାଦ ପରେ ଶେଷରେ ରଥ ଉପରେ ବିଜେ କଲେ ଠାକୁର ଏବଂ ବଡ ଦାଣ୍ଡରେ ଗଡିଲା ରଥ। ହେଲେ ଜଗତର ନାଥ ଜଗନ୍ନାଥଙ୍କ ଏହି ଲୀଳାକୁ କେହି ବୁଝିପାରିଲେ ନାହିଁ। ବହୁ ନାଟ ଖେଳିବା ପରେ ଶେଷରେ […]
ପୁରୀ, ଗୋଟିଏ ପଟେ ଘଡଘଡ ନାଦ କରି ପୁରୀ ବଡଦାଣ୍ଡରେ ରଥ ଗଡୁଥିବା ବେଳେ ଅନ୍ୟପଟେ ସମୁଦ୍ର ଗର୍ଜନ ଭକ୍ତଙ୍କୁ ବିମୋହିତ କରିବା କଥା। ହେଲେ କୋଭିଡ19 କଟକଣା ଯୋଗୁଁ ଏଥର ଭକ୍ତଶୂନ୍ୟ ହୋଇ ପଡିଥିଲା ପୁରୀ ବଡଦାଣ୍ଡ ଓ ସମୁଦ୍ରକୂଳ। […]
ପୁରୀ, ମୁହଁରେ ମାସ୍କ ଲଗାଇ ତିନି ରଥରେ ଛେରା ପହଁରା କରିଛନ୍ତି ଗଜପତି ଦିବ୍ୟସିଂହ ଦେବ। ନିର୍ଦ୍ଧାରିତ ସମୟରେ ତିନିଠାକୁର ରଥରେ ବିଜେ କରିବା ପରେ ଗଜପତି ତାଙ୍କ ଶ୍ରୀନଅରରୁ ବାହାରିଥିଲେ। ଏଥିରେ ଗଜପତି ମୁହଁରେ ମାସ୍କ ପରିଧାନ କରି ପାଲିଙ୍କିରେ […]
ଭୁବନେଶ୍ବର, ସମସ୍ତ ଭକ୍ତଙ୍କୁ ବଡଦାଣ୍ଡକୁ ଯିବା ପାଇଁ ମନା କରାଯାଇଛି। ପୁରୀ ଜିଲ୍ଲାରେ କଫ୍ୟୁ ଜାରୀ କରାଯାଇଛି। ସମସ୍ତଙ୍କୁ ଅନୁରୋଧ କରାଯାଇଛି ଘରେ ବସି ଟେଲିଭିଜନରେ ରଥଯାତ୍ରା ଦେଖନ୍ତୁ। ଖୋଦ ସରକାର ଏହି ନିର୍ଦ୍ଦେଶ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ […]
ଭୁବନେଶ୍ବର,ବିଭିନ୍ନ ମହଲରେ ପ୍ରବଳ ସମାଲୋଚନା ଓ ଚାପ ପରେ ଶେଷରେ ରାଜ୍ୟ ସରକାର ମୁଣ୍ଡ ନୁଆଁଇଲେ। ରଥଯାତ୍ରା ରିଟପିଟସନର ହେବାକୁ ଥିବା ଶୁଣାଣି ବେଳେ ରାଜ୍ୟ ସରକାର ତାଙ୍କର ଅନୁକୂଳ ଆଭିମୁଖ୍ୟ ରଖିବେ। ଆଜି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏ […]
ପୁରୀ: ଆସନ୍ତାକାଲି ରଥରେ ଆଜ୍ଞାମାଳ ବିଜେ ହେବା ନେଇ ସୂଚନା ରହିଛି। ଏନେଇ ଶ୍ରୀମନ୍ଦିର ପରିଚାଳାନା କମିଟି ତରଫରୁ କୁହାଯାଇଛି। କାଲି ସକାଳ ଧୂପ ପରେ ଆଜ୍ଞାମାଳ ବିଜେ ନୀତି ହେବା ନେଇ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛି ଶ୍ରୀମନ୍ଦିର […]