ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଏକ୍ଜିଟ୍ ପୋଲ୍ ଆସିବା ଆରମ୍ଭ ହୋଇଛି। ନ୍ୟୁଜ୍ ଚ୍ୟାନେଲ୍ ଏବିପି ନ୍ୟୁଜ୍ ଏବଂ ସର୍ଭେ ଏଜେନ୍ସି ସି ଭୋଟର ପକ୍ଷରୁ ପ୍ରକାଶିତ ଏକଜିଟ୍ ପୋଲ୍ ଅନୁଯାୟୀ ଛତିଶଗଡ଼ରେ ପୁଣି ଥରେ କଂଗ୍ରେସ ସରକାର ଗଠନ […]
ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ ଏବେ ଦଳ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଏପରିକି କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି)ରେ ମଧ୍ୟ ତାଙ୍କୁ ସ୍ଥାନ ମିଳିନାହିଁ। ଏହାକୁ ନେଇ ପ୍ରମୋଦ କ୍ରିଷ୍ଣମଙ୍କ ଅସନ୍ତୋଷ ଖୋଲାଖୋଲି ସାମ୍ନାକୁ ଆସିଛି। ତାଙ୍କ […]
ବେଜିଂ: ଅସୁବିଧାରେ ପଡ଼ିଥିବା ଚୀନ୍ ଏବେ ବିଶ୍ୱର ଅନେକ ବିଶେଷଜ୍ଞଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ମାନୁଫାକ୍ଚରିଂ ହବ୍ ଭାବେ ପରିଚିତ ଚୀନ୍ ଏବେ ଖରାପ ଅର୍ଥନୀତି ଓ ବଢ଼ୁଥିବା ବେକାରୀ କାରଣରୁ ସମସ୍ୟାରେ ପଡ଼ିଛି। ଏହା ମଧ୍ୟ ସତ ଯେ […]
ଭୁବନେଶ୍ବର: ଏଥର ଓଡିଶାରେ କଂଗ୍ରେସ ଆସିବ। ଏହିପରି ନାରା ଦେଉଥିବା ଓଡିଶା କଂଗ୍ରେସ ପାଇଁ ଲାଗିଛି ଏକ ବଡ ଧକ୍କା। କାରଣ ଗତକାଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କର ନୂଆ ଟିମ ଗଠନ କରିଛନ୍ତି। ହେଲେ ଦୁଃଖର କଥା ସେଥିରେ […]
ଭୁବନେଶ୍ବର: ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଜନସାଧାରଣରେ ସଚେତନତା ସୃଷ୍ଟି କରାଯିବ। ୫-ଟି ଉପକ୍ରମରେ ସରକାରଙ୍କ ପକ୍ଷରୁ ଜାରି ବିକାଶ ପ୍ରକ୍ରିୟାରେ ସମସ୍ତଙ୍କୁ ସାମିଲ କରିବା ଏବଂ କୌଣସି ଯୋଜନାରୁ ଯେପରି ଯୋଗ୍ୟବ୍ୟକ୍ତି ବାଦ ନପଡନ୍ତି ଏ ସଂପର୍କରେ ଲୋକକଳା ମାଧ୍ୟମରେ […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ, ୫ଟି ସଚିବ V.K.Pandian ଝାରସୁଗୁଡା ଜିଲ୍ଲା ଗସ୍ତକରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି। ଏଥିସହିତ ଜନସାଧାରଣଙ୍କ ଅଭିଯୋଗର ସମାଧାନ ପାଇଁ ପାଣ୍ଡିଆନ୍ ଲୋକଙ୍କ ସହିତ ଆଲୋଚନା ମଧ୍ୟ […]
ଭୁବନେଶ୍ଵର: କୁଇ ଭାଷାକୁ ସମ୍ୱିଧାନର ୮ମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଦ୍ୱାରା ସୁପାରିଶ କରାଯାଇ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମଗ୍ର ଓଡ଼ିଶାର କୁଇ(କନ୍ଧ) ସମ୍ପ୍ରଦାୟର ବଭିନ୍ନ ଅନୁଷ୍ଠାନର ଶତାଧିକ କର୍ମକର୍ତ୍ତା ଓ ଜନପ୍ରତିନିଧି ନବୀନ ନିବାସ ଠାରେ […]
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ କଂଗ୍ରେସ ଦଳ ଆଜି ତାହାର ସର୍ବୋଚ୍ଚ କର୍ମକର୍ତ୍ତା ସଦସ୍ୟଙ୍କ ନାମ ଘୋଷଣା କରିଛି। କଂଗ୍ରେସ ସଭାପତି ଭାବେ ମଲ୍ଲିକାର୍ଜୁନ ଖାର୍ଗେ ନିର୍ବାଚିତ ହେବା ପରେ ସେ ଏହି ନୂଆ କମିଟ ଗଠନ […]
ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ-୨୦୨୩ରେ ବିଜୟ ସୁନିଶ୍ଚିତ କରିବା ପାଇଁ ବିଜେପି ନିଜର ସମସ୍ତ ଶକ୍ତି ଲଗାଇଛି। ଏଥିସହିତ ଏଭଳି ଅନେକ ପରୀକ୍ଷଣ କରାଯାଉଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏମପିରେ ପ୍ରଥମ ଥର ପାଇଁ ବିଜେପି ନୂଆ ସେନା […]
ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ। ତାଙ୍କ ପୁଅ ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ତାଙ୍କୁ ନିଜ ଢଙ୍ଗରେ ମନେ ପକାଇଛନ୍ତି। ଲଦାଖର ପାଙ୍ଗୋଙ୍ଗସୋ ହ୍ରଦ କୂଳରେ ରାହୁଲ ତାଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକବିଂଶ […]
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ରବିବାର କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଗଠନ ନେଇ ଘୋଷଣା କରିଛନ୍ତି। ୩୯ ଜଣିଆ ଏହି କମିଟିରେ ସୋନିଆ, ରାହୁଲ, ପ୍ରିୟଙ୍କା ରହିଛନ୍ତି। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ମଧ୍ୟ ଏହି କମିଟିରେ ରଖାଯାଇଛି। […]
ବେଙ୍ଗାଲୁର: ବେଙ୍ଗାଲୁରୁରେ ଜି-୨୦ ଅର୍ଥନୀତି ମନ୍ତ୍ରୀସ୍ତରୀୟ ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ଏଆଇ ଚାଳିତ ଭାଷା ଅନୁବାଦ ପ୍ଲାଟଫର୍ମ ‘ଭାଷିନୀ’ ସୃଷ୍ଟି କରୁଛି। ଡିଜିଟାଲ ଇଣ୍ଡିଆର ସମ୍ପ୍ରସାରଣର ଏକ ଅଂଶ ଭାବରେ ‘ଭାଷିନୀ’ ଏବେ ୧୦ […]
ନୂଆଦିଲ୍ଲୀ: ଶନିବାର-ରବିବାର ମଧ୍ୟରାତ୍ରିରେ ଚନ୍ଦ୍ରଯାନ-୩ର ଦ୍ୱିତୀୟ ତଥା ଅନ୍ତିମ ଉଡ଼ାଣ କାର୍ଯ୍ୟ ପୂର୍ବାହ୍ନ ୧ଟା ୫୦ରେ ଶେଷ ହୋଇଛି। ଏହି ଅପରେସନ ପରେ ଚନ୍ଦ୍ରଠାରୁ ଲ୍ୟାଣ୍ଡରର ସର୍ବନିମ୍ନ ଦୂରତା ୨୫ କିଲୋମିଟର ଏବଂ ସର୍ବାଧିକ ଦୂରତା ୧୩୪ କିଲୋମିଟର ରହିଛି। ଡିବଷ୍ଟିଂରେ […]
ପ୍ରକାଶ ଭୋଳ ଭୁବନେଶ୍ବର: ପୁରୀ ଲୋକସଭାରୁ ସମ୍ବିତ ପାତ୍ର ଜିତିବା ଦରକାର। ଏହା ଚାହୁଛି ରାଷ୍ଟ୍ରୀୟ ବିଜେପି। ସେତିକି ନୁହେଁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଚାହୁଛନ୍ତି ଓଡିଶାର କେମିତି ହେଲେ ସମ୍ବିତ ପାତ୍ର ଜିତିବା ଦରକାର। ପ୍ରକୃତ କାରଣ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୧୯-୦୮-୨୦୨୩) ବେଙ୍ଗାଲୁରୁଠାରେ ଆରମ୍ଭ ହୋଇଥିବା ଜି-୨୦ ଡିଜିଟାଲ ଅର୍ଥବ୍ୟବସ୍ଥା ମନ୍ତ୍ରୀ ସମୂହ ବୈଠକକୁ ଆଭାସୀ ଜରିଆରେ ସମ୍ବୋଧନ କରିଛନ୍ତି। ସମ୍ମିଳିତ ଅତିଥିମାନଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ବିଜ୍ଞାନ, ବୈଷୟିକ ଜ୍ଞାନ ଓ ଔଦ୍ୟୋଗିକତା ଉତ୍ସାହୀ […]
ଲକ୍ଷ୍ନୌ: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନା ପ୍ରତିଦ୍ୱନ୍ଦ୍ୱୀ? ୟୁପି ରାଜନୀତିରେ ଏହି ପ୍ରଶ୍ନ କ୍ରମାଗତ ଭାବେ ଉଠୁଛି। ଯେତେବେଳେ ଅଖିଳେଶ ଯାଦବଙ୍କୁ ପ୍ରଧାନମନ୍ତ୍ରୀ ପଦ ପ୍ରସଙ୍ଗରେ ପଚରାଯାଇଥିଲା, ସେ ଏକ ବଡ଼ କଥା କହିଥିଲେ। ଆମେ […]
ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟରେ ଉଭୟ ଆପ୍ ଏବଂ କଂଗ୍ରେସ ସାମିଲ ଅଛନ୍ତି। ଏବେ ଏହି ମେଣ୍ଟର ପରବର୍ତ୍ତୀ ବୈଠକ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ ମୁମ୍ବାଇରେ ହେବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ କେଜ୍ରିୱାଲଙ୍କ ଦଳ ଏମିତି କିଛି ଘୋଷଣା […]
ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ କଥା ଲୋକେ ବୁଝିପାରୁନାହାନ୍ତି। କଂଗ୍ରେସ ସାଂସଦଙ୍କ ଉପରେ ଏଭଳି ଆକ୍ରମଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ। ଏକ ଟିଭି ଚ୍ୟାନେଲ କାର୍ଯ୍ୟକ୍ରମରେ ଯୋଗଦେଇ ଗଡ଼କରୀ କହିଛନ୍ତି ଯେ ରାହୁଲ ଗାନ୍ଧି ହାସ୍ୟାସ୍ପଦ କଥା କହୁଛନ୍ତି। ସେ ରାହୁଲଙ୍କୁ […]
ଭୁବନେଶ୍ୱର: ଜେନେରିକ ଔଷଧ ଲେଖିବାକୁ ନେଇ ଏବେ ଦେଶର ଡାକ୍ତରୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ବିତର୍କର କାରଣ ହେଉଛି ନ୍ୟାସନାଲ ମେଡିକାଲ କମିଶନଙ୍କ ଦ୍ୱାରା ଡାକ୍ତରମାନଙ୍କ ପାଇଁ ନୂଆ ନୈତିକତା କୋଡ୍ ଲାଗୁ ହେବାକୁ ଯାଉଛି। ଡାକ୍ତରମାନେ […]
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ରାଜ୍ୟର ସମସ୍ତ ୭ଟି ଲୋକସଭା ଆସନ ହରାଇବାକୁ ଯାଉଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି। ଦିଲ୍ଲୀ ସେବା ବିଲ୍ କୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ସେ କହିଛନ୍ତି […]
ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ଗୁରୁବାର ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ପାଇଁ ୬୦ ଜଣପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ […]