ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ଗୁରୁବାର ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ପାଇଁ ୬୦ ଜଣପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ […]
ଭୁବନେଶ୍ୱର: ଭାରତର ସବୁଠାରୁ ଆକର୍ଷଣୀୟ ଲକ୍ଜରୀ କାର୍ ନିର୍ମାତା ମର୍ସିଡିଜ୍-ବେଞ୍ଜ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରେ ଏହାର ବହୁପ୍ରତିକ୍ଷୀତ ମିଡ୍-ସାଇଜ୍ ଲକ୍ଜରୀ ଏସ୍ୟୁଭି, ନୂଆ ଜିଏଲ୍ସିର ୨ୟ ପିଢିର ଉନ୍ମୋଚନ କରାଯାଇଛି। ନୂଆ ଜିଏଲ୍ସି ହେଉଛି ମର୍ସିଡିଜ୍-ବେଞ୍ଜ ଇଣ୍ଡିଆର ସର୍ବାଧିକ ବିକ୍ରି ହେଉଥିବା […]
ଭୁବନେଶ୍ବର: ୨୦୧୧-୧୨ ମସିହାରେ ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ପ୍ରଣୟନ କରାଯାଇଥିଲା, ଯେଉଁଥିରେ କି ସେଚାଂଚଳ ଭିତରେ କିମ୍ବା ବାହାରେ ଥିବା ଉପରମୁଣ୍ଡକୁ ସ୍ଥାନୀୟ ଅବସ୍ଥିତି ଦୃଷ୍ଟିରୁ ଜଳସେଚନ ସୁବିଧା ନଥିବା ଅଂଚଳକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଥିଲା। […]
ଭୁବନେଶ୍ବର: ଓଡିଶା ରାଜନୀତିରେ ବିଜେଡି ବିଧାୟକ ତଥା ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଆଲେଖ୍ୟକୁ ନେଇ ଆଜି ଦିନତମାମ ଚାଲିଛି ଆଲୋଚନା। ସଂପାଦକୀୟରେ ସୌମ୍ୟରଂଜନଙ୍କର ସେହି ପୁରୁଣା ରୋଗ, ‘ବିଜେଡି ଭଲ ନାହିଁ’, ‘ପାଣ୍ଡିଆନ କାହିଁକି ଗସ୍ତ କରୁଛନ୍ତି’ ଇତ୍ୟାଦି ଲେଖିଛନ୍ତି। […]
ନୂଆଦିଲ୍ଲୀ: ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ମହାସମର ୨୦୨୪ ରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ର ବିଜୟ ରଥକୁ ରୋକିବା ପାଇଁ ଆଇଏନଡିଆଇଏ (INDIA) ସମସ୍ତ ପ୍ରସ୍ତୁତି ଚଳାଇଛି। ଏହା ସତ୍ତ୍ୱେ ଇଣ୍ଡିଆ ମେଣ୍ଟ ଏହାର ଯୋଜନାରେ ସଫଳ […]
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ନିଜର ପ୍ରଥମ ତାଲିକାରେ ଶାସକ ବିଜେପି ୨୦୧୮ ବିଧାନସଭା ନିର୍ବାଚନରେ ହାରିଥିବା ଆସନ ଉପରେ ଫୋକସ୍ କରିଛି। ଏଥିରେ ୨୦୧୩ରେ ହାରିଥିବା ଆସନ ମଧ୍ୟ ଅନ୍ତର୍ଭୁକ୍ତ। ୩୯ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକାରେ ବିଜେପି […]
ଜମ୍ମୁ: ଡେମୋକ୍ରାଟିକ୍ ପ୍ରଗତିଶୀଳ ଆଜାଦ ପାର୍ଟି (ଡିପିଏପି) ର ସଭାପତି ଗୁଲାମ ନବୀ ଆଜାଦ କହିଛନ୍ତି ଯେ, ଅଧିକାଂଶ ଭାରତୀୟ ମୁସଲମାନ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି, ଏହାର ଏକ ଉଦାହରଣ କାଶ୍ମୀର ଉପତ୍ୟକାରେ ଦେଖିବାକୁ ମିଳେ ଯେଉଁଠାରେ କାଶ୍ମୀରର ଅଧିକାଂଶ […]
ଭୁବନେଶ୍ୱର: ଉପଯୁକ୍ତ ଯୋଜନା ପ୍ରସ୍ତୁତି କରି ଜଳସେଚନ ବ୍ୟବହାର ବୃଦ୍ଧି ପୂର୍ବକ ମହାନଦୀ ଡେଲଟା ଷ୍ଟେଜ୍ -୧ ଓ ଷ୍ଟେଜ୍ -୨ ଅଧୀନରେ କରାଯାଉଥିବା ରବି ଚାଷ ଉତ୍ପାଦନ ବୃଦ୍ଧି କରାଯିବା ସମ୍ପର୍କରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଏକ-ଦିବସୀୟ କର୍ମଶାଳା କୃଷି […]
ଭୁବନେଶ୍ବର: ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଅଜୟ ସିଂହ ଓଡିଶା ଲୋକସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ ପରିଦର୍ଶନରେ ଆସି ବିଭାଗ ସମ୍ବନ୍ଧୀୟ କାର୍ଯ୍ୟଶୈଳୀ ଉପରେ ଅଧିକାରୀମାନଙ୍କ ସହିତ ମତ ବିନିମୟ କରିଛନ୍ତି। ଏହି ଉପଲକ୍ଷେ […]
ରାୟପୁର: ଛତିଶଗଡରେ ୨୧ ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ବିଜେପି ପ୍ରକାଶ କରିଛି। ଛତିଶଗଡର ଦୁର୍ଗ ଜିଲ୍ଲା ବିଷୟରେ କହିବାକୁ ଗଲେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ହେଉଛନ୍ତି ପାଟନର ବିଧାୟକ। ଅନ୍ୟପକ୍ଷରେ ତାଙ୍କ ପୁତୁରା ବିଜୟ ବଘେଲ ଜଣେ ବିଜେପି […]
ନୂଆଦିଲ୍ଲୀ: ଦିଲ୍ଲୀରେ ମେଣ୍ଟକୁ ନେଇ ଆମ୍ ଆଦମୀ ପାର୍ଟି (ଆପ୍) ଓ କଂଗ୍ରେସ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଦିଲ୍ଲୀର ସମସ୍ତ ୭ଟି ଯାକ ଆସନ ପାଇଁ କଂଗ୍ରେସ ପ୍ରସ୍ତୁତି କରୁଛି ବୋଲି ଅଳକା ଲାମ୍ବା ଦେଇଥିବା ବୟାନ ପରେ କଂଗ୍ରେସ […]
ଭୁବନେଶ୍ଵର: ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ଠାରେ ଏକ ରେଲ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରା ନ ଯାଇ ସିଧା ସଳଖ ଲୋକଙ୍କ ଠାରୁ ରାଜ୍ୟ ସରକାର ସିଧାସଳଖ ଜମି କିଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। […]
ନୂଆଦିଲ୍ଲୀ: ‘ସମ୍ମାନିତ ପ୍ରଧାନମନ୍ତ୍ରୀ, ଆପଣ ତିନି ମୂର୍ତ୍ତି ଭବନକୁ ମୋ ପିତା ପଣ୍ଡିତ ଜବାହରଲାଲ ନେହେରୁଙ୍କ ସ୍ମାରକୀ କରିବାକୁ ଚାହୁଁଛନ୍ତି ନା ନିଜେ ସେଠାରେ ରହିବାକୁ ଚାହୁଁଛନ୍ତି ତାହା ଶୀଘ୍ର ସ୍ଥିର କଲେ ଭଲ ହେବ। ଯଦିଓ ମୁଁ ସର୍ବଦା ବିଶ୍ୱାସ […]
ନୂଆଦିଲ୍ଲୀ: ଦଳର ନାମ ଓ ସରକାରୀ ଚିହ୍ନ ସମ୍ପର୍କିତ ନୋଟିସର ଜବାବ ଦେବାକୁ ବୁଧବାର ନିର୍ବାଚନ ଆୟୋଗ ଜାତୀୟତାବାଦୀ କଂଗ୍ରେସ ପାର୍ଟିକୁ ଆଉ ତିନି ସପ୍ତାହ ସମୟ ଦେଇଛନ୍ତି। ଶରଦ ପାୱାର ଗୋଷ୍ଠୀ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ୪ ସପ୍ତାହ […]
ନୂଆଦିଲ୍ଲୀ: କଂଗ୍ରେସ ରାଜ୍ୟସଭା ସାଂସଦ ଦିଗବିଜୟ ସିଂହ କହିଛନ୍ତି, ଯଦି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହୁଏ ତେବେ ଆମେ ବଜରଙ୍ଗ ଦଳଉପରେ ପ୍ରତିବନ୍ଧକ ଲଗାଇବୁ ନାହିଁ । ବଜରଙ୍ଗ ଦଳରେ କିଛି ଭଲ ଲୋକ ଥାଇ ପାରନ୍ତି, କିନ୍ତୁ […]
ଭୁବନେଶ୍ଵର: ଆଜି ଦିଲ୍ଲୀରେ କଂଗ୍ରେସ ନେତୃତ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ, କେସି ବେଣୁଗୋପାଳ ଏବଂ ଦୀପକ ବାବରିଆ ଉପସ୍ଥିତ ଥିଲେ। ବୈଠକ ପରେ କଂଗ୍ରେସ ନେତାମାନେ ସ୍ପଷ୍ଟଭାବେ […]
ଭୁବନେଶ୍ୱର: ଚଳିତ ଅଗଷ୍ଟ ୧୮ ତାରିଖରେ ଓଡ଼ିଶାର ସମସ୍ତ ୩୧୪ ବ୍ଲକ ଘେରାଉ କରିବ କଂଗ୍ରେସ। ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଛନ୍ତି ଯେ […]
ନୂଆଦିଲ୍ଲୀ: ଦିଲ୍ଲୀରେ ଅବସ୍ଥିତ ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ (NMML) ର ନାମ କେନ୍ଦ୍ର ସରକାର ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ଏହାକୁ ପ୍ରଧାନମନ୍ତ୍ରୀ ମେମୋରିଆଲ୍ ସଂଗ୍ରହାଳୟ ଏବଂ ଲାଇବ୍ରେରୀ ଭାବରେ ନାମିତ କରାଯାଇଛି | ନେହେରୁ ଶବ୍ଦକୁ ହଟାଇବା ନେଇ […]
ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଏକ ନୂଆ ରେକର୍ଡ କରିଛନ୍ତି। ସେ ବର୍ତ୍ତମାନ ଦଶ ଥର ଜାତୀୟ ପତାକା ଉତ୍ତୋଳନ କରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମକକ୍ଷ ହୋଇଛନ୍ତି। […]
ଭୁବନେଶ୍ବର: ରାଜ୍ୟରେ ୩ଟି ବୃହତ ସେତୁ ନିର୍ମାଣ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ମୁଖ୍ୟମନ୍ତ୍ରୀ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ୩ଟି ନୂତନ ସେତୁ ବରଗଡ ଜିଲ୍ଲାରେ ନିର୍ମାଣ ହେବ। ଏହାଦ୍ବାରା ଜିଲ୍ଲାର […]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ରାୟ ଓ ଯୁକ୍ତିରେ ଲିଙ୍ଗଗତ ଷ୍ଟିରିଓଟାଇପ୍ ଶବ୍ଦ ଆଉ ବ୍ୟବହୃତ ହେବ ନାହିଁ। ମହିଳାଙ୍କ ପାଇଁ ଆପତ୍ତିଜନକ ଶବ୍ଦର ବ୍ୟବହାରକୁ ରୋକିବା ପାଇଁ ସୁପ୍ରିମକୋର୍ଟ ଜେଣ୍ଡର ଷ୍ଟିରିଓଟାଇପ୍ କମ୍ବ୍ୟାଟ୍ ହ୍ୟାଣ୍ଡବୁକ୍ ଆରମ୍ଭ କରିଛନ୍ତି। ମାର୍ଚ୍ଚ ୮ ତାରିଖରେ ମହିଳା […]