ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ବିଧାନସଭାର ବିଜୟ ଓ ପରାଜୟଠାରୁ ସମ୍ପୂର୍ଣ୍ଣ ଅଲଗା ରହିବା ଉଚିତ। ଦୁର୍ବଳ ନିର୍ବାଚନ ଆୟୋଗ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିବ ଏବଂ ଏହାର ଦକ୍ଷ କାର୍ଯ୍ୟକଳାପକୁ ହ୍ରାସ କରିବ। ଚଳିତ ବର୍ଷ ମାର୍ଚ୍ଚ ୨ ତାରିଖରେ ଏକ […]
ନୂଆଦିଲ୍ଲୀ: ୧୯୬୨ ଯୁଦ୍ଧ ପରେ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ବହୁତ ଖରାପ ହୋଇଯାଇଥିଲା। ପାଖାପାଖି ୨୦ ବର୍ଷ ହେଲା କୌଣସି ବଡ଼ ସରକାରୀ ଗସ୍ତ ହୋଇନଥିଲା। ଅଟଳ ବିହାରୀ ବାଜପେୟୀ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲାବେଳେ ୧୯୭୯ […]
ନୂଆଦିଲ୍ଲୀ: ଲାଲ୍ କିଲାରୁ 77 ତମ ସ୍ୱାଧୀନତା ଦିବସ ଅବସରରେ 140 କୋଟି ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦଶନ୍ଧିର ଅନିଶ୍ଚିତତା, ଅସ୍ଥିରତା ଏବଂ ରାଜନୈତିକ ବାଧ୍ୟବାଧକତା ପରେ ଏକ ଶକ୍ତିଶାଳୀ ତଥା ସ୍ଥିର ସରକାର ଗଠନ […]
ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ ବିଜେପିର ଶୀର୍ଷ ନେତାଙ୍କ ତୃତୀୟ ବୈଠକ ଚଳିତ ମାସ ଶେଷ ଆଡ଼କୁ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ମେଣ୍ଟ ଓ ସହଯୋଗୀ ଦଳର ନେତାମାନେ ଯେଉଁଭଳି ଭାବେ ଦୂରେଇ ରହିବା ଆରମ୍ଭ କରିଛନ୍ତି, ସେଥିପାଇଁ […]
ନୂଆଦିଲ୍ଲୀ: ଭାରତ ବିଶ୍ୱର ଦଶମରୁ ପଞ୍ଚମ ବୃହତ୍ତମ ଅର୍ଥ ବ୍ୟବସ୍ଥାର ରାଷ୍ଟ୍ର ହେବାର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୪୦କୋଟି ଭାରତବାସୀଙ୍କୁ ଦେଇଛନ୍ତି। ୭୭ତମ ସ୍ୱାଧୀନତା ଦିବସ ଅବସରରେ ଆଜି (୧୫.୮.୨୦୨୩) ଲାଲକିଲ୍ଳାର ପ୍ରାଚୀର ଉପରୁ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ […]
ନୂଆଦିଲ୍ଲୀ: ମୋଦି ସରକାର ଇଂରେଜମାନଙ୍କ ଦ୍ୱାରା ନିର୍ମିତ ୩ଟି ମୌଳିକ ଆଇନକୁ ଉଚ୍ଛେଦ କରି ୩ଟି ନୂଆ ଆଇନ ଆଣିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ତିନୋଟି ପ୍ରସ୍ତାବିତ ଆଇନର ଉଦ୍ଦେଶ୍ୟ କାହାକୁ ଦଣ୍ଡ ଦେବା ନୁହେଁ, ବରଂ ସମସ୍ତଙ୍କୁ ନ୍ୟାୟ ଦେବା। […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୭ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ତାଙ୍କ ସମ୍ବୋଧନରେ ଏହା ମନେ ପକାଇଥିଲେ ଯେ, ଭାରତ ୨୦୧୪ ମସିହାରେ ଦଶମ ବୃହତ୍ତମ ଅର୍ଥନୀତି ହୋଇଥିବା ବେଳେ ଆଜି ୨୦୨୩ରେ ନିଜ ସ୍ଥାନରେ ଉନ୍ନତି ଆଣି […]
ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଗଡେ ଆଜି ସ୍ୱାଧୀନତା ଦିବସ ପାଳନ ଅବସରରେ ଲାଲ କିଲାକୁ ନ ଯିବା ବିଷୟରେ କହିଥିଲେ ଯେ, ତାଙ୍କ ଆଖିରେ କିଛି ସମସ୍ୟା ଥିବାରୁ ସେ ଏଥିରେ ଯୋଗ ଦେଇ ପାରିବେ ନାହିଁ। ଏହି ସମୟରେ […]
ନୂଆଦିଲ୍ଲୀ: ସ୍ୱାଧୀନତାର ୭୬ ବର୍ଷ ପରେ ଭାରତ ଇତିହାସର ଏକ ନୂଆ ଯୁଗରେ ପ୍ରବେଶ କରୁଛି। ଏହାର ଇତିହାସର ପ୍ରଥମ ପୃଷ୍ଠା ପ୍ରାୟ ୧୦,୦୦୦ ବର୍ଷ ପୂର୍ବେ ଲେଖାଯାଇଥିଲା। ଯୁଗ ବଦଳିବା ସହିତ ଦେଶକୁ ଅନେକ ନାମ ମିଳିଥିଲା, ସବୁଠାରୁ ଲୋକପ୍ରିୟ […]
ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ମ ଥର ପାଇଁ ଲାଲକିଲ୍ଲା ପ୍ରାଚୀରରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଗତ ୯ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ଅନେକ ନୂଆ ଯୋଜନା ଘୋଷଣା କରିଛନ୍ତି। ଆଜି ଆମେ ସେହି ୨୫ଟି […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲାଲକିଲ୍ଲା ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ। ଐତିହାସିକ ଲାଲକିଲ୍ଲାରେ କଂଗ୍ରେସ ଅଧ୍ୟକ୍ଷଙ୍କ ପାଇଁ ଧାର୍ଯ୍ୟ ହୋଇଥିବା ଆସନ ଖାଲି ପଡ଼ିବା ପରେ […]
ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏଜେଣ୍ଡା ସ୍ଥିର କରିଛନ୍ତି। ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କ ସହାୟତା ଲୋଡ଼ିବା ସହ ଆଶୀର୍ବାଦ ମଧ୍ୟ ଲୋଡ଼ିଥିଲେ। ଆଗାମୀ ୫ ବର୍ଷ ଅଭୂତପୂର୍ବ ବିକାଶ […]
ଭୁବନେଶ୍ବର: ଆଜି ୭୭ ତମ ସ୍ବାଧୀନତା ଦିବସ ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ଉପଲକ୍ଷେ ସେ କହିଥିଲେ… ପ୍ରିୟ ଭାଇ ଓ ଭଉଣୀମାନେ, ଆଜି ୧୫ […]
ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କୁ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ସମର୍ଥନ କରିଛନ୍ତି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କ ବିରୋଧରେ ୫୦ ପ୍ରତିଶତ କମିସନ୍ ମନ୍ତବ୍ୟ ପାଇଁ ରୁଜୁ ହୋଇଥିବା ଏତଲାକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି)କୁ କଡ଼ା […]
ନୂଆଦିଲ୍ଲୀ: ମୋଦି ସରକାର ଇଂରେଜମାନଙ୍କ ଦ୍ୱାରା ନିର୍ମିତ ୩ଟି ମୌଳିକ ଆଇନକୁ ଉଚ୍ଛେଦ କରି ୩ଟି ନୂଆ ଆଇନ ଆଣିବାକୁ ପ୍ରସ୍ତାବ ଦେଇଛନ୍ତି। ଅନେକ ସମୟରେ ପରିଚୟ ଲୁଚାଇବା କିମ୍ବା ପରିବର୍ତ୍ତନ କରି ବିବାହ ମାମଲା ଚର୍ଚ୍ଚାରେ ରହିଥାଏ, କିନ୍ତୁ ବର୍ତ୍ତମାନ […]
ନୂଆଦିଲ୍ଲୀ: ୧୯୪୩ ମସିହାରେ ପଶ୍ଚିମବଙ୍ଗର ପଶଗୁରା ଥାନା ଅନ୍ତର୍ଗତ ଶାହପୁରା ପୋଟା ଗାଁ। ଜଣେ ବୁଣାକାର ନିଜ ପରିବାରକୁ ଦିନକୁ ଦୁଇ ଥର ଭୋଜନ ମଧ୍ୟ ଦେଇପାରୁନଥିଲେ। ତାଙ୍କ ଦେହକୁ ଏତେ ଭୋକ ଲାଗିଥିଲା ଯେ ସେ ପାଗଳଙ୍କ ଭଳି ବୁଲୁଥିଲେ। […]
ମୁମ୍ବାଇ: କିଛିଦିନ ତଳେ ଅଜିତ ପାୱାର ତାଙ୍କ ସମର୍ଥକ ବିଧାୟକଙ୍କ ସହ ବିଜେପି ସହ ହାତ ମିଳାଇଥିଲେ। ଏହାପରେ ଅଜିତ ପାୱାରଙ୍କ ସମେତ ତାଙ୍କ ୯ ଜଣ ବିଧାୟକ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀଭାବେ ଶପଥ ନେଇଥିଲେ। ଅଜିତ ପାୱାର ଗୋଷ୍ଠୀରେ ସାମିଲ […]
ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ୨୦୨୪ ଲୋକସଭା ନିର୍ବାଚନ ପାଇଁ ବାତାବରଣ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ୨୫ ବର୍ଷ ପୂରଣ ହୋଇଥିବାବେଳେ ଏବେ ଏହା ୩୮ଟି ଦଳକୁ ବିସ୍ତାର ହୋଇଛି। ଅନ୍ୟପକ୍ଷରେ ବିରୋଧୀ ୟୁନାଇଟେଡ୍ […]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥର ମୁଖ୍ୟ ମୁକାବିଲା ଏନଡିଏ ଏବଂ ବିରୋଧୀ ଦଳର ମେଣ୍ଟ ଆଇଏନଡିଆଇଏ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ତେବେ ଏହି ନିର୍ବାଚନୀ ଚର୍ଚ୍ଚା ଭିତରେ ସ୍ୱାଧୀନ ସାଂସଦଙ୍କ ବିଷୟରେ […]
ନୂଆଦିଲ୍ଲୀ: ନିକଟ ଅତୀତରେ ରାଜଧାନୀ ଦିଲ୍ଲୀରେ ଗୁଳିକାଣ୍ଡ ଓ ଅନ୍ୟ କେତେକ ଘଟଣାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ସମସ୍ତ ହାଇକୋର୍ଟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଧାନବାଦ ବିଚାରପତିଙ୍କ ହତ୍ୟା ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ବିଚାରପତିଙ୍କ […]
ନୂଆଦିଲ୍ଲୀ: ଆମେ ଜାଣିଛୁ ଯେ ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ଠିକ୍ ମଧ୍ୟରାତ୍ରିରେ ଭାରତ ସ୍ୱାଧୀନତା ପାଇଥିଲା। ଘଡ଼ିରେ ରାତି ୧୨ଟା ବାଜିବାମାତ୍ରେ ଭାରତର ସ୍ୱାଧୀନତା ଘୋଷଣା ହୋଇଥିଲା। ତେବେ ଆମେ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କରିଥାଉ। […]