ଭୁବନେଶ୍ୱର: ଓଡିଶା ସରକାର ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଅନେକ ଗୁଡିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଲକ୍ଷ୍ୟ ହାସଲ ତଥା ଚିକିତ୍ସା ନିମନ୍ତେ ବ୍ୟକ୍ତିଗତ ଖର୍ଚ୍ଚକୁ ହ୍ରାସ କରିବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ […]
ଭୁବନେଶ୍ବର: ଆସନ୍ତାକାଲି ଶୁକ୍ରବାରରେ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ସାହା। ସେ ଶୁକ୍ରବାର ରାତି ୧୦ଟା ୪୦ ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ ସିଧା ହୋଟେଲ ମେ ଫେୟାର ଯାଇ ରାତ୍ରୀଯାପନ କରିବେ। ଏହା […]
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ କରୁଥିବା ପିଟିସନର ଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟ। ଆବେଦନକାରୀଙ୍କ ଓକିଲ କପିଲ ସିବଲ ଆଜି ସାମ୍ବିଧାନିକ ଖଣ୍ଡପୀଠରେ ଏହି ଯୁକ୍ତି ଉପସ୍ଥାପନ କରିଛନ୍ତି। ସାମ୍ବିଧାନିକ ବ୍ୟବସ୍ଥା ଜରିଆରେ ସିବଲ ଯୁକ୍ତି ବାଢ଼ିଥିଲେ ଯେ ଧାରା […]
ଭୁବନେଶ୍ବର: ଆଜି ପ୍ରାୟତଃ ବର୍ଷାର ପରିମାଣ କମ ଥିବାରୁ ବିଭିନ୍ନ ନଦୀର ଜଳ ସ୍ତର ହ୍ରାସ ପାଇବାରେ ଲାଗିଛି। ହେଲେ ମହାନଦୀର ଉପରି ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଏହି ନଦୀ ଫୁଲିବାରେ ଲାଗିଛି। ଗତକାଲି ବରମୁଳଠାରେ ପ୍ରଚୁର ବର୍ଷା ହୋଇଛି, […]
ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇସାରିଲାଣି। ବିଭିନ୍ନ ଗାଁରେ ବନ୍ୟା ପାଣି ପଶିଗଲାଣି। ଲୋକମାନେ ହନ୍ତସନ୍ତ ହେବାରେ ଲାଗିଛନ୍ତି। ମୁଖ୍ୟତଃ ତଳିଆ ଗାଁଗୁଡିକ ଜଳବନ୍ଦୀ ହୋଇ ରହିଛନ୍ତି। ସେଠାରେ ଓଡ୍ରାଫ ଏବଂ ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। […]
ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ରାଜପଥରେ ଦୁର୍ଘଟଣାରୁ ଟ୍ରକ ଏବଂ ଯାନବାହନକୁ ରକ୍ଷା କରିବା ପାଇଁ ଏକ ନୂତନ ଜ୍ଞାନକୌଶଳ ବିଷୟରେ ଉଲ୍ଲେଖ କରିଛନ୍ତି। ରାଜ୍ୟସଭାରେ ମନୋନୀତ ସଦସ୍ୟ ଗୁଲାମ ଅଲ୍ଲୀଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ […]
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବୁଧବାର ଭିଡିଓ କନଫରେନ୍ସିଂ ଜରିଆରେ ଜିଏସଟି ପରିଷଦର 51ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ସମେତ ରାଜ୍ୟ ଏବଂ […]
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ବର୍ତ୍ତମାନ ସମ୍ବିଧାନ ସଭା ନାହିଁ, ତେବେ ଧାରା ୩୭୦ ଉଚ୍ଛେଦ ପାଇଁ କିଏ ସୁପାରିସ କରିପାରିବ? ପୂର୍ବତନ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ କରୁଥିବା ସାମ୍ବିଧାନିକ ବ୍ୟବସ୍ଥା ଉଚ୍ଛେଦକୁ ଚ୍ୟାଲେଞ୍ଜ କରିଥିବା ଆବେଦନକାରୀଙ୍କୁ ସୁପ୍ରିମକୋର୍ଟ ବୁଧବାର ଏହି ପ୍ରଶ୍ନ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ଗାନ୍ଧିନଗରରେ ଆୟୋଜିତ ମହିଳା ସଶକ୍ତିକରଣ ଉପରେ ଜି -୨୦ ମନ୍ତ୍ରୀ ସ୍ତରୀୟ ସମ୍ମିଳନୀକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହାର ପ୍ରତିଷ୍ଠା ଦିବସରେ ମହାତ୍ମା […]
ଭୁବନେଶ୍ବର: ଲଗାତର ତିନିଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବର୍ତ୍ତମାନ ରାଜ୍ୟରେ ପ୍ରବାହିତ ବିଭିନ୍ନ ନଦୀ ଫୁଲିବାକୁ ଆରମ୍ଭ କଲାଣି। ପୂର୍ବରୁ ରାସ୍ତାଘାଟରେ ପାଣି ଜମି ବନ୍ୟା ପରିସ୍ଥିତି ସୃଷ୍ଟି କରିିଥିଲା। ହେଲେ ବର୍ତ୍ତମାନ ପୁରା ବନ୍ୟା ଆଶଙ୍କା ସୃଷ୍ଟି […]
ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ରାଜ୍ୟସଭାରେ ରାଜପଥରେ ଦୁର୍ଘଟଣାରୁ ଟ୍ରକ ଏବଂ ଯାନବାହନକୁ ରକ୍ଷା କରିବା ପାଇଁ ଏକ ନୂତନ ଜ୍ଞାନକୌଶଳ ବିଷୟରେ ଉଲ୍ଲେଖ କରିଛନ୍ତି। ରାଜ୍ୟସଭାରେ ମନୋନୀତ ସଦସ୍ୟ ଗୁଲାମ ଅଲ୍ଲୀଙ୍କ ଏକ ପ୍ରଶ୍ନର […]
ଭୁବନେଶ୍ୱର: ନାଗାଲାଣ୍ଡ, ସିକ୍କିମ୍ ଓ ମିଜୋରାମ ରାଜ୍ୟର ବଜେଟଠାରୁ ଦେଶର ୪୦୦୧ଜଣ ବିଧାୟକଙ୍କ ପାଖରେ ଅଧିକ ସମ୍ପତ୍ତି ରହିଛି। ଏକଥା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) ଓ ନ୍ୟାସନାଲ ଇଲେକ୍ସନ ଓ୍ୱାଚ (ଏନଇଡବ୍ଲ୍ୟୁ) ପ୍ରକାଶ କରାଯାଇଛି। ଏହି ୩ଟି ରାଜ୍ୟର […]
ନୂଆଦିଲ୍ଲୀ: ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପ୍ୟାହା ମାନ୍ୟତା ମିଳିଲା ନାହିଁ, ହେଲେ ବିଜେଡି ଏବେ ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ପାଇଁ ଅଣ୍ଟା ଭିଡିଛି। କୌଣସି ମାଧ୍ୟମରେ ହେଉ ନା କାହିଁକି ରାଜ୍ୟର ବିକାଶ ପାଇଁ ଦଳ ତରଫରୁ ଚାଲିଛି ଉଦ୍ୟମ। […]
ଭୁବନେଶ୍ବର: ଶ୍ରମିକ ତଥା ଗରିବ ବର୍ଗର କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ସାମାଜିକ ନିରାପତ୍ତା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଜରିଆରେ ହିତାଧିକାରୀମାନଙ୍କୁ […]
ନୂଆଦିଲ୍ଲୀ: ଦିଲ୍ଲୀର ସେବା ଅଧିକାର ସଂକ୍ରାନ୍ତ ବିଲ୍ ପ୍ରସଙ୍ଗରେ ସରକାରଙ୍କୁ ସମର୍ଥନ କରିଛି ବିଜୁ ଜନତା ଦଳ। ଦଳର ସାଂସଦ ପିନାକୀ ମିଶ୍ର କହିଛନ୍ତି ଯେ ଦିଲ୍ଲୀ ସମ୍ପର୍କରେ ଆଇନ ପ୍ରଣୟନ କରିବାର ଅଧିକାର କେନ୍ଦ୍ରର ରହିଛି। ସରକାରଙ୍କ ସମର୍ଥନରେ ଭୋଟ୍ […]
ଭୁବନେଶ୍ବର: ଦଳରେ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ। ଏହାପରେ ତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ବିଭିନ୍ନ ମହଲରେ ଚାଲିଛି ଚର୍ଚ୍ଚା। ଯଦି କଂଗ୍ରେସ ନିଲମ୍ବନ ଆଦେଶ ନ ହଟାଏ ତେବେ କଟକର […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ପହିଲାରୁ ବିଭିନ୍ନ ଗୋଷ୍ଠୀରେ ଏନଡିଏ ସାଂସଦଙ୍କ ସହ ବୈଠକ କରୁଛନ୍ତି। ପ୍ରଧାନମନ୍ତ୍ରୀ ଏକ ବୈଠକରେ କହିଛନ୍ତି ଯେ, ତାଙ୍କ ସରକାର ତୁରନ୍ତ ତିନି ତଲାକକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯାହାଦ୍ୱାରା ମୁସଲମାନ ମହିଳାମାନେ […]
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଇଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହେବାର ୪ ବର୍ଷ ବିତିଗଲାଣି। ଏହି ସମୟରେ ଏହି ନିଷ୍ପତ୍ତିକୁ ବିରୋଧ କରାଯାଇଥିଲା। ଏବେ ସୁପ୍ରିମକୋର୍ଟ ଆଜିଠାରୁ ଧାରା ୩୭୦ ପୁନରୁଦ୍ଧାର ଦାବିରେ ହୋଇଥିବା ଆବେଦନର ଶୁଣାଣି କରିବାକୁ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣେ ମେଟ୍ରୋର ସମ୍ପୂର୍ଣ୍ଣ ହୋଇଥିବା ସେକ୍ସନରେ ପତାକା ଦେଖାଇ ମେଟ୍ରୋ ଟ୍ରେନର ଶୁଭାରମ୍ଭ କରାଇଛନ୍ତି । ସେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପିମ୍ପ୍ରିଂ ଛିନ୍ଦୱାର ପୌର ମହାନିଗମ ପିସିଏମ୍ସି ଅଧୀନରେ ନିର୍ମିତ ୧୨୮୦ […]
ଭୁବନେଶ୍ବର: ମୟୁରଭଞ୍ଜ ଜିଲ୍ଲା ରାଜନୀତି ଆଦିବାସୀ ବହୁଳ ମତାଦାତାଙ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଛି। ତେଣୁ ରାଜ୍ୟର ରାଜନୈତିକ ଦଳଗୁଡ଼ିକ ଲୋକପ୍ରିୟ ଆଦିବାସୀ ନେତାଙ୍କୁ ନେଇ ନିଜର ଗୋଟି ଚାଳନା କରିଥାନ୍ତି। ଏହି କ୍ରମରେ ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କନ୍ୟା […]
ଭୁବନେଶ୍ୱର: ବିଜୁଜନତା ଦଳ କେବଳ ମହିଳାମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦେ। ମହିଳା ମାନଙ୍କର ଆତ୍ମ ସମ୍ମାନ, ସ୍ୱାଭିମାନ କୁ ରକ୍ଷା କରିବାପାଇଁ ବିଜୁ ଜନତା ଦଳ ଏବଂ ଏହାର ନେତା ନବୀନ ପଟ୍ଟନାୟକଙ୍କର ସାମାନ୍ୟତମ ନିଷ୍ଠା ନାହିଁ ବୋଲି ଆଜି […]