ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ ଦିନିଆ ନୂଆଦିଲ୍ଲୀ ଗସ୍ତ ଶେଷ କରି ଭୁବନେଶ୍ବରରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତର ସଫଳତାରେ ଖୁସିବ୍ୟକ୍ତ କରି ବିମାନ ବନ୍ଦରରେ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ସରକାରୀ ମୁଖ୍ୟ ସଚେତକ ସରୋଜ ପ୍ରଧାନ, […]
ଭୁବନେଶ୍ବର: ଆଜି ବିଧାନସଭାରେ ବଜେଟ ଆଲୋଚନାରେ ଭାଗ ନେଇ ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ ପ୍ରଥମେ ଅଭିନନ୍ଦନ ଜଣାଇ ପରେ ବିଜେପି ସରକାର ଗେମ ଚେଞ୍ଜର କହୁଥିଲା, […]
ନୂଆଦିଲ୍ଲୀ: ଦେଶର ସ୍ୱାଧୀନତାର 100 ବର୍ଷ ପୂରଣ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଭାରତକୁ ବିକଶିତ ଦେଶମାନଙ୍କରେ ସ୍ଥାନିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ ସରକାର ଥିଙ୍କ ଟ୍ୟାଙ୍କ NITI ଆୟୋଗ ଦେଶର ବିକାଶ […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଅଧୀନରେ କାମ କରୁଥିବା ଉଚ୍ଚ ପଦାଧିକାରୀ ମାନଙ୍କର ସହଯୋଗ କାମନା କରିଛନ୍ତି। ଗତକାଲି ନୀତି ଆୟୋଗ ବୈଠକରେ ଯୋଗ ଦେବା ପରେ ଆଜି ଓଡ଼ିଶା ଭବନରେ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁକ୍ରେନ ଗସ୍ତ ଉପରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଆକ୍ରମଣ କରିଛନ୍ତି। ୟୁରୋପୀୟ ରାଷ୍ଟ୍ର ଗସ୍ତ ପୂର୍ବରୁ କିମ୍ବା ପରେ ଜାତିଗତ ସଂଘର୍ଷ ପ୍ରଭାବିତ ମଣିପୁର ରାଜ୍ୟ ପରିଦର୍ଶନ କରିବେ କି ବୋଲି ପ୍ରଧାନମନ୍ତ୍ରୀ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ନୀତି ଆୟୋଗର ନବମ ପରିଚାଳନା ବୈଠକରେ ଅଧ୍ୟକ୍ଷତା କରିଥିଲେ। ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୨୦ଟି ରାଜ୍ୟ ଓ ୬ଟି କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ/ଉପରାଜ୍ୟପାଳ ଯୋଗ […]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଚାଲିଥିବା ବିଜେପିର ତଥାକଥିତ ଆଭ୍ୟନ୍ତରୀଣ ମତଭେଦ ମଧ୍ୟରେ ଦିଲ୍ଲୀରେ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ଏହି ବୈଠକ ମଧ୍ୟରେ ସମାଜବାଦୀ ପାର୍ଟିର ନେତା ଏକ ବଡ ଦାବି କରିଛନ୍ତି, ଯାହା ୟୁପି ରାଜନୀତିକୁ ଗରମ କରିଛି। ଏସପି […]
ଭୁବନେଶ୍ଵର: ସମଗ୍ର ଦେଶରେ ଅଗ୍ନିପଥ ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କୁ ବିରୋଧୀ ଦଳ ଆକ୍ରମଣ କରିଛନ୍ତି। ଏହି ଯୋଜନା ତୁରନ୍ତ ହଟାଇବା ପାଇଁ ବିରୋଧୀ ଦଳ ଦାବି କରୁଛି। ତେବେ ଏହା ଭିତରେ ଓଡିଶା ସରକାର ଏହି ଯୋଜନାକୁ ନେଇ ଏକ […]
ନୂଆଦିଲ୍ଲୀ: ଆଜି ନୀତି ଆୟୋଗ ପରିଚାଳନା ପରିଷଦର ୯ମ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ। ପରିଚାଳନା ପରିଷଦରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶାସିତ ଅଞ୍ଚଳର ଉପ-ରାଜ୍ୟପାଳ ଏବଂ ଅନେକ କେନ୍ଦ୍ର ମନ୍ତ୍ରୀ ରହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ନୀତି […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ନୀତି ଆୟୋଗର ନବମ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଅଧ୍ୟକ୍ଷତା କରିବେ। ଚଳିତ ବର୍ଷର ବିଷୟବସ୍ତୁ ହେଉଛି ‘ବିକଶିତ ଭାରତ@୨୦୪୭’, ଯେଉଁଥିରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲଦାଖରେ ୨୫ତମ କାର୍ଗିଲ ବିଜୟ ଦିବସ ଅବସରରେ କର୍ତ୍ତବ୍ୟ ପାଳନ ସମୟରେ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଶ୍ରଦ୍ଧାଞ୍ଜଳି ସମାରୋହରେ ମଧ୍ୟ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଏନସିଓମାନଙ୍କ ଦ୍ୱାରା […]
ରିପୋର୍ଟ- ହରପ୍ରସାଦ ମହାପାତ୍ର ଭୁବନେଶ୍ବର: ଆର. ଆର ଇଭେଣ୍ଟସ ଆଣ୍ଡ ସିନେ ପ୍ରଡକ୍ସନ ଆନୁକୂଲ୍ୟରେ ଆୟୋଜିତ ଓଡିଶା କୁଇନ -2024 ର ଗ୍ରାଣ୍ଡ ଫିନାଲେ ଉତ୍ସବ ଭୁବନେଶ୍ୱରରେ ଆୟୋଜିତ ହୋଇ ଯାଇଛି। ବିଶିଷ୍ଟ ଯୁବ ପ୍ରଯୋଜକ ରମେଶ ବାରିକଙ୍କ ଏହାଥିଲା ସ୍ୱପ୍ନର […]
ଭୁବନେଶ୍ୱର: ବଲିଉଡ ଅଭିନେତ୍ରୀ ତଥା ମଡେଲ ମୁଗ୍ଧା ଭେଇରା ଗଡସେ, ସୁକୀର୍ତ୍ତି ପଟ୍ଟନାୟକଙ୍କ ସହ ମିଶି ‘ସାରି ମୁଡ୍’ ବ୍ରାଣ୍ଡକୁ ବ୍ରାଇଡାଲ ମଲରେ ଶୁଭାରମ୍ଭ କରିଛନ୍ତି। ଏହି ଭବ୍ୟ ସମାରୋହରେ ବିଧାୟକ (କୋରେଇ) ତଥା ଅଭିନେତା ଆକାଶ ଦାସ ନାୟକ ମୁଖ୍ୟ […]
ଭୁବନେଶ୍ଵର: ଓଡିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିଛି। ଏହା ପୂର୍ବରୁ ଓଡିଶାବାସୀଙ୍କୁ ବିଜେପି ଅନେକ ପ୍ରତିଶ୍ରୁତି ଦେଇଥିଲା। ଏଥିପାଇଁ ଆଜି ରାଜ୍ୟ ବଜେଟରେ ପ୍ରତିଶ୍ରୁତି ପୂରଣ କରିବା ପାଇଁ ମୋହନ ସରକାର ଅନେକ ଘୋଷଣା କରିଛନ୍ତି। ଆଜି […]
ଭୁବନେଶ୍ୱର: ଆଜି ଓଡିଶା ପାଇଁ ପ୍ରଥମ ଥର ନୂଆ ସରକାର ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ମୁଖ୍ୟମନ୍ତ୍ରୀ ବଡ […]
Rocky the Slave: ଓଡିଆ ଅଭିନେତ୍ରୀ ଲେସଲି ତ୍ରିପାଠୀଙ୍କ ସର୍ବଶେଷ ହିନ୍ଦୀ ଚଳଚ୍ଚିତ୍ର ‘ରକ୍କି ଦ ସ୍ଲାଭ୍’ ଆସନ୍ତାକାଲି ଜୁଲାଇ 26 ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। ପ୍ରଖ୍ୟାତ ଆକ୍ସନ୍ ମାଷ୍ଟର ଜେମ୍ସ ଜନ୍ ବାର୍ଲାଙ୍କ ନିର୍ଦ୍ଦେଶିତ ତଥା ଶୋଭା ବାର୍ଲାଙ୍କ […]
ଭୁବନେଶ୍ୱର: ଖରିଫ, ୨୦୨୪ ରେ ୮ଟି ବିଜ୍ଞାପିତ ଫସଲ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍-ଏଫ୍ବିୱାଇ) ଅଧୀନରେ କୃଷକମାନଙ୍କୁ ସାମିଲ କରିବା ପାଇଁ ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଜୁଲାଇ ୩୧ ତାରିଖ ହେଉଛି କୃଷକମାନଙ୍କ ନାମ […]
ଭୁବନେଶ୍ୱର: ଜାତୀୟ ଶିକ୍ଷାନୀତି -୨୦୨୦ର ଚତୁର୍ଥ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସଫଳତାର ସହ ‘ଶିକ୍ଷା ସପ୍ତାହ’ ପାଳନ କରାଯାଉଛି। ଏହା ଆଧାରରେ ଛାତ୍ରଛାତ୍ରୀଙ୍କ ମାନସିକ ବିକାଶ ସମେତ ଶାରୀରିକ ବିକାଶକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ବୁଧବାର ଦିନ […]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରେ ସ୍ଵାଧୀନ ସାଂସଦମାନେ ଗୋଟିଏ ପରେ ଗୋଟିଏ ଇଣ୍ଡିଆ ଆଲାଇନ୍ସରେ ଯୋଗଦାନ କଲେ ଏବଂ ସେମାନଙ୍କର ମେଣ୍ଟ ଧୀରେ ଧୀରେ ବଢିବାକୁ ଲାଗିଲା। ବର୍ତ୍ତମାନ ସର୍ବଶେଷ ରାଜନୈତିକ ପରିସ୍ଥିତି କେଉଁ ଆଡକୁ ସୂଚାଉଛି, ଅନ୍ୟ ଏକ ବଡ […]
ଭୁବନେଶ୍ଵର: ଓଡିଶା ରାଜ୍ୟ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଅବସରରେ ଏହି ପବିତ୍ର ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣକୁ ମୁଁ ସ୍ୱାଗତ କରୁଛି। ଓଡିଶାର ସାଢେ ୪ କୋଟି ଜନସାଧାରଣଙ୍କ ଆଶା, ଆକାଂକ୍ଷା ଓ ସ୍ୱପ୍ନକୁ ସାକାର କରିବା ପାଇଁ ଆମର ନୂଆ […]
ଭୁବନେଶ୍ୱର: ୨୦୨୪-୨୫ ଆର୍ଥିକ ବର୍ଷର ସାଧାରଣ ବଜେଟ୍ରେ କେନ୍ଦ୍ର ସରକାର ଓଡ଼ିଶାରେ ରେଳ ବିକାଶ ପାଇଁ ୧୦ ହଜାର ୫୮୬ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ […]