ବିଶେଷ ଖବର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଲୋକସଭାରେ କହିଥିଲେ ଯେ ସେ ମେ 9 ତାରିଖରେ ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କ ଫୋନ୍ କଲ୍ ଗ୍ରହଣ କରି…

ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ହେଉଛି ଭାରତର ଉଚ୍ଚଶିକ୍ଷା ପ୍ରେକ୍ଷାପଟ୍ଟକୁ ନୂଆ ରୂପ ଦେବାରେ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ। ଶିକ୍ଷା ବ୍ୟବସ୍ଥାର ଏକ ବ୍ୟାପକ…

The Samikhsya Desk: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଂସଦରେ ଦୃଢ଼ୋକ୍ତି କରି କହିଛନ୍ତି ଯେ କୌଣସି ବିଶ୍ୱ ନେତା ଭାରତକୁ ଅପରେସନ ସିନ୍ଦୂର ବନ୍ଦ କରିବାକୁ…

ଭୁବନେଶ୍ଵର: ରାଜ୍ୟ କନଭେନସନ କେନ୍ଦ୍ର ଠାରେ ଯୋଜନା ଏବଂ ସଂଯୋଜନ ବିଭାଗ ପକ୍ଷରୁ ଆୟୋଜିତ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ‘ଅପରେସନ ସିନ୍ଦୁର’ ଉପରେ ଏକ ସ୍ୱତନ୍ତ୍ର ଆଲୋଚନାରେ ଅଂଶଗ୍ରହଣ କରିଥିଲେ, ଯାହା ପହଲଗାମ…

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ଆଜି ଦିଲ୍ଲୀରେ କେନ୍ଦ୍ର ଶକ୍ତି, ଗୃହ ଏବଂ ସହରୀ ବ୍ୟାପାର ମନ୍ତ୍ରୀ ମନୋହର ଲାଲଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ରର…

Jio PC: କମ୍ପ୍ୟୁଟର ବ୍ୟବହାର କରିବାକୁ ଇଛା ରଖିଥିବା ବ୍ୟକ୍ତିମାନଙ୍କ ପାଇଁ ଖୁସି ଖବର ନେଇଆସିଛି ରିଲାଏନ୍ସ ଜିଓ। ଜିଓ ପକ୍ଷରୁ ଆଜି ‘ଜିଓ-ପିସି’ ଶୁଭାରମ୍ଭ ଘୋଷଣା…

ଭୁବନେଶ୍ବର: ବାରମ୍ବାର ନୋଟିସ ପରେ ଯଦି ବିନା କାଗଜ ପତ୍ରରେ ଗାଡି ରାସ୍ତାରେ ଗଡିବ ତେବେ ଗାଡି ରେଜିଷ୍ଟ୍ରେସନ ବାତିଲ ହେବ। ଏହିପରି ଏକ କଡା ନିଷ୍ପତି…

ନୂଆଦିଲ୍ଲୀ: ଭାରତ-ଯୁକ୍ତରାଜ୍ୟ (ୟୁକେ) ମୁକ୍ତ ବାଣିଜ୍ୟ ରାଜିନାମା (ଏଫଟିଏ) ଭାରତୀୟ କୃଷକମାନଙ୍କ ସ୍ୱାର୍ଥର ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେବା ସହିତ ଭାରତୀୟ କୃଷି କ୍ଷେତ୍ରର ଅଭିବୃଦ୍ଧି…

ନୂଆଦିଲ୍ଲୀ: ଆଜି ଲୋକସଭାରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ‘ଅପରେସନ୍ ସିନ୍ଦୂର’ ଉପରେ ବିତର୍କ ଆରମ୍ଭ କରିବା ସମୟରେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିରୋଧୀଙ୍କ ଉପରେ…

ଭୁବନେଶ୍ବର: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ତାରିଖ ଘୋଷଣା ହୋଇ ନାହିଁ। ବିଜେପି ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବେ ସେ ଚିନ୍ତାରେ ଅଛନ୍ତି।…

ଭୁବନେଶ୍ବର: ବାଲେଶ୍ବରରେ ବନ୍ୟା ପରିସ୍ଥିତି। ସେଠାରେ ଜିଲ୍ଲାର ୪ ବ୍ଲକ ଜଳେଶ୍ବର, ଭୋଗରାଇ, ବସ୍ତା ଓ ବାଲିଆପାଳ ପ୍ରଭାବିତ ହୋଇଛି। ପାଣିଘେରରେ ରହିଛନ୍ତି ଶତାଧିକ ଗାଁ। ଫଳରେ ସେଠାରେ…

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମାସିକ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଓଡିଶାରେ କେଉଁଝର ଜିଲ୍ଲା କଳାକାରଙ୍କୁ ବେଶ ପ୍ରଶଂସା କରିଛନ୍ତି। ସେ ‘ରାଧାକୃଷ୍ଣ…

ଭୁବନେଶ୍ବର: ବର୍ତ୍ତମାନ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଓ ଅଦଳବଦଳ କିଛି ହୋଇ ନାହିଁ। କେବେ ହେବ ତାହା ମଧ୍ୟ ଜଣା ନାହିଁ। ହେଲେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିଛି…

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟ ରାଜନୀତିରେ ସବୁଠୁ ଯେଉଁ ବଡ ଚର୍ଚ୍ଚା ଚାଲିଛି ତାହା ହେଲା ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ। ଆଉ ଏହି ଚର୍ଚ୍ଚାର ମୁଖ୍ୟ ନାୟକ…

ଭୁବନେଶ୍ବର: ଓଡିଶାରେ ଲଗାତର ବର୍ଷା ଯୋଗୁଁ ବିଭିନ୍ନ ନଦୀ ଫୁଲିବାରେ ଲାଗିଛି। ଏହି ବର୍ଷା ଆହୁରି କିଛିଦିନ ରହିଥିବାରୁ କେତେକ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି।…

ଭୁବନେଶ୍ୱର: ଆଜି ଆୟୋଜିତ ହେଉଥିବା କର୍ମଶାଳା କେବଳ ଏକ ବୈଠକ ନୁହେଁ, ଏହା ଆମ ସହରକୁ ନିରନ୍ତର ଭାବରେ ପରିଚ୍ଛନ୍ନ ରଖୁଥିବା ପରିମଳ କର୍ମଚାରୀଙ୍କ ସୁରକ୍ଷା ଓ…

Indian Film Festival of Melbourne: କଲିକତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ପୁରସ୍କୃତ ହେବା ସହ ବିଚାରକ ତଥା ସମାଲୋଚକଙ୍କ ପ୍ରଶଂସା ସାଉଁଟି ଥିବା…

ଭୁବନେଶ୍ବର: ଜଣେ ଜଙ୍ଗଲ ବିଭାଗ ଅଫିସରଙ୍କ ଘରୁ ମିଳାଲା ସୁନା, ରୂପା, ନଗଦ ଟଙ୍କା ଆହୁରି କଣ। ଯାହାକୁ ଦେଖି ସମସ୍ତେ ତାଜୁବ ହେବାରେ ଲାଗିଛି। ସେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତି ପ୍ରାୟ ୮ଟାରେ ତାମିଲନାଡୁର ଟୁଟିକୋରିନରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ୪୮୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର…

ଭୁବନେଶ୍ୱର: ଭାରତ ଏବଂ ବ୍ରିଟେନ୍‌ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା (ଏଫଟିଏ) ସ୍ୱାକ୍ଷରିତ ହେବା ପରେ ଓଡ଼ିଶା ସମେତ ଦେଶର ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ପାଇଁ ବ୍ୟବସାୟର ଅପାର…