ଭୁବନେଶ୍ବର, ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟକୁ ନେଇ ଏକ ନିର୍ଦ୍ଧିଷ୍ଠ ଗଣମାଧ୍ୟମକୁ ଖବର କରିବା ପାଇଁ ବେଶ୍ ମଜା ଲାଗେ। ହଠାତ ଟିଆରପି ବଢାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦେହ ଗୁରୁତର ଖବରକୁ ନେଇ ତିଆରି ହୁଏ ବ୍ରେକିଂ ନ୍ୟୁଜ। […]
ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘଦିନ ବ୍ୟବଧାନ ପରେ ଘରୁ ବାହାରି ପୁରୀ ଗସ୍ତ କରିଛନ୍ତି। କରୋନା ପାଇଁ ସେ ନବୀନ ନିବାସରୁ ସମସ୍ତ ବୈଠକ ଏପରିକି ବିଧାନସଭା କାର୍ଯ୍ୟ ମଧ୍ୟ କରୁଥିଲେ। ଓଡିଶାରେ କରୋନା ପ୍ରବେଶ ପରଠାରୁ ନବୀନ […]
ଭୁବନେଶ୍ବର, ରାଜ୍ୟରେ କାରଖାନାଗୁଡିକ ବାରମ୍ବାର ପ୍ରଦୂଷଣ ମାତ୍ରା ବୃଦ୍ଧି କରିବାରେ ଲାଗିଛନ୍ତି। ସେହି ଆଧାରରେ ରାଜ୍ୟର ପ୍ରଦୂଷଣ ବୋର୍ଡ ଯାଞ୍ଚ କରି ୫୦ଟି ବୃହତ୍ ଓ ମଧ୍ୟମ କାରଖାନାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଥିମଧ୍ୟରୁ ୩୩ଟିକୁ କାରଣ ଦର୍ଶାଅ ନୋଟିସ୍ […]
ଭୁବନେଶ୍ବର, ବର୍ତ୍ତମାନ ତିର୍ତ୍ତୋଲ ଏବଂ ବାଲେଶ୍ବରରେ ସବୁ ଦଳର ନେତାମାନେ ଡେରା ପକାଇଲେଣି। ଆହୁରି ଅନେକ ଭୁବନେଶ୍ବରିଆ ନେତା ସେଠାକୁ ଯିବେ। ହେଲେ ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ନେତାଙ୍କ ପାଇଁ ବଡ ସମସ୍ୟା ଭାବେ ଉଭା ହୋଇଛି ଘର। କାରଣ […]
ଭୁବନେଶ୍ବର, ରାଜ୍ୟରେ ହେବାକୁ ଥିବା ଦୁଇଟି ଉପନିର୍ବାଚନ ପାଇଁ ଭୋଟରଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିଥିଲା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। କାରଣ କରୋନା ପଜେଟିଭ ଏବଂ ବୟସ୍କ ଭୋଟରଙ୍କୁ ସତର୍କତା ସହିତ ମତଦାନ କରିବା ପାଇଁ ବ୍ୟବସ୍ଥା କରାଯିବ। ସେଥିପାଇଁ […]
କୋଲକାତା, ଆଦିଶକ୍ତି ମା ଦୁର୍ଗାଙ୍କୁ ପୂଜା କରିବାର ପବିତ୍ର ପର୍ବ ୧୭ ଅକ୍ଟୋବର ଶନିବାର ଠାରୁ ଆରମ୍ଭ ହେବ। ଯାହାକୁ କୁହାଯାଏ ନବରାତ୍ର ପୂଜା। ଏହା ସହିତ ଏହି ଦିନ ମଳମାସର ମଧ୍ୟ ସମାପ୍ତ ହେବ। ଏଥର ନବରାତ୍ର ପୂଜା ଏକ […]
ନୂଆଦିଲ୍ଲୀ, ବଲିଉଡର ‘ଡ୍ରିମ୍ ଗାର୍ଲ’ ହେମା ମାଳିନୀ ଆଜି ୭୨ ବର୍ଷ ବୟସରେ ପଦାର୍ପଣ କଲେ। ହେମା ୧୬ ଅକ୍ଟୋବର ୧୯୪୮ ରେ ଜନ୍ମଗ୍ରହଣ କରିଥିଲେ। ହେମାଙ୍କ ଜନ୍ମଦିନ ଉପଲକ୍ଷେ ତାଙ୍କର ବହୁ ପ୍ରଶଂସକଙ୍କ ଶୁଭେଚ୍ଛାର ବାର୍ତ୍ତା ଆସିବାରେ ଲାଗିଛି। ସେ […]
ନୂଆଦିଲ୍ଲୀ, କୋଭିଡ-19 ବୈଶ୍ଵିକ ମହାମାରୀ ପାଇଁ ଟୀକା ଗବେଷଣା ଓ ଜନସାଧାରଣଙ୍କ ମଧ୍ୟରେ ଏହାର ସୁବିତରଣ ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନମୁନା ପରୀକ୍ଷଣ ସମ୍ପର୍କିତ ପ୍ରଯୁକ୍ତି, ରୋଗ […]
ନୂଆଦିଲ୍ଲୀ, ଗୃହ ମନ୍ତ୍ରଣାଳୟର ଅନଲକ ୫.୦ ଗାଇଡଲାଇନକୁ ଆଧାର କରି ତଥା ସୃଜନଶୀଳ ଉଦ୍ୟୋଗ ଜଗତର ବିଭିନ୍ନ ଅଂଶୀଦାରମାନଙ୍କ ଠାରୁ ମିଳିଥିବା ପରାମର୍ଶ, ପ୍ରସ୍ତାବକୁ ବିଚାର କରିବା ପରେ ଆଜି ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ “ସାଂସ୍କୃତିକ ସମାରୋହ ଏବଂ କାର୍ଯ୍ୟକ୍ରମ” ଆୟୋଜନ […]
ରମେଶ ମହାନ୍ତି ଜଗତସିଂହପୁର : ଉପନିର୍ବାଚନ ପାଇଁ ବିଜେଡିର ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। । ତିର୍ତ୍ତୋଲ ବିଧାନସଭା କ୍ଷେତ୍ର ଗତ ୩ଟି ନିର୍ବାଚନରେ ବିଜେଡ଼ି ଦଖଲରେ ରହିଛି। ରବିନ୍ଦ୍ର ନାଥ ଭୋଇ, ରାଜଶ୍ରୀ ମଲ୍ଲିକ ଓ ବିଷ୍ଣୁ […]
ଭୁବନେଶ୍ବର, କୋଭିଡ ପରିଚାଳନାରେ ଓଡିଶା କ୍ରମାଗତଭାବେ ଭଲ ପ୍ରଦର୍ଶନ କରିଆସୁଛି। ସମସ୍ତ ସୂଚକାଙ୍କ ଜାତୀୟ ହାର ଠାରୁ ଭଲ ରହିଛି । ଅଧିକାଂଶ ଜିଲ୍ଲାରେ ନୂଆ ସଂକ୍ରମଣ କମୁଛି। କଟକ, ଖୋର୍ଦ୍ଧା ଓ ପୁରୀ ପରି ଅଧିକ ସଂକ୍ରମଣ ଥିବା ଜିଲ୍ଲାଗୁଡିକରେ […]
ନୂଆଦିଲ୍ଲୀ, ଚଳିତ ବର୍ଷ ସେପ୍ଟେମ୍ବରରେ ମୋଟ ୩୯.୪୩ ଲକ୍ଷ ଘରୋଇ ଯାତ୍ରୀ ବିମାନ ଯୋଗେ ଯାତ୍ରା କରିଛନ୍ତି। ଯାହା ଗତ ବର୍ଷ ସମାନ ସମୟ ତୁଳନାରେ ୬୬% ହ୍ରାସ ପାଇଛି ବୋଲି ଆଜି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବା ଡିଜିସିଏ […]
ନୂଆଦିଲ୍ଲୀ, କୋଇଲା ଦୁର୍ନିତିରେ ପୂର୍ବତନ କୋଇଲା ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଉ। ତଦନ୍ତ ଏଜେନ୍ସି ସିବିଆଇ ଏହିପରି ଏକ ବଡ ଅପିଲ କୋର୍ଟରେ କରିଛି। ଆଜି ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟରେ ଦିଲ୍ଲୀପ ରାୟଙ୍କ ଉପରେ ଦଣ୍ଡବିଧାନ […]
ନୂଆଦିଲ୍ଲୀ, ଅନଲକ ୫.୦ ହିସାବରେ ଅକ୍ଟୋବର ୧୫ ତାରିଖରେ ଦେଶର ସିନେମା ହଲ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ସେହି ଅନୁସାରେ ଆସନ୍ତାକାଲି ଦେଶର ସମସ୍ତ ସିନେମା ହଲ ଖୋଲିବ। ତେବେ ସେଥିପାଇଁ କେନ୍ଦ୍ର ସରକାର ଯେଉଁ ଗାଇଡ ଲାଇନ […]
ନୂଆଦିଲ୍ଲୀ, କରୋନା ମହାମାରୀ ସଂକ୍ରାନ୍ତ ଉଚ୍ଚସ୍ତରୀୟ ମନ୍ତ୍ରିସ୍ତରୀୟ ଗୋଷ୍ଠୀର ଏକବିଂଶ ବୈଠକ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଆୟୋଜିତ ଏହି ବୈଠକରେ ବୈଦେଶିକ ବ୍ୟାପାର […]
ପାଟନା: ଦେଶରେ ପୁଣି ନିର୍ବାଚନର ତାତି। ବିହାର ବିଧାନସଭା ସହିତ ଦେଶରେ ହେବାକୁ ଥିବା ଉପନିର୍ବାଚନ ଲାଗି ଉଷ୍ମତା ସୃଷ୍ଟି ହୋଇଛି। ତେବେ ବିହାର ନିର୍ବାଚନ ଲାଗି ସବୁ ରାଜନୈତିକ ଦଳ ନିଜ ନିଜ ସ୍ତରରେ ରଣନୀତି ପ୍ରସ୍ତୁତି କରି ଭୋଟ […]
ନୂଆଦିଲ୍ଲୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟଗୁଡିକ ପାଇଁ ସ୍ବତନ୍ତ୍ର ପ୍ୟାକେଜ ବ୍ୟବସ୍ଥା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ସୁଧମୁକ୍ତ ୫୦ ବର୍ଷିଆ ଋଣ ପ୍ରଦାନ ଯୋଜନା ରାଜ୍ୟମାନଙ୍କ ପାଇଁ ପ୍ରବର୍ତ୍ତନ କରିବାକୁ ଯାଉଛନ୍ତି। ଏଥିରେ […]
ଭୁବନେଶ୍ବର, ବିଜେଡି ଉପନିର୍ବାଚନ ପାଇଁ ତାହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦୁଇ ଉପନିର୍ବାଚନରେ ତିର୍ତ୍ତୋଲ ପ୍ରାର୍ଥଙ୍କୁ ନେଇ କାହାରି କିଛି କହିବାର ନାହିଁ। କାରଣ ତାହା ସମସ୍ତେ ଆଶା କରୁଥିଲେ ଯେ ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କୁ […]
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପକ୍ଷରୁ ଆଜି ଏକ ପ୍ରେସମିଟ କରାଯାଇଛି । ଜିଏସଟି ବୈଠକ ପୂର୍ବରୁ କେନ୍ଦ୍ର ସରକାରଙ୍କ ସମସ୍ତ କର୍ମଚାରୀଙ୍କୁ 10 ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ । ଏହା ସହିତ ଏହି ଅର୍ଥରାଶିକୁ […]
ଭୁବନେଶ୍ବର, ସମସ୍ତେ ଜାଣନ୍ତି ଯେ ଓଡିଶା ରାଜ୍ୟ ଖଣିଜ ସମ୍ପଦରେ ଭରପୁର। ହେଲେ ଓଡିଶାର ମାଟି ଭିତରେ କେତେ ଖଣିଜ ସଂପଦ ରହିଛି ତାହାର କୌଣସି ହିସାବ ନାହିଁ। ଏପରିକି ରାଜ୍ୟ ସରକାରଙ୍କ ପାଖରେ ଏ ନେଇ କୌଣସି ସଠିକ ସୂଚନା […]
ଗୁଣା : ଭାରତରେ ଗୋତି ଶ୍ରମିକ ପ୍ରଥା କେବେ ଠୁ ଉଚ୍ଛେଦ ହୋଇଯାଇଛି । କିନ୍ତୁ ଆଜି ବି ଅନେକ ଜାଗାରେ ଏହି ପ୍ରଥା ରହିଆସିଛି । ଏହିପରି ଏକ ରୋଚକ ଘଟଣା ମଧ୍ୟପ୍ରଦେଶ ଗୁନା ଜିଲ୍ଲାରୁ ଆସିଛି । ମିଳିଥିବା […]