କେଦାର ମିଶ୍ର ମାଦଳା ପାଞ୍ଜି ହେଉଛି ଓଡିଶା ଇତିହାସର ଏକ ଚଳନ୍ତି ଦସ୍ତାବିଜ। ଏଥିରେ କେବଳ ଶ୍ରୀମନ୍ଦିର ଘଟଣାବଳି ଲିପିବଦ୍ଧ ହୁଏନାହିଁ, ଏଥିରେ ଓଡିଶାର ରାଜନୈତିକ ଓ ସାମାଜିକ ଇତିହାସ ମଧ୍ୟ ସ୍ଥାନ ପାଇଥାଏ। ଏବେ ଶ୍ରୀମନ୍ଦିରରେ ମାଦଳା ପାଞ୍ଜି ଲେଖା […]
କେଦାର ମିଶ୍ର ଆଜିର ତାରିଖରେ ଓଡିଶାରେ କରୋନାର ସ୍ଥିତି କଣ? ଗତ କାଲି ରାଜ୍ୟରେ ସର୍ବାଧିକ ୩୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜୁନ ମାସ ସାରା ପ୍ରତ୍ୟହ ଓଡିଶାରେ ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଓ ଏମାନେ […]
ଭୁବନେଶ୍ବର,ବିଭିନ୍ନ ମହଲରେ ପ୍ରବଳ ସମାଲୋଚନା ଓ ଚାପ ପରେ ଶେଷରେ ରାଜ୍ୟ ସରକାର ମୁଣ୍ଡ ନୁଆଁଇଲେ। ରଥଯାତ୍ରା ରିଟପିଟସନର ହେବାକୁ ଥିବା ଶୁଣାଣି ବେଳେ ରାଜ୍ୟ ସରକାର ତାଙ୍କର ଅନୁକୂଳ ଆଭିମୁଖ୍ୟ ରଖିବେ। ଆଜି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏ […]
କେଦାର ମିଶ୍ର ଯେତେବେଳେ ଆନ୍ତର୍ଜାତିକ ତୈଳ ବଜାରରେ କଞ୍ଚା ତେଲର ଦର ନେଗେଟିଭ ହୋଇଗଲା ସେତେବେଳେ ଭାରତର ତୈଳ ବଜାର ବନ୍ଦ ଥିଲା। ଲକ ଡାଉନ ଯୋଗୁଁ ତୈଳ ବଜାର ଏକପ୍ରକାର ଭୁଷୁଡି ପଡୁଥିବା ବେଳେ ଭାରତ ସରକାର ଏହାକୁ ଭାରତୀୟ […]
ପୁରୀ, ରଥଯାତ୍ରା ସଂପର୍କରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରନ୍ତୁ । ଏ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଏକ ଲମ୍ବା ଚିଠି ଲେଖିଛନ୍ତି ଗଜପତି ଦିବ୍ୟସିଂହ ଦେବ। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ ସରକାର କୋର୍ଟକୁ […]
କେଦାର ମିଶ୍ର ଗଲାୱାନ ଉପତ୍ୟକାରେ ଚୀନ ଓ ଆମ ଦେଶର ସୈନିକଙ୍କ ଭିତରେ ରକ୍ତାକ୍ତ ସଂଘର୍ଷ ଘଟି ୨୦ ଜଣ ସୈନିକ ସହିଦ ହେବା, ୫୦ ରୁ ଅଧିକ ଆହତ ହେବା ଏବଂ ୧୦ ଜଣ ସୈନିକଙ୍କୁ ବାନ୍ଧିବା ଭଳି ଖବର […]
ନୂଆଦିଲ୍ଲୀ, ଭାରତ ସରକାର ଏବଂ ଏସିଆନ ଭିତିଭୂମି ବିକାଶ ବ୍ୟାଙ୍କ (ଏଆଇଆଇବି) ମଧ୍ୟରେ ଆଜି ୭୫୦ ନିୟୁତ ମିଲିୟନ ଆମେରିକୀୟ ଡଲାରର ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଯାଇଛି। “କୋଭିଡ-୧୯ ସକ୍ରିୟ ମୁକାବିଲା ଏବଂ ବ୍ୟୟ ସହାୟତା କାର୍ଯ୍ୟକ୍ରମ” ନାମକ ଏହି ଚୁକ୍ତିରେ […]
ନୂଆଦିଲ୍ଲୀ, ସରକାର ମାଲେରିଆ ନିରୋଧି ଔଷଧ ହାଇଡ୍ରୋକ୍ସି କ୍ଳୋରୋକୁଇନ ଉପରେ ତତ୍କାଳ ରପ୍ତାନି କଟକଣା ଉଠାଇ ଦେଇଛନ୍ତି। ଗତ 3 ତାରିଖ ଦିନ ଆନ୍ତଃସଚିବ ସ୍ତରୀୟ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ସୁପାରିଶକୁ ଭିତ୍ତିକରି ଏହି ନିଷ୍ପତ୍ତି ନିଆଯାଇଛି । କମିଟିରେ […]
ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାରେ ଅଟକି ରହିଥିବା ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମଜୀବୀମାନଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇବା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି । ଏହି ପରିପ୍ରେକ୍ଷୀରେ ନିଜ ରାଜ୍ୟକୁ ଫେରିବାକୁ ଇଚ୍ଛୁକ […]
ମୁମ୍ବାଇ/ ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିିଜ୍ ଲିମିଟେଡ୍ (ଆର୍ଆଇଏଲ୍) ମାତ୍ର ୫୮ ଦିନ ମଧ୍ୟରେ ବିଶ୍ୱସ୍ତରୀୟ ନିବେଶକଙ୍କ ଦ୍ୱାରା ପୁଞ୍ଜିନିବେଶ ଓ ରାଇଟ୍ସ୍ ଇସ୍ୟୁ ଜରିଆରେ ୧,୬୮,୮୧୮ କୋଟି ଟଙ୍କାରୁ ଅଧିକ ପୁଞ୍ଜି ହାସଲ କରିଛି । ବିଶ୍ୱସ୍ତରୀୟ ନିବେଶକଙ୍କ ଠାରୁ ଏହା […]
କେଦାର ମିଶ୍ର ଯଦି ସୁପ୍ରିମ କୋର୍ଟରେ ଉଭୟ ମୁଦେଇ ଓ ମୁଦାଲାଙ୍କ ଓକିଲ କହନ୍ତି ଯେ ରଥଯାତ୍ରାରେ ୧୦ ଲକ୍ଷ ଲୋକଙ୍କର ସମାଗମ ହେବ, ତାହେଲେ ସୁପ୍ରିମ କୋର୍ଟ ଆଜିର ପରିସ୍ଥିତିରେ ରଥଯାତ୍ରା ପାଇଁ ଅନୁମତି ଦେବେ କେମିତି? ଆଜି ହୁଏତ […]
ସଂପଦ ଦଳାଇ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟ ରାୟ ଦେବା ପରେ ବର୍ତ୍ତମାନ ଏହାକୁ ନେଇ ସାରା ବିଶ୍ବର ଜଗନ୍ନାଥ ପ୍ରେମୀଙ୍କୁ ଶକ୍ତ ଧକ୍କା ଦେଇଛି। ସମସ୍ତଙ୍କ ମନରେ ପ୍ରଶ୍ନ, ଯଦି କରୋନା ଆକ୍ରାନ୍ତ ବଢୁଥିବା ବେଳେ ବସ ଚାଲିବାକୁ ଅନୁମତି […]
ଭୁବନେଶ୍ବର, ରଥଯାତ୍ରା ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ତାହାକୁ ପାଳନ କରିଯିବ। ତେବେ ରଥନିତି ବାହାରେ ନ କରି ମନ୍ଦିର ପରିସରରେ କିପରି କରାଯିବ ତାହା ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଧାରିତ କରିବା ପାଇଁ ରାଜ୍ୟ କ୍ୟାବିନେଟ ନିର୍ଦ୍ଦେଶ […]
ନୂଆଦିଲ୍ଲୀ, କୋଭିଡ 19 କଟକଣା ପାଇଁ ଚଳିତ ବର୍ଷ ରଥଯାତ୍ରାକୁ ବନ୍ଦ କରାଯାଉ। ଏହିପରି ଏକ ବଡ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଆଜି ରଥଯାତ୍ରା ହେବ କି ନାହିଁ ସେ ନେଇ ସୁପ୍ରିମକୋର୍ଟରେ ଏକ ଶୁଣାଣି ଥିଲା। ଏହାକୁ ବନ୍ଦ କରାଯାଉ […]
କେଦାର ମିଶ୍ର ଗଲାୱାନ ନଦୀ ଉପତ୍ୟକାରେ ଯାହା ଘଟିଲା, ତାହା କେବଳ ଦୁଃଖଦ ବା ଦୁର୍ଭାଗ୍ୟଜନକ ନୁହେଁ, ଏହା ଅନେକାଂଶରେ ଦାନବୀୟ। ୨୦ ରୁ ଅଧିକ ଭାରତୀୟ ସୈନିକଙ୍କୁ ଯେଉଁ ଢଙ୍ଗରେ ଚୀନର ସୈନିକମାନେ ହତ୍ୟା କଲେ ତାହା ସେନା ସୁଲଭ […]
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ନିୟନ୍ତ୍ରଣ ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ବିଗତ ତିନି ମାସ ମଧ୍ୟରେ କରୋନା ଦ୍ବାରା ଜନଜୀବନ ଗଭୀର ଭାବରେ ପ୍ରଭାବିତ । ସମସ୍ତ ବର୍ଗ ଏବଂ […]
କେଦାର ମିଶ୍ର ଗତକାଲି ଯାଏଁ ପୂରା ଦେଶକୁ କୁହା ଯାଉଥିଲା ଯେ, ଚୀନ ଏବଂ ଭାରତ ସୀମାନ୍ତରେ ସବୁ କିଛି ଠିକ ଚାଲିଛି। ଭାରତ ସରକାର, ଆମର ସେନାବାହିନୀ ଏବଂ ଶାସକ ଦଳ ଭାରତୀୟ ଜନତା ପାର୍ଟି ତରଫରୁ ଏ କ୍ଷେତ୍ରରେ […]
ପୁରୀ, ଶ୍ରୀଜଗନ୍ନାଥଙ୍କ ପରଂପରା ବଡ ଅନନ୍ୟ ଏବଂ ବିଚିତ୍ର ମଧ୍ୟ। ଓଡିଆ ଘରର ଚାଲିଚଳନି ସହିତ ଶ୍ରୀଜଗନ୍ନାଥ ସଂସ୍କୃତି ସଂପୂର୍ଣ୍ଣ ଭାବେ ଜଡିତ ରହିଛି। ଘରେ ଦେହ ଖରାପ ହେଲେ ଯେପରି ବନ୍ଧୁଙ୍କ ଘରୁ ଫଳମୂଳ ଆସିଥାଏ, ଠିକ୍ ସେହିପରି ପରଂପରା […]
କେଦାର ମିଶ୍ର ବସ ଚାଲୁଛି, ହେଲେ ଲୋକ ବସରେ ବସିବାକୁ ଭୟ କରୁଛନ୍ତି। ଦୋକାନ ଖୋଲିଛି, ହେଲେ ଅତ୍ୟାବଶ୍ୟକ ନ ପଡିଲେ, କେହି ଦୋକାନକୁ ଯାଉ ନାହାନ୍ତି। କେହି କେହି କହିପାରନ୍ତି, ରଜ ସମୟରେ ବଜାର ଏତେ ଭିଡ ହେଲା ଯେ […]
ଲଲାଟେନ୍ଦୁ ଶତପଥୀ ପିଲାବେଳ କଥା ମୋର ମନେ ଅଛି ଯେବେ କେହି ଗାଁରେ ମାତାଲ ଅବସ୍ଥାରେ ଟହଲି ଟହଲି ଆସି ଦାଣ୍ଡରେ ଅଭଦ୍ର ଭାଷାରେ ଚିଲ୍ଲାଏ, ଲୋକ ତାଟି କବାଟ ବନ୍ଦ କରି ଦିଅନ୍ତି। ମନ ଭିତରେ ଏକ ଅଜଣା ଆତଙ୍କ […]
ସମୀକ୍ଷା ବ୍ୟୁରୋ ଜଣେ କଳାକାରର କେବେ ମୃତ୍ୟୁ ହୋଇନଥାଏ । ସେ ତା’ର ପ୍ରତିଟି ଚରିତ୍ର ଭିତରେ ପୁନର୍ଜୀବନ ପାଇଥାଏ । ଯଦିଓ ସେ ଆମ ଗହଣରେ ନଥା‘ନ୍ତି କିନ୍ତୁ ତାଙ୍କର ପ୍ରତ୍ୟେକ ସ୍ବାକ୍ଷରରେ ସେ ସର୍ବଦା ଜୀବିତ ରହିଥାନ୍ତି । […]