ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ସମେତ ଅନ୍ୟାନ୍ୟ ରାଜ୍ୟରେ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ବୁଝାମଣା ହୋଇଛି। ଦିଲ୍ଲୀରେ ମଧ୍ୟ ଏହି ଦୁଇ ଦଳ ମଧ୍ୟରେ ବୁଝାମଣା ହୋଇଛି। ଦିଲ୍ଲୀରେ ୪-୩ ଫର୍ମୁଲାକୁ ନେଇ ଚର୍ଚ୍ଚା ହୋଇଥିଲା। […]
ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଯେକୌଣସି ସମୟରେ ଲୋକସଭା ନିର୍ବାଚନ ୨୦୨୪ ଘୋଷଣା କରିପାରନ୍ତି। ଦେଶର ଛୋଟ ବଡ଼ ରାଜନୈତିକ ଦଳଗୁଡ଼ିକ ଏହାର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶକ୍ତିରେ ତୃତୀୟ ଥର […]
ଭୁବନେଶ୍ବର: ଗତକାଲି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ବିବାଦୀୟ ହୋଇ ପଡିବା ପରେ ଆଜି ଏକ ଲମ୍ବା ଛୁଟିରେ ଯାଇଛନ୍ତି। ଫଳରେ ତାଙ୍କ ସ୍ଥାନରେ ଅନ୍ୟତମ ଆଇଏଏସ ରାଜେଶ ପ୍ରଭାକର ପାଟିଲଙ୍କୁ ଦାୟିତ୍ବ ଦିଆଯାଇଛି। ଏପରି ପରିସ୍ଥିତିକୁ ନେଇ ବର୍ତ୍ତମାନ […]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ସୁପ୍ରିମକୋର୍ଟ ଇଡି ତଦନ୍ତକୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି, ଯାହା ଇଡିର ରାଡାରରେ ଥିବା ବିରୋଧୀ ଦଳର ନେତାଙ୍କ ଅସୁବିଧା ବଢ଼ାଇବ। ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଅଧିକାରୀମାନେ ମନି ଲଣ୍ଡରିଂ […]
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଚାରିଟି ଜିଲାର ପାଞ୍ଚଟି ଏନଏସି କୁ ମୁନିସିପାଲିଟିକୁ ଉନ୍ନୀତ କରାଯିବା ବିଷୟ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା […]
ନୂଆଦିଲ୍ଲୀ: ଦେଶର ସର୍ବବୃହତ ରାଜନୈତିକ ଗଡ଼ ଉତ୍ତରପ୍ରଦେଶରେ ୧୮ତମ ଲୋକସଭା ନିର୍ବାଚନ ପାଇଁ ଏବେ ରାଜନୈତିକ ଲଢ଼େଇ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଗୈରିକ ବ୍ରିଗେଡ୍ ପୂରା ଉତ୍ସାହର ସହ ପଡ଼ିଆକୁ ଓହ୍ଲାଇଛି। ସେହିପରି ୟୁପିର ପୁଅ, କଂଗ୍ରେସର […]
ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ନେତୃତ୍ୱାଧୀନ ସରକାର ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବାସ୍ତବରେ ମନ୍ଦିରଗୁଡିକର ୧ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଆୟ ଉପରେ ୧୦ ପ୍ରତିଶତ ଟିକସ ଲାଗୁ କରିବାକୁ କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ରାଜ୍ୟ ବିଧାନ ପରିଷଦରେ […]
ନୂଆଦିଲ୍ଲୀ: ୨୦୧୪ ପରେ ସବୁଠାରୁ ଅଧିକ ନେତା ବିଜେପିକୁ ଯାଇଛନ୍ତି। ଏଡିଆର୍ ରିପୋର୍ଟ ଅନୁଯାୟୀ, ୨୦୧୪ରୁ ୨୦୨୧ ମଧ୍ୟରେ ବିଧାୟକ-ସାଂସଦ ସ୍ତରର ମାତ୍ର ୪୨୬ ଜଣ ନେତା ବିଜେପିରେ ଯୋଗ ଦେଇଛନ୍ତି। ଭାରତରେ ନିର୍ବାଚନ ଋତୁ ଆରମ୍ଭ ହେବା ମାତ୍ରେ ଦଳବଦଳ […]
ନୂଆଦିଲ୍ଲୀ: ସରୋଗେସି ଜରିଆରେ ପିତାମାତା ହେବାର ସ୍ୱପ୍ନ ଦେଖୁଛନ୍ତି କି? ଯଦି ଏପରି ହୁଏ, ତେବେ ଆପଣଙ୍କ ପାଇଁ ଖୁସି ଖବର ଆସିଛି। କେନ୍ଦ୍ର ସରକାର ସରୋଗେସି (ନିୟନ୍ତ୍ରଣ) ନିୟମ, ୨୦୨୨ରେ ସଂଶୋଧନ କରି ଦାତା ଗେମେଟ୍ କିମ୍ବା ଶୁକ୍ରାଣୁ ବ୍ୟବହାର […]
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନଜିତିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଆସନ ହାରିଯାଇଥିବା ଆସନ ଉପରେ ଅଧିକ ଧ୍ୟାନ ଦେଉଛି। ୨୦୧୯ରେ ହାରିଥିବା ଆସନ ପାଇଁ ବିଜେପି ଗତବର୍ଷଠାରୁ ଯୋଜନା କରୁଛି। ଏଭଳି ୧୬୦ଟି ଆସନ ଉପରେ ବିଜେପି ଲଗାତାର […]
ନୂଆଦିଲ୍ଲୀ: ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ କୃଷକମାନେ ଗତ କିଛିଦିନ ହେବ ହରିୟାଣା-ପଞ୍ଜାବ ସୀମାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଶୁକ୍ରବାର (ଫେବ୍ରୁଆରି ୨୩) କୃଷକ ଆନ୍ଦୋଳନର ଆଜି ୧୧ତମ ଦିନ ଏବଂ ଆନ୍ଦୋଳନକାରୀ କୃଷକମାନେ ଆକ୍ରୋଶ […]
ନୂଆଦିଲ୍ଲୀ: କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି (ଆପ୍) ଏକାଠି ଲଢ଼ୁଥିବାବେଳେ ରାଜ୍ୟର ଭରୁଚ ଲୋକସଭା ଆସନକୁ ନେଇ ରାଜନୀତି ସରଗରମ ହୋଇଛି। ଆମ୍ ଆଦମୀ ପାର୍ଟି ପକ୍ଷରୁ ଡେଡିଆପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଚୈତାର ବସାୱାଙ୍କୁ ପ୍ରାର୍ଥୀ ଘୋଷଣା […]
ଭୁବନେଶ୍ବର: କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳି ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥାଏ। କାରଣ ଏହି ନିର୍ବାଚନ ମଣ୍ଡଳିର ବିଧାୟକ ହେଉଛନ୍ତି ବିଜେଡିର ଟାଣୁଆ ନେତା ତଥା ମନ୍ତ୍ରୀ ପ୍ରତାପ ଦେବ। ତେବେ ଏଥର ନିର୍ବାଚନରେ ପ୍ରତାପଙ୍କ ସହିତ ଜଣେ ଯୁବତୀ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରାଣସୀରେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ବାରାଣସୀର କରଖିଆଓଁସ୍ଥିତ ୟୁପିଏସଆଇଡିଏ ଆଗ୍ରୋ ପାର୍କରେ ନିର୍ମିତ ବନାସକଣ୍ଠା ଜିଲ୍ଲା ସମବାୟ ଦୁଗ୍ଧ […]
ଭୁବନେଶ୍ୱର: ବର୍ତ୍ତମାନର ବ୍ରହ୍ମପୁର ଆସନର ବିଜଦ ସାଂସଦ ଉପରେ ଦଳ ତଥା କର୍ମୀମାନେ ଆସ୍ଥା ହରାଇବାର ସଂକେତ ମିଳିଲାଣି। ତେଣୁ ତାଙ୍କୁ ପରିବର୍ତ୍ତନ କରି ପୂର୍ବତନ ସାଂସଦଙ୍କୁ ପ୍ରାର୍ଥୀ କରିବା ପାଇଁ କର୍ମୀଙ୍କ ସ୍ୱର ଉଠିଲାଣି । ଭାଜପା ଏଠାରୁ ଜିତିବା […]
ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ମଧ୍ୟରେ ନରେନ୍ଦ୍ର ମୋଦି ଆଖୁର ଏମଏସପି ବୃଦ୍ଧି କରି ଏକ ନୂଆ ବାଜି ଲଗାଇଛନ୍ତି। କେନ୍ଦ୍ର ସରକାର ଆଖୁ (ଏଫଆରପି) ମୂଲ୍ୟରେ ୨୫ ଟଙ୍କା ବୃଦ୍ଧି କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ପରେ ଆଖୁର ଏମଏସପି କୁଇଣ୍ଟାଲ […]
ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ଯାହା ସବୁଠୁ ଅଧିକ ଚର୍ଚ୍ଚା ତାହା ହେଉଛି ନିର୍ବାଚନ କେବେ ହେବ। ଏହାପରେ କିଏ ଟିକେଟ ପାଇବ ପ୍ରଭୃତି ଆସିବ। ତେବେ ଏକ ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ୪ ରେ ନିର୍ବାଚନ […]
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି (ଆପ୍) ଓ କଂଗ୍ରେସ ମଧ୍ୟରେ ଲୋକସଭା ନିର୍ବାଚନ ପାଇଁ ଆସନ ବଣ୍ଟନ ପ୍ରାୟ ସ୍ଥିର ହୋଇସାରିଛି। ମିଳିଥିବା ସୂଚନା ଅନୁଯାୟୀ, ଉଭୟ ଦଳ ମଧ୍ୟରେ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆପ୍ ୪ଟି […]
ଭୁବନେଶ୍ୱର: ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ରାଜ୍ୟ ସ୍ତରୀୟ ହସ୍ତତନ୍ତ ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି। ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ପ୍ରଶତି ଛୋଟରାୟ, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ କଲ୍ୟାଣୀ ପଟ୍ଟନାୟକ ଏବଂ ହସ୍ତତନ୍ତ, ବୟନ ଏବଂ […]
ଭୁବନେଶ୍ୱର: ବିଶ୍ୱର ଅଗ୍ରଣୀ ପ୍ରଯୁକ୍ତିବିଦ୍ୟା ସେବା ପ୍ରଦାନକାରୀ ସଂସ୍ଥା ଆକ୍ସେଞ୍ଚରର ଅତ୍ୟାଧୁନିକ ବୈଷୟିକ ଗବେଷଣା କେନ୍ଦ୍ରକୁମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରରେ ଉଦଘାଟନ କରିଛନ୍ତି । ଆକ୍ସେଞ୍ଚର ହେଉଛି ବିଶ୍ଵର ଅନ୍ୟତମ ଅଗ୍ରଣୀ ବୃତ୍ତିଗତ ସେବା କମ୍ପାନୀ,ଭାରତରେ ୩ଲକ୍ଷରୁ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦର ମୋତେରାସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁଜରାଟ ସମବାୟ ଦୁଗ୍ଧ ବିପଣନ ମହାସଂଘ (ଜିସିଏମ୍ଏମ୍ଏଫ୍)ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇଛନ୍ତି। ଏହି ଅବସରରେ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ଦେଖିବା ସହ ସୁବର୍ଣ୍ଣ ଜୟନ୍ତୀ କଫି […]